Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

କାହିଁକି ସରୁନି ଟିକେଟ୍ ଘୋଷଣା?

ଭୁବନେଶ୍ବର : କେଉଁଠି ଛିଣ୍ଡୁନି ଟିକେଟ ଅଙ୍କ? କାହିଁକି ୩ଦଳର ସରୁନି ଟିକେଟ୍ ଘୋଷଣା ? କେଉଁଠି ୩ ରାଜନୈତିକ ଦଳର ତଣ୍ଟିରେ ଅଟକିଛି କଣ୍ଟା ? ପ୍ରାର୍ଥୀ ଘୋଷଣାରେ ବିଳମ୍ବ କାହିଁକି ? ବିଜେଡିର ୩ଟି ତ ବିଜେପିର ୭ ଓ କଂଗ୍ରେସର ୨ଟି ବିଧାନସଭାରେ ତୁଟୁନି ଟିକେଟ ଅଙ୍କ । ମୟୂରଭଞ୍ଜ ଲୋକସଭା…

ପାରଳାରେ ବିଗ୍ ଫାଇଟ୍

ଭୁବନେଶ୍ବର : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବିଧାନସଭା ଆସନରେ ଏଥର ଦେଖିବାକୁ ମିଳିବ ବଡ ଲଢେଇ । ବିଜେପି ଏଠାରୁ ବିଧାୟକ କେ. ନାରାୟଣ ରାଓଙ୍କୁ ପୁଣି ପ୍ରାର୍ଥୀ କରିଥିବା ବେଳେ ବିଜେଡିରୁ ରୂପେଶ ପାଣିଗ୍ରାହୀ ଓ କଂଗ୍ରେସରୁ ବିଜୟ ପଟ୍ଟନାୟକଙ୍କୁ ଟିକେଟ୍ ମିଳିଛି । ଗତଥର ସ୍ବାଧୀନ…

ତାରାଙ୍କ ଗଡରେ ଟଫ୍ ଫାଇଟ୍

ଭୁବନେଶ୍ବର: କଂଗ୍ରେସର ହେଭିଓ୍ବେଟ୍ ନେତା ତାରାପ୍ରସାଦ ବାହିନୀପତିଙ୍କ ଗଡ କୁହାଯାଉଥିବା ଜୟପୁର ଆସନ ଦିନେ ଥିଲା ବିଜେଡି କବଜାରେ । ବିଜେଡି ଟିକେଟରୁ ୨୦୦୦ରୁ ୨୦୧୪ ପର୍ଯ୍ୟନ୍ତ ଜୟପୁର ଦଖଲ କରିଥିଲେ ରବି ନାରାୟଣ ନନ୍ଦ । ହେଲେ ଗତ ୧୦ବର୍ଷ ହେଲା ବିଜେଡି ହାତରୁ ସିଟ୍ ଛଡାଇ ନେଇଛନ୍ତି ତାରା…

ସୂର୍ଯ୍ୟଙ୍କ ପରେ ଦିଗପହଣ୍ଡି ଲଢେଇ

ଭୁବନେଶ୍ବର : ୨୦୦୯ରୁ ସ୍ୱର୍ଗତ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଗଡ ରହିଛି ଦିଗପହଣ୍ଡି । ଲଗାତର ତିନି ତିନି ଥର ସେ ବିଜେଡି ଟିକେଟରେ ବିଜୟୀ ହୋଇଛନ୍ତି । ରାଜ୍ୟ ରାଜନୀତିର ବଡ ଚେହେରା ସୂର୍ଯ୍ୟ ପାତ୍ରଙ୍କ ପରଲୋକ ପରେ ଦିଗପହଣ୍ଡିରୁ ତାଙ୍କ ପୁଅ ବିପ୍ଳବ ପାତ୍ରଙ୍କୁ ଟିକେଟ୍ ଦେଇଛି ବିଜେଡି ।…

ଆଜିଠୁ ଆହୁରି ଅସମ୍ଭାଳ ହେବ ଗ୍ରୀଷ୍ମପ୍ରବାହ, ହିଟ୍‌ୱେଭ୍ ନେଇ ୧୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ୱର: ସୂର୍ଯ୍ୟକୋପରେ ଜଳୁଛି ସାରା ଓଡ଼ିଶା। ଉପକୂଳରୁ ଉପାନ୍ତ, ସବୁଠି ଅଗ୍ନିବର୍ଷା ହେଉଛି। ଆଜିଠୁ ଗ୍ରୀଷ୍ମପ୍ରବାହ ଆହୁରି ଅସମ୍ଭାଳ ହେବ। ୨୯ ଓ ୩୦ ତାରିଖ ପାଇଁ ସିଭିୟର ହିଟ୍‌ୱେଭ୍ ନେଇ ୧୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ପାଣିପାଗ ସୂଚନା ଅନୁଯାୟୀ…

