Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

କଂଗ୍ରେସର ନ୍ୟାୟପତ୍ର ନିଷ୍ପେସିତ ଜନତାଙ୍କ ସ୍ୱର: ବବିତା ଶର୍ମା

ଭୁବନେଶ୍ୱର: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ସମୟରେ ଜନସାଧାରଣଙ୍କ ସହିତ ତାଙ୍କର ଭାବ ବିନିମୟକୁ ଆଧାର କରି ଭାରତୀୟ ଜାତୀୟ କଂଗ୍ରେସ ତା’ର ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରିଛି । ବିଶେଷ କରି ଯୁବ ନ୍ୟାୟ, ନାରୀ ନ୍ୟାୟ, କୃଷକ ନ୍ୟାୟ, ଶ୍ରମିକ ନ୍ୟାୟ ଓ ଭାଗିଦାରୀ ନ୍ୟାୟ…

ଓଡ଼ିଶା ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟରେ ଆଉ ଦୁଇ ପାଦ ଆଗକୁ ବଢ଼ିବ, ଆପଣେଇବ ବୈଷୟିକ ଜ୍ଞାନକୌଶଳ

ଭୁବନେଶ୍ୱର: ଓଡ଼ିଶାର ଅଗ୍ନିଶମ ବିଭାଗ ଏବେ ନୂତନ ଓ ଉନ୍ନତ ବୈଷୟିକ ଜ୍ଞାନକୌଶଳକୁ ଆପଣାଉଛି । ଯାହା ଦ୍ୱାରା ଉଦ୍ଧାର କାର୍ଯ୍ୟ ବେଶ୍‌ ସହାୟକ ହେବ । ନିକଟରେ ଅଗ୍ନିଶମ ବିଭାଗରେ କୁକୁର ସାମିଲ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ବର୍ତମାନ ରୋବଟ୍‌ ଏବଂ ସର୍ଚ୍ଚ କ୍ୟାମେରା ସାମିଲ…

ବିଜେଡିରେ ସାମିଲ ହେଲେ ଗଣେଶ୍ୱର ବେହେରା

ଭୁବନେଶ୍ଵର: ବିଜେଡିରେ ସାମିଲ୍‌ ହେଲେ ବରିଷ୍ଠ ନେତା ଗଣେଶ୍ୱର ବେହେରା । ଶଙ୍ଖ ଭବନକୁ ଆସି ଦଳୀୟ ସମର୍ଥକଙ୍କ ସହ ବିଜେଡିରେ ମିଶିଲେ ଗଣେଶ୍ୱର । ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ପୂର୍ବତନ ବିଧାୟକ ଗଣେଶ୍ୱର ବେହେରା । କଂଗ୍ରେସର ଜଣେ ଟାଣୁଆ ନେତା ଭାବେ ବେଶ୍ ଜଣାଶୁଣା ଥିଲେ…

ଭୀଷଣ ଗ୍ରୀଷ୍ମପ୍ରବାହରୁ ମିଳିବ ଆଶ୍ୱସ୍ତି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର : ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାଇ ରବିବାରରୁ ରାଜ୍ୟରେ ଭୀଷଣ ଗ୍ରୀଷ୍ମପ୍ରବାହରୁ ଆଶ୍ୱସ୍ତି ମିଳିବ । କଟକ, କେନ୍ଦୁଝର,ଅନୁଗୁଳ, ଢେଙ୍କାନାଳ, ଯାଜପୁର ଆଦି ୫ ଜିଲ୍ଲାରେ ଝଡ଼ବର୍ଷା ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିଭଳି…

ବିଜେଡିରେ ମିଶିଲେ ଲେଖାଶ୍ରୀ ସାମନ୍ତସିଂହାର, ସକାଳେ ବିଜେପିରୁ ଦେଇଥିଲେ ଇସ୍ତଫା

ଭୁବନେଶ୍ଵର: ବିଜେଡିରେ ମିଶିଲେ ଲେଖାଶ୍ରୀ ସାମନ୍ତସିଂହାର । ଶଙ୍ଖ ଭବନରେ ଶହ ଶହ କର୍ମୀଙ୍କ ମଧ୍ୟରେ ଆସି ବିଜେଡିରେ ମିଶିଲେ ଲେଖାଶ୍ରୀ । ଆଜି ସକାଳୁ ସକଳୁ ବିଜେପି ଛାଡ଼ିଥିଲେ ଲେଖାଶ୍ରୀ । ସୋସିଆଲ ମିଡିଆରେ ଇସ୍ତଫା ନେଇ ସୂଚନା ଦେଇଥିଲେ ଲେଖାଶ୍ରୀ । ବିଜେଡିରେ ସାମିଲ ହେବା ପରେ…

