Latest Odisha News

BREAKING NEWS

Browsing Category

ବ୍ରହ୍ମପୁର

Berhempur

ଭିଜିଲାନ୍ସ ଜାଲରେ କନେଷ୍ଟବଳ, ଘରୁ ମିଳିଲା ୫ ଲକ୍ଷ ଟଙ୍କା

ବ୍ରହ୍ମପୁର: ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କନେଷ୍ଟବଳଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ବ୍ରହ୍ମପୁର ପୋଲିସର କନେଷ୍ଟବଳ ସୁଦର୍ଶନ ପ୍ରଧାନଙ୍କ ଘରେ ରେଡ ଚଳାଇଛି ଭିଜିଲାନ୍ସ । ଏକକାଳୀନ ତିନୋଟି ସ୍ଥାନରେ ଚାଲିଛି ଚଢ଼ାଉ।ଚଢ଼ାଉ ବେଳେ ତାଙ୍କ ଘରୁ ନଗଦ ୫ ଲକ୍ଷ ୧୬ ହଜାର ୮୮୦ ଟଙ୍କା…

କୋର୍ଟର ନିୟମକୁ ଅବମାନନା କଲେ ବ୍ରହ୍ମପୁରର ବଧୂ ତପସ୍ୱିନୀ

ବ୍ରହ୍ମପୁର : କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କଲେ ନବ ବିବାହିତା ବଧୂ । ଆଜି ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ତପସ୍ୱିନୀଙ୍କ ଶୁଣାଣି ହୋଇଛିା କୋର୍ଟ ତପସ୍ୱିନୀଙ୍କୁ ସଖୀ ସୁରକ୍ଷା ଗୃହରେ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।ହେଲେ ତପସ୍ୱିନୀ କୋର୍ଟର ନିୟମକୁ ଅବମାନନା କରିଛନ୍ତି । ସେ…

କୋର୍ଟରେ ହାଜର ହେଲେ ବ୍ରହ୍ମପୁର ନବବଧୂ ତପସ୍ୱିନୀ

ବ୍ରହ୍ମପୁର : ବ୍ରହ୍ମପୁର ବ୍ରହ୍ମାନଗର ନବବଧୂଙ୍କ ଧାରଣା କୋର୍ଟରେ । ଏସିଡିଜେଏମ କୋର୍ଟରେ ପହଁଞ୍ଚିଛନ୍ତି ଧାରଣାରେ ବସିଥିବା ନବବଧୁ ତପସ୍ୱିନୀ । ଆଜି ତାଙ୍କ ମାମଲାର କୋର୍ଟରେ ଶୁଣାଣିି ଥିବାରୁ ତପସ୍ୱିନୀ ଅଦାଲତରେ ପହଁଞ୍ଚିଛନ୍ତି । ଆଜି କୁ ୬ ଦିନ ହେଲା ତପସ୍ୱିନୀ ନିଜ ଶ୍ୱଶ୍ୱର ଘର ଆଗରେ…

ନ୍ୟାୟ ଦାବି କରି ସ୍ୱାମୀଙ୍କ ଘର ସାମ୍ନାରେ ମାଣ ବସାଇଲେ ସ୍ତ୍ରୀ

ବ୍ରହ୍ମପୁର: ସ୍ୱାମୀଙ୍କ ଘର ଆଗରେ ମାଣ ବସାଇଲେ ସ୍ତ୍ରୀ । ନ୍ୟାୟ ଦାବି କରି ମାର୍ଗଶୀର ମାସ ପ୍ରଥମ ଗୁରୁବାରରେ ମାଣ ବସାଇଲେ । ଚିତା ପକାଇ, ଖଟୁଳି ଉପରେ ମାଣ ଥୋଇ ପୂଜା କଲେ । ହୁଳହୁଳି ଦେଇ ଲକ୍ଷ୍ମୀ ପୁରାଣ ମଧ୍ୟ ପଢ଼ିଥିଲେ ମହିଳା । ୪ଦିନ ହେବ ନ୍ୟାୟ ଭିକ୍ଷା କରି ଶ୍ୱଶୁର ଘର ସାମ୍ନାରେ…

ତପସ୍ୱିନୀଙ୍କୁ ବାହା ହୋଇଛନ୍ତି ବୋଲି ମାନିଲେ ଡାକ୍ତର ସୁମିତ ସାହୁ

ବ୍ରହ୍ମପୁର : ବ୍ରହ୍ମପୁର ବ୍ରହ୍ମାନଗର ଦ୍ୱିତୀୟ ଲାଇନରେ ତପସ୍ୱିନୀ ଡାକ୍ତରଙ୍କ ଘରେ ଧାରଣାରେ ବସିବା ଘଟଣାରେ ମୁହଁ ଖୋଲିଛନ୍ତି ଡାକ୍ତର ସୁମିତ ସାହୁ । ଉଭୟଙ୍କ କୋର୍ଟ ମ୍ୟାରେଜ ହୋଇଥିବା ନେଇ ସ୍ୱିକାର କରିଛନ୍ତି ସୁମିତ । ପ୍ରଥମେ ମହିଳା ଜଣକ ହିଁ ଗଣ୍ଡୋଗୋଳ କରି ୪୯୮ ମାମଲା ରୁଜୁ…

