Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ଜୁଆଖେଳ ଉପରେ ଚଢ଼ାଉ: ଉତ୍ତ୍ୟକ୍ତ ଲୋକେ ନିର୍ଦ୍ଧୁମ ପିଟିଲେ ପୋଲିସଙ୍କୁ

ନିଆଳି: ଭୁବନେଶ୍ୱର ଉପକଣ୍ଠ ତଥା ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ରାଜସ ପଞ୍ଚାୟତ କୃଷ୍ଣପୁର ଯାତ୍ରାରେ ଜୁଆ ଖେଳ ଉପରେ ଚଢଉ ବେଳେ ନିର୍ଧୁମ ମାଡ଼ ଖାଇଛନ୍ତି ପୁଲିସର ସ୍ପେଶାଲ ସ୍କ୍ୱାର୍ଡ଼ କର୍ମଚାରୀ। ଲୋକଙ୍କ ସଙ୍ଘବଦ୍ଧ ଆକ୍ରମଣରେ ଭୟଭୀତ ହୋଇ ପୋଲିସ କର୍ମଚାରୀ ଗାଡି ଛାଡି ପଳାଇଥିଲେ।…

ଏନସିଏସସିଡିଏ ପକ୍ଷରୁ ଭୁବନେଶ୍ୱରରେ ନିଯୁକ୍ତି ମେଳା

ଭୁବନେଶ୍ୱର: ଏନସିଏସସିଡିଏ (ନ୍ୟାସନାଲ କ୍ୟାରିୟର ସର୍ଭିସ ସେଣ୍ଟର ଫର ଡିଫରେଣ୍ଟଲି ଏବଲଡ), ଭୁବନେଶ୍ୱର ମେ ୨୫ରେ ପୂର୍ବାହ୍ନ ୯ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଏକ ମାଗଣା ନିଯୁକ୍ତି ମେଳା ବା ପ୍ଲେସମେଣ୍ଟ ଡ୍ରାଇଭ ଆୟୋଜନ କରିବାକୁ ଯାଉଛନ୍ତି । ମେଳାରେ ଦିବ୍ୟାଙ୍ଗ ଓ ଅଣଦିବ୍ୟାଙ୍ଗ…

ବର୍ଦ୍ଧିତ ତେଲ ଦର ବେଳେ ମୋଦୀଙ୍କ ନୂଆ ରଣନୀତି, ବୁଝିବେ ତ ନବୀନ?

ଭୁବନେଶ୍ୱର: ମହଙ୍ଗା ମାଡ ବେଳେ ଲୋକେ ଅପେକ୍ଷା କରିଥିଲେ କେବେ କମିବ ଦରଦାମ । ଦରଦାମ କମାଇବାକୁ ହେଲେ ପ୍ରଥମେ ତେଲ ଦର କମିବା ଦରକାର । ତେଣୁ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବୈଠକରେ ମୁଖ୍ୟମନ୍ତ୍ରୀ ମାନଙ୍କୁ ଆହ୍ୱାନ କରିଥିଲେ ତେଲ ଉପରୁ ଭାଟ ଛାଡ କରିବାକୁ । ହେଲେ ତୁ ତୁ…

[ଦେଖନ୍ତୁ ଭିଡିଓ] ସଙ୍କଟରେ ପଡିଛି ଗଜରାଜ : ହାତୀ ମୃତ୍ୟୁସଂଖ୍ୟା ବଢିଚାଲିଥିବା ବେଳେ ଦାୟୀ କିଏ ?

 ଭୁବନେଶ୍ୱର :  ସଙ୍କଟରେ ପଡିଛି ଗଜରାଜ ।  ଦିନକୁ ଦିନ ହାତୀ ମୃତ୍ୟୁସଂଖ୍ୟା ବଢିଚାଲିଥିବା ବେଳେ ନୀରବଦ୍ରଷ୍ଟା ପାଲଟିଛି ବନବିଭାଗରୁ ନେଇ ପ୍ରଶାସନ ।  ବନବିଭାଗର ଖାମଖିଆଲ ନୀତିକୁ ଏନେଇ ଦାୟୀ କରାଯାଇଛି । ହାତୀ ମୃତ୍ୟୁ ବଢିଚାଲିଥିବା ବେଳେ ଚମ୍ପୁଆ ରେଂଜରୁ ହାତୀ ନିପାତ ହେବାରେ…

[ଦେଖନ୍ତୁ ଭିଡିଓ] ମେଡ଼ିକାଲ କଲେଜରେ ନାମ ଲେଖାଇବାକୁ କହି ୩୨ ଲକ୍ଷ ଟଙ୍କା ଠକେଇ:୨ ଗିରଫ

ଭୁବନେଶ୍ବର: ମେଡ଼ିକାଲ କଲେଜରେ ନାମ ଲେଖାଇବାକୁ କହି ଠକେଇ । ମେଡ଼ିକାଲ କଲେଜରେ ନାମ ଲେଖାଇବାକୁ କହି ଠକେଇ ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ଇନଫୋସିଟଇ ଥାନା ପୋଲିସ । କଲେଜରେ ନାମ ଲେଖାଇବାକୁ କହି  ଧରାଛୁଆଁ ଦେଇ ନଥିଲେ। ଏହାପରେ ବାଧ୍ୟ ହୋଇ ଛାତ୍ରୀଜଣକ ଏନେଇ ଇନଫୋସିଟି ଥାନାରେ…