୫ ସଂସଦୀୟ କ୍ଷେତ୍ର ପାଇଁ ନୂତନ ସଂଯୋଜକ ନିଯୁକ୍ତ କଲା ବିଜେଡି

ଭୁବନେଶ୍ଵର: ନିର୍ବାଚନ ପୂର୍ବରୁ ବିଜେଡିର ନୂଆ ଷ୍ଟ୍ରାଟେଜି । ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ଚନ୍ଦ୍ରଶେଖର ସାହୁଙ୍କୁ ଦାୟିତ୍ୱ ମିଳିଥିବାବେଳେ ଭଦ୍ରକ ପାଇଁ ମିଳିଛି ଦେବାଶିଷ ସାମନ୍ତରାୟଙ୍କୁ ଦାୟିତ୍ୱ । ସେହିପରି କେନ୍ଦ୍ରାପଡା ପାଇଁ ପ୍ରତାପ ଜେନା, କଳାହାଣ୍ଡି ପାଇଁ ସୁଜିତ କୁମାର ଓ…

ବିଜେପି ଛାଡ଼ିଲେ ଲେଖାଶ୍ରୀ ସାମନ୍ତସିଂହାର, ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା

ଭୁବନେଶ୍ଵର: ସକାଳୁ ସକାଳୁ ବିଜେପିକୁ ଲାଗିଲା ବଡ଼ ଝଟକା । ଦଳ ଛାଡିଲେ ବିଜେପିର ଟାଣୁଆ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଲେଖାଶ୍ରୀ । ଏନେଇ ସୋସିଆଲ ମିଡିଆରେ ଦେଲେ ସୂଚନା । ବିଜେପିରେ ଉପସଭାପତି ଥିଲେ ଲେଖାଶ୍ରୀ । ବିଜେପି ରାଜ୍ୟ…

ଆରଟିଓଙ୍କୁ ପରିବହନ କମିସନରଙ୍କ ନିର୍ଦ୍ଦେଶ, ସମସ୍ତ ନିୟମ ତ୍ରୁଟିଶୂନ୍ୟ ଭାବେ ପାଳନ ହେଉ

କଟକ: ସାଧାରଣ ନିର୍ବାଚନକୁ ଚାପମୁକ୍ତ ଓ ଅବୈଧ ବଣ୍ଟନ ରୋକିବାକୁ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି ସଂପର୍କରେ ସମସ୍ତ ନିର୍ଦ୍ଦେଶାବଳୀର ତ୍ରୁଟିଶୂନ୍ୟ କାର୍ଯ୍ୟକାରିତା ପାଇଁ ସମସ୍ତ ଆରଟିଓଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି ରାଜ୍ୟ ପରିବହନ କମିସନର ଅମିତାଭ ଠାକୁର । ଆଦର୍ଶ ଆଚରଣ…

ଏନ୍‌.ସି.ଇ.ଆର୍‌.ଟି ୱେବସାଇଟରେ ମିଳିବ ତୃତୀୟରୁ ଦ୍ଵାଦଶ ପର୍ଯ୍ୟନ୍ତ ପାଠ୍ୟପୁସ୍ତକ

ଭୁବନେଶ୍ଵର: ଜାତୀୟ ଶିକ୍ଷାନୀତି (ଏନ୍‌.ଇ.ପି.) ୨୦୨୦ ଭାରତ ସରକାରଙ୍କ ଦ୍ୱାରା ପ୍ରଣୟନ କରିବାର ତିନିବର୍ଷ ମଧ୍ୟରେ ବିଦ୍ୟାଳୟ ଶିକ୍ଷା ପାଠ୍ୟକ୍ରମ ଓ ଶିକ୍ଷାଦାନରେ ସଂସ୍କାର ଆରମ୍ଭ ହୋଇଛି । ଅକ୍ଟୋବର ୨୦୨୨ରେ ପ୍ରଥମ ମାଇଲ୍‌ଖୁଣ୍ଟ ହାସଲ କରାଯାଇଥିଲା, ଯେତେବେଳେ ମୌଳିକ / ପ୍ରାରମ୍ଭିକସ୍ତର…

ଯୁଦ୍ଧ ପୂର୍ବରୁ ସଂକଟରେ କଂଗ୍ରେସ! ଦଳ ଛାଡୁଛନ୍ତି ହେଭିୱେଟ୍ ନେତା

ଭୁବନେଶ୍ଵର: ଚବିଶ ଲଢେଇ ପାଇଁ ୯ରୁ ୯୦ ନାରା ଦେଇଥିଲା ରାଜ୍ୟ କଂଗ୍ରେସ । ହେଲେ ଏବେ ସେଇ ୯ସିଟିଂ ବିଧାୟକଙ୍କୁ ବି ରଖିପାରିନି ଦଳ । ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଦଳ ଛାଡି ବିଜେଡିରୁ ପ୍ରାର୍ଥୀ ହୋଇ ମଇଦାନକୁ ଓହ୍ଲାଇଲେଣି । ଆଉ ଦୁଇ ବିଧାୟକ କଂଗ୍ରେସ ଟିକେଟ୍ ପାଇବା ପରେ ବି ଶଙ୍ଖ…