ବ୍ରହ୍ମପୁର ବାଳସୁଧାର ଗୃହରୁ ୬ଜଣ ଅନ୍ତେବାସୀ ଚମ୍ପଟ

ବ୍ରହ୍ମପୁର: ବାଳସୁଧାର ଗୃହରୁ ୬ଜଣ ଅନ୍ତେବାସୀ ଚମ୍ପଟ । ସୁଧାର ଗୃହର ଝରକା ରେଲିଂ ତାଡ଼ି ଭୋର ୪ଟାରୁ ଚମ୍ପଟ ମାରିଛନ୍ତି । ବ୍ରହ୍ମପୁରରେ ଥିବା ବାଳସୁଧାର ଗୃହରେ ଗତକାଲି ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି । ସୂଚନା ଅନୁଯାୟୀ, ରାତି ପ୍ରାୟ ୨ଟାରୁ ୩ଟା ମଧ୍ୟରେ ୬ଜଣ ଅନ୍ତେବାସୀ ଚମ୍ପଟ…

ନକଲି ଥାନା ଅଧିକାରୀ ଗିରଫ

ଖଲ୍ଲିକୋଟ : ଲୋକଙ୍କୁ ଧମକ ଦେଉଥିଲେ ହେଲେ ପୋଲିସ ହାତରେ ଧରାପଡିଗଲେ । ଖଲ୍ଲିକୋଟ ଥାନା ଅଧିକାରୀ ଜଗନ୍ନାଥ ମାଲିକଙ୍କ ନାମ କହି ସାଧାରଣ ଲୋକଙ୍କୁ ଦେଉଥିଲେ ଧମକ । ଫୋନ ରେକଡିଂ ଭାଇରାଲ ହେବାପରେ ପୋଲିସ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ହେଲେ ଚିକିଲି…

[ଭିଡ଼ିଓ] ପରିତ୍ୟକ୍ତ ଟାୟାରରେ ସୁନ୍ଦର କଳାକୃତି

ବ୍ରହ୍ମପୁର: ବର୍ଜ୍ୟବସ୍ତୁରୁ ସୁନ୍ଦର କଳାକୃତି । ବ୍ରହ୍ମପୁରର କିଛି ଆଇଟିଆଇ ଛାତ୍ରଙ୍କ ଦ୍ୱାରା ତିଆରି ହୋଇଛି ଏହି କୃତି । ୧୦୦ଜଣ ଛାତ୍ର ମିଶି ତିଆରି କରୁଛନ୍ତି ଟାୟାର ପାର୍କ । ୪ହଜାର ବର୍ଗମିଟର ସ୍ଥାନରେ ପୁରୁଣା ଭଙ୍ଗା ଟାୟାରରେ ଅଭିନବ ଢଙ୍ଗରେ ତିଆରି କରିଛନ୍ତି କିଛି କଳାକୃତି ।…

ବର୍ଷାରେ ଭିଜି ଧାନ ଗଜା, ଚାଷୀ ମୁଣ୍ଡରେ ଚଡ଼କ

ବ୍ରହ୍ମପୁର : ବର୍ଷାରେ ଭିଜି ଧାନ ଗଜା, ଚାଷୀ ମୁଣ୍ଡରେ ଚଡ଼କ । ବର୍ତ୍ତମାନ ଧାନା ଫସଲ ଅମଳ ସମୟ ହୋଇଥିବାରୁ ପାଚିଲା ଧାନରେ ବର୍ଷା ଜଳ ମାଡି ଅନେକ ଯାଗାରେ ତାହା ନଷ୍ଟ ହୋଇଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି ।  ବିଶେଷ କରି ଆଗୁଆ ଧାନା ଚାଷ କରିଥିବା ଚାଷୀ ମାନେ ଧାନ କାଟି ଜମିରେ ପକାଇ…

[ଭିଡିଓ] ମାଛ ଜାଲରୁ ଅଜଗର ଉଦ୍ଧାର

ବ୍ରହ୍ମପୁର : ମ।ଛ ଜାଲରୁ ଉଦ୍ଧାର ହେଲା ଅଜଗର । ମାଛ ଜାଲରେ ପଡ଼ି ଛଟପଟ ହେଉଥିବା ୪ ଫୁଟ ଲମ୍ବର ଅଜଗର ସାପକୁ ଉଦ୍ଧାର କଲା ସ୍ନେକ ହେଲପ ଲାଇନ। ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳେଭୂମି ନିକଟରେ ଥିବା ଡିପସନ ହେଚେରୀ ପରିସରରେ ଏକ ଜାଲରେ ଅଜଗର ସାପଟି ବିଳମ୍ବିତ ରାତିରୁ ଛନ୍ଦି ହୋଇପଡ଼ିିଲା ।…