Latest Odisha News

BREAKING NEWS

Browsing Category

ଭଦ୍ରକ

Bhadrak

ପୁଣି ଶୁଭିଲା ପ୍ରଚଣ୍ଡ ଶବ୍ଦ, କେଉଁଠୁ ଆସୁଛି କିଛି ଜଣା ପଡୁନାହିଁ

ବାଲେଶ୍ବର: ପୁଣି ଶୁଭିଲା ପ୍ରଚଣ୍ଡ ଶବ୍ଦ, ଭୟଭୀତ ହୋଇ ଘରୁ ବାହାରି ଆସିଲେ ଲୋକେ । ହେଲେ କେଉଁଠୁ ଆସୁଛି କିଛି ଜଣାପଡୁନି । କିଛି ଏଭଳି ଘଟଣା ଆଜି ପୁଣି ଶୁଣିବାକୁ ମିଳିଛି ବାଲେଶ୍ବର ନୀଳଗିରି ଅଞ୍ଚଳ ଓ ଭଦ୍ରକ ବାସୁଦେବପୁରରେ । ଏଭଳି ପ୍ରଚଣ୍ଡ ଶବ୍ଦ ଶୁଣି ଭୟଭୀତ ହୋଇଛନ୍ତି ଲୋକେ…

ଓଡ଼ିଶାବାସୀ ନବୀନଙ୍କୁ ଆରାମ, ବିଜେପିକୁ କାମ ଦେବାକୁ ମନସ୍ଥ କରିଛନ୍ତି: ନଡ୍ଡା

ଭଦ୍ରକ: ଓଡ଼ିଶାରେ ପହଞ୍ଚିବା ପରେ ମାରାଥନ୍‌ ପ୍ରଚାର କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡା । ପ୍ରଥମେ ମୟୂରଭଞ୍ଜ ଜିଲ୍ଲା କରିଞ୍ଜିଆରେ ଆୟୋଜିତ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବାପରେ ଧାମନଗର ଓ ବଡ଼ଚଣାରେ ଆୟୋଜିତ ବିଶାଳ ଜନ ସମାବେଶରେ ଯୋଗ ଦେଇଛନ୍ତି ନଡ୍ଡା ।…

ନିଟ୍ ପ୍ରବେଶିକା ପରୀକ୍ଷାରେ ଜାଲିଆତି ଘଟଣା, ନକଲି ପରୀକ୍ଷାର୍ଥୀ ସମେତ ୩ ଗିରଫ

ଭଦ୍ରକ: ମେ’ ୫ରେ ଅନୁଷ୍ଠିତ ହୋଇଯାଇଛି ନିଟ୍ ପରୀକ୍ଷା ୨୦୨୪ । ଦେଶରେ ପ୍ରାୟ ୫୫୭ ସହରରୁ ୨୪ ଲକ୍ଷ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଥିଲେ । ପରୀକ୍ଷା କିପରି ସୁରୁଖୁରୁରେ ହେବ ସେ ନେଇ NTA ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ଏହାରିଭିତରେ ଭଦ୍ରକ ଏସବିଡ଼ି ଇଣ୍ଟରନେସନଲ ସ୍କୁଲରେ…

ଏନଏସି ଦାବିରେ ତିହିଡି ବନ୍ଦ

ଭଦ୍ରକ: ଥମୁନି ଏନଏସି ଦାବି । ଭଦ୍ରକ ଜିଲ୍ଲା ତିହିଡିକୁ ଏନଏସି ମାନ୍ୟତା ଦାବି ୮ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ବନ୍ଦ ପାଳନ ପାଇଁ ଡାକରା ଦେଇଛି ତିହିଡି ନାଗରିକ ମଞ୍ଚ । ବନ୍ଦକୁ ସମର୍ଥନ କରି ଦୋକାନ ବଜାର, ବ୍ୟବସାୟୀକ ଅନୁଷ୍ଠାନ ବନ୍ଦ ରହିଛି…

ରାତିରେ ଘରେ ପଶି କଳାକନା ବୁଲାଇଲେ ଲୁଟେରା, ସୁନା ଅଳଙ୍କାର ସହ ୨୦ ହଜାର ଟଙ୍କା ଲୁଟ୍

ଭଦ୍ରକ: ଘରୁ କଳାକନା ବୁଲାଇଲେ ଲୁଟେରା । ଘର ଲୋକ ଶୋଇଥିବା ବେଳେ ପଶିଗଲେ ଲୁଟେରା । ସୁନା ଅଳଙ୍କାର ସହ ନଗଦ ୨୦ ହଜାର ଟଙ୍କା ଲୁଟିନେଲେ ଲୁଟେରା ।  ଭଦ୍ରକ ଜିଲ୍ଲା ଧାମନଗର ଥାନା ନିର୍ଗୁଣ୍ଡି ପଂଚାୟତ ଗୁହାଳିଆ ଗାଁରେ ଏକ ଘରୁ ଶନିବାର ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି ।…

ଭଦ୍ରକ ବରପଦା ଇଞ୍ଜିନିୟରିଙ୍ଗ କଲେଜ ଗେଟ ଆଗରେ ବିଭିନ୍ନ ଦାବିନେଇ ବିକାଶ ମଞ ପକ୍ଷରୁ ଧାରଣା

ଭଦ୍ରକ: ଇଡି ରେଡ୍ ପରେ ଦିନକୁ ଦିନ ବଢିବାରେ ଲାଗିଛି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଓ ତାଙ୍କ ପୁଅଙ୍କ ଅଡୁଆ । ଭଦ୍ରକ ସ୍ଥିତ ବରପଦା ଇଞ୍ଜିନିୟରିଂ କଲେଜ୍ ସମ୍ମୁଖରେ ଅନେକ କର୍ମଚାରୀଙ୍କ ଆନ୍ଦୋଳନ । ଗେଟ ଆଗରେ ବରପଦା ବିକାଶ ମଞ୍ଚ ପକ୍ଷରୁ ବିକ୍ଷୋଭ ସହ ନାରାବାଜି । ବିଭିନ୍ନ ଦାବିନେଇ ବିକାଶ…

ବଢିଲା ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଅଡୁଆ, ସମନ ଜାରି କଲା ଇଡି

ଭଦ୍ରକ: ବଢିଲା ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଅଡୁଆ । ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ଇଡି ସମନ । ବାରପଦା ଇଞ୍ଜିନିୟରିଂ କଲେଜ ଜମି କେଳେଙ୍କାରୀ ମାମଲାରେ ଇଡି ସମନ ଜାରି କରିଛି । ବିଧାୟକ ପ୍ରଫୁଲ୍ଲଙ୍କ ସହ ପୁଅ ପ୍ରୟାସକାନ୍ତିଙ୍କୁ ମଧ୍ୟ ଇଡି ସମନ ପଠାଇଛି । ଡକ୍ୟମେଣ୍ଟ ସହ ହାଜର…

ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡି ରେଡ୍

ଭଦ୍ରକ: ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡି ରେଡ୍ । ଭଦ୍ରକର ୪ଟି ସ୍ଥାନରେ ରେଡ୍ । ସେପରି ବାରିପଦା ଇଞ୍ଜିନିୟରିଂ କଲେଜର ପୂର୍ବତନ ଅଧ୍ୟକ୍ଷଙ୍କ ଘରେ ବି ରେଡ୍ । କେନ୍ଦ୍ରୀୟ ସୁରକ୍ଷା ବଳଙ୍କ ସୁରକ୍ଷାରେ ଚାଲିଛି ଏହି ରେଡ୍ । ସୂଚନା ଅନୁସାରେ, ବିଧାୟକ ପ୍ରଫୁଲ୍ଲ ସାମଲଙ୍କ…

ଭଦ୍ରକରେ ଜଗନ୍ନାଥଙ୍କୁ ଅସମ୍ମାନ ଘଟଣା: ରାଜରାସ୍ତାକୁ ଓଲ୍ହାଇଲା ବିଜେପି

ଭଦ୍ରକ: ଭଦ୍ରକ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଭଦ୍ରାୟଣୀ ମହୋତ୍ସବ ଶେଷ ହେବା ପରେ ନେହେରୁ ଷ୍ଟାଡିଅମରେ ଅଳିଆ ଆବର୍ଜନାରେ ପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି ପଡ଼ିଥିବା ଘଟଣା ଏବେ ଭିନ୍ନ ମୋଡ଼ ନେଉଛି । ଏନେଇ ଏବେ ରାଜନୀତି ସରଗରମ ହେବାରେ ଲାଗିଛି । ସେପଟେ ଏହି ଘଟଣାକୁ ନେଇ ଆଜି ବିକ୍ଷୋଭ…

ଆଶ୍ଚର୍ଯ୍ୟ: ଶବ ନାହିଁ, ହେଲେ ରୀତିନୀତି ଅନୁଯାଇ ହେଲା ଶବଦାହ

ଭଦ୍ରକ: ୬ ଖଣ୍ଡ ବାଉଁଶରେ ବନ୍ଧା ହୋଇଛି କୋକେଇ । ବନ୍ଧୁ ବାନ୍ଧବ ସହିତ ସାହି ପଡିଶା ମଧ୍ୟ ଘର ସାମ୍ନାରେ ରୁଣ୍ଡ ହୋଇଛନ୍ତି । କୋକେଇ ଉପରେ ବନ୍ଦା ହୋଇଛି ପାଳ ଦଉଡି । ନାତି, ନାତୁଣୀ ମାନେ ଘିଅ ସଳିତା ଧରି ଜଳେଇବା ସହ ଶବକୁ ୪ କାନ୍ଦ ଦେଇ ଖଇ କଉଡ଼ି ପକେଇ ‘ରାମ ନାମ ସତ୍ୟ ହେ, ହରି ନାମ…