Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ଓଡିଶାରେ ୨ୟ କାଡାଭରିକ୍ ପ୍ରତିରୋପଣ; ନୂଆ ଜୀବନ ପାଇଲେ ଦୁଇଜଣ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲରେ ଚଳିତ ମାସରେ ଦ୍ୱିତୀୟ ଥର ଲାଗି ହୋଇଥିବା କାଡାଭରିକ୍ ପ୍ରତିରୋପଣ ସଫଳ ହୋଇଛି । ଯାହାଫଳରେ ଦୁଇ ଜଣଙ୍କୁ ନୂତନ ଜୀବନ ମିଳିପାରିଛି । ପ୍ରାପ୍ତ ସୂଚନାନୁଯାୟୀ, କଟକର ରାଜା ବଗିଚାରେ ରହୁଥିବା ସୁଚିତ୍ରା ଦାସ (୫୬) ଏକ ସଡକ ଦୁର୍ଘଟଣାରେ…

ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସଡ଼ିସି) ଫୁଟବଲ: ଜ୍ୟାକେଟ, ମାସକଟ୍ ଉନ୍ମୋଚିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନରେ ଆୟୋଜିତ ଏକ ସଂକ୍ଷିପ୍ତ ଉତ୍ସବରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସଡ଼ିସି) ଫୁଟବଲ୍ ୨୦୨୦ କପ, ଜ୍ୟାକେଟ ଏବଂ ମାସକଟ୍ ଉନ୍ମୋଚିତ କରିଛନ୍ତି । ରାଜ୍ୟର ୯ଗୋଟି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ୧୦ଟି ଫୁଟବଲ ଦଳ ମଧ୍ୟରେ ଫେବୃଆରୀ…

ରାୟଗଡା ଜିଲ୍ଲାରେ ସ୍କୁଲ ଡ୍ରପ ଆଉଟ୍ ହାର ସର୍ବାଧିକ: ମନ୍ତ୍ରୀ

ଭୁବନେଶ୍ୱର: ସ୍କୁଲରେ ଅଧାରୁ ପାଠ ଛାଡୁଥିବା ପିଲାଙ୍କ ସଂଖ୍ୟାକୁ ନେଇ ବିଧାନସଭାରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ତଥ୍ୟ ପ୍ରକାଶ କରିଛନ୍ତି । ମନ୍ତ୍ରୀ କହିଛନ୍ତି କି, ପ୍ରାଥମିକ ଶିକ୍ଷା ସ୍ତରରେ ରାୟଗଡା ଜିଲ୍ଲାରେ ସର୍ବାଧିକ ୧୧.୬୭% ଡ୍ରପ ଆଉଟ୍ ହାର । ସେହିଭଳି…

ଖାଦ୍ୟ ସୁରକ୍ଷା ଆଇନ: ଓଡ଼ିଶାରେ ଆଇରିସ୍ ସ୍କାନିଂ ମାଧ୍ୟମରେ ହିତାଧିକାରୀଙ୍କ ଚିହ୍ନଟ ହେବ

ଭୁବନେଶ୍ୱର: ଓଡ଼ିଶାରେ ଖାଦ୍ୟ ସୁରକ୍ଷା ଆଇନ (ଏଫଏସଏ) ଯୋଜନା ଅନ୍ତର୍ଗତ ଯେଉଁ ହିତାଧିକାରୀମାନଙ୍କୁ ରାସନ କାର୍ଡ଼ ଯୋଗାଇ ଦିଆଯାଇଛି ସେମାନଙ୍କର ଖୁବଶିଘ୍ର ଆଇରିସ୍ ସ୍କାନିଂ କରାଯାଇ ଯାଞ୍ଚ କରିବେ ରାଜ୍ୟ ସରକାର । ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ…

ଜୁନ ପ୍ରଥମ ସପ୍ତାହରେ ଘୋଷିତ ହେବ +୨ ପରୀକ୍ଷା ଫଳାଫଳ

ଭୁବନେଶ୍ୱର: ଓଡ଼ିଶାରେ ଅନୁଷ୍ଠିତ ହେଉଥିବା +୨ ପରୀକ୍ଷା ଫଳାଫଳ ଜୁନ ମାସ ପ୍ରଥମ ସପ୍ତାହରେ ଘୋଷଣା କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବୁଧବାର ଦିନ କହିଛନ୍ତି । ଗଣମାଧ୍ୟମକୁ ସୂଚନାଦେଇ ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ, ଏପ୍ରିଲ ପ୍ରଥମ ସପ୍ତାହରେ +୨…

ଜନବସତିକୁ ହାତୀ ନ’ଆସିବା ଲାଗି ରାଜ୍ୟ ସରକାରଙ୍କ ନୂଆ ଉପାୟ; ସୃଷ୍ଟି ହେବ ନୂଆ ଜଙ୍ଗଲ

ଭୁବନେଶ୍ୱର: ଜନବସତି ଅଞ୍ଚଳକୁ ହାତୀ ପ୍ରବେଶ ବନ୍ଦ କରିବାକୁ ଓଡ଼ିଶା ସରକାର ନୂତନ ଯୋଜନା ହାତକୁ ନେବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ହାତୀ ମାନଙ୍କ ଲାଗି ଖାଦ୍ୟ ଉପଯୋଗୀ ଜଙ୍ଗଲ ସୃଷ୍ଟି କରାଯିବ । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ପ୍ରାୟ ୧,୨୫୦ ଏକର ପରିମିତ ଜମିରେ ନୂଆ ଜଙ୍ଗଲ…

ପୂର୍ବତନ କଂଗ୍ରେସ ବିଧାୟକ ବିଜୟ କୁମାର ନାୟକଙ୍କ ପରଲୋକ

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ତଥା ଏରସମା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ବିଜୟ କୁମାର ନାୟକଙ୍କ ୭୦ ବର୍ଷ ବୟସରେ ପରଲୋକ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ପ୍ରାଣତ୍ୟାଗ କରିଛନ୍ତି । ସେ ୧୯୯୫ ମସିହାରେ ଜଗତସିଂହପୁରର ଏରସମା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ…

ଅଷ୍ଟମ ଥର ଲାଗି ବିଜୁ ଜନତା ଦଳର ସଭାପତି ହେଲେ ନବୀନ

ଭୁବନେଶ୍ୱର: ପୁଣି ଥରେ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ସଭାପତି ହୋଇଛନ୍ତି । ଅଷ୍ଟମ ଥର ଲାଗି ବିଜୁ ଜନତା ଦଳର ସଭାପତି ରୂପେ ନିର୍ବାଚିତ ହୋଇଛନ୍ତି ନବୀନ । ରାଜ୍ୟ ପରିଷଦ ବୈଠକରେ ରିଟର୍ଣ୍ଣିଂ ଅଫିସର ପ୍ରତାପ ଦେବ ନବନିର୍ବାଚିତ ସଭାପତିଙ୍କ ନାଁ ଘୋଷଣା କରିଛନ୍ତି । ଅଷ୍ଟମ ଥର ଦଳର ମଙ୍ଗ…

ବୁଧବାର କଟକ, ଭୁବନେଶ୍ୱରର କେଉଁ ଅଞ୍ଚଳରେ ବନ୍ଦ ରହିବ ବିଦ୍ୟୁତ ସରବରାହ, ଜାଣନ୍ତୁ

ଭୁବନେଶ୍ୱର: ସେଣ୍ଟ୍ରାଲ୍ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି (ସେସୁ) ପକ୍ଷରୁ ରାଜଧାନୀର କିଛି ଅଞ୍ଚଳ ସହିତ ଗ୍ରାମାଞ୍ଚଳ ଏବଂ କଟକର କିଛି ଅଞ୍ଚଳରେ ବୁଧବାର ଦିନ ବିଦ୍ୟୁତ କାଟ ହେବା ନେଇ ଏକ ନୋଟିସ ଜାରି କରାଯାଇଛି । ବିଦ୍ୟୁତ ମରାମତି କାର୍ଯ୍ୟ ଯୋଗୁଁ ସରବରାହ ବନ୍ଦ ରହିବ ବୋଲି ସେସୁ…

ୟେସ ବ୍ୟାଙ୍କରେ ଏବେ ବି ରହିଛି ଜଗନ୍ନାଥ ମହାପ୍ରଭୁଙ୍କ ଟଙ୍କା: ମନ୍ତ୍ରୀ

ଭୁବନେଶ୍ୱର: ୟେସ୍ ବ୍ୟାଙ୍କରେ ଏବେ ବି ଜଗନ୍ନାଥ ମହାପ୍ରଭୁଙ୍କ ୫୪୫ କୋଟି ଟଙ୍କା ରହିଛି । ଏନେଇ ବିଧାନସଭାରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଲିଖିତ ଉତ୍ତରରେ ତଥ୍ୟ ପ୍ରଦାନ କରିଛନ୍ତି । ପ୍ରଭୁ ଜଗନ୍ନାଥଙ୍କର ମୋଟ୍ ୬୨୬ କୋଟି ୪୪ଲକ୍ଷ ୭୮ହଜାର ଟଙ୍କା ଅଛି । ୩୦ ସେପ୍ଟେମ୍ବର ୨୦୧୯ ମସିହା…