Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ଚିଲିକା ମଝିରୁ ଉଦ୍ଧାର ହେଲେ ମସ୍ତ୍ର୍ୟଜୀବୀ

ଭୁବନେଶ୍ୱର: ଚିଲିକା ମଝିରୁ ଉଦ୍ଧାର ହେଲେ ଫସିରହିଥିବା ମସ୍ତ୍ର୍ୟଜୀବୀ। ଗତ ତିନିଦିନ ଧରି ଚିଲିକା ମଝିରେ ଡ଼ଙ୍ଗା ଫସି ରହିଯାଇଥିଲା। ଏଥିରେ ୩ଜଣ ମସ୍ତ୍ର୍ୟଜୀବୀ ସହ ୧୦ବର୍ଷର ପିଲା ରହିଛି। କଟକି ଦଳ ଯୋଗୁଁ ଡ଼ଙ୍ଗା ଫସିଯାଇଥିଲା। ସୂଚନା ଅନୁସାରେ, ଗଞ୍ଚାମ ଜିଲ୍ଲାର ପାଥରା ଗାଁର…

ରାଜଧାନୀରେ ୩ଟି ଡ୍ୟାନ୍ସ ବାର୍ ସିଲ୍, ଉଡୁଥିଲା ପୁଳା ପୁଳା ନକଲି ଟଙ୍କା

ଭୁବନେଶ୍ୱର: ରାଜଧାନୀରେ ବେଆଇନ୍ ଭାବରେ ଚାଲିଥିଲା ଡ୍ୟାନ୍ସ ବାର୍ । ଜମୁଥିଲା ନାଚ ଗୀତର ଆସର । ବାରରେ ଉଡୁଥିଲା ପୁଳା ପୁଳା ନକଲି ନୋଟ୍ । ଖବର ପାଇଁ ପହଞ୍ଚିଲା ପୋଲିସ । ରଙ୍ଗୀନ ରାତିରେ ମଉଜ ମଜସିଲରେ ଚୁର ଗ୍ରାହକଙ୍କର ପୋଲିସ ବାବୁଙ୍କୁ ଦେଖି ହଠାତ୍ ନିଶା ଉତୁରିଗଲା । ଭୁବନେଶ୍ୱରରେ…

କଳିଙ୍ଗ ଷ୍ଟାଡିୟମରେ ବିନା ଦର୍ଶକରେ ଖେଳାଯିବ ଜୁନିଅର ପୁରୁଷ ହକି ବିଶ୍ୱକପ୍

ଭୁବନେଶ୍ୱର : ଆଉ ଦର୍ଶକଙ୍କ ତାଳିରେ କମ୍ପିବନି କଳିଙ୍ଗ ଷ୍ଟାଡିୟମ୍ । ବିନା ଦର୍ଶକରେ ଖେଳାଯିବ ଜୁନିଅର ପୁରୁଷ ହକି ବିଶ୍ୱ କପ୍। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ହକି ମହାକୁମ୍ଭ ବିନା ଦର୍ଶକରେ ମ୍ୟାଚ ଖେଳାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ନଭେମ୍ବର ୨୪ ରୁ ଭୁବନେଶ୍ୱର…

ଓଡ଼ିଶା ଆଇପିଏସ୍ ଅଧିକାରୀ କେ. ଶିବା. ସୁବ୍ରମଣି ସିବିଆଇ ଏସପିଭାବେ ନିଯୁକ୍ତି

ଭୁବନେଶ୍ୱର: ଓଡ଼ିଶା-କ୍ୟାଡ଼ର ଆଇପିଏସ୍ ଅଧିକାରୀ କେ.ଶିବା ସୁବ୍ରମଣିଙ୍କୁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ(ସିବିଆଇ) ଏସପିଭାବେ ନିଯୁକ୍ତି କରାଯାଇଛି। ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ଏକ ବିଜ୍ଞପ୍ତି ଜାରି କରିଛି। ୨୦୧୦ ବ୍ୟାଚ ଆଇପିଏସ୍ ଅଧିକାରୀ ବର୍ତ୍ତମାନ ଓଡ଼ିଶାର…

ଭୁବନେଶ୍ୱର ବିମାନବନ୍ଦରରେ CISF ଟିମକୁ କାହିଁକି କୃତଜ୍ଞତା ଜଣାଇଲେ ଦିଲ୍ଲୀପ ରାୟ ?

