Latest Odisha News

BREAKING NEWS

Browsing Category

ବଲାଙ୍ଗୀର

Bolangir

ବଲାଙ୍ଗିର ପୁଇଁତଳାରେ ଲୁଟେରା ରାଜ: ଶିକ୍ଷକଙ୍କୁ ଆକ୍ରମଣ କରି ନେଇଗଲେ ଟଙ୍କା

ବଲାଙ୍ଗିର: ମାତିଛନ୍ତି ଲୁଟେରା । ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ଥାନା ଅଞ୍ଚଳରେ ଲୋକଙ୍କୁ ଆକ୍ରମଣ କରି ନେଇଯାଉଛନ୍ତି ଟଙ୍କା ଓ ଅନ୍ୟାନ୍ୟ ଜିନିଷ । ଜଣେ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ କରି ଟଙ୍କା ଲୁଟ୍ ହୋଇତିବା ଅଭିଯୋଗ ସାମନାକୁ ଆସିଛି । ପୁଇଁନ୍ତଲା ଥାନା ବୁଢ଼ୀସିଣ୍ଡୋଲ-ଅଇଁଲାସାରି…

ବୌଦ୍ଧ-କନ୍ଧମାଳ ସୀମାନ୍ତରୁ KKBN କ୍ୟାଡର ମାଓବାଦୀ ଓ ସହଯୋଗୀ ଅଟକ

ବଲାଙ୍ଗିର: ବୌଦ୍ଧ-କନ୍ଧମାଳ ସୀମାନ୍ତ ଗୁଡଭେଲାରୁ ଜଣେ କ୍ୟାଡର ମାଓବାଦୀକୁ ଅଟକ ରଖାଯାଇଥିବା ସୂଚନା ମିଳିଛି । ଜଣେ ସହଯୋଗୀଙ୍କୁ ବି ଅଟକ ରଖାଯାଇଛି । ସେମାନେ ସମସ୍ତେ KKBN ମାଓ ସଂଗଠନର ସଦସ୍ୟ । ଖପ୍ରାଖୋଲ ଅଭିମୁଖେ ଯିବା ବେଳେ ଏମାନଙ୍କୁ ଅଟକ ରଖିଛି ବଲାଙ୍ଗିର ପୋଲିସ । ସେମାନଙ୍କୁ…

ଗୁଣିଗାରେଡିରେ ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା ଅଭିଯୋଗ

ବଲାଙ୍ଗିର: ବିଜ୍ଞାନ ଯୁଗରେ ଅନ୍ଧ ବିଶ୍ୱାସ ଅନ୍ଧାରି ଗଳିରୁ ବାହାରି ପାରୁନି ମଣିଷ ସମାଜ । ଗୁନିଗାରେଡି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ହତ୍ୟା ଅଭିଯୋଗ । ଏଭଳି ଘଟଣା ସାମନାକୁ ଆସିଛି ବଲାଙ୍ଗିର ଜିଲ୍ଲାରୁ । ମୃତକ ହେଲେ ୬୫ବର୍ଷୀୟ ନିତ୍ୟା ଭୋଇ । ତାଙ୍କ ଘର ସଇଁନ୍ତଳା ବ୍ଳକ ଭନ୍ଦ୍ରା ପଞ୍ଚାୟତ…

ଗୁଣି ଗାରେଡି ସନ୍ଦେହରେ ୧୪ପରିବାରକୁ ନିର୍ଯାତନା

ବଲାଙ୍ଗୀର: ଏବେ ବି ଅନ୍ଧ ବିଶ୍ୱାସର ଅନ୍ଧଗଳିରେ ଜୀଉଁଛି ମଣିଷ । ଯୁଗ ବଦଳୁଥିଲେ ବି ମନରେ ଥିବା ସଂକୀର୍ଣ୍ଣତା ଆଉ କିଛି ଅନ୍ଧବିଶ୍ୱାସ ଲିଭୁନି । ଏମିତିକି କିଛି ଚିତ୍ର ଦେଖିବାକୁ ମିଳିଛି ବଲାଙ୍ଗୀର ସିନ୍ଧିକେଲା ନିର୍ମୂଳା ଗାଁରେ । ଗୁଣି ଗାରେଡି ସନ୍ଦେହରେ କିଛି ପରିବାରକୁ ଦିଆଯାଇଛି…

ବୃକ୍ଷ ରୋପଣ ନାଁରେ ଦେଢ଼ କୋଟି ଘୋଟାଲା

ବଲାଙ୍ଗୀର : ବୃକ୍ଷରୋପଣ ନାଆଁ ରେ ଦେଢ଼ କୋଟି ଘୋଟାଲା । ଦେଢ କୋଟି ଟଙ୍କାର ବୃକ୍ଷରୋପଣ ଯାହାକି ବ୍ଲକ ଓ ବନ ବିଭାଗ ପକ୍ଷରୁ କରାଯାଇଥିବା ସରକାରୀ ତଥ୍ୟ କହୁଛି । କିନ୍ତୁ ଗ୍ରାଉଣ୍ଡରେ ବାସ୍ତବ କିଛି ଅଲଗା । ବ୍ଲକର ୨୬ଟି ପଞ୍ଚାୟତରୁ ଗୋଟିଏ ପଞ୍ଚାୟତରେ ପ୍ରାୟ ୧୫ ଲକ୍ଷ ୬୦ହଜାର ଟଙ୍କାର…

