Latest Odisha News

BREAKING NEWS

Browsing Category

ବ୍ରହ୍ମପୁର

Berhempur

ବ୍ରହ୍ମପୁରରୁ ୭ ଫୁଟ ଲମ୍ବର ସାପ ଉଦ୍ଧାର

ବ୍ରହ୍ମପୁର: ବ୍ରହ୍ମପୁରର ରୋଲାଣ୍ଡ କଲେଜର ଲାଞ୍ଜିପାଲି-ଆଙ୍କୁଲି ରୋଡ ସମ୍ମୁଖରୁ ଏକ ୭ ଫୁଟ୍ ଲମ୍ବର ଅଜଗର ସାପ ଉଦ୍ଧାର କରାଯାଇଛି । ସୂଚନାନୁଯାୟୀ ସାପଟିକୁ ଦେଖିବା ପରେ ସ୍ଥାନୀୟ ବାସିନ୍ଦା ସ୍ନେକ୍ ହେଲ୍ପଲାଇନ୍ ସଦସ୍ୟ ସ୍ୱାଧୀନ କୁମାର ସାହୁଙ୍କୁ ଜଣାଇଥିଲେ । ପରେ ସେ ସାପଟିକୁ…

ଆରମ୍ଭ ହେବ କୋଭିଡ ସପ୍ତାହ, ହାରିବ କରୋନା!!

ବ୍ରହ୍ମପୁର: ଆସନ୍ତା ସେପ୍ଟେମ୍ବର ୨୪ ରୁ ଅକ୍ଟୋବର ୧ ପର୍ଯ୍ୟନ୍ତ କୋଭିଡ ସପ୍ତାହ ପାଳନ କରିବାକୁ ନିଷ୍ପତ୍ତି ନେଇଛି ଗଞ୍ଜାମ ପ୍ରଶାସନ । ସପ୍ତାହବ୍ୟାପୀ ଏକ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ ହେବ । କଲେକ୍ଟର ବିଜୟ ଅମୃତା କୁଲାଙ୍ଗେ ଏକ ଭିଡିଓ ମେସେଜ୍ ମାଧ୍ୟମରେ ମଧ୍ୟ ପ୍ରଶାସନକୁ…

କରୋନା ଯୋଦ୍ଧାଙ୍କୁ ଆକ୍ରମଣ ଅଭିଯୋଗ; ଥାନାରେ ମାମଲା

ବ୍ରହ୍ମପୁର: କରୋନା ଯୋଦ୍ଧା ଭାବେ କାର୍ଯ୍ୟରତ ଜଣେ ଅଙ୍ଗନବାଡି କର୍ମୀଙ୍କୁ ଅସଦାଚରଣ ତଥା ଆକ୍ରମଣ ଅଭିଯୋଗରେ ଜଣେ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ, ସ୍ଥାନୀୟ ଗୋଳନ୍ଥରା ଥାନା ଅନ୍ତର୍ଗତ ଜୁଗୁଡି ସ୍ଥିତ କୃଷ୍ଣ ଗଉଡ ନାମକ ଯୁବକ ଜଣେ ଅଙ୍ଗନବାଡି…

ଆଉ ଜଣେ ବିଧାୟକ କରୋନା ପଜିଟିଭ୍‌

ବ୍ରହ୍ମପୁର: ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କୁ କରୋନା । ଆଜି ସେ ସାମାନ୍ୟ ଅସୁସ୍ଥ ଅନୁଭବ କରିବାରୁ କରୋନା ଟେଷ୍ଟ କରିଥିଲେ । ତେବେ ତାହା ପଜିଟିଭ୍ ଆସିଥିବା ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ନିଜେ ବିକ୍ରମ ପଣ୍ଡା । ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତି ସଙ୍ଗରୋଧରେ ରହିବାକୁ…

ଅଗଷ୍ଟ ୧୫ରୁ ଖୋଲିବ ଏମକେସିଜି ଓପିଡି

ବ୍ରହ୍ମପୁର: ଆସନ୍ତା ୧୫ ତାରିଖରୁ ଖୋଲିବ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ଓପିଡି । ଏନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ତେବେ ମେଡିକାଲ ଆସିବା ବେଳେ ରୋଗୀ ଓ ସମ୍ପର୍କୀୟ ମାନିବେ କୋଭିଡ୍ ନିୟମ । ମାସ୍କ ପିନ୍ଧିବା ବାଧ୍ୟତାମୂଳକ ।…

