Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ସରକାରଙ୍କ ଅପାରଗତା ପାଇଁ ବନ୍ୟା ହେଲା :ବିଜେପି

ଭୁବନେଶ୍ୱର : ରାଜ୍ୟରେ ବନ୍ୟା ଜନିତ କ୍ଷୟକ୍ଷତି ପ୍ରସଙ୍ଗରେ ରାଜ୍ୟ ବିଜେପି ପକ୍ଷରୁ ପ୍ରେସମିଟ୍ କରାଯାଇଛି । ବନ୍ୟାଞ୍ଚଳ ପରିଦର୍ଶନ କରି ଏକ ଚାର୍ଜସିଟ ପ୍ରସ୍ତୁତ କରିଛି ଦଳ । ରାଜ୍ୟରେ ହୋଇଥିବା ବନ୍ୟା ପାଇଁ ରାଜ୍ୟ ସରକାରଙ୍କୁ ସମ୍ପୁର୍ଣ୍ଣ ଦାୟୀ କରିଛି ବିଜେପି  । ସରକାରଙ୍କ…

କ୍ୟାପିଟାଲ ହସ୍ପିଟାଲରେ ଅଗ୍ନି ନିର୍ବାପନ ବ୍ୟବସ୍ଥାର ମକ ଡ୍ରିଲ୍

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ଅଗ୍ନି ନିର୍ବାପନ ସୁରକ୍ଷା ସମ୍ବନ୍ଧୀୟ ଏକ ମକ ଡ୍ରିଲ କରାଯାଇଛି । ଗୁରୁବାର ପୂର୍ବାହ୍ନରେ ହସ୍ପିଟାଲ ପରିସରରେ କର୍ମଚାରୀ ଏବଂ ସାଧାରଣ ଜନତାଙ୍କ ଭିତରେ ସଚେତନତା ପାଇଁ ମକ ଡ୍ରିଲ୍ କରାଯାଇଛି । କ୍ୟାପିଟାଲ ହସ୍ପିଟାଲରେ କୌଣସି ଅଘଟଣ ଘଟିଲେ ଏହାକୁ…

ବୋଲୋଗଡ ଷ୍ଟେସନର ନାମ ପରିବର୍ତ୍ତନ ପାଇଁ ରେଳ ମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ଷଡଙ୍ଗୀ

ଭୁବନେଶ୍ୱର : ବୋଲୋଗଡ଼ରୋଡ ଷ୍ଟେସନର ନାମ ପରିବର୍ତ୍ତନ ହୋଇ ମାଣିକଗୋଡା ଷ୍ଟେସନ ହେବ । ଅନେକ ଦିନ ଧରି ବୋଲୋଗଡ଼ରୋଡ ଷ୍ଟେସନର ନାମ ପରିବର୍ତ୍ତନ ପାଇଁ ଅଞ୍ଚଳବାସୀ ଦାବି କରିଆସୁଥିଲେ  । ଏହି ଷ୍ଟେସନର ନାମ ପରିବର୍ତ୍ତନ ପାଇଁ ବୋଲଗଡ଼ ଜନସାଧାରଣଙ୍କ ଆଗ୍ରହ କ୍ରମେ ରେଳ ମନ୍ତ୍ରୀ ଅଶ୍ୱିନୀ…

ଗତକାଲି ମଧ୍ୟ ରାତ୍ରୀରେ ଭୁବନେଶ୍ୱରରେ ଦୁଇଟି ହତ୍ୟାକାଣ୍ଡ

ଭୁବନେଶ୍ୱର : ଗତ କାଲି ମଧ୍ୟ ରାତ୍ରୀରେ ଭୁବନେଶ୍ୱରରେ ଦୁଇଟି ହତ୍ୟାକାଣ୍ଡ ଘଟିଛି । ବିଳମ୍ବିତ ରାତିରେ ଭୁବନେଶ୍ୱରର ରୁପାଲି ଛକରେ ଜଣେ ସାଙ୍ଗକୁ ଅନ୍ୟ ୨ଜଣ ସାଙ୍ଗ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅନ୍ୟ ଅଭିଯୋଗଟି ଶାସ୍ତ୍ରୀନଗର ବାସିନ୍ଦା ତାଙ୍କ ସ୍ତ୍ରୀଙ୍କୁ କିଏ ହତ୍ୟା କରିଥିବାର…

