Latest Odisha News
Browsing Category

ବାଲେଶ୍ୱର

Balasore

[ଭିଡ଼ିଓ] ଜେଲ୍ ଭିତରେ ଚାଲିଛି ରଙ୍ଗିିଲା ନାଚ, ଭାଇରାଲ ହେଉଛି ଭିଡ଼ିଓ

ବାଲେଶ୍ୱର: ଜେଲ୍ ଭିତରେ ଚାଲିଛି ରଙ୍ଗିିଲା ନାଚ। ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଉଛି ଭିଡ଼ିଓ । ଆଉ ଭିଡ଼ିଓ ଭାଇରାଲ ହେବା ପରେ ପରେ ଅଡ଼ୁଆରେ ପଡିଯାଇଛନ୍ତି କର୍ତ୍ତୃପକ୍ଷ । ଏହି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜଳେଶ୍ୱର ଜେଲ୍ ରେ । ଭିଡ଼ିଓରେ କିଛି ଯୁବତୀ ଗୀତର ତାଳେ ତାଳେ…

ନୀଳଗିରିରେ ଝାଡଖଣ୍ଡୀ ହାତୀପଲ

ବାଲେଶ୍ୱର:ନୀଳଗିରି ଅଞ୍ଚଳକୁ ପୁଣି ପଶିଛନ୍ତି ଝାଡ଼ଖଣ୍ଡ ହାତୀପଲ । ହାତୀପଲରେ ଅଛନ୍ତି ୩୯ଟି ହାତୀ । ମୟୂରଭଞ୍ଜ ଜିଲ୍ଲା ନଡ଼ପୁର ସଂରକ୍ଷିତ ଜଙ୍ଗଲ ଦେଇ ବୁଢ଼ାବଳଙ୍ଗ ନଦୀ ଓ ସୋନ ନଦୀ ପାର ହୋଇ ଦୁର୍ଗାଦେବୀ ଓ କାଠପାଳ ଦେଇ ଗୋପାଳପୁର ସଂରକ୍ଷିତ ଜଙ୍ଗଲକୁ ପଶିଛନ୍ତି । ଏବେ ଧାନ ଫସଲ ଅମଳ…

ମୋବାଇଲ ଫାଟି ୨ ନାବାଳକ ଭାଇ ଗୁରୂତର

ବାଲେଶ୍ୱର: ମୋବାଇଲ ହେଲା କାଳ  । ମୋବାଇଲ ବ୍ୟାଟେରୀ ଧରି ଖେଳୁ ଖେଳୁ ତାହା ଫାଟିଯିବାରୁ ୨ ନାବାଳକ ଗୁରୁତର ହୋଇଛନ୍ତି। ଏପରି ଅଘଟଣ ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଧୋବଶିଲା ଗାଁରେ ଘଟିଛି। ୨ ଜଣ ନାବାଳକ ଭାଇ ଏକ ମୋବାଇଲ ବ୍ୟାଟେରୀ ଧରି ଖେଳୁଥିଲେ। ହେଲେ ହଠାତ୍‌ ଏହା ଫାଟି…

ପ୍ରବଳ ବର୍ଷା ଯୋଗୁ ଭିଜିଲା ପାଚିଲା ଧାନ, ଚାଷୀ ମୁଣ୍ଡରେ ଚଡ଼କ

ବାଲେଶ୍ୱର : ଦୁର୍ବଳ ହେଲା ବାତ୍ୟା ଜୱାଦ୍ । ସମୁଦ୍ର କୂଳବର୍ତ୍ତୀ ଜିଲ୍ଲାମାନଙ୍କ ପ୍ରତି ସେତେଟା ବିପଦ ନାହିଁ । ଆଜି ସକାଳୁ ବାତ୍ୟା ପ୍ରଭାବରେ ପବନ ଓ ବର୍ଷା ଲାଗି ରହିଛି । ତେବେ ଏହା ବେଶି କ୍ଷତି କରିବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପବନ ଓ ବର୍ଷା…

ବିଷ ପିଇ ନବବଧୂଙ୍କ ଆତ୍ମହତ୍ୟା ଅଭିଯୋଗ, ସ୍ୱାମୀ ଗିରଫ

ବାଲେଶ୍ୱର : ପୁଣି ଯୌତୁକ ଜୁଇରେ ଜଳିଲା ଆଉ ଏକ ନବବଧୂ । ବିଷ ପିଇ ଦୀର୍ଘଦିନ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳର ଜଣେ ନବବଧୂ ଶେଷରେ ଆଖିବୁଜିଛନ୍ତି । ବାଲେଶ୍ୱର ବାଙ୍ଗରା ଗାଁର ତ୍ରୈଲୋକ୍ୟ ପାତ୍ରଙ୍କ ଝିଅ ଗାୟତ୍ରୀ, ନୀଳଗିରି ଥାନା ସନ୍ତରାଗଡ଼ିଆ…