ବ୍ରହ୍ମପୁରରେ ଦୁଃଖଦ ଘଟଣା, ନିର୍ମାଣଧୀନ ନାଳରେ ପଡି ଯୁବକଙ୍କ ମୃତ୍ୟୁ

ବ୍ରହ୍ମପୁର: ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଇଞ୍ଜିନିୟରିଂ ସ୍କୁଲ ଛକ ପଣ୍ଡା କଲୋନୀ ନିକଟରେ ଅଘଟଣ । ଲାଞ୍ଜିପଲ୍ଲୀ ତୋଟାସାହିର ପୂର୍ଣ୍ଣଚନ୍ଦ୍ର ସାମନ୍ତରାୟ ନାମକ ଜଣେ ଯୁବକ ସ୍କୁଟି ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ନିର୍ମାଣାଧୀନ ନାଳରେ ଖସି ପଡ଼ିଥିଲେ। ଫଳରେ ନାଳ ତିଆରିରେ ଲାଗିଥିବା…

ବ୍ରହ୍ମପୁରରେ ବେଆଇନ ଗୁଟଖା କାରଖାନା ଉପରେ ଚଢଉ, ଦେଢ କୋଟିରୁ ଅଧିକ ମୂଲ୍ୟର ସାମଗ୍ରୀ ଜବତ

ବ୍ରହ୍ମପୁର : ଲକ୍ ଡାଉନ ସମୟରେ ବୃଦ୍ଧି ପାଇଛି ବେଆଇନ କାରବାର । ଶନିବାର ବ୍ରହ୍ମପୁର ଉପଜିଲ୍ଲାପାଳ କୁକୁଡାଖଣ୍ଡି ବ୍ଲକର ଦୁଇଟି ବେଆଇନ ଗୁଟଖା କାରଖାନା ଉପରେ ଚଢଉ କରି ପ୍ରାୟ ଦେଢ କୋଟି ଟଙ୍କାର କଞ୍ଚାମାଲ ସହ ଗୁଟଖା ପ୍ରସ୍ତୁତକାରୀ ସାମଗ୍ରୀ ଜବତ କରିଛି । ସୂଚନା ଅନୁଯାୟୀ,…

୨୪ ତାରିଖରେ ମୃତ୍ୟୁ, ୨୮ ତାରିଖରେ ଜାଣିଲେ ପରିବାର ଲୋକେ

ବ୍ରହ୍ମପୁର : ବାପା କୋଭିଡ କେୟାର ହସ୍ପିଟାଲରେ ଚିକିତ୍ସାଧୀନ । କିନ୍ତୁ ଗତ ୨୪ତାରିଖରୁ ତାଙ୍କ ସହ ଯୋଗାଯୋଗ ହୋଇପାରୁନ ଥିବାରୁ ବ୍ୟସ୍ତ ବ୍ୟବ୍ରତ ହୋଇ ହେଲପ ଲାଇନ ନମ୍ବରକୁ କଲ କରୁଛି ପୁଅ । କେତେବେଳେ ଉତ୍ତର ଆସୁଛି ରୋଗୀ ଆଇସିୟୁରେ ଅଛନ୍ତି ତ କେତେବେଳେ କହୁଛନ୍ତି ୱାର୍ଡକୁ ଆସିଲେଣି ଆଉ…

ବ୍ରହ୍ମପୁର ଜେଲରେ ୪୨ କରୋନା ପଜିଟିଭ୍ ଚିହ୍ନଟ

ବ୍ରହ୍ମପୁର: ବ୍ରହ୍ମପୁର ମଣ୍ଡଳ କାରଗାରରୁ ୪୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୩୩ ଜଣ ବିଚାରଧୀନ କଏଦୀ ଥିବା ବେଳେ ଅନ୍ୟ ୯ ଜଣ ଜେଲର କର୍ମଚାରୀ ବୋଲି ଜଣାପଡିଛି । ଗତକାଲି ଜେଲରେ କରୋନା ସଂକ୍ରମିତ ଥିବା ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା । ଏହାକୁ ଆଧାର କରି…

ବ୍ରହ୍ମପୁରରେ ଜରୁରିକାଳୀନ ସେବା ପାଇଁ ରାତିରେ ଗଡ଼ିବ ୨୨ଟି ଅଟୋ

ବ୍ରହ୍ମପୁର: ଲକ୍‌ଡାଉନ ବେଳେ ଲୋକଙ୍କ ସୁବିଧା ପାଇଁ ବ୍ରହ୍ମପୁର ମହାନଗର ନିଗମର ପଦକ୍ଷେପ । ଏଣିକି ରାତିରେ ଜରୁରିକାଳୀନ ସେବା ପାଇଁ ୨୨ଟି ଅଟୋ ଗଡ଼ିବ । ସେଥିରେ ଯାଆସ କରିପାରିବେ ଲୋକ । ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ବ୍ରହ୍ମପୁର ମହାନଗର ମିଗମ କର୍ତ୍ତୃପକ୍ଷ । ରାତିରେ ଚଳାଚଳ…