ପାର୍ବଣ ବେଳେ ବଟି ମାଗିଲେ ବନ୍ଧିବ ପୁଲିସ

ଭୁବନେଶ୍ୱର : ପାର୍ବଣ ବେଳେ ବଟି ମାଗିଲେ ବନ୍ଧା ହେବେ  । ବଟି ଆଦାୟକାରୀଙ୍କୁ ସାବଧାନ କରାଇ ଦେଇଛି ଓଡିଶା ପୁଲିସ । ଗଣେଶ ପୂଜା ଠାରୁ ଆରମ୍ଭ ହୋଇଯାଇଥାଏ ପାର୍ବଣ ଋତୁ । ସାରା ରାଜ୍ୟ ପାର୍ବଣ ପାଇଁ ଉତ୍ସବ ମୁଖର ହେଉଥିବା ବେଳେ ସେହି ସମୟରେ କିଛି ବ୍ୟକ୍ତି ବ୍ୟବସାୟୀ ଏବଂ ସାଧାରଣ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରିପୋର୍ଟ କାର୍ଡ ପ୍ରଦାନ କଲେ ସାଂସଦ ଷଡ଼ଙ୍ଗୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏହି ଅବସରରେ ସାଂସଦ ବିଗତ ଦୁଇ ବର୍ଷ ପରି ଏ ବର୍ଷ ମଧ୍ୟ ପ୍ରଧାନମନ୍ତ୍ରୀ  ମୋଦିଙ୍କୁ ରିପୋର୍ଟ କାର୍ଡ ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ଚାଲିଥିବା…

ନୂଆଖାଇରେ କାଳିଆ ଭେଟି

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀମାନଙ୍କୁ ମିଳିବ ନୂଆଖାଇ ଭେଟି  । ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣ ପର୍ବ ନୂଆଖାଇରେ ମିଳିବ କାଳିଆ ଟଙ୍କା । କାଳିଆ ଟଙ୍କା ବାବଦକୁ ରାଜ୍ୟ ସରକାର ୮୬୯ କୋଟି ଟଙ୍କା ପ୍ରଦାନ କରିବେ  । ଏହା ମାଧ୍ୟମରେ ୪୧ ଲକ୍ଷ ଚାଷୀ ଉପକୃତ ହେବେ  ।…

ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ ହେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଜନ କଲ୍ୟାଣକାରୀ ନେତୃତ୍ୱକୁ ପୁଣିଥରେ ମିଳିଛି ଜାତୀୟ ସ୍ତରର ସ୍ୱୀକୃତି । ନୂଆଦିଲ୍ଲୀର ସମ୍ମାନଜନକ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀ…

ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟ ପାଇଁ ଅଗ୍ନିଶମବାହିନୀରେ ଗଢାହେବ ଷ୍ଟ୍ରାଇକିଂ ଫାୟାର ଫୋର୍ସ ।

ଭୁବନେଶ୍ୱର : ଅଗ୍ନିଶମବାହିନୀରେ ଗଢାହେବ ଷ୍ଟ୍ରାଇକିଂ ଫାୟାର ଫୋର୍ସ । ବିପର୍ଯ୍ୟୟ ସମୟରେ ଏହି ଫୋର୍ସ ଉଦ୍ଧାର କାର୍ଯ୍ୟ ପାଇଁ ନିୟୋଜିତ ହେବେ  । ରାଜ୍ୟରେ କଟକ, ସମ୍ବଲପୁର ଓ ବ୍ରହ୍ମପୁରରେ ରହିବ ଏହାର ୩ଟି ୟୁନିଟ୍  । ଏଥିପାଇଁ ସୃଷ୍ଟି ହେବ ୧୪୪ଟି ପଦବୀ  । ବର୍ତ୍ତମାନ ସମୟର…

ଜେଜେ ଓ ନାତିଙ୍କ ବହୁରୂପୀ ଏଣ୍ଡୁଅ ଚୋରାଚାଲାଣ

ଭୁବନେଶ୍ୱର: ବହୁରୂପୀ ଏଣ୍ଡୁଅର ରାକେଟ୍ ଚଳାଇଥିଲେ ଜେଜେ ଓ ନାତି । ଚୋରାଚାଲାଣ ବେଳେ ମାଡି ବସିଲା ବନ ବିଭାଗ। ଭୁବନେଶ୍ୱରରେ ଏହି  ରାକେଟ୍ ଠାବ ହୋଇଥିବା ବେଳେ ୨ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଦୁଇ ଗିରଫ ଅଭିଯୁକ୍ତ ସମ୍ପର୍କରେ ଜେଜେ ଓ ନାତି ବୋଲି ଜଣାପଡ଼ିଛି। ଜଗତସିଂହପୁର ଜିଲ୍ଲା…