Latest Odisha News

BREAKING NEWS

Browsing Category

ଭଦ୍ରକ

Bhadrak

ରାସ୍ତା କାମ ପାଇଁ ଲାଗିଥିବା ଫଳକ ପଡି ଚାଲିଗଲା ପ୍ରଥମ ଶ୍ରେଣୀ ଛାତ୍ରଙ୍କ ଜୀବନ

ଭଦ୍ରକ: ରାସ୍ତା କାମ  ପାଇଁ ଲାଗିଥିବା ଫଳକ ଖସି ଜଣେ ପ୍ରଥମ ଶ୍ରେଣୀ ଛାତ୍ରର ମୃତ୍ୟୁ । ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଉଚ୍ଚପଦା ଗାଁରେ । ମୃତକ ଜଣକ ହେଲେ  ଉଚ୍ଚପଦା ପ୍ରାଥମିକ ବିଦ୍ୟାଳୟର ପ୍ରଥମ ଶ୍ରେଣୀର ଛାତ୍ର ଅସିତ ନାୟକ। ଏନେଇ ସ୍କୁଲ ପାଖରେ ଉତ୍ତେଜନା ଦେଖା ଦେଇଛି ।…

ଅକ୍ଟୋବର ୨ରୁ ବୁଲିବ ସାଇବର ସଚେତନତା ରଥ, ଆସନ୍ତାକାଲି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ସୁବର୍ଣ୍ଣପୁର /ଭଦ୍ରକ : ସୁବର୍ଣ୍ଣପୁର ଜିଲ୍ଲାରେ  ଦିନକୁ ଦିନ ବୃଦ୍ଧି ପାଉଛି ସାଇବର ଅପରାଧ  । ତେଣୁ ଜିଲ୍ଲାବାସୀ ସଚେତନ କରିବା ଲାଗି ବୁଲିବ ସାଇବର ସଚେତନତା ରଥ  । ଏହା  ଆସନ୍ତା ୨ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ବୁଲିବ  । ଏ ନେଇ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ରେ ଅନୁଷ୍ଠିତ ଏକ…

ଝିଅକୁ ଧରି ବୈତରଣୀ ନଦୀକୁ ବାପା ଡେଇଁବା ଘଟଣା: ୩୦ ଘଣ୍ଟା ପରେ ମିଳିଲା ବାପାର ମୃତ ଦେହ, ଏବେବି ନିଖୋଜ କୁନି ଝିଅ

ଭଦ୍ରକ: ଝିଅକୁ ଧରି ବୈତରଣୀ ନଦୀକୁ ବାପା ଡେଇଁବା ଘଟଣା । ପ୍ରାୟ ୩୦ ଘଣ୍ଟା ପରେ ମିଳିଲା ନିଖୋଜ ବାପା ଚନ୍ଦନ ସାହୁର ମୃତଦେହ । ଯାଜପୁର ଜିଲ୍ଲା ତ୍ରିଲୋଚନପୁର ବୁଢା ନଦୀ ମଣିକ ଛନ୍ଦା ନିକଟରୁ ମିଳିଲା ମୃତ ଦେହ । ସେପଟେ ଏବେବି ନିଖୋଜ ରହିଛି କୁନି ଝିଅ । ଝିଅକୁ ଖୋଜାଖୋଜି ଜାରି ରଖିଛି…

ମଦ ମାଫିଆଙ୍କୁ ଧରିବାକୁ ଯାଇ ନିସ୍ତୁକ ମାଡ ଖାଇଲା ପୋଲିସ

ଭଦ୍ରକ : ଅଭିଯୁକ୍ତଙ୍କୁ ଧରିବାକୁ ଯାଇ ହଟହଟା  । ସାଦା ପୋଷାକରେ ଯାଇଥିବା ପୋଲିସ ଅଧିକାରୀଙ୍କୁ ନିସ୍ତୁକ ମାଡ ମାରିଲେ ମଦ ମାଫିଆ । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ସାବରଙ୍ଗ ଥାନା ଇଛାପୁର ସ୍ଥିତ ମାମଲି ହୋଟେଲରେ  । ଦୀର୍ଘ ଦିନ ହେଲା ଏଠାରେ ଚୋରା ମଦ କାରବାର ଚାଲିଥିଲା । ଏ…

ତିହିଡିରେ ଚାଞ୍ଚଲ୍ୟ: ସରକାରୀ କ୍ବାର୍ଟର୍ସରୁ କନେଷ୍ଟବଳଙ୍କ ମୃତଦେହ ଉଦ୍ଧାର

ଭଦ୍ରକ: ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି ।  କାର୍ଯ୍ୟରତ ଜଣେ କନେଷ୍ଟବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ତାହା ପୁଣି ତାଙ୍କ ସରକାରୀ କ୍ବାର୍ଟର୍ସରୁ । ମୃତ କନେଷ୍ଟବଳ କେନ୍ଦୁଝରର ତୋଫାନ କୁମାର ପାତ୍ର ବୋଲି ଜଣାପଡିଛି  । ଘଟଣାସ୍ଥଳରେ ତିହିଡ଼ି…

ଫୁଲୁଛି ବୈତରଣୀ: ଜନବସତିକୁ ବନ୍ୟା ପାଣି ମାଡିଯିବା ଆଶଙ୍କା

ଭଦ୍ରକ : ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢୁଛି ବୈତରଣୀ  । ଆସିଛି ଚଳିତ ବର୍ଷର ଦ୍ବିତୀୟ ବନ୍ୟା ଜଳ । ଆଖୁଆପଦାଠାରେ ବୈତରଣୀର ବିପଦ ସଂକେତ ୧୭.୮୩ ମିଟର ଥିବା ବେଳେ ଏବେ ଜଳସ୍ତର ୧୭.୮୫ ମିଟର ରହିଛି। ଦୁଇ ଦିନ ଧରି ବର୍ଷା ଲାଗିରହିଥିବାରୁ ବୈତରଣୀର ଜଳସ୍ତର ବଢୁଛି  ।  ବୈତରଣୀ…

ସାବଧାନ ! ମନ୍ଥେଇ ନଦୀରେ ବୁଲୁଛି ୨୦ଫୁଟିଆ କୁମ୍ଭୀର

ଭଦ୍ରକ: ବାସୁଦେବପୁର ଅଞ୍ଚଳର ମନ୍ତେଈ ନଈରେ କୁମ୍ଭୀର ଆତଙ୍କଦେଖିବାକୁ ମିଳିଛି  ।  ବାଲିଆପାଳ ଘାଟଠାରୁ ୨କିଲୋମିଟର ଦୂର କାଳଗଦି ଗାଁ ପାଖ ମନ୍ତେଇ ନଈରେ ଏକ ବଡ କୁମ୍ଭୀର ଭାସୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି  । ଯାହାକୁ ନେଇ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇପଡିଛନ୍ତି। ନଦୀରେ କୁମ୍ଭୀର…

ରୋଗୀମୃତ୍ୟୁ ଅଭିଯୋଗ, ଭଦ୍ରକ ସାଳନ୍ଦୀ ହସ୍ପିଟାଲରେ ଉତ୍ତେଜନା

ଭଦ୍ରକ: ରୋଗୀ ମୃତ୍ୟୁକୁ ନେଇ ଭଦ୍ରକ ସଳନ୍ଦୀ ହସ୍ପିଟାଲରେ ଉତ୍ତେଜନା। ଡାକ୍ତରଙ୍କ ଅବହେଳା ଯୋଗୁଁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ମୃତ ମହିଳା ଜଣଙ୍କ ହେଲେ ଧୂଷୁରୀ ଥାନା ଅଧିନସ୍ଥ କଟସାହି ପଞ୍ଚାୟତର ଗୁହାଳୀପାଳ ଗ୍ରାମର ବସନ୍ତ ପାତ୍ରଙ୍କ ସ୍ତ୍ରୀ ସଞ୍ଜୁଲତା…

ବନ୍ୟା ସ୍ଥିତି ପାଇଁ ଜଗତସିଂହପୁରର ୩ଟି ଓ ଭଦ୍ରକର ୪ଟି ବ୍ଲକର ସବୁ ସ୍କୁଲ ଛୁଟି

ଭଦ୍ରକ: ଲଗାଣ ବର୍ଷା ଓ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଜଗତସିଂହପୁରର ୩ଟି ଓ ଭଦ୍ରକର ୪ଟି ବ୍ଲକର ସମସ୍ତ ସ୍କୁଲ୍‌ ଛୁଟି ଘୋଷଣା କରାଯାଇଛି । ଭଦ୍ରକର ଭଣ୍ଡାରିପୋଖରୀ, ତିହିଡ଼ି, ଧାମନଗର, ଚାନ୍ଦବାଲି ବ୍ଲକରେ ସ୍କୁଲ୍‌ ଛୁଟି ଘୋଷଣା ହୋଇଥିବା ବେଳେ ଜଗତସିଂହପୁରର ରଘୁନାଥପୁର, ତିର୍ତ୍ତୋଲ ଓ…

ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଉତ୍ତେଜନା: OSSC ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ

ଭଦ୍ରକ: ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ OSSC ପରୀକ୍ଷା ବେଳେ ଉତ୍ତେଜନା। ଅର୍ବାନ୍‌ ଲୋକଲ ବଡ଼ି ବା ULB ଆକାଉଣ୍ଟ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ପରୀକ୍ଷାର୍ଥୀମାନେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ମହାବିଦ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ପରୀକ୍ଷାର୍ଥୀ ।…