Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

BSKY ନବୀନ କାର୍ଡ; ଜାନୁଆରୀ ୨୬ ତାରିଖକୁ ବୃଦ୍ଧି ପାଇଲା ଅନଲାଇନ୍ ପଞ୍ଜୀକରଣ ତାରିଖ

ଭୁବନେଶ୍ଵର: ବଢିଲା BSKY ନବୀନ କାର୍ଡ ଆବେଦନ ଅବଧି  । ଗ୍ରାମାଞ୍ଚଳବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରଦାନ ପାଇଁ ସରକାର ସଂକଳ୍ପବଦ୍ଧ I ଏଥିଲାଗି ‘ବିଏସକେୱାଇ ନବୀନ କାର୍ଡ’ ପଞ୍ଜିକରଣ ଅବଧି ଜାନୁୟାରୀ ୨୬ ତାରିଖ ପର୍ଯ୍ୟନ୍ତ ବଢ଼ାଇଛନ୍ତି  I ଏବେ ସୁଦ୍ଧା ୩୦ ଜିଲ୍ଲାରୁ ଆସିଛି ୭୦…

ବ୍ୟବସାୟୀ ବିଶ୍ୱଜିତ ନାୟକ ହତ୍ୟା ଘଟଣାର ପର୍ଦ୍ଦାଫାସ, କେୟାର ଟେକର ଗିରଫ

ଭୁବନେଶ୍ବର: ବାଲିଅନ୍ତା ଥାନା ସାଗୁଆ ଗାଁର ବ୍ୟବସାୟୀ ବିଶ୍ୱଜିତ ନାୟକ ହତ୍ୟା ଘଟଣା ର ପର୍ଦ୍ଦାଫାଶ ହୋଇଛି । ଅଭିଯୁକ୍ତ ଜଣକ ହେଲେ ମୃତକ ବିଶ୍ୱଜିତ ନାୟକଙ୍କ କେୟାରଟେକର ସୁଙ୍କି ରଣା । ଘଟଣାରେ ସୁଙ୍କି ରଣା ଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ଅଭିଯୁକ୍ତ କେୟାରଟେକର ସୁଙ୍କି ରଣା…

ଜଗନ୍ନାଥଙ୍କ ପ୍ରେମରେ ବଲିଉଡ୍ ସିଙ୍ଗର, ପୁରୀ ପରିକ୍ରମା ପ୍ରକଳ୍ପ ଲୋକାର୍ପଣକୁ ନେଇ ଗାଇଲେ ଗୀତ

ଭୁବନେଶ୍ଵର: କୋଟି ଓଡ଼ିଆଙ୍କ ପ୍ରାଣକେନ୍ଦ୍ର ମହାପ୍ରଭୁ ଜଗନ୍ନାଥ । ତାଙ୍କର ଦର୍ଶନ ଟିକେ ପାଇଁ ପୃଥିବୀର କୋଣ ଅନୁକୋଣରୁ ପ୍ରତିଦିନ ଲକ୍ଷାଧିକ ଶ୍ରାଦ୍ଧାଳୁ ପୁରୀ ଆସିଥାନ୍ତି । ମହାପ୍ରଭୁଙ୍କୁ ସ୍ୱଚକ୍ଷୁରେ ଦର୍ଶନ କରି କୃପା ଭିକ୍ଷା କରିଥାନ୍ତି । ଏବେ ପୁରୀର ଚିତ୍ର ବଦଳିଛି । ସାରା…

ଆଜି ପବିତ୍ର ମକର ସଂକ୍ରାନ୍ତି, ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ

ଭୁବନେଶ୍ବର: ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି । ସୌର ଗଣନା ଅନୁସାରେ ମକର ସଂକ୍ରାନ୍ତିକୁ ମକର ମାସର ପ୍ରଥମ ଦିନ ହିସାବରେ ଗ୍ରହଣ କରାଯାଏ । ସଂକ୍ରାନ୍ତି ହେଉଛି ସୂର୍ଯ୍ୟଙ୍କର ସଂକ୍ରମଣ ବା ଗୋଟିଏ ରାଶିରୁ ଅନ୍ୟ…

ହାନୀକାରକ ମାଞ୍ଜାସୂତା ବ୍ୟବହାର ନକରିବା ପାଇଁ କମିଶନରେଟ ପୋଲିସର ଅପିଲ

ଭୁବନେଶ୍ଵର: ସୋମବାର ମକର ସଂକ୍ରାନ୍ତି ରହିଛି । ଏଥିଲାଗି ଗାଁଠୁ ସହର ଉତ୍ସବମୂଖର ହୋଇଉଠିଛି । ସବୁଠି ଗୁଡି ଉଡାକୁ ନେଇ ପ୍ରସ୍ତୁତି ଚାଲିଥିବାବେଳେ ଗୁଡି ଉଡାଇବାବେଳେ ମାଞ୍ଜା ସୂତା ବ୍ୟବହାର ନକରିବାକୁ ଅପିଲ କରାଯାଇଛି । ଏହି ସୂତା ଅନେକ ଲୋକଙ୍କ ଜୀବନ ନେଇଥାଏ । ତେଣୁ ଗୁଡ଼ି ଉଡାଇବା…

୨୬ରୁ ଆଦିବାସୀ ମେଳା, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ସଜେଇ ହେଉଛି ଆଦିବାସୀ ପଡିଆ । ସ୍ମାର୍ଟ ସିଟିରୁ ମିଳିବ ଗାଁ ମାଟିର ବାସ୍ନା । ମାଟି ପଲମରୁ ଚକୁଳି, କାଠ ଚୁଲି ତିଆରି ମଣ୍ଡା ଆରିସା ଏବଂ କନ୍ଧମାଳ ହଳଦୀର ବାସ୍ନା । ସ୍ମାର୍ଟସିଟିରେ ସୃଷ୍ଟି ହେବ ଗାଁର ପରିବେଶ । ଆସନ୍ତା ୨୬ତାରିଖରୁ ଆଦିବାସୀ ପଡିଆରେ ଆରମ୍ଭ ହେବାକୁ ଯାଉଛି…

କର୍ପୋରେଟର ଜୀବନ ରାଉତ ଗିରଫ ଘଟଣା: ଜାତୀୟ ରାଜପଥ ଅବରୋଧ କଲା ବିଜେପି କର୍ମୀ

ଭୁବନେଶ୍ଵର: ପୋଲିସ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଲା ବିଜେପି। ମଞ୍ଚେଶ୍ୱର ଥାନା ମହିଳା ଏଏସଆଇଙ୍କୁ ଆକ୍ରମଣ କରିବା ଘଟଣାରେ ବିଜେପି କର୍ପୋରେଟର ଗିରଫ ହୋଇଛନ୍ତି। କର୍ପୋରେଟର ଜୀବନ ରାଉତ ଗିରଫ ହେବା ପ୍ରତିବାଦରେ ରାସ୍ତାରୋକ କରିଛନ୍ତି ଜିଲା ବିଜେପି କର୍ମୀ। ଏନେଇ ପୋଲିସ ବିରୋଧରେ ସତ…

ଶିଶୁ ଶ୍ରମିକ ରଖିବେନି ଉଠାଦୋକାନୀ, ଦେବାକୁ ପଡ଼ିବ ଅଣ୍ଡରଟେକିଂ

ଭୁବନେଶ୍ବର: ଶିଶୁ ଶ୍ରମିକ ନିରୋଧୀ ଆଇନ ଥାଇ ବି ଆମ ଦେଶରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ଚିନ୍ତାଜନକ ସ୍ଥିତିରେ ରହିଛି । ଆଇନକୁ ଉଲ୍ଲଂଘନ କରି ଶିଶୁ ଶ୍ରମିକମାନଙ୍କୁ ବିଭିନ୍ନ କ୍ଷେତ୍ରରେ ନିୟୋଜିତ କରାଯାଉଛି । ଫଳରେ ସେମାନେ ଶୋଷଣ ଓ ନିର୍ଯାତନାର ଶିକାର ହେଉଛନ୍ତି । ଏଣୁ ବଢ଼ୁଥିବା ଶିଶୁ…

ଓଏଏସ୍ ସ୍ତରରେ ଅଦଳବଦଳ, ୧୨ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି କଲେ ରାଜ୍ୟ ସରକାର

ଭୁବନେଶ୍ବର: ୧୨ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି କରିଛନ୍ତି ରାଜ୍ୟ ସରକାର । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ଧୀରେନ୍ଦ୍ରନାଥ କରଙ୍କୁ ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ଭାବେ ହୋଇଥିବା ବଦଳିକୁ ବାତିଲ କରାଯାଇଛି । ଝାରସୁଗୁଡ଼ା…

ରାଜ୍ୟ ନିର୍ବାଚନ କମିଟି ଘୋଷଣା କଲା ଏଆଇସିସି

ଭୁବନେଶ୍ୱର: ଆସନ୍ତା ୨୦୨୪ ଲୋକସଭା ଓ ବିଧାନ ସଭା ନିର୍ବାଚନକୁ ଆଖି ଆଗରେ ରଖି ଆଜି ଏଆଇସିସି ତରଫରୁ ଓଡ଼ିଶା ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟି ଘୋଷଣା କରାଯାଇଛି । ଏଆଇସିସି ସଭାପତି ଶ୍ରୀଯୁକ୍ତ ମଲ୍ଲିକାର୍ଜୁନ ଖର୍ଗେ ଉକ୍ତ କମିଟିକୁ ଅନୁମୋଦନ କରିଛନ୍ତି । ଏନେଇ ଏଆଇସିସିର ସାଧାରଣ…