ବସ୍ତାରେ୨ କୋଟି ଟଙ୍କାର ବ୍ରାଉନସୁଗର ଜବତ

ବାଲେଶ୍ୱର:  ବସ୍ତା ଥାନା ନିକଟ ବିଦ୍ୟାଧରପୁର ଗାଁରେ ବିପୁଳ ପରିମାଣର ବ୍ରାଉନସୁଗର ଜବତ । ଜବତ ବ୍ରାଉନସୁଗରର ଆନୁମାନିକ ଓଜନ ୨ କିଲୋ ହେବ । ଆଜି ସକାଳୁ କୌଣସି ସୁତ୍ରରୁ ଖବର ପାଇ ୩୫ ଜଣିଆ ସ୍ୱତନ୍ତ୍ର ଟିମ୍ ଚଢଉ କରି ବ୍ରାଉନସୁଗାର ସହ ବେପାରୀଙ୍କୁ ଗିରଫ କରିଛି । ଜଣେ ମହିଳାଙ୍କ ସମେତ…

୩ ମାସରେ ବାଲେଶ୍ୱରରେ ୭ କେଜି ବ୍ରାଉନ ସୁଗାର ଜବତ , ୬୪ ଜଣ ଗିରଫ

ଜଳେଶ୍ୱର :ଜଳେଶ୍ୱରରେ ପୋଲିସ ଓ ଅବକାରୀ ବିଭାଗର ସାମ୍ବାଦିକ ସମ୍ମିଳନୀ। ପୋଲିସ ଓ ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମର ସଫଳତା ପାଇଁ ବାଲେଶ୍ୱର ଏସପିଙ୍କ ଦ୍ୱାରା ଜଳେଶ୍ୱର ଥାନା ପରିସରରେ ପ୍ରେସମିଟ ଅନୁିଷ୍ଠିତ ହୋଇଯାଇଛି । ଜଳେଶ୍ୱରରେ ଦିନକୁ ଦିନ ବଢ଼ୁଛି ବ୍ରାଉନସୁଗାର କାରବାରଏନେଇ…

ନୀଳଗିରିରେ ଭାଲୁ ଆତଙ୍କ

ନୀଳଗିରି: ନୀଳଗିରିରେ ଭାଲୁ ଆତଙ୍କ । ଆକ୍ରମଣରେ ଯୁବକ ଗୁରୁତର ହୋଇପଡିଛନ୍ତି । ଗୁରୁତର ଜଣଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ଦେଖିବାକୁ ମିଳିଛି ନୀଳଗିରି ବାଲିଓରା ଗାଁରେ ।  ଜଣେ ଯୁବକ ଡିଉଟିରୁ ଫେରିବା ବେଳେ ଦୁଇଟି ଭାଲୁ ସାଇକେଲରୁ ତାଙ୍କୁ ଟାଣି ପକାଇ…

ବାଲେଶ୍ୱରରେ ମା’ ଙ୍କୁ ମେଲାଣି , ନିରାଡ଼ମ୍ବର ଭାବେ ଚାଲିଛି ଭସାଣ ଉତ୍ସବ

ବାଲେଶ୍ୱର :  ଆଜି ମା’ ଙ୍କ ମେଲାଣି ଉତ୍ସବ। ବିଦାୟ ନେଉଛନ୍ତି ଜଗତଜନନୀ ମା ଦୁର୍ଗା । ବାଲେଶ୍ୱରରେ ବହୁ ଆଡମ୍ବର ସହକାରେ ଦୁର୍ଗା ପୂଜା ଶେଷ ହୋଇଛି । ଆଜି ମା’ଙ୍କ ବିସର୍ଜନ । କରୋନା କଟକଣାକୁ ମାନି ବିଭିନ୍ନ ସ୍ଥାନରେ ଆଜି ମୂର୍ତ୍ତି ବିସର୍ଜନ କରାଯାଉଛି। ସେପଟେ ବାଲେଶ୍ୱରରେ ଚଳିତ ବର୍ଷ…

କରୋନା କଟକଣା ପାଇଁ ଫିକା ପଡ଼ିଲା ବାଲେଶ୍ୱରର ପ୍ରସିଦ୍ଧ ବାଡିଖେଳ

ବାଲେଶ୍ୱର : କରୋନା କଟକଣା ପାଇଁ ଫିକା ପଡ଼ିଲା ବାଲେଶ୍ୱର ପସିଦ୍ଧ ବାଡିଖେଳ ପରମ୍ପରା । ଜଗତଜନନୀ ମା ଦୁର୍ଗାଙ୍କ ପୂଜାରେ ବାଲେଶ୍ୱର ଜିଲ୍ଲାର ମୁଖ୍ୟ ଆକର୍ଷଣ ହେଉଛି ବାଡିଖେଳ। ଦୀର୍ଘ ୯୬ ବର୍ଷ ଧରି ବାଲେଶ୍ୱରବାସୀ ଏହି ପ୍ରଥା ବଜାୟ ରଖିଛନ୍ତି । ହେଲେ ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ…