Latest Odisha News

BREAKING NEWS

Browsing Category

ବ୍ରହ୍ମପୁର

Berhempur

ପରିତ୍ୟକ୍ତ ଘରେ ଚାଲିଥିଲା ବିଦେଶୀ ମଦ କାରଖାନା

ବ୍ରହ୍ମପୁର:ଏକ ପରିତ୍ୟକ୍ତ ଘରେ ବିଦେଶୀ ମଦ କାରଖାନା ଚାଲିଥିବା ଗ୍ୟାଙ୍ଗ୍‌କୁ ଧରିଛି ପୋଲିସ । ମିଳିଥିବା ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟାରେ ଗୋଳନ୍ଥରା ଥାନା ଅନ୍ତର୍ଗତ ଟାମଣା ଓ ସିଅଳା ରୋଡ୍‍ରେ ପାଟ୍ରୋଲିଂ ଚାଲିଥିଲା । ଏହି ସମୟରେ ୪ଜଣ ଯୁବକ ବିଦେଶୀ ମଦ ବିକ୍ରି କରିବାକୁ ନେଉଥିଲେ ।…

ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ପରେ କିନ୍ନରଙ୍କୁ ପ୍ରତାରଣା

ବ୍ରହ୍ମପୁର: ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା ନେଇ ଜଣେ କିନ୍ନର ସୋମବାର ବ୍ରହ୍ମପୁର ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ୧୯ ବର୍ଷୀୟ ଏହି କିନ୍ନରଙ୍କ ଅଭିଯୋଗ ହେଲା, ଗତ ପ୍ରାୟ ଏକ ବର୍ଷ ପୂର୍ବେ ବିଜିପୁର ଅଞ୍ଚଳର ଜଣେ ୨୨ ବଷୀୟ ଯୁବକଙ୍କ ସହ ସୋସିଆଲ ମିଡ଼ିଆରେ ସଂପର୍କ ସୃଷ୍ଟି…

ଘରେ ଲୁଟ୍ ପରେ ବୃଦ୍ଧାଙ୍କୁ ହତ୍ୟା

ବ୍ରହ୍ମପୁର: ଗଞ୍ଜାମ ଜିଲାର ଦିଗପହଣ୍ଡି ଥାନା ଭୀଷ୍ମଗିରି କଲେଜ ଛକ ନିକଟରେ ଘରେ ପଶି ଲୁଟ୍ ପରେ ବୃଦ୍ଧାଙ୍କୁ ହତ୍ୟା କରଯାଇଥିବା ନେଇ ଅଭିଯୋଗ ହୋଇଛି। ମୃତ ବୃଦ୍ଧା ଜଣଙ୍କ ହେଲେ ବି.ଆଡ଼ି ପାତ୍ର(୭୦)। ମିଳିଥିବା ସୂଚନା ଅନୁସାରେ, ଶନିବାର ରାତିରେ ସ୍ଵାମୀ ଘର ବାରଣ୍ଡାରେ ଏବଂ ଆଡି ଘର…

ଗଣେଶ ପୂଜା ପଣ୍ଡାଲରେ ବିଦ୍ୟୁତ୍‌ ଆଘାତରେ ନାବାଳକ ମୃତ

ବ୍ରହ୍ମପୁର: ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ ମନହରା ଗାଁରେ ଶନିବାର ବିଦ୍ୟୁତ୍‌ ଆଘାତରେ ଏ.ଶୁଭମ ପାତ୍ର(୧୫) ନାମକ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି । ଶୁଭମ କନିଷି ସ୍ଥିତ ବାଲାଜୀ ବିଦ୍ୟାପୀଠର ଦଶମ ଶ୍ରେଣୀର ଛାତ୍ର ଥିଲେ। ତାଙ୍କ ବାପା ମା’ ହାଇଦ୍ରବାଦରେ କାମ ରହୁଥିବା ବେଳେ ଶୁଭମ…

ଲଭ୍‌ ଜିହାଦ ସନ୍ଦେହରେ ବ୍ରହ୍ମପୁର ଷ୍ଟେସନରେ ଯୁବତୀ-ଯୁବକ ଅଟକ

ବ୍ରହ୍ମପୁର: ହାଇଦ୍ରାବାଦ୍‌ ଯିବା ପାଇଁ ବ୍ରହ୍ମପୁର ରେଳ ଷ୍ଟେସନରେ ଟ୍ରେନ୍‌କୁ ଅପେକ୍ଷା କରିଥିବା ଯୁବତୀ ଯୁବକଙ୍କୁ ଏକ ଧାର୍ମୀକ ସଂଗଠନର କର୍ମକର୍ତାମାନେ ଅଟକାଇ ଥିଲେ । ପରେ ଉଭୟଙ୍କୁ ବ୍ରହ୍ମପୁର ସରକାରୀ ରେଲୱେ ପୋଲିସ(ଜିଆର୍‌ପି)କୁ ହସ୍ତାନ୍ତର କରିଛନ୍ତି। ପୋଲିସ ଏହାର ତଦନ୍ତ କରୁଛି।…

ମନ୍ଦିରରୁ ଚୋରି ପରେ କ୍ୟାମେରା ହାର୍ଡଡିସ୍କ ନେଇଗଲେ ଦୁର୍ବୃତ୍ତ

ବ୍ରହ୍ମପୁର: ଗଞ୍ଜାମ ଜିଲାର ମନ୍ଦିରଗୁଡ଼ିକ ଉପରେ ବର୍ତ୍ତମାନ ଚୋରମାନଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି। ନିୟମିତ ବ୍ୟବଧାନରେ ଗୋଟିଏ ପରେ ଗୋଟିଏ ମନ୍ଦିରରୁ ଚୋରି ହେଉଛି। ହିଂଜିଳି ଥାନା ଅନ୍ତର୍ଗତ ସମରଝୋଳା ଗ୍ରାମର ମାଁ ଦଣ୍ଡକାଳୀଙ୍କ ମନ୍ଦିରରୁ ଗୁରୁବାର ରାତିରେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର…

ଇଲେକ୍ଟ୍ରିକ୍‍ ଗାଡ଼ି ସୋ’ରୁମ୍‍ରୁ ନକଲି ଗୁଟ୍‍ଖା ଜବତ

ବ୍ରହ୍ମପୁର: ବ୍ରହ୍ମପୁର ସହରର ଫାଷ୍ଟଗେଟ୍‍ ସ୍ଥିତ ଏକ ଇଲେକ୍ଟ୍ରିକ୍‍ ଗାଡ଼ି ସୋ’ରୁମ୍‍ରୁ ନକଲି ଗୁଟ୍‍ଖା ଜବତ କରିଛି ବ୍ରହ୍ମପୁର ବଡ଼ ବଜାର ଥାନା ପୋଲିସ। କୌଣସି ସୂତ୍ରରୁ ସୂଚନା ପାଇ ଶୁକ୍ରବାର ସକାଳେ ସୋ’ରୁମ୍‍ରେ ଚଢ଼ଉ କରାଯାଇଥିଲା। ତେବେ ଚଢ଼ଉ ଖବର ଆଗୁଆ ପାଇ ସୋ’ରୁମ୍‍ ମାଲିକ ଫେରାର୍‍…

ଏମକେସିଜିରେ ପୁଣି ଖସିଲା ସିଲିଂ

ବ୍ରହ୍ମପୁର: ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟରେ ପୁଣି ଅଘଟଣ। ଗୁରୁବାର ସୁପର ସ୍ପେସିଆଲିଟି କୋଠାର ପଞ୍ଚମ ମହଲାରେ ଛାତରୁ ସିଲିଂ ଖସିଥିଲା। ଦିନକ ପରେ ଅର୍ଥାତ ଶୁକ୍ରବାର ସକାଳେ ଏହି କୋଠାର ତୃତୀୟ ମହଲାର ଅନ୍ତଃସ୍ରାବ(endocrinology)…

ପେନସନ କାଗଜପତ୍ର ପାଇଁ ୧୦ ହଜାର ଲାଞ୍ଚ ନେଲା ବେଳେ ଦୁଇ ଗିରଫ

ବ୍ରହ୍ମପୁର:ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନ୍‌ସନ୍‌ ସଂପର୍କିତ କାଗଜପତ୍ର କରାଇଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଦୁଇଜଣଙ୍କୁ ଧରିଛି ବ୍ରହ୍ମପୁର ଭିଜିଲାନ୍ସ। ସେମାନେ ହେଲେ ଗଞ୍ଜାମ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ ସହାୟକ ସୁଶିଲ​‌ କୁମାର ପଟ୍ଟନାୟକ…

ଏମକେସିଜି ସୁପର ସ୍ପେସିଆଲିଟି କୋଠାରୁ ଖସିଲା ସିଲିଂ

ବ୍ରହ୍ମପୁର: ପୁଣି ଥରେ ବିବାଦକୁ ଆସିଛି ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟ। ସୁପର ସ୍ପେସିଆଲିଟି କୋଠାର ପଞ୍ଚମ ମହଲାରେ ଗୁରୁବାର ଛାତରୁ ସିଲିଂ ଖସି ଯାଇଛି। ତେବେ ସିଲିଂ ଖସିବା ସମୟରେ ସେଠାରେ କେହି ନଥିଲେ। ଏଣୁ କାହାରି କୌଣସି ପ୍ରକାର…