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ବିମାନବନ୍ଦରରେ CISF ଟିମକୁ କୃତଜ୍ଞତା ଜଣାଇଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଶିଷ୍ଟ ଶିଳ୍ପପତି ଦିଲ୍ଲୀପ ରାୟ । ଏନେଇ ଫେସବୁକରେ ସେ ଧନ୍ୟବାଦ ଜଣାଇବା ସହ ଏହା ପଛର କାରଣ ଜଣାଇଛନ୍ତି । CISF ଟିମ୍ ତାଙ୍କ ନାତିକୁ କରିଥିବା ସାହାଯ୍ୟ ଓ ସହଯୋଗ ପାଇଁ…

ମମିତାଙ୍କ ପରିବାରକୁ ଭେଟିବେ ପୂର୍ବତନ ପୋଲିସ ଡିଜି

ଭୁବନେଶ୍ୱର: ମମିତା ମେହେର ହତ୍ୟା ମାମଲା ।  ମଙ୍ଗଳବାର ବଲାଙ୍ଗିର ଯିବ ବିଜେପିର ସ୍ୱତନ୍ତ୍ର ୧୫ ଜଣିଆ ଟିମ୍‌ । ବିଜେପିର ଏହି ଟିମ୍‌ ମମିତାଙ୍କୁ ପାରିବାରାକୁ ଭେଟିବାକୁ ଯିବ । ମମିତାଙ୍କ ପରିବାରକୁ ଭେଟି ସାନ୍ତ୍ୱନା ଦେବା ସହ ପରିବାରକୁ ନ୍ୟାୟ ଦେବା ପାଇଁ ଦାବି କାରିବ । ତେବେ ବିଜେପିର…

କରୋନାରେ ମୃତ କିଟ୍‍ କର୍ମଚାରୀଙ୍କ ପରିବାରକୁ କିଟ୍‍ର ସହାୟତା

ଭୁବନେଶ୍ୱର: କରୋନାରେ ମୃତ କିଟ୍‍ କର୍ମଚାରୀଙ୍କ ପରିବାରକୁ କିଟ୍‍ର ସହାୟତା ।  ପରିବାରର ସଦସ୍ୟମାନଙ୍କୁ ୫ ଲକ୍ଷ ଟଙ୍କାର ଚେକ୍‍ ଓ କିଟ୍‍ ଶିକ୍ଷାନୁଷ୍ଠାନ ସମୂହରେ ନିଯୁକ୍ତି ପାଇଁ ଶ୍ରୀ ସାମନ୍ତ ନିଯୁକ୍ତ ପତ୍ର ପ୍ରଦାନ କରାଯାଇଛି । ମହାମାରୀରେ ଲକ୍ଷାଧିକ ଲୋକଙ୍କ ଅକାଳ ମୃତ୍ୟୁ ହୋଇଛି ।…

କନସଲଟାନ୍ସି ନାଁରେ ଚାଲିଥିଲା ସେକ୍ସ ରାକେଟ୍ ,୪ ଯୁବତୀ ଉଦ୍ଧାର ଦଲାଲ ଗିରଫ

ଭୁବନେଶ୍ୱର : କନସଲଟାନ୍ସି ନାଁରେ ଚାଲିଥିଲା ଖୁଲମଖୁଲା ଦେହ ବ୍ୟବସାୟ । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ସତ୍ୟବିହାର ଅଞ୍ଚଳରେ ଏକ କନସଲଟାନ୍ସି ନାଁ ରେ ଚାଲିଥିଲା ଦେହ ବ୍ୟବସାୟ। ଏପରି ଅଭିଯୋଗ ପାଇବା ପରେ କମିଶନରେଟ ପୋଲିସ ଘଟଣା ସ୍ଥଳରେ ଚଢଉ କରିଥିଲା। ୪ ଜଣ ଯୁବତୀଙ୍କ ସହ ଜଣେ ଦଲାଲକୁ…

୨୫୪ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

ଭୁବନେଶ୍ୱର: ପୁଣି ଜବତ ହେଲା ବ୍ରାଉନସୁଗାର। ରାଜଧାନୀରେ ୨୫୪ଗ୍ରାମ ବ୍ରାଉନସୁଗାର ଜବତ ହେବା ସହ ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫ ଯବକ ଜଣକ ହେଲେ ଉତ୍ତର ପ୍ରଦେଶର ଆନନ୍ଦ କୁମାର। ସେ ବର୍ତ୍ତମାନ ଭୁବନେଶ୍ୱର କାର୍ଗିଲ ବସ୍ତିରେ ରହୁଛନ୍ତି। ସୂଚନା ଅନୁଯାୟୀ, ଏସଆଇ ଏ.କେ ବାର୍ଗେଙ୍କ…

ଆଜିଠୁ ଅଷ୍ଟମ ଶ୍ରେଣୀ ପାଠପଢ଼ା, ସ୍କୁଲ ଯିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ୧୮ମାସ ପରେ ସୋମବାରରୁ ଅଷ୍ଟମ ଶ୍ରେଣୀ ପାଠପଢ଼ା ଆରମ୍ଭ। ଅନଲାଇନ ବଦଳରେ ଏବେ କ୍ଲାସରୁମରେ ବସି ପାଠ ପଢ଼ିବେ ଛାତ୍ରଛାତ୍ରୀ। ସକାଳ ୯ଟାରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ଚାଲିବ ଅଷ୍ଟମ କ୍ଲାସ। କୋଭିଡ଼ ଗାଇଡ଼ଲାଇନକୁ ମାନି ପାଠ ପଢ଼ିବେ ଛାତ୍ରଛାତ୍ରୀ। ଦୀର୍ଘ ମାସ ପରେ ସ୍କୁଲ ଖୋଲୁଥିବାରୁ…