Latest Odisha News

BREAKING NEWS

Browsing Category

ବାଲେଶ୍ୱର

Balasore

ପୁଣି ଅଲୋଡା ହେଲା ଶିଶୁ କନ୍ୟା: ପୋଲତଳୁ ମିଳିଲା ନବଜାତକର ମୃତଦେହ

ବାଲେଶ୍ବର : ପୁଣି ଅଲୋଡା ହେଲା ଶିଶୁ କନ୍ୟା  । ଏମିତି କିଛି ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସହଦେବଖୁଣ୍ଟା ଅରଡ ବଜାରରୁ । ଲୁଣିଆ ଝୋଡି ପୋଲ ନିକଟରୁ ଏକ ନବଜାତ ଶିଶୁର ମୃତଦେହ ଉଦ୍ଧାର ହୋଇଛି । କିଏ ଓ କାହିଁକି ଏଠାରେ ମୃତଦେହ ଫିଙ୍ଗିଛି , ତାହା ବର୍ତ୍ତମାନ…

ବନ୍ଧୁକ ମୁନରେ ବ୍ୟବସାୟୀଙ୍କଠାରୁ ଲୁଟ୍

ସୋର: ବନ୍ଧୁକ ମୁନରେ ବ୍ୟବସାୟୀଙ୍କଠାରୁ ଲୁଟ୍  । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଖନ୍ତାପଡା ଥାନା ଗୋପାଳପୁରରେ  ।  ବନ୍ଧୁକ ଦେଖାଇ ଜଣେ ବ୍ୟବସାୟୀଙ୍କଠାରୁ ୩ ଲକ୍ଷ ୭୦ହଜାର ଟଙ୍କା , ସୁନାଗହଣା ଓ  ଗାଡ଼ି ଲୁଟ ହୋଇଛି ।  ଲୁଟର ଶିକାର ହୋଇଥିବା ବ୍ୟକ୍ତିଜଣଙ୍କ…

କାଳ ହେଲା କି ଅନଲାଇନ୍ ଗେମ୍ ? ଝୁଲନ୍ତା ଅବସ୍ଥାରେ ଯୁକ୍ତ ଦୁଇ ଛାତ୍ରଙ୍କ ମୃତଦେହ ଉଦ୍ଧାର

ସୋର : ମୋବାଇଲ ଆଜିର ସମୟରେ ମୋବାଇଲ ଯୁବପୀଢିଙ୍କୁ ବିପଦଗାମୀ କରୁଛି । ଆଜି ମଧ୍ୟ ସେମିତି କିଛି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ସୋର ଥାନା ଅରଡା ଗାଁରେ । ଅନଲାଇନ୍ ଗେମ ଯୋଗୁଁ ଜଣେ ଛାତ୍ରର ଜୀବନ ଯାଇଛି । ମୃତକ ଯୁକ୍ତ ଦୁଇରେ ପାଠ ପଢୁଥିବା ଆଶିଷ କୁମାର ମଳିକ ବୋଲି ଜଣାପଡିଛି…

ପୁଣି ଅଲୋଡା ଶିଶୁ କନ୍ୟା, ସ୍ୱର୍ଣ୍ଣଚୁଡ଼ ପାହାଡ଼ରୁ ନବଜାତ ଶିଶୁ ଉଦ୍ଧାର

ବାଲେଶ୍ଵର: ପୁଣି ଅଲୋଡା ହେଲା ଶିଶୁ କନ୍ୟା । ସ୍ଵର୍ଣ୍ଣଚୁଡ ପାହାଡ ନିକଟ ଏକ ମସଜିଦ ସମ୍ମୁଖରେ ଶିଶୁ କନ୍ୟାକୁ ଛାଡି ଚାଲିଗଲେ ନିଷ୍ଠୁର ବାପା-ମା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ । ଶିଶୁଟିର କାନ୍ଦ ଶୁଣିବା ପରେ ସ୍ଥାନୀୟ ଅଞ୍ଚଳବାସୀ ଶିଶୁ…

ହାଇଓ୍ବାକୁ ପିଟିଲା ଡମ୍ପର : ଜଣେ ମୃତ, ପୋଲିସର ତଦନ୍ତ ଜାରି

ବାଲେଶ୍ବର: ବସ୍ତା ଥାନା କଟିପୋଲ ନିକଟରେ ଏକ ହାଇୱାକୁ ଧକ୍କା ଦେଇଛି ଡମ୍ପର। ଘଟଣାସ୍ଥଳରେ ଡମ୍ପର ଚାଳକଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଆଖାପାଖର ଲୋକେ ରୁଣ୍ଡ ହୋଇଯାଇଥିଲେ ଏହାପରେ ପୋଲିସକୁ ଖବର ଦିଆଯାଇଥିଲା। ପରେ ବସ୍ତା ଥାନା ପୋଲିସ ଆସି ଦୁର୍ଘଟଣା ସ୍ଥଳରେ ପହଁଚି ଡମ୍ପର…