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି

ଭୁବନେଶ୍ୱର: ଦେଶରେ ଷଷ୍ଠ ତଥା ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ। ଆସନ୍ତା ମେ ୨୫ ତାରିଖରେ ତୃତୀୟ ପର୍ଯ୍ୟାୟରେ ରାଜ୍ୟରେ ୬ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନରେ ମତଦାନ ହେବ। ଆଜି ବିଜ୍ଞପ୍ତି ଜାରି ହେବା ପରେ ନାମାଙ୍କନ…

ନଡ୍ଡାଙ୍କ ରାଲି ପାଇଁ ବିଜେପି ଛୋଟ ଛୁଆଙ୍କୁ ବ୍ୟବହାର କରିଛି, ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେଡି

ବ୍ରହ୍ମପୁର: ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପ୍ରଚାର ପୂର୍ବରୁ ଭାରତୀୟ ଜନତା ପାର୍ଟି ପିଲାମାନଙ୍କୁ ନିର୍ବାଚନ କାର୍ଯ୍ୟରେ ବ୍ୟବହାର କରୁଥିବା ଅଭିଯୋଗ କରି ଆଜି ବିଜେଡି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛି। ବ୍ରହ୍ମପୁର ଲୋକସଭା…

ମଦ୍ୟପ ଗାଡ଼ି ଚାଳକଙ୍କ ବିରୋଧରେ ଧରପଗଡ଼, ୩ ଜଣଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର: ସହରରେ ଘଟୁଥିବା ବିଭିନ୍ନ ଅପରାଧକୁ ହ୍ରାସ କରିବା ନିମନ୍ତେ ପୋଲିସ କମିଶନର ତଥା ଭୁବନେଶ୍ବର ଡିସିପିଙ୍କ ପଦକ୍ଷେପ। ଜାରି ରହିଛି ମଦ୍ୟପ ଗାଡିଚାଳକଙ୍କ ବିରୋଧରେ ଧରପଗଡ ଅଭିଯାନ। ଗତକାଲି ରାତିରେ ମାଷ୍ଟରକ୍ଯାଣ୍ଟିନ ଛକ ଠାରେ ଧରପଗଡ ମାମଲାରେ ତିନି ଅଭିଯୁକ୍ତଙ୍କୁ ଗିରଫ କରି…

ତାତିରୁ ଆଶ୍ୱସ୍ତି ଆଣିଦେବ କି କାଳବୈଶାଖୀ ! ଆଗାମୀ ୩ ଘଣ୍ଟା ମଧ୍ୟରେ ବଜ୍ରପାତ ସହ ହାଲୁକା ବର୍ଷା ସମ୍ଭାବନା

ଭୁବନେଶ୍ୱର: ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳିରେ ରାଜ୍ୟବାସୀ ହନ୍ତସନ୍ତ ହେଉଛନ୍ତି। ଏହାରି ଭିତରେ ରାଜ୍ୟର କିଛି ଜିଲ୍ଲା ଆସନ୍ତା ୩ ଘଣ୍ଟା ମଧ୍ୟରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ । ଏନେଇ ଭାରତ ପାଣିପାଗ ବିଭାଗ ରବିବାର ସୂଚନା ଦେଇଛି।…

ଭୁବନେଶ୍ଵରରେ ପହଞ୍ଚିଲେ ଜେପି ନଡ୍ଡା, ବ୍ରହ୍ମପୁରରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେକୁ କରିବେ ସମ୍ବୋଧିନ

ଭୁବନେଶ୍ଵର: ଏକାସଙ୍ଗେ ବିଧାନସଭା ଓ ଲୋକସଭା ଲଢେଇ ପାଇଁ ତୟାର ରହିଛି ଓଡ଼ିଶା । ମତଦାନ ତାରିଖ ପାଖେଇ ଆସୁଥିବାରୁ ଭୋଟରଙ୍କୁ ବିଭିନ୍ନ ପ୍ରକାରେ ନିଜ ଆଡକୁ ଟାଣିବାକୁ ରଣକୌଶଳ ଆପଣାଉଛନ୍ତି ରାଜନୈତିକ ଦଳ । ମୈଦାନକୁ ଓହ୍ଲାଇଲେଣି ଷ୍ଟାର ପ୍ରଚାରକ । ବିଜେଡିକୁ ଟକ୍କର ଦେବାକୁ କେନ୍ଦ୍ରୀୟ…