Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ସତ୍ୟପାଠର ତଥ୍ୟରୁ ଖୁଲାସା; ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୧ କୋଟିର ମାଲିକ

ଭୁବନେଶ୍ୱର: ଆଜି (ମଙ୍ଗଳବାର) ନିର୍ବାଚନୀ ସତ୍ୟପାଠରେ ନିଜର ସମ୍ପତ୍ତିର ତଥ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତଥ୍ୟରୁ ଜଣା ପଡିଛି ଯେ, ସେ ହେଉଛନ୍ତି ୭୧ କୋଟି ଟଙ୍କା ସମ୍ପତ୍ତିର ମାଲିକ । ବର୍ତ୍ତମାନ ତାଙ୍କ ପାଖରେ ନଗଦ ୩୦ ହଜାର ଟଙ୍କା ରହିଛି । ବିଭିନ୍ନ ବ୍ୟାଙ୍କରେ…

ବିଜେଡିରୁ ଇସ୍ତଫା ଦେଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଭୁବନେଶ୍ବର: ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଆନନ୍ଦପୁରର ବିଧାୟକ ଭାଗିରଥୀ ସେଠୀ । ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ସେ ନିଜର ଇସ୍ତଫା ସମ୍ପର୍କରେ ଜଣାଇଦେଇଛନ୍ତି । ବିଜୁ ଜନତା ଦଳର ଜଣେ ଜଣାଶୁଣା ନେତା ଥିଲେ ଭାଗିରଥୀ ସେଠୀ । ସେ ଆନନ୍ଦପୁର…

ଅମିତ ଶାହଙ୍କ ମିଥ୍ୟା ଭିଡିଓ ଭାଇରାଲ; ସାଇବର ଥାନାରେ ଏତଲା ଦେଲା ବିଜେପି

ଭୁବନେଶ୍ୱର: ଅମିତ ଶାହଙ୍କ ମିଥ୍ୟା ଭିଡିଓ ଭାଇରାଲ ନେଇ ଗିରଫ କରିବା ଦାବିରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧିମଣ୍ଡଳୀ ଆଜି ସାଇବର ଥାନାରେ ଏତଲା ଦେଇଛନ୍ତି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ବିଜେଡିର…

ଟିକେଟ୍ ଦେଲେ…ଫେରାଇ ନେଲେ

ଭୁବନେଶ୍ବର : ଆଗ ଟିକେଟ୍ ଦେଲେ, ପରେ କାଟିଦେଲେ । ପ୍ରଚାର ମଇଦାନରେ ବୁଲି ଭାଣ୍ଡିଆ ହେଲେ ପ୍ରାର୍ଥୀ । ଚବିଶ ନିର୍ବାଚନରେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ଏଭଳି ପ୍ରାର୍ଥୀ ଦ୍ବନ୍ଦ୍ବ। ବିଶେଷ କରି କଂଗ୍ରେସରେ ତ ଟିକେଟ୍ ବଦଳ ଯେମିତି ନିତିଦିନିଆ କଥା ହୋଇଛି। କେଉଁଠି ସାଂସଦ…

କାହାର ହେବ ପଟ୍ଟାଙ୍ଗୀ ?

ଭୁବନେଶ୍ବର: ପଟ୍ଟାଙ୍ଗୀରେ ବିଜେଡି ପ୍ରଫୁଲ୍ଲ ପାଙ୍ଗିଙ୍କୁ ପ୍ରାର୍ଥୀ କରିଛି ତ ବିଜେପି ଚୈତନ୍ୟ ନନ୍ଦିବାଲି ଓ କଂଗ୍ରେସ ରାମଚନ୍ଦ୍ର କାଡାମଙ୍କୁ ମଇଦାନକୁ ଓହ୍ଲାଇଛି। କେତେବେଳେ  କଂଗ୍ରେସ ତ କେତେବେଳେ ବିଜେଡିକୁ ବାଛିଛି ପଟ୍ଟାଙ୍ଗୀ । କଂଗ୍ରେସ ପ୍ରାର୍ଥୀ ରାମଚନ୍ଦ୍ର କାଡାମ ପଟ୍ଟାଙ୍ଗୀରୁ…

ଲକ୍ଷ୍ମୀପୁର ଲଢେଇ “କୁଲେସିକା” ଟୁଇଷ୍ଟ

ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ହିଁ ଧୋକା, ପ୍ରତାରଣାକୁ ନେଇ ଚର୍ଚ୍ଚାରେ ରହିଛି ଲକ୍ଷ୍ମୀପୁର ବିଧାନସଭା ଆସନ । ବିଜେଡି ଟିକେଟ୍ ଘୋଷଣା  ପରେ ବିସ୍ଫୋରକ ବୟାନ ଦେଇଥିଲେ ଆଶାୟୀ ପ୍ରାର୍ଥୀ ତଥା ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାଶ କୁଲେସିକା । ୨୦୨୨ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସେ…

ଚିକିଟିରେ ଭାଇ ଭାଇ ମୁହାଁମୁହିଁ

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲାର ଚିକିଟି ନିର୍ବାଚନ ମଣ୍ଡଳୀ ବିଜେଡିର ଗଡ ରହିଛି । ଚିକିଟିରୁ ଛଅ ଛଅ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ଉଷା ଦେବୀ । କେବଳ ୧୯୯୫କୁ ଛାଡିଦେଲେ ୧୯୯୦ରୁ ଏପର୍ଯ୍ୟନ୍ତ ହୋଇଥିବା ସବୁ ନିର୍ବାଚନ ଜିତିଛନ୍ତି ଉଷା ଦେବୀ । ହେଲେ ଏଥର ମଇଦାନରେ ଉଷାଙ୍କ ବଦଳରେ…

ବିଷମକଟକରେ ଜଗନ୍ନାଥ ବନାମ ଜଗନ୍ନାଥ

ଭୁବନେଶ୍ବର: ରାୟଗଡା ଜିଲ୍ଲା ବିଷମକଟକ ନିର୍ବାଚନମଣ୍ଡଳୀରେ ଏଥର ଦେଖିବାକୁ ମିଳିବ ଦୁଇ ଜଗନ୍ନାଥଙ୍କ ଲଢେଇ । ବିଜେଡିରୁ ଜଗନ୍ନାଥ ସାରକା ପ୍ରାର୍ଥୀ ହୋଇଛନ୍ତି ତ ବିଜେପିରୁ ଜଗନ୍ନାଥ ନୁଣ୍ଡରୁକା ଓ କଂଗ୍ରେସରୁ ନୀଳମାଧବ ହିକ୍କାଙ୍କୁ ମିଳିଛି ଟିକେଟ । ଗତ ଦୁଇଟି ନିର୍ବାଚନରେ ବିଷମକଟକରୁ…

ବିଜେପି ଛାଡିବା ପରେ ଅପରାଜିତାଙ୍କୁ ଟାର୍ଗେଟ କଲେ କାଳୁଚରଣ; ‘ସ୍ବାଧୀନ ଭାବେ ଲଢି ତାଙ୍କୁ ଖୋର୍ଦ୍ଧାରୁ ବିଦାୟ…

ଭୁବନେଶ୍ବର: ବିଜେପି ରୁ ଇସ୍ତଫା ଦେଲେ କାଳୁଚରଣ ଖଣ୍ଡାୟତରାୟ । ସେ ଆଜି ତାଙ୍କ ଶହ ଶହ ସମର୍ଥକଙ୍କ ସହ ବିଜେପି ଛାଡିଛନ୍ତି । ଖୋର୍ଦ୍ଧା ବିଧାନସଭା ବିଜେପି ଆଶାୟୀ ପ୍ରାର୍ଥୀ ଥିଲେ କାଳୁଚରଣ । ହେଲେ ଦଳ ତାଙ୍କୁ ଟିକେଟ୍ ନଦେଇ ତାଙ୍କ ସ୍ଥାନରେ ବିଜେଡିରୁ ସଦ୍ୟ ଆସି ବିଜେପିରେ ମିଶିଥିବା…

ଅପରାଜିତା ଷଡଙ୍ଗୀ ଜଣେ ମିଛେଇ ରାଣୀ: ଅଭିନେତା ଅଖିଳ ପଟ୍ଟନାୟକ

ଭୁବନେଶ୍ୱର: ନିର୍ବାଚନ ଯେତିକି ପାଖେଇ ଆସୁଛି ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉଷ୍ମତା ସେତେ ବଢ଼ିବାରେ ଲାଗିଛି। ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀରେ ବିଜେପି ଟିକେଟ୍ ଆଶାୟୀମାନଙ୍କ ନାଁ କଟିବାରୁ ଅପରାଜିତାଙ୍କ ଉପରେ ବର୍ଷିଛନ୍ତି ନେତା। ଯୁଗାଂଶୁ ପଣ୍ଡା ଏବଂ କାଳୁ…