ବେଆଇନ ବାଣ ଗୋଦାମରେ ରେଡ୍‌: ବିପୁଳ ପରିମାଣର ବାଣ ଜବତ, ୨ ଅଟକ

ବାଲେଶ୍ୱର: ଅବାଧରେ ଚାଲିଛି ବାଣ ବେପାର। ମାନୁ ନାହାଁନ୍ତି ସରକାରୀ ଗାଇଡ୍ ଲାଇନ୍। ଲୁଚା ଛପାରେ ଚାଲିଛି ବାଣ ବିକ୍ରି। ଆଗକୁ ଦୀପାବଳି ଥିବାରୁ ବେଆଇନ ବାଣ ବ୍ୟବସାୟ ଏବେ ବଢିଚାଲିଛି। ଆଜି ବାଲେଶ୍ୱର ଜିଲ୍ଲାରେ ବେଆଇନ ବାଣ ଗୋଦାମ ଉପରେ ଜଳେଶ୍ବର ପୋଲିସ ଚଢଉ କରିଛି। ୨୦ ଲକ୍ଷ ଟଙ୍କାରୁ…

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଖୋଲିଲା କୂଳଡିହା ଅଭୟାରଣ୍ୟ

ବାଲେଶ୍ଵର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆଜିଠୁ ଖୋଲିଲା ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡର ସୌନ୍ଦର୍ଯ୍ୟମୟୀ କୁଲଡିହା ଅଭୟାରଣ୍ୟ । ଏନେଇ ବନବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଅଭୟାରଣ୍ୟ ଖୋଲିବାର ପ୍ରଥମ ଦିନରେ ପର୍ଯ୍ୟଟକମାନଙ୍କୁ ସ୍ଵାଗତ କରିବାର ବିଭିନ୍ନ…

କୁଳଡିହା ଅଭୟାରଣ୍ୟରେ ବାଘ ଗଣନା ଆରମ୍ଭ, ୪୨ ଜଣ ବନ କର୍ମଚାରୀ ନିୟୋଜିତ

ବାଲେଶ୍ୱର: କୁଳଡିହା ଅଭୟାରଣ୍ୟରେ ଆରମ୍ଭ ହେଲା ବାଘ ଗଣନା। ବାଲେଶ୍ୱର ଜିଲ୍ଲାର କୁଳଡିହା ସମେତ ସମସ୍ତ ଫରେଷ୍ଟ ଡିଭିଜନରେ ଆଜିଠାରୁ ବାଘ ଗଣନା ଆରମ୍ଭ। ଏହି ଗଣନା କାର୍ଯ୍ୟ ଆଜିଠୁ ୩୦ ତାରିଖ ଯାଏଁ ଆର୍ଥାତ୍ ୫ ଦିନ ଧରି ଚାଲିବ। ନୀଳଗିରିର କୁଲଡିହା ସଂରକ୍ଷିତ ଅଭୟାରଣ୍ୟରେ ୧୪ଟି ବିଟ୍ ରେ…

ବାଲେଶ୍ବରରେ ଗ୍ୟାସ୍ ଟାଙ୍କି ଫାଟି ଭୟଙ୍କର ବିସ୍ଫୋରଣ : ଦୁଇ ଗୁରୁତର, ମେଡିକାଲରେ ଭର୍ତ୍ତି

ବାଲେଶ୍ବର: ବାଲେଶ୍ୱର ଜିଲ୍ଲା ନରସିଂହପୁର ପଞ୍ଚାୟତ ପୁରୁଣା ଗାଁରେ ଅଘଟଣ  । ଆଜି ମଧ୍ୟାହ୍ନରେ ଏକ ଗ୍ୟାସ୍‌ ଟାଙ୍କି ଫାଟି ଏକ ଭୟଙ୍କର ବିସ୍ଫୋରଣ ହୋଇଛି। ଏଥିରେ  ଜଣେ ପୁରୁଷ ଓ ଜଣେ ମହିଳା ଗୁରୁତର ହୋଇଥିବା ଜଣାଯାଇଛି। ସେମାନଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା…

ସ୍ୱାଧୀନତାକୁ ୭୭ବର୍ଷ ପରେବି ଗାଁ କୁ ନାହିଁ ରାସ୍ତା, ରେଳ ଧାରଣା ଦେଇ ଯାଉଛନ୍ତି ଗ୍ରାମବାସୀ

ଜଳେଶ୍ୱର: ଦେଶ ସ୍ୱାଧୀନତାକୁ ଇତି ମଧ୍ୟରେ ୭୭ବର୍ଷ ବିତିଗଲାଣି । କିନ୍ତୁ ଏପର୍ଯ୍ୟନ୍ତ ଗ୍ରାମକୁ ରାସ୍ତାଟିଏ ହୋଇପାରିଲା ନାହିଁ । ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନ କ୍ରମେ ଦେଶ, ବିକାଶର ଅମୃତ ମହୋତ୍ସଵ ପାଳନ କରୁଥିବା ବେଳେ ଗ୍ରାମବାସୀ, ଛାତ୍ରଛାତ୍ରୀ ଓ ଚାଷୀମାନେ ରେଳ ଧାରଣାକୁ ମୁଖ୍ୟ ରାସ୍ତା…