Latest Odisha News
Browsing Category

କଟକ

Cuttack

କଟକରେ ଗାନ୍ଧୀ ଜୟନ୍ତୀ ପାଳିତ, ସମସ୍ତେ ମନେପକାଇଲେ ଗାନ୍ଧୀଙ୍କ ନୀତି ଆଦର୍ଶ

କଟକ : ଆଜି ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ । କଟକର ବିଭିନ୍ନ ସ୍ଥାନରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି । ନୂଆବଜାର ସ୍ଥିତ କୁଷ୍ଠାଶ୍ରମ ପରିସରରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଚୌଦ୍ୱାର କଟକ ପୁର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଏବଂ ଦଳର…

ମୂର୍ତ୍ତି ଉଚ୍ଚତା ବିବାଦ ପ୍ରସଙ୍ଗ, ହସ୍ତକ୍ଷେପ ନ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ମୂର୍ତ୍ତି ଉଚ୍ଚତା ବିବାଦ ପ୍ରସଙ୍ଗ । ହସ୍ତକ୍ଷେପ ନ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । କଟକଣା ପାଇଁ ସରକାର ଜାରି କରିଥିବା ମୂର୍ତ୍ତିର ଉଚ୍ଚତା ଓ ପରଦା ନିୟମକୁ ବିରୋଧ କରି ଦାୟର ମାମଲାର ଶୁଣାଣିରେ ହାଇକୋର୍ଟ ଅନ୍ତ ଘଟାଇଛନ୍ତି । ଏପରି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ…

ଦୁର୍ଗା ମୂର୍ତ୍ତିରେ କାରିଗରଙ୍କ ଶେଷ ସ୍ପର୍ଶ

କଟକ: ଜଗତଜନନୀ ମା’ ଦୁର୍ଗାଙ୍କ ଆଗମନ ନେଇ ଚଳଚଞ୍ଚଳ ହୋଇଉଠିଛି ପରିବେଶ । କଟକରେ ମୂର୍ତ୍ତି କାମ ଶେଷ ହୋଇଆସୁଥିବା ବେଳେ କାରିଗର ହାତକୁ ବି ତର ନାହିଁ । ଦୋ ମାଟିଆ କାମ ବି ଶେଷ ହୋଇଗଲାଣି । ଖଡିଲାଗି ଅମାବାସ୍ୟା ତିଥିରେ ଖଡ଼ି ଚଢାଯାଇ ରଙ୍ଗ ଦିଆଯିବ । ଚଳିତଥର ୪ଫୁଟ ଉଚ୍ଚତାର ମୂର୍ତ୍ତି…

ପାର୍ବଣ ସମୟରେ ସତର୍କତା, ଭିଡକୁ ନଯିବା ଲାଗି ପରାମର୍ଶ

ଭୁବନେଶ୍ବର: ପାର୍ବଣ ସମୟରେ ଭିଡକୁ ଦୃଷ୍ଟିରେ ରଖି କୋଭିଡ଼ ସଂକ୍ରମଣ ବଢ଼ିପାରେ । ସଂକ୍ରମଣ ବଢ଼ିପାରେ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ।   ସେ ନେଇ ସଚେତନ ହେବା ଆବଶ୍ୟକ । ତେଣୁ ସମସ୍ତେ କୋଭିଡ୍ ମାର୍ଗ ଦର୍ଶିକା ପାଳନ କରିବା । ସାମାଜିକ ଦୂରତା ରକ୍ଷା କରିବା ଓ ଭିଡକୁ…

ସାବଧାନ ! ବଳପୂର୍ବକ ଚାନ୍ଦା ମାଗିଲେ ପୋଲିସ ନେବ ଆକ୍ସନ

କଟକ: ପାର୍ବଣ ସିଜିନ୍ ଆରମ୍ଭ ହୋଇଛି । ଆଗକୁ ଆସୁଛି ଦଶହରା । ଏହି ସମୟରେ କେହି ଚାନ୍ଦା ମାଗୁଥିଲେ ସତର୍କ ଓ ସାବଧାନ ହୋଇ ଯାଆନ୍ତୁ । ଚାନ୍ଦା ମାଗିଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ । ଏନେଇ ଚେତେଇ ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂହ । ଚାନ୍ଦା ମାଗୁଥିବା ଲୋକଙ୍କ ବାବଦରେ ସୂଚନା ଦେବାକୁ…

