Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ଭୁବନେଶ୍ୱରରେ କୁକୁଡ଼ା ମାଂସ, ଅଣ୍ଡା ଖାଇବାରେ କୌଣସି ଭୟ ନାହିଁ

ଭୁବନେଶ୍ୱର: ଓୟୁଏଟିର ଭୁବନେଶ୍ୱରସ୍ଥିତ କୁକୁଡ଼ା ଫାର୍ମରେ ବାର୍ଡ଼ ଫ୍ଲୁ ଲାଗିବା ପରିପ୍ରେକ୍ଷୀରେ ଲୋକମାନେ ଆଶଙ୍କା ମଧ୍ୟରେ ଥାଇ କୁକୁଡ଼ା ମାଂସ ଓ ଅଣ୍ଡା ଖାଉନାହାନ୍ତି । କିନ୍ତୁ ଏଥିଲାଗି କୌଣସି ଆଶଙ୍କା ସୃଷ୍ଟି ହେବା ଉଚିତ୍ ନୁହେଁ ବୋଲି ଓଡ଼ିଶାର ଆନିମଲ ରିସୋର୍ସ ଡ଼େଭେଲପମେଣ୍ଟ୍ (ଏଆରଡ଼ି)…

ରାଜ୍ୟ ପୋଲିସ ବିଭାଗରେ ୧୦,୦୫୪ ପଦବୀ ଖାଲି ପଡ଼ିଛି: ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର ପୋଲିସ ବିଭାଗରେ ୨୦୧୯ ଡ଼ିସେମ୍ବର ମାସ ପର୍ଯ୍ୟନ୍ତ ୧୦,୦୫୪ ପଦବୀ ଖାଲି ପଡ଼ିଥିବା ନେଇ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ବିଧାନସଭାରେ ସୋମବାର ଦିନ ପ୍ରକାଶ କରିଛନ୍ତି । କଂଗେସ ସଦସ୍ୟ ନରସିଂହ ମିଶ୍ରଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଥିଲେ, ଗ୍ରୁପ ଏରେ…

ଓଡିଆ ସାହିତ୍ୟିକ ଅଜୟ କୁମାର ପଟ୍ଟନାୟକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ

ଭୁବନେଶ୍ୱର: ପ୍ରସିଦ୍ଧ ଓଡିଆ ସାହିତ୍ୟିକ ଅଜୟ କୁମାର ପଟ୍ଟନାୟକଙ୍କୁ ୨୦୧୯ ବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ଅଜୟ କୁମାର ପଟ୍ଟନାୟକଙ୍କୁ ତାଙ୍କ ପୁସ୍ତକ ‘ଶ୍ରେଷ୍ଠ ହିନ୍ଦୀ ଗଳ୍ପ’ ପାଇଁ ପୁରସ୍କାର ମିଳିବ । ଯାହାକି ଓଡିଆ ଭାଷାରେ ଅନୁବାଦ ହୋଇଥିବା…

ଲାଂଚୁଆ ଅଫିସରଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଡା କାର୍ଯ୍ୟାନୁଷ୍ଠାନ; ୬ଜଣଙ୍କ ପେନସନ ବନ୍ଦ

ଭୁବନେଶ୍ୱର: ଦୁର୍ନୀତି ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଓଡିଶା ସରକାର ସୋମବାର ଦିନ ୮ଜଣ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ଉପରେ ଦୃଢ଼ କାଯ୍ୟାନୁଷ୍ଠାନ ନେଇଛନ୍ତି । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ବିଜ୍ଞପ୍ତି…

କେନ୍ଦ୍ରୀୟ ରେଳମଣ୍ଡଳରେ ଆଧୁନିକୀକରଣ କାର୍ଯ୍ୟ; ୭ଘଣ୍ଟା ବିଳମ୍ବରେ ଚାଲୁଛି କୋଣାର୍କ ଏକ୍ସପ୍ରେସ

ଭୁବନେଶ୍ୱର: ଭୁବନେଶ୍ୱର-ମୁମ୍ବାଇ ସିଏସଏମଟି କୋଣାର୍କ ଏକ୍ସପ୍ରେସ ୭ଘଣ୍ଟାରୁ ଅଧିକ ସମୟ ବିଳମ୍ବରେ ଚାଲୁଅଛି ଏବଂ ଏହା ରାତି ୧୧ଟାରେ ଭୁବନେଶ୍ୱର ରେଳ ଷ୍ଟେସନରୁ ପ୍ରସ୍ଥାନ କରିବ । ରେଳବାଇ ସୂତ୍ରରୁ ଜଣାପଡିଛି ଯେ, କୋଣାର୍କ ଏକ୍ସପ୍ରେସ ଭୁବନେଶ୍ୱର ରେଳ ଷ୍ଟେସନରୁ ଦ୍ୱିପହର ୩ଟା ୨୫…

ବିଜେଡି ସଭାପତି ପଦ ଲାଗି ନାମାଙ୍କନ ପତ୍ର ଦାଖଲ କଲେ ନବୀନ

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି)ର ସଭାପତି ପଦ ଲାଗି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଦିନ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ମୁଖ୍ୟମନ୍ତ୍ରୀ ଆଜି ନବୀନ ନିବାସରୁ ବାହାରି ସକାଳ ୧୦ଟାରେ ସମୟରେ ଦଳୀୟ କାର୍ଯ୍ୟାଳୟରେ ପହଞ୍ଚି ପ୍ରାର୍ଥୀପତ୍ର…

ଭୁବନେଶ୍ୱର ଏମ୍ସରେ ହିନ୍ଦୀ ପ୍ରସଙ୍ଗ: ନିର୍ଦ୍ଦେଶିକା କହିଲେ ହିନ୍ଦୀ ବ୍ୟବହାର ଲାଗି ନିର୍ଦ୍ଦେଶାନାମା ଜାରୀ ହୋଇଛି

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ର ନିର୍ଦ୍ଦେଶିକା ବି ଗୀତାଞ୍ଜଳି ଶନିବାର ଦିନ ଏକ ସ୍ପଷ୍ଟିକରଣ ଦେଇ କହିଛନ୍ତି ଯେ, ହିନ୍ଦୀ ଭାଷା ବ୍ୟବହାର ଲାଗି ଜାରି କରାଯାଇଥିବା ନିର୍ଦ୍ଦେଶାନାମାର ଭୂଲ୍ ଭାବେ ଅବତାରଣା କରାଯାଇଛି । ଭୁବନେଶ୍ୱରସ୍ଥିତ…

‘ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା’ ଆଜିଠୁ ଆରମ୍ଭ

ଭୁବନେଶ୍ୱର: ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ ଗେମ୍ସ ଫେବୃଆରୀ ୨୨ ଅର୍ଥାତ୍ ଶନିବାର ଦିନ ଠାରୁ ଓଡିଶାରେ ଆରମ୍ଭ ହେଉଛି । ଏହା ଆଜି ଠାରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ପ୍ରଥମଥର ପାଇଁ ଏହା ଟ୍ୱିନ୍ ସିଟିରେ ଆୟୋଜିତ ହେଉଥିବାରୁ ଏକପ୍ରକାର ନେଇ ଚଳଚ ଳ ହୋଇପଡିଛି ସହର ।…