Latest Odisha News

BREAKING NEWS

Browsing Category

ବ୍ରହ୍ମପୁର

Berhempur

କଲେଜ କ୍ୟାମ୍ପସ୍‌ରେ ଛାତ୍ରୀଙ୍କୁ ସ୍ମାର୍ଟଫୋନ୍‌ ମନା; ଆପତ୍ତିଜନକ ଭିଡିଓ ଦେଖୁଛନ୍ତି

ବ୍ରହ୍ମପୁର: କଲେଜରେ ଛାତ୍ରୀ ଆପତ୍ତିଜନିକ ଭିଡିଓ ଦେଖୁଛନ୍ତି । ପାଠ ପଢୁ ନାହାନ୍ତି । କ୍ଲାସ ଭିତରେ ବି ଫୋନ୍ ବ୍ୟବହାର କରୁଛନ୍ତି । ପାଠ ପଢ଼ାରେ ବ୍ୟାଘାତ କରୁଛନ୍ତି । ଥରେ ଆପତ୍ତିଜନକ ଭିଡିଓ ଦେଖିବାକୁ ବେଳେ ଅଧ୍ୟାପିକା ବାରଣ କରିବାରୁ ଛାତ୍ରୀମାନେ ତାଙ୍କୁ ଆକ୍ରମଣ କରିଥିଲେ ।…

ସମୁଦ୍ର ବେଳାଭୂମିରୁ ମୃତ ଡଲଫିନ୍ ଉଦ୍ଧାର

ବ୍ରହ୍ମପୁର : ବ୍ରହ୍ମପୁର ସୋନପୁର ସମୁଦ୍ର ବେଳାଭୂମି ନିକଟରେ ପଡିଛି ମୃତ ଡଲଫିନ୍ । ବହୁତ ଦିନ ପୂର୍ବରୁ ମୃତ୍ୟୁ ହୋଇଥିବା ଅନୁମାନ କରିଛି ବନ ବିଭାଗ । ଟ୍ରଲର ଆଘାତ ଲାଗି ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ମୃତ୍ୟୁ ପରେ ସମୁଦ୍ରରେ ଭାସି ଆସି କୂଳରେ ଲାଗିଥିବା ସନ୍ଦେହ କରୁଛି ବନ…

ବ୍ରହ୍ମପୁରରେ ମାସ୍କ ପିନ୍ଧୁନାହାନ୍ତି ଲୋକେ; ବିଏମସିର ଅବିରତ ଚଢ଼ଉ

ବ୍ରହ୍ମପୁର: ବ୍ରହ୍ମପୁର ସହରରେ କରୋନା ସଂକ୍ରମଣର ଭୟବହତା ଦେଖିବାକୁ ମିଳିନି । ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବିଶେଷ ବୃଦ୍ଧି ହୋଇନି। ତଥାପି ମାସ୍କ ପିନ୍ଧିବାକୁ ବ୍ରହ୍ମପୁର ମହାନଗର ନିଗମ ତରଫରୁ ବାଧ୍ୟତାମୂଳକ କରାଯାଇଛି । ଏନେଇ ନିଗମର ଆୟୁକ୍ତ ଜେ.ସୋନାଲଙ୍କ ତରଫରୁ ନିର୍ଦ୍ଦେଶନାମା…

[ଦେଖନ୍ତୁ ଭିଡିଓ] କରୋନା ସଂକ୍ରମଣ ବଢୁଥିବାରୁ ବ୍ରହ୍ମପୁରରେ ମାସ୍କ ବାଧ୍ୟତାମୂଳକ

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ମାସ୍କ ବାଧ୍ୟତାମୂଳକ । ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ଭୁବନେଶ୍ୱର, କଟକ ଓ ସମ୍ବଲପୁର ଆଦି ସହରରେ ମାସ୍କ ବାଧ୍ୟତାମୂଳକ କରାଯାଇଥିଲା। ଆଜି ବ୍ରହ୍ମପୁରରେ ମାସ୍କ ବାଧ୍ୟତାମୂଳକ କରାଯାଇଛି । କରୋନା କଟକଣା ମାନିବାକୁ ବ୍ରହ୍ମପୁର ମହାନଗର ନିଗମ…

ବ୍ରହ୍ମପୁରରେ ବୁଷ୍ଟର ଡୋଜ୍‌: ପ୍ରଥମ ଦିନରେ ୨୩ ଶହଙ୍କୁ ମିଳିଲା ଟୀକା

ବ୍ରହ୍ମପୁର:ରାଜ୍ୟର ବିଭିନ୍ନ ସ୍ଥାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି । ଏହାର ମୁକାବିଲା ପାଇଁ ବ୍ୟାପକ ଟିକାକରଣ ଉପରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ଅଧିକରୁ ଅଧିକ କ୍ୟାମ୍ପ ଆୟୋଜନ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି କ୍ରମରେ ବ୍ରହ୍ମପୁର…

ଅସୁରକ୍ଷିତ ବ୍ରହ୍ମପୁର ବଡ଼ ମେଡ଼ିକାଲ; ନୂତନ କୋଠା ସିଲିଂରୁ ଝରିଲା ପାଣି

ବ୍ରହ୍ମପୁର:କୋଟି କୋଟି ଟଙ୍କା ବ୍ୟୟରେ ଏମକେସିଜି ମେଡିକାଲରେ ନିର୍ମିତ ହୋଇଥିବା ଏକାଧିକ ନୂତନ କୋଠା ଏବେ ରୋଗୀଙ୍କ ପାଇଁ ଅସୁରକ୍ଷିତ ହୋଇପଡ଼ିଛି। ଏହି କୋଠାରୁ କେତେବେଳେ ସିଲିଂ ଖସୁଛି ତ ଆଉ କେତେବେଳେ ଝରଣା ଭଳି ପାଣି ବୋହୁଛି। ଯାହା ଚିକିତ୍ସିତ ହେଉଥିବା ରୋଗୀ ପାଇଁ ବିପଦ ଡାକି…

ଶିକାର ପରେ ସମ୍ବର କାଟିଲା ବେଳେ ଧରିଲା ବନ ବିଭାଗ

ବ୍ରହ୍ମପୁର: ଶିକାର ପରେ ବିକ୍ରି ପାଇଁ ଏକ ସମ୍ବରକୁ କାଟିଲା ବେଳେ ଶିକାରୀଙ୍କୁ ଧରି ମାଂସ ଜବତ କରିଛି ବ୍ରହ୍ମପୁର ବନ ବିଭାଗ । ଶିକାରୀଙ୍କୁ ଅଟକ ରଖାଯାଇଥିବା ବେଳେ ସମ୍ବର ମାଂସକୁ ପ୍ରାଣୀ ଚିକିତ୍ସାଳୟକୁ ପଠାଯାଇଛି । ବ୍ରହ୍ମପୁର ରେଞ୍ଜର ରଜତ ମିଶ୍ରଙ୍କ ଠାରୁ ମିଳିଥିବା ସୂଚନା…

ଜାଣନ୍ତୁ; ବ୍ରହ୍ମପୁରରେ କେଉଁଠି ମିଳିବ ବୁଷ୍ଟର ଡୋଜ୍‌

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଶୁକ୍ରବାର ଠାରୁ କରୋନା ଟୀକାର ବୁଷ୍ଟର୍‌ ଡୋଜ୍‌ ୧୮ରୁ ୫୯ ବର୍ଷ ବୟସ୍କଙ୍କୁ ପ୍ରଦାନ କରାଯିବ । ଏନେଇ ବ୍ରହ୍ମପୁର ମହାନଗର ନିଗମ ତରଫରୁ ଘୋଷଣା କରାଯାଇଛି । ସହରରେ ଥିବା ସମସ୍ତ ୮ଟି ସହରାଞ୍ଚଳ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର(ୟୁପିଏଚ୍‌ସି)ରେ ସହରବାସୀ…

ନକଲି ଚାବିରେ ଏଟିଏମରୁ ଟଙ୍କା ଚୋରି

ବ୍ରହ୍ମପୁର: ଗ୍ରାହକମାନେ ଏଟିଏମ୍‌ରୁ ଟଙ୍କା ଉଠାଉଥିଲେ ମଧ୍ୟ ତାହା ବାହାରକୁ ବାହାରୁନଥିଲା । ବରଂ ମେଶିନ ଭିତରେ ହିଁ ରହିଯାଉଥିଲା । ଆଉ ନକଲି ଚାବିରେ ଦୁର୍ବୃତ୍ତ ମଶିନକୁ ଖୋଲି ଟଙ୍କା ନେଉଥିଲେ । ଗତ କିଛି ଦିନ ହେଲା ବ୍ରହ୍ମପୁରର ଏକ ଏଟିଏମ୍‌ରେ ଏଭଳି ଚୋରି ଚାଲିଥିଲା । ବ୍ୟାଙ୍କ…

ବ୍ରହ୍ମପୁରରେ ଜବତ ହେଲା ୧୧୨ଗ୍ରାମ ବ୍ରାଉନସୁଗର

ବ୍ରହ୍ମପୁର: ଦକ୍ଷିଣାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ତରଫରୁ ବ୍ରାଉନସୁଗାର କାରବାର ଚଳାଇଥିବା ସନ୍ଦୀପ ଅଗ୍ରୱାଲ(୨୮) ଓରଫ ସାଣ୍ଡିକୁ ଗିରଫ କରାଯାଇଛି । ଏଥି ସହିତ ସାଣ୍ଡିର ବାଇକ ଡିକିରୁ ୧୧୨ ଗ୍ରାମର ବ୍ରାଉନସୁଗର ମିଳିଛି, ଯାହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ।…