ଚର୍ଚ୍ଚିକା ପୀଠରେ ଷୋଡ଼ ଉପଚାର ପୂଜା

ବାଙ୍କୀ: ଆଜି ଠାରୁ ଆରମ୍ଭ ହୋଇଛି ମାଆଙ୍କ ପୀଠରେ ଷୋଡ଼ ଉପଚାର ପୂଜା । ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମାଆ ଚର୍ଚ୍ଚିକାଙ୍କ ପୀଠରେ ଷୋଡ଼ ଉପଚାର ପୂଜା । ମାଆ ଚର୍ଚ୍ଚିକାଙ୍କ ସେବାୟତମାନେ ମହାନଦୀ ରେଣୁକା ଘାଟଠାରୁ ପାଣିଆଣି ମାଙ୍କୁ ସ୍ନାନକରି ସ୍ଵତସ୍ତ୍ର ପୂଜା ରିତିନୀତିରେ ପୂଜାପାଠକରି…

ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ ,ଭରଣ ପୋଷଣ ମାମଲାର ଶୁଣାଣି ଶେଷ କରିବାକୁ ନିର୍ଦ୍ଦେଶ

କଟକ : ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ୫ଟି ତାରିଖରେ ଭରଣ ପୋଷଣ ମାମଲାର ଶୁଣାଣି ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସିଆର୍‌ପିସିର ଧାରା ୧୨୫ରେ ଦାୟର ଭରଣ ପୋଷଣ ମାମଲାର ୫ଟି ତାରିଖରେ ଶୁଣାଣି ଶେଷ କରି ରାୟ ପ୍ରକାଶ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏପରି…

ଦେବୀ ପୀଠରେ ଷୋଡଶ ଉପଚାର ପୂଜା

କଟକ: ଶାରଦୀୟ ପୂଜା । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି କଟକ ସହରରେ ଥିବା ଦେବୀ ପୀଠ ଗୁଡିକ । ଆଜି ମାଆଙ୍କ ଷୋଡଷ ଉପଚାର ପୂଜା ଆରମ୍ଭ ହୋଇଯାଇଛି । ସହରର ଅଧିଷ୍ଠାତ୍ରୀ ଦେବୀ ମାଆ କଟକ ଚଣ୍ଡୀଙ୍କ ମନ୍ଦିରରେ ଷୋଡଷ ଉପଚାର ପୂଜା ଆରମ୍ଭ କର ଯାଇଛି । ଗତକାଲି ନଦୀରୁ ଜଳରେ ସହସ୍ରାକୁମ୍ଭାଷେକ ହେବା…

‘ବିଦ୍ୟାଭାରତୀଙ୍କୁ ଗିରଫ କାହିଁକି କରୁନ’–ସୌମ୍ୟଙ୍କ ବାପା

କଟକ : ଏସିଏଫ୍‌ ସୌମ୍ୟରଞନ ମୃତ୍ୟୁ ମାମଲା  ୭୫ ଦିନ ବିତିଲାଣି କିନ୍ତୁ ଏଯାଏଁ  ରହସ୍ୟଜନକ ମୃତ୍ୟୁ ଘଟଣା ଉପରୁ ପର୍ଦ୍ଦା ଉଠିଲା ନାହିଁ । ତେଣୁ ମାମଲାର ପୁନଃ ତଦନ୍ତ ପାଇଁ ଦାବି କରିଛନ୍ତି ମୃତ ସୌମ୍ୟଙ୍କ  ବାପା । ଆଜି କଟକ ସ୍ଥିତ କ୍ରାଇମବ୍ରାଞ୍ଚ ମୂଖ୍ୟାଳୟରେ ପହଞ୍ଚି ADG ଙ୍କୁ  ଭେଟି…

ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ମୃତ୍ୟୁ ଘଟଣା, ଦୁଇ ଗିରଫ

କଟକ: ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ସାହୁ ମୃତ୍ୟୁ ଘଟଣା । ମୃତ୍ୟୁ ଘଟଣାରେ୨ ଜଣ ଗିରଫ ହୋଇଛନ୍ତି । ଜଗତପୁର ଥାନା ପୁଲିସ୍ ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଦିବ୍ୟରଞ୍ଜନ ବେହେରା ଓ କୌଶଲ ପ୍ରଧାନ । ଗିରଫ ପରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି…