Latest Odisha News

BREAKING NEWS

Browsing Category

ଭଦ୍ରକ

Bhadrak

ନିଆଁରେ ପୋଡ଼ି ହୋଇ OSAPର ୩ ଯବାନ ଗୁରୁତର

ଭଦ୍ରକ: ନିଆଁରେ ପୋଡି ହୋଇ ଓଡ଼ିଶା ସ୍ପେଶାଲ୍ ଆର୍ମଡ ପୋଲିସ ବା OSAPର ୩ ଯବାନ ଗୁରୁତର । ସେମାନଙ୍କୁ ଚିକିତ୍ସା ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୁରୁଣା ବଜାର ଥାନା ବାରାକରେ ଶୋଇଥିବା ବେଳେ ନିଆଁ ଲାଗିଥିଲା । ମଶା ଧୂପରୁ ନିଆଁ ଲାଗି ଯାଇଥିବା ସୂଚନା…

ଭଦ୍ରକରେ ଭାରସାମ୍ୟ ହରାଇ ଓଲଟିଲା ବସ୍, ୧୧ ଯାତ୍ରୀ ଆହତ

ଭଦ୍ରକ: ଭାରସାମ୍ୟ ହରାଇ ଓଲଟିଲା ବସ୍ । ଭଦ୍ରକର ତ୍ରିଶଲପୁର ନିକଟରେ ଆଜି ସକାଳୁ ସକାଳୁ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଆହତ ହୋଇଛନ୍ତି ୧୧ ଜଣ ଯାତ୍ରୀ । ସେମାନଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆଜି ସକାଳୁ ସକାଳୁ ଏହି ଗୁର୍ଘଟଣା…

ନକଲି ନୋଟ କାରବାର, ୨ ଜଣଙ୍କୁ ବାନ୍ଧିଲା ପୋଲିସ

ଭଦ୍ରକ: ନକଲି ନୋଟ୍ କାରବାର କରୁଥିବା ଅଭିଯୋଗରେ ଭଦ୍ରକ ଜିଲ୍ଲାରୁ ଦୁଇ ଜଣ ଗିରଫ । ସେମାନଙ୍କୁ ବାନ୍ଧିଛି ଭଦ୍ରକ ଜିଲା ବାସୁଦେବପୁର ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ କଟକ ଜିଲା ମାହାଙ୍ଗା ଥାନା ଅନ୍ତର୍ଗତ କୌଡକୁଳ ଗାଁରେ ପ୍ରିୟ ରଞ୍ଜନ ନାୟକ ଓ କେନ୍ଦ୍ରାପଡ଼ା ଜିଲା ଡେରାବିସ ଥାନା…

ବିଧାୟକଙ୍କ ସହ ବିଜ୍ଞାପନ, ବିବାଦରେ ମହିଳା ପୋଲିସ !

ଭଦ୍ରକ: ଲୋକଙ୍କୁ ଜମିଲାନି ପୋଲିସ ଓ ପ୍ରଶାସନର ମିଳିତ ଦୁର୍ଗାପୂଜା ଶୁଭେଛା ବାର୍ତ୍ତା । ସୋସିଆଲ ମିଡିଆରେ ଭାଇରାଲ୍ ହେଲା ମହିଳା ପୋଲିସ ଅଫିସରଙ୍କ ଶୁଭେଛା ବିଜ୍ଞାପନ । ବିଧାୟକଙ୍କ ସହ ନିଜର ଫଟୋ ଲଗାଇ ଦୁର୍ଗାପୂଜା ଉପଲକ୍ଷେ ଲୋକଙ୍କୁ ଶୁଭେଛା ଜଣାଇବା ଭଦ୍ରକର ଜଣେ ମହିଳା ପୋଲିସଙ୍କୁ…

ବାସୁଦେବପୁର ବିଧାୟକ କରୋନା ପଜିଟିଭ୍‌

ଭୁବନେଶ୍ୱର : ଭଦ୍ରକ ଜିଲ୍ଲାର ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏ ନେଇ ଫେସବୁକରେ ସେ ନିଜେ ସୂଚନା ଦେଇଛନ୍ତି । ସାମାନ୍ୟ ଲକ୍ଷଣ ଦେବା ଦେବା ପରେ ସେ ଆଜି ସ୍ୱାବ ପରୀକ୍ଷା କରାଇଥିଲେ ଏବଂ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବା ସେ ଉଲ୍ଲେଖ…

ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ କରୋନା ସଂକ୍ରମିତ

ଭୁବନେଶ୍ୱର: ଚାନ୍ଦବାଲିର ବିଜେଡି ବିଧାୟକ ବ୍ୟୋମକେଶ ରାୟଙ୍କୁ କରୋନା । ସେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନିଜେ ସୋସିଆଲ୍ ମିଡିଆରେ ସୂଚନା ଦେଇଛନ୍ତି ବ୍ୟୋମକେଶ । ବ୍ୟୋମକେଶ ରାୟ ଲେଖିଛନ୍ତି, ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ନିକଟ ଅତୀତରେ ଯେଉଁମାନେ ସଂସ୍ପର୍ଶରେ…

କାଲି ସନ୍ଧ୍ୟାରୁ ଚାରି ଦିନ ସଟଡାଉନ୍ ରହିବ ଚାନ୍ଦବାଲି ଏନଏସି

ଭଦ୍ରକ: ଚାରି ଦିନ ସଟଡାଉନ୍ ରହିବ ଚାନ୍ଦବାଲି ଏନଏସି ଅଞ୍ଚଳ । କରୋନା ସଂକ୍ରମଣ ବଢୁଥିବାରୁ ୪୮ ଘଣ୍ଟା ସଟଡାଉନ୍ ଘୋଷଣା କରିଛନ୍ତି ଭଦ୍ରକ ଜିଲ୍ଲା ପ୍ରଶାସନ । କାଲି ସନ୍ଧ୍ୟା ୬ଟା ପରଠୁ ଚାନ୍ଦବାଲି ପୌରାଞ୍ଚଳରେ ସଟଡାଉନ୍ କଟକଣା ଜାରି ହେବ । ଗୁରୁବାର ଓ ଶୁକ୍ରବାର ସଟଡାଉନ୍ ଥିବା ବେଳେ…

ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ଓପିଡି ୪୮ ଘଣ୍ଟା ବନ୍ଦ

ଭଦ୍ରକ: ୪୬ ଘଣ୍ଟା ବନ୍ଦ ରହିବ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓପିଡି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏନେଇ ସୂଚନା ଦେଇଛନ୍ତି । ହସ୍ପିଟାଲର ଜଣେ ଡାକ୍ତର କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ଏହି ନିଷ୍ପତ୍ତି ନିଆଯାଇଛି । ସଂପୃକ୍ତ ଡାକ୍ତରଙ୍କ ଡ୍ରାଇଭର ବି କରୋନା ସଂକ୍ରମିତ…

ଯୁବକଙ୍କୁ ଲଣ୍ଡା କରି ଜୋତାମାଳ ପିନ୍ଧାଇବା ଓ ମୁହଁରେ ପରିଶ୍ରା କରିବା ଘଟଣାର ତଦନ୍ତ ନିର୍ଦ୍ଦେଶ

ତିହିଡି (ଭଦ୍ରକ): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଭଦ୍ରକ ଜିଲ୍ଲା ତିହିଡି ଥାନା ବାଉଁଶବାଗ ଗାଁରେ ଘଟିଛି ଅମାନବୀୟ କାଣ୍ଡ । ଜଣେ ଯୁବକଙ୍କୁ କିଛି ଲୋକ ଲଣ୍ଡା କରିବା ପରେ ଜୋତାମାଳ ପିନ୍ଧାଇ ଗାଁରେ ବୁଲାଇଲେ । ପରେ ପିଇବା ପାଇଁ ପାଣି ମାଗିବାରୁ ମୁହଁରେ ପରିଶ୍ରା ଢାଳିଥିବା ଅଭିଯୋଗ…

କାଲିଠୁ ୪୮ ଘଣ୍ଟା ସମ୍ପୂର୍ଣ୍ଣ ସଟଡାଉନ୍ ରହିବ ଭଦ୍ରକ ଜିଲ୍ଲା

ଭଦ୍ରକ: ୪୮ ଘଣ୍ଟା ପାଇଁ ଭଦ୍ରକ ଜିଲ୍ଲା ସଟ୍‌ଡାଉନ୍ ଘୋଷଣା । ଅଗଷ୍ଟ ୧(ଶନିବାର) ଓ ଅଗଷ୍ଟ ୨ (ରବିବାର) ଜିଲ୍ଲାକୁ ସମ୍ପୂର୍ଣ୍ଣ ସଟଡାଉନ୍ କରିବା ନେଇ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଆସନ୍ତାକାଲି ସକାଳ ୫ଟାରୁ ଅଗଷ୍ଟ ୩ ତାରିଖ ସକାଳ ୫ ପର୍ଯ୍ୟନ୍ତ କଟକଣା ଲାଗିବ । ସଟଡାଉନ୍ ବେଳେ…