ପୁଣି ଆକ୍ରମଣ, ରୋଗୀ ସଂପର୍କୀୟଙ୍କ ମାଡରେ ଡାକ୍ତର ଲହୁ ଲୁହାଣ

ଟାଙ୍ଗୀ : ପୁଣି ଡାକ୍ତରଙ୍କୁ ଆକ୍ରମଣ । ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କୁ ମାଡ ମାରିଲେ ରୋଗୀଙ୍କ ସଂପର୍କୀୟ । ଆଉ ମାଡ଼ରେମାଡ ଡାକ୍ତର ଲହୁ ଲୁହାଣ । ୬ ଜଣ ଦୁର୍ବୃତ୍ତ ଆଉଟ୍ ଡୋର୍ରେ ପଶି ଆକ୍ରମଣ କରିଛନ୍ତି । ଆଜି ଅପରାହ୍ନରେ ନୟାଗଡ ଜିଲା ଚାନ୍ଦପୁର ଶାସ୍ତ୍ରୀ ନଗରର…

ଭିଜିଲାନ୍ସ ଜାଲରେ ଅବସରପ୍ରାପ୍ତ ପଣ୍ୟାଗାର ଭାରପ୍ରାପ୍ତ ଅଧୀକ୍ଷକ

ବଲାଙ୍ଗିର: ଭିଜିଲାନ୍ସ ଜାଲରେ ଅବସରପ୍ରାପ୍ତ ପଣ୍ୟାଗାର ଭାରପ୍ରାପ୍ତ ଅଧୀକ୍ଷକ ଗଣପତି ପୁରୋହିତ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘର ସମେତ ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ । ଗଣପତି ପୁରୋହିତଙ୍କ ବଲାଙ୍ଗିର ପେଲେସଲାଇନ୍ ବାସଭବନ ସମେତ ସମ୍ପର୍କୀୟ ଓ…

ଗୁଣିଗାରେଡି ନାଁରେ ଲୋମ ଟାଙ୍କୁରା ନିର୍ଯାତନା

ସିନ୍ଧିକେଲା : ଗୁଣିଗାରେଡି ନାଁରେ ଅଭାବନୀୟ କାଣ୍ଡ । ଯୁଗ ବଦଳିଯାଇଥିଲେ ବି ଲୋକଙ୍କର ମାନସିକତାରେ ଆସିନି ପରିବର୍ତ୍ତନ । ଏବେ ବି ଲୋକେ ସେହି ଅନ୍ଧବିଶ୍ୱାସର ଅନ୍ଧଗଳିରେ ଜୀଉଁଛନ୍ତି । ଏବେ ବି ଗାଁ ରେ ଚାଲିଛି କଙ୍ଗାରୁ କୋର୍ଟ । ଯେଉଁଠି ଆଇନ୍‌କୁ ହାତକୁ ନେବା ଭଳି ଦୃଶ୍ୟ ଦେଖିବାକୁ…

ଜମି ବିବାଦକୁ ନେଇ ହତ୍ୟାକାଣ୍ଡ, ଜଣେ ମୃତ ୬ ଆହତ

ବଲାଙ୍ଗୀର: ମୁଣ୍ଡ ନେଇଗଲା ଜମି ବିବାଦ । ରକ୍ତାକ୍ତ ସଂଘର୍ଷରେ ଚାଲିଗଲା ଜଣକର ଜୀବନ । ଅନ୍ୟପଟେ ୬ ଜଣ ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏପରି ଏକ ଅଭାବନୀୟ ଘଟଣାକୁ ନେଇ ଲଜ୍ଜା ମୁଣ୍ଡାଇଛି ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ କୁଟୁରାପାଲି ଗାଁ । ମିଳିଥିବା…

ବଲାଙ୍ଗୀର ବାଇକ୍ ଚୋରି ରାକେଟ୍‌ର ପର୍ଦ୍ଦାଫାସ୍, ୫ ଗିରଫ

ବଲାଙ୍ଗୀର: ବେଶ କିଛିଦିନ ଧରି ସାଧାରଣ ଲୋକଙ୍କୁ ଭୟଭୀତ କରିଥିଲା ବଲାଙ୍ଗୀରରେ ସକ୍ରିୟ ହୋଇଥିବା ବାଇକ୍ ଚୋରି ରାକେଟ୍ । ଏ ନେଇ ଲୋକେ ବ୍ୟତିବ୍ୟସ୍ତ ହୋଇପଡିଥିଲେ । ହେଲେ ଶେଷରେ ବଲାଙ୍ଗୀର ପୋଲିସକୁ ମିଳିଛି ସଫଳତା । ବାଇକ ଚୋରି ରାକେଟର ପର୍ଦ୍ଦାଫାସ୍ ହୋଇଥିବା ନେଇ ସୂଚନା ଦେଇଛନ୍ତି ସଦର…