ବିଦେଶୀ ଆପକୁ ବର୍ଜନ ପାଇଁ ଆହ୍ୱାନ ବେଳେ ଦେଶୀ ଆପରେ ଠକାମିର ଜାଲ, ବାନ୍ଧିଲା ପୋଲିସ

ଭୁବନେଶ୍ୱର: ଠକାମି ପାଇଁ ବିଦେଶୀ ଆପର ଅପପ୍ରଚାର । ଦେଶୀ ଆପରେ ଠକେଇ ପାଇଁ ଚାଲ୍। ଏମିତି ଢଙ୍ଗରେ ଡିଜିଟାଲ ବିପ୍ଳବ ଆଳରେ ଦେଶୀ ଆପର ପ୍ରମୋସନ କରି ଠକେଇ ପାଇଁ ଜାଲ ବିଛାଇଥିଲେ । ଆଉ ନିରୀହ ଲୋକଙ୍କୁ ପୁଞ୍ଜି ନିବେଶର ସ୍କିମ ଦେଖାଇ ଠକୁଥିଲା ଠକ। ଏମିତି ଏକ ଠକକୁ ଉତରପ୍ରଦେଶର…

ଓଡିଶାରେ ଡିଜନୀ ଷ୍ଟାର୍ ଲଂଚ କଲା ମନୋରଂଜନ ଟିଭି ଚ୍ୟାନେଲ୍ “ଷ୍ଟାର୍ କିରଣ”

ଭୁବନେଶ୍ୱର: ବିଶ୍ୱର ଅନ୍ୟତମ ବୃହତ ତଥା ମନୋରଂଜନ ଧର୍ମୀ ଟିଭି ନେଟୱାର୍କ ଡିଜନୀ ଷ୍ଟାର୍ । ଏହି ସଂସ୍ଥା ଓଡିଶାରେ ଏଣ୍ଟରଟେନମେଣ୍ଟ ଟିଭି ଚ୍ୟାନେଲ୍ ଷ୍ଟାର୍ କିରଣ ଲଂଚ କରିବା ନେଇ ଗତକାଲି ଘୋଷଣା କରିଥିଲା । ଆସନ୍ତା ମାସ ତଥା ଜୁନ୍ ୬ ତାରିଖଠୁ ଏହି ଟିଭି ଚ୍ୟାନେଲ୍ ଜରିଆରେ ଦର୍ଶକମାନେ…

[ଦେଖନ୍ତୁ ଭିଡିଓ] ବ୍ରଜରାଜନଗର ଉପ ନିର୍ବାଚନ ପ୍ରସ୍ତୁତି: ୫ଟି ପିଙ୍କ୍ ବୁଥକୁ ମିଶାଇ ମୋଟ ୨୭୯ ବୁଥରେ ଭୋଟ ଗ୍ରହଣ

ଭୁବନେଶ୍ୱର: ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ପ୍ରକ୍ରିୟା ଜାରି ରହିଛି। ଏଥିପାଇଁ  ପ୍ରାର୍ଥୀ ତାଲିକା ଚୁଡାନ୍ତ ହୋଇଛି।  ମତଦାନ ପୂର୍ବରୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ପହଞ୍ଚିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ । ଭୋଟର…

ରେଳ ଧାରଣା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର: ମୃତ୍ୟୁ ପୂର୍ବର ଶେଷ ଭିଡିଓ ଭାଇରାଲ୍‌

ଭୁବନେଶ୍ୱର:  ଯାହାକୁ ଭଲ ପାଉଥିଲି, ଶେଷରେ ସେ ଧୋକା ଦେଲା। ସେ ଖାଲି ମୋତେ ଧୋକା ଦେଇ ନାହିଁ, ବରଂ ବହୁତ କଷ୍ଟ ମଧ୍ୟ ଦେଇଛି।  ଆଉ ମାତ୍ର କିଛି ସମୟ ବଞ୍ଚିବି । କେବେବି ଭାବି ନଥିଲି ଏତେ ଶୀଘ୍ର ଦୁନିଆ ଛାଡ଼ି ଚାଲିଯିବି।’... ମୃତ୍ୟୁ ପୂର୍ବରୁ ଏକ ଭିଡିଓ କରି ଏଭଳି କିଛି କହିଛନ୍ତି ଜଣେ…

୨୪ ଘଣ୍ଟାରେ କାଳବୈଶାଖୀର ତାଣ୍ଡବ, ୧୫ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏଥିଲାଗି ୧୫ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ୱର୍ଣ୍ଣିଂ ଜାରି କରାଯାଇଛି । ସତର୍କ ସୂଚନା ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଲା କେଉଁଝର,…