Latest Odisha News
Browsing Category

କଟକ

Cuttack

ଆଜି ବର୍ଷାଙ୍କୁ ଭେଟିଲେ ମାନବାଧିକାର କର୍ମୀ

କଟକ: କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ପ୍ରସଙ୍ଗରେ ମାନବାଧିକାର କର୍ମୀଙ୍କ ଏକ ଟିମ୍ ଆଜି ବର୍ଷାଙ୍କୁ ଭେଟିଛନ୍ତି । ଅନୁଭବଙ୍କ ନନ୍ଦି ସାହି ସ୍ଥିତ ଘରେ ଏହି ଟିମ୍ ବର୍ଷାଙ୍କୁ ଭେଟିଛନ୍ତି । ବର୍ଷା ଏହି…

କଟକର ଉଦୟୀମାନ ବିଟ୍‌ବକ୍ସର୍ ଅର୍ଚ୍ଚିତ ପଣ୍ଡା !

କଟକ: ବିଟ୍‌ବକ୍ସିଂ । ଫିଜିକାଲ ନୁହେଁ ବରଂ ଭଏସ୍ ବକ୍ସିଂ । କୌଣସି ବାଦ୍ୟଯନ୍ତ୍ରର ସହାୟତା ନ ନେଇ କେବଳ କଣ୍ଠ ଜରିଆରେ ବିଭିନ୍ନ ବାଦ୍ୟଯନ୍ତ୍ରର ଅବିକଳ ନକଲ କରି ସ୍ୱର ବାହାର କରିବାକୁ ବିଟ୍‌ବକ୍ସିଂ କୁହାଯାଇଥାଏ । ବିଦେଶରେ ଲୋକପ୍ରିୟ ହୋଇଥିବା ଏହି କଳାକୁ ଏବେ ଭାରତୀୟ ବି ପସନ୍ଦ କଲେଣି…

କଟକରେ ଦୁର୍ଘଟଣାଗ୍ରସ୍ତ ହେଲା ଭୁବନେଶ୍ୱରରୁ ଚୋରି ବସ୍

କଟକ: ରାଜଧାନୀରୁ ଚୋରି ବସ୍ କଟକ ଓଏମପି ନିକଟରେ ଦୁର୍ଘଟଣାଗ୍ରସ୍ତ । ସୂଚନାନୁସାରେ ଆର୍ଯ୍ୟନ ନାମକ ଏକ ଘରୋଇ ବସର ଡ୍ରାଇଭର ଓ ହେଲପର ଗାଡି ରଖି ଖାଉଥିବା ବେଳେ ବସଟିକୁ କେହି ଚୋରି କରିନେଇଥିଲା । ଦୁର୍ବୁତ ଜଣକ ଗାଡିଟିକୁ କଟକ ଆଡେ ଯାଉଥିବା ବେଳେ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ…

ଆଜିଠୁ ପୁଣି ଚାଲିଲା ‘ମୋ ବସ୍‌’

ଭୁବନେଶ୍ୱର: ଆଜିଠାରୁ ଭୁବନେଶ୍ୱର ଓ କଟକରେ ମୋ ବସ୍ ସେବା ଆରମ୍ଭ ହୋଇଛି । ସକାଳ ୭ଟାରୁ ମୋ ବସ୍ ଚଳାଚଳ ଆରମ୍ଭ ହୋଇଥିବା ବେଳେ ମୋଟ ୮ଟି ରୁଟରେ ନନ୍ ଏସି ବସ୍ ଚାଲୁଛି । ଏହି ରୁଟ୍‌ଗୁଡିକ ୧୧, ୧୬, ୧୮, ୨୦, ୨୩, ୨୫, ୨୭ ଓ ୩୩ ନମ୍ବର । ଏହି ବସଗୁଡିକ ସୋମବାରରୁ ଶୁକ୍ରବାର ଚାଲିବ ।…

ଡାକ୍ତରୀ ଛାତ୍ରୀଙ୍କ ପ୍ଲାଜମା ଦାନ

କଟକ: କରୋନାରୁ ସୁସ୍ଥ ହେବା ପରେ ପ୍ଲାଜମା ଦାନ କଲେ ଏସସିବିର ଡାକ୍ତରୀ ଛାତ୍ରୀ । ରାଜ୍ୟର ପ୍ରଥମ ମହିଳା ଭାବେ ସେ ପ୍ଲାଜମା ଦାନ କରିଛନ୍ତି । ସେ କରୋନା ପଜିଟିଭି ଚିହ୍ନଟ ହେବା ପରେ ତାଙ୍କୁ ସଙ୍ଗରୋଧରେ ରଖାଯାଇ ଚିକିତ୍ସା କରାଯାଇଥିଲା । ସେ ସୁସ୍ଥ ହୋଇ ଫେରିବା ପରେ ଅନ୍ୟ ରୋଗୀଙ୍କୁ…

କରୋନା କାଳରେ ଚିତ୍ର ଆଙ୍କି କଟକର ଗୌରବ ବଢାଇଲେ ହର୍ଷିଲ

କଟକ: କରୋନା ସଂକ୍ରମଣ ଭୟରେ ସ୍କୁଲ କଲେଜ ସବୁ ବନ୍ଦ । ଏଥି ପାଇଁ ଛାତ୍ରଛାତ୍ରୀ ଅନଲାଇନ କ୍ଲାସରେ ପାଠ ପଢୁଛନ୍ତି । ଅନ୍ୟ ସମୟରେ କିଏ ଡ୍ରଇଁ କରୁଛି ତ କିଏ ଗୀତ କି ନୃତ୍ୟ ଅଭ୍ୟାସ କରୁଛି । ଏହି ଅଭ୍ୟାସ ପାଇଁ କଟକର ଜଣେ ଛାତ୍ରଙ୍କୁ ଏବେ ବିଶ୍ୱସ୍ତରରେ ମିଳିଛି ପ୍ରଶଂସା । କରୋନା…

ଟ୍ରକ ଧକ୍କାରେ ଆଖି ବୁଜିଲେ ପରିବାରର ଏକ ମାତ୍ର ରୋଜଗାରିଆ ଝିଅ ମଧୁସ୍ମିତା

କଟକ : ଚୌଦ୍ୱାର ଅଂଚଳର ମଧୁସ୍ମିତା ଦଳେଇ । ଟାଙ୍ଗୀ ସ୍ଥିତ ଏକ ଗାଡି ସୋ ରୁମର କର୍ମଚାରୀ । ଲକ୍‌ଡାଉନ ଥିଲେ ମଧ୍ୟ ଅଫିସରେ କୌଣସି ଜରୁରୀ କାମ ଥିବାରୁ ତାଙ୍କୁ ଡକାଯାଇଥିଲା । ଘରୁ ସ୍କୁଟିରେ ବାହାରିଥିଲେ ମଧୁସ୍ମିତା । କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା । କାରଣ ତାଙ୍କ ପାଇଁ ବାଟରେ…

୧୪ ଦିନିଆ ଲକ୍‌ଡାଉନରେ ଅଧିକ କଠୋର ହେବ କମିଶନରେଟ୍ ପୋଲିସ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢୁଛି କରୋନା ରୋଗୀଙ୍କ ସଂଖ୍ୟା । ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ରାତି ୯ଟାରୁ ରାଜ୍ୟର ଚାରିଟି ଜିଲ୍ଲା ଓ ରାଉରକେଲା ମହାନଗର ନିଗମରେ ଲକ୍‌ଡାଉନ ଘୋଷଣା ହୋଇଛି । ତେବେ ଚଳିତ ଥର ଟ୍ୱିନ ସିଟିରେ ଲକ୍ ଡାଉନ କଡାକଡି ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ…

କଟକ ରାଉସାପାଟଣା ୨୭ ନମ୍ବର ଓ୍ୱାର୍ଡ କଣ୍ଟେନମେଣ୍ଟ ଜୋନ୍

କଟକ: ମହାନଗର ନିଗମର ରାଉସାପାଟଣା ୨୭ ନମ୍ବର ଓ୍ୱାର୍ଡକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା । କଟକଣା ଲଗାଇଛି ପ୍ରଶସାନ । ସ୍ଥାନୀୟ ଅଞ୍ଚଳରୁ ୫ କରୋନା ସଂକ୍ରମିତ ଚିହ୍ନଟ ପରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଏହି ସୂଚନା ଦେଇଛନ୍ତି କଟକ ମହାନଗର ନିଗମ କର୍ତ୍ତୃପକ୍ଷ । #Cuttack…

କଟକରୁ ଉଠିଲା ସଟ୍ ଡାଉନ, ଦୀର୍ଘ ଦିନ ପରେ ଖୋଲିବ ମଲ୍‌

କଟକ: ଆଜିଠାରୁ କଟକ ସହର ସ୍ୱାଭାବିକ ହୋଇଛି । ଗତ ୪ ତାରିଖରୁ ସମ୍ପୂର୍ଣ୍ଣ ସଟ୍ ଡାଉନ ଘୋଷଣା ହୋଇଥିବା ବେଳେ ଆଜିଠାରୁ କଟକଣା ହଟିଛି । କିନ୍ତୁ ରାତି ୯ଟା ପରିବର୍ତ୍ତେ ସନ୍ଧ୍ୟା ୭ଟାରୁ ସକାଳ ୫ଟା ଯାଏଁ ରାତ୍ରୀ କାଳୀନ କର୍ଫୁ ଲାଗୁ ହେବ । ତେଣୁ ଦୋକାନ ବଜାରକୁ ସନ୍ଧ୍ୟା ୬ଟା ସୁଦ୍ଧା ବନ୍ଦ…