Latest Odisha News

BREAKING NEWS

Browsing Category

କଟକ

Cuttack

କରୋନା ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହଯୋଗର ହାତ ବଢାଇଲା ‘ରୁଚି ଉଦ୍ୟୋଗ’

କଟକ/ଭୁବନେଶ୍ୱର: ସଂପ୍ରତି କରୋନା ମହାମାରୀ ସାରା ବିଶ୍ଵର ମଣିଷ ସମାଜ ପାଇଁ ମହା ବିପତ୍ତି ଆଣିଥିଲା ବେଳେ ଓଡିଶାର ସୁପରିଚିତ ରୁଚି ମସଲା ଶିଳ୍ପୋଦ୍ୟୋଗ ନିଜର ସାମାଜିକ ଦାୟିତ୍ୱ ନିର୍ବାହ ପୂର୍ବକ ୫ ଲକ୍ଷ ଟଙ୍କାର ଅର୍ଥରାଶି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛି । ଆଜି …

ଭୁବନେଶ୍ୱର-କଟକ ଟ୍ୱିନସିଟିରେ ସବୁ ଘରୋଇ ଗାଡି ପାଇଁ ଲକ୍ ଡାଉନ ପାସ୍ ଜରୁରୀ

ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡିଶାର ୫ଟି ଜିଲ୍ଲା ସମେତ କେତେକ ସହରରେ ସରକାରଙ୍କ ପକ୍ଷରୁ ଲକ୍ ଡାଉନ ଘୋଷଣା ହୋଇଛି । କିନ୍ତୁ ଅଧିକାଂଶ ସ୍ଥାନରେ ଲୋକେ ଏହାକୁ ମାନୁ ନ ଥିବା ନଜରକୁ ଆସୁଥିବାରୁ କଟକ ଭୁବନେଶ୍ୱର କମିଶନରେଟ ପୋଲିସ ପକ୍ଷରୁ କେତେକ ନିୟମ କରାଯାଇଛି ।…

କରୋନା ରୋକିବା ପାଇଁ କଟକରେ ଶନିବାରଠାରୁ ଯୁଗ୍ମ-ଅଯୁଗ୍ମ ବ୍ୟବସ୍ଥା ଆରମ୍ଭ

କଟକ: କରୋନା ମହାମାରୀର ଭୟାବହତାକୁ ରୋକିବା ପାଇଁ କଟକ ସହରରେ ମଧ୍ୟ ସର୍ବସାଧାରଣ ପରିବହନ ବ୍ୟବସ୍ଥାରେ ଯୁଗ୍