Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା , ଶର୍ମିଷ୍ଠାଙ୍କ କାର୍ ଜବତ, ଅପହରଣରେ ବ୍ୟବହାର ହୋଇଥିବା ସନ୍ଦେହ

ଭୁବନେଶ୍ୱର : ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା । ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ୱେବ ପୋର୍ଟାଲ ମାଲିକାଣି ଶର୍ମିଷ୍ଠା ରାଉତଙ୍କ କାର ଭୁବନେଶ୍ୱରରୁ ଜବତ ହୋଇଛି । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍କାଏ ଟାୱାର ଆପାର୍ଟମେଣ୍ଟରୁ ଶର୍ମିଷ୍ଠାଙ୍କ କାର ମିଳିଛି ।…

[ଭିଡିଓ] ପୌର ନିର୍ବାଚନ : ବିଜେଡି ଟଙ୍କା ବାଣ୍ଟି ଭୋଟ ହାତଉଛି ଟ୍ୱିଟ କରି ଅଭିଯୋଗ ଆଣିଲେ ସାଂସଦ ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର : ବିଜେଡି ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ।  କେନ୍ଦୁଝରରେ ବିଜେଡି ପୌର ନିର୍ବାଚନ ନେଇ ଭୋଟ ହାତେଇବା ପାଇଁ ଖୁଲମଖୁଲା ପଇସା ବାଣ୍ଟଛିି ।ଏନେଇ ଟ୍ୱିଟ କରି ପଇସା ବାଣ୍ଟିବାର ଭିଡିଓ ସେୟାର କରିଛନ୍ତି ଅପରାଜିତା ଷଡଙ୍ଗୀ ।ଏନେଇ ଅପରାଜିତା…

ପୌର ନିର୍ବାଚନ : ଆସନ୍ତାକାଲି ସକାଳ ୮ଟାରୁ ମତଦାନ

 ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ରାଜ୍ୟରେ ସରିଲା ପ୍ରଚାର । ୨୪ ତାରିଖ ଗୁରୁବାର ଭୋଟ ଗ୍ରହଣ ହେବ । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ ପ୍ରାର୍ଥୀମାନେ ସନ୍ଧ୍ୟା ୫ଟି ସୁଦ୍ଧା ପ୍ରଚାର ଶେଷ କରିଛନ୍ତି ।ରାଜ୍ୟରେ ୫୯ଟି ବିଜ୍ଞପିତ ପରିଷଦ , ୪୭ଟି ପୌର ପରିଷଦ ଏବଂ ୩ଟି…

ପୌର ନିର୍ବାଚନକୁ ହିଂସାମୁକ୍ତ କରିବା ନେଇ କମିଶନରେଟ ପୋଲିସର ପ୍ରସ୍ତୁତି

ଭୁବନେଶ୍ୱର  : ସରିଲା ପ୍ରଚାର ।  କାଲି ପୌର ନିର୍ବାଚନ ପାଇଁ  ଭୋଟ ହେବ । ଭୋଟିଂକୁ ଅବାଧ ହିଂସାମୁକ୍ତ କରିବାକୁ କମିଶନରେଟ ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପ୍ରସ୍ତୁତି ଜୋରସୋରରେ କରିଛି । ସମସ୍ତ ପୋଲିସ ଅଧିକାରୀଙ୍କୁ ନେଇ ରିହାଲର୍ସଲ କରାଯାଇଛି । ଚଳିତ ପୌର ନିର୍ବାଚନରେ ୫୦ ପ୍ଲାଟୁନ ଫୋର୍ସ…

ସରିଗଲା ପ୍ରଚାର, ମୈଦାନକୁ ଓହ୍ଲାଇଲେନି ବିଜେପିର ହେବିଓ୍ୱେଟ୍

ଭୁବନେଶ୍ୱର: ମହାନଗର ନିଗମ ଏବଂ ପୌର ନିର୍ବାଚନ ପାଇଁ ପ୍ରଚାର ସରିଗଲା କିନ୍ତୁ ମୈଦାନକୁ ଓହ୍ଲାଇଲେନି ବିଜେପିର ହେବିଓ୍ୱେଟ୍ ନେତା । ପଞ୍ଚାୟତ ନିର୍ବାଚନର ପରାଜୟ ପରେ ବିଜେପି ମହାନଗର ଏବଂ ପୌର ନିର୍ବାଚନ ଉପରେ ଜୋରଦାର ଫୋକସ କରିବ ଏବଂ ପଞ୍ଚାୟତ ନିର୍ବାଚନର ଭୁଲରୁ ଶିକ୍ଷାଲାଭ କରି ଶାସକ…

ବିଜେପିର ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡ, ସନ୍ଦେହ ଘେରରେ ଡକ୍ଟରେଟ ଶିକ୍ଷାଗତ ଯୋଗ୍ୟତା

ଭୁବନେଶ୍ୱର: ସରିଛି ପ୍ରଚାର, ଏବେ ଅନ୍ଧାରି ବିଜେର ସମୟ । ଗୁରୁବାର ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ପାଇଁ ପଡିବ ଭୋଟ୍ । କିନ୍ତୁ ପ୍ରଚାର ବେଳେ ବିଜେପିର ଭୁବନେଶ୍ୱର ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡଙ୍କ ଶିକ୍ଷାଗତ ଯୋଗ୍ୟତା ଏବେ ସନ୍ଦେହ ଘେରକୁ ଆସିଛି । ସୁନୀତି ତାଙ୍କ ନାଁ ପୂର୍ବରୁ…

[ଭିଡିଓ] ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ

ଭୁବନେଶ୍ୱର :  ଗିରଫ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଆଜି ପୋଲିସ ତାଙ୍କୁ ଗିରଫ କରିଛି । ଲୋକଙ୍କ ଉପରେ ଗାଡି ଚଢାଇଦେବା ମାମଲାରେ ପୋଲିସ ତାଙ୍କୁ ଗିରଫ କରିଛି । ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଭୁବନେଶ୍ୱର ଜିଲ୍ଲା ଦୌରା ଜର୍ଜଙ୍କ କୋର୍ଟରେ…

ଭୁବନେଶ୍ୱର କୋର୍ଟରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଟ୍ରାଞ୍ଜିଟ ରିମାଣ୍ଡରେ ନେବ ପୋଲିସ

ଭୁବନେଶ୍ୱର: ଗତ ୧୨ ତାରିଖ ଦିନ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ବେଳେ ଲୋକଙ୍କୁ ଗାଡି ମଡାଇ ଦେବା, ପରେ ଲୋକଙ୍କ ମାଡରେ ଲହୁଲୁହାଣ ହୋଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଆଜି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରୁ ସ୍ଥାନାନ୍ତର ହୋଇଛନ୍ତି । ଏହାପରେ ପୁଲିସ ଏହି ବାହୁବଳୀ ବିଧାୟକଙ୍କୁ…

[ଭିଡିଓ] ଭାରସାମ୍ୟ ହରାଇ ଓଲଟିଲା ବସ୍ , ୩୦ ଆହତ

ଢେଙ୍କାନାଳ : ଭାରସାମ୍ୟ ହରାଇ ଓଲଟି ପଡିଲା ବସ୍ । ଢେଙ୍କାନାଳ ଜିଲ୍ଲାର ବଣସିଂହ ନିକଟସ୍ଥ ମା’ ପାଟରାଣୀଙ୍କ ମନ୍ଦିର ପାଖରେ ସମଲେଇ ନାମକ ଯାତ୍ରୀବାହୀ ବସ୍ ଓଲଟି ପଡିଛି । ଏହି ଦୁର୍ଘଟଣାରେ ୩୦ ରୁ ଅଧିକ ଛାତ୍ରଛାତ୍ରୀ ଓ ଯାତ୍ରୀ ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ସେମାନଙ୍କୁ…

ସମ୍ ହସ୍ପିଟାଲରେ ‘ଛ’ ମାସର ଶିଶୁର ହୃଦ୍ ସମସ୍ୟାର ସଫଳ ଅସ୍ତ୍ରୋପଚାର

ଭୁବନେଶ୍ୱର : ସମ୍ ହସ୍ପିଟାଲରେ 'ଛ' ମାସର ଶିଶୁର ସଫଳ ହୃଦ୍ ଅସ୍ତ୍ରୋପଚାର ।  ଶିଶୁର ଶରୀରରେ ଥିବା ଜଟିଳ ହୃଦ ସମସ୍ୟାର ସଫଳ ଅସ୍ତ୍ରୋପଚାର ସମ୍ଭବ ହୋଇପାରିଛି । ନୟାଗଡ ଜିଲ୍ଲା ଦଶପଲ୍ଲା ଅଞ୍ଚଳର ସୁବାସ ଚନ୍ଦ୍ର ବେହେରାଙ୍କ  ଛ’ମାସର ଶିଶୁ ପୁତ୍ରଟି ହୃଦ୍ ପଲମୁନାରୀ ଓ ଲାଇଭ୍…