Latest Odisha News

BREAKING NEWS

Browsing Category

ବଲାଙ୍ଗୀର

Bolangir

ଶ୍ୱଶୁର ଘର ଗାଁରୁ ମିଳିଲା ଜ୍ୱାଇଁର ମୃତଦେହ: ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ଭାଇ

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଶ୍ୱଶୁର ଘର ଗାଁରେ ଜ୍ୱାଇଁଙ୍କୁ କରେଣ୍ଟ ଦେଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ଭାଲୁମୁଣ୍ଡା ଗାଁର ବଂଶୀ ଠେଲା ବୋଲି ଜଣାପଡିଛି । ସୂଚନା ଅନୁସାରେ ଦୀର୍ଘ ବର୍ଷ ହେବ ବଂଶୀ ତାଙ୍କ ଶ୍ବଶୁର…

କଣ୍ଟାବାଞ୍ଝିରେ ଟ୍ରକ-ବୋଲେରୋ ଧକ୍କା : ଦୁଇ ମୃତ, ଦୁଇ ଗୁରୁତର

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା ୫୯ ନଂ ଜାତୀୟ ରାଜପଥ ଫୁଗୁଡା ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବୋଲେରୋ ଏବଂ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି  । ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ମଧ୍ୟ ହୋଇଥିବା ସୂଚନା ମିଳିଛି  । ମୃତକ ବରଗଡ଼ ଜିଲ୍ଲା…

ମେଡିକାଲ କଲେଜରେ ନାମ ଲେଖାଇବା ନାଁ ରେ ଠକେଇ, ଗିରଫ ହେଲେ ୩ ଠକ

ବଲାଙ୍ଗୀର: ମେଡିକାଲ କଲେଜରେ ନାମଲେଖା ନାଁରେ ଠକେଇ । ଛାତ୍ରଛାତ୍ରୀଙ୍କ ଠାରୁ ପ୍ରାୟ ୧୬ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ବଲାଙ୍ଗୀର ସାଇବର ଥାନା ପୋଲିସ ୩ ଜଣଙ୍କୁ ଗିରଫ କରିଛି । ତିନି ଅଭିଯୁକ୍ତ ହେଲେ ନୟାଗଡ଼ ଜିଲ୍ଲା ଖଣ୍ତପଡା ଥାନା ବଳରାମପ୍ରସାଦ ମା'ମଙ୍ଗଳାର ସାହିର ବ୍ୟାସଦେବ ମହାନ୍ତି,…

ବିସର୍ଜନ ପୂର୍ବରୁ ଗାଏବ ହୋଇଗଲେ ଗଣେଶ ପ୍ରଭୁ, କମିଟି ତରଫରୁ ଥାନାରେ ରୁଜୁ ହେଲା ଏତଲା

କଣ୍ଟାବାଞ୍ଜି: ସାରା ରାଜ୍ୟରେ ଧୂମଧାମରେ ପାଳନ ହେଉଛି ବିଘ୍ନହର୍ତ୍ତା ଶ୍ରୀ ଗଣେଶଙ୍କ ପୂଜା । ଚାରିଆଡେ ଏବେ ଉତ୍ସବର ମାହୋଲ । କିଛି କିଛି ସ୍ଥାନରେ ଲମ୍ବୋଦରଙ୍କ ବିସର୍ଜନ ସରିଥିବା ବେଳେ ଆଉ କିଛି ସ୍ଥାନରେ ଏବେବି ପୂଜା ପାଉଛନ୍ତି ପାର୍ବତୀ ନନ୍ଦନ ଶ୍ରୀ ଗଣେଷ । ତେବେ ଏହାରୀ ଭିତରେ ଏକ…

ଗାନ୍ଧୀଧାମ-ପୁରୀ ଟ୍ରେନରେ ଚାଞ୍ଚଲ୍ୟ: ଟ୍ରେନରେ ଯାତ୍ରୀଙ୍କ ତଣ୍ଟି କାଟିଲେ ଦମ୍ପତି

ବଲାଙ୍ଗୀର:  ବଲାଙ୍ଗୀର ଜିଲ୍ଲା ଟିଟଲାଗଡ ରେଳଷ୍ଟେସନ ଗାନ୍ଧୀଧାମ-ପୁରୀ ଟ୍ରେନରେ ଚାଞ୍ଚଲ୍ୟ । ଚଳନ୍ତା ଟ୍ରେନରେ ଦୁଇ ଯାତ୍ରୀଙ୍କ ତଣ୍ଟି କାଟିଦେଲେ ଦମ୍ପତ୍ତି  । ଟ୍ରେନରେ କିଛି ଘଟଣାକୁ ନେଇ ଆରମ୍ଭ ହୋଇଥିବା ଗଣ୍ଡଗୋଳ କ୍ରମଶଃ ରକ୍ତପାତର ରୂପ ନେଇଥିଲା  । ଯାହାକୁ ନେଇ ଦମ୍ପତ୍ତି ଏକ…

ପୁଣି ଅଲୋଡା ଶିଶୁ କନ୍ୟା: ପାଇଖାନାରୁ ଉଦ୍ଧାର ହେଲା ନବଜାତକ

ବଲାଙ୍ଗିର : ପୁଣି ଅଲୋଡା ହେଲା ଶିଶୁ କନ୍ୟା  । ପାଇଖାନାରେ ପଡିଛି ନବଜାତ ଶିଶୁ କନ୍ୟା । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀର  ଭୀମଭୋଇ ମେଡିକାଲରେ ।  ପାଇଖାନାରୁ ଶିଶୁଟିକୁ ଉଦ୍ଧାର କରାଯାଇଛି  । ପରେ ତାକୁ ଏସଏନସିୟୁରେ ଭର୍ତ୍ତି କରାଯାଇଛି। କନ୍ୟାଟି କାହାର ଏବଂ କେଉଁ…

ବଲାଙ୍ଗୀରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ: ଯୁବକ ଗିରଫ , ପୋଲିସର ତଦନ୍ତ ଜାରି

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଯମୁନା ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି  । ଘଟଣାରେ ପୋଲିସ ଜଣେ ଯୁବକକୁ ଗିରଫ କରିଛି  । ପୀଡ଼ିତାଙ୍କ ବାପାଙ୍କ ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି ।…

ବ୍ରାଣ୍ଡେଡ୍‌ ବିଶ୍ୱାସରେ ବିଷ: ୪୩ ଲକ୍ଷ ଟଙ୍କାର ନକଲି ପୋଷାକ ଜବତ, ମାଲିକ ଗିରଫ

ବଲାଙ୍ଗୀର: ନାମୀଦାମୀ କମ୍ପାନୀ ନାଁରେ ତିଆରି ହେଉଛି ନକଲି ପୋଷାକ। ବଲାଙ୍ଗିର ଟାଉନ୍‌ରୁ ଆଜି ଏପରି ରାକେଟ୍‌ ଠାବ ହୋଇଛି। ଯେଉଁମାନେ Armour Track, Levis ଓ Calvin Klein ପରି ନାମୀଦାମୀ କମ୍ପାନୀ ନାଁରେ ନକଲି ପ୍ୟାଣ୍ଟ ଓ ସାର୍ଟ ତିଆର କରି ବିକ୍ରି କରୁଥିଲେ। ଆଜି ବଲାଙ୍ଗୀର ଟାଉନ…

ଭିଜିଲାନ୍ସ ଜାଲରେ ବଲାଙ୍ଗିର ବିଇଓ ଅଫିସ ଆକାଉଣ୍ଟାଣ୍ଟ, ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ

ବଲାଙ୍ଗିର: ଭିଜିଲାନ୍ସ ଜାଲରେ ବିଇଓ ଅଫିସ ଆକାଉଣ୍ଟାଣ୍ଟ । ପେନସନ ପାଇଁ ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ ଟିମ୍ । ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଆକାଉଣ୍ଟାଣ୍ଟ ଅଜୟ ଖୁଣ୍ଟିଆ ଆଜି ଲାଞ୍ଚ ନେବା ସମୟରେ ଧରାପଡିଛନ୍ତି । ଜଣେ…

ବଲାଙ୍ଗୀରରେ ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ବଲାଙ୍ଗୀର:  ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ । ବଲାଙ୍ଗୀରର ଅଧିଷ୍ଠାତ୍ରୀ ଦେବୀ ମାଁ ପାଟଣେଶ୍ୱରୀ ଓ ସମଲେଶ୍ୱରୀଙ୍କ ପରମ୍ପରା ଅନୁଯାୟୀ ଲଗ୍ନ ସମୟ ଧାର୍ଯ୍ୟ ହୋଇଛି । ରାଶି ନକ୍ଷତ୍ର ଏବଂ ପୂର୍ବ ପରମ୍ପରା ଅନୁଯାୟୀ ଆସନ୍ତା ସେପ୍ଟେମ୍ବର ମାସ ୨୦ ତାରିଖରେ ଭାଦ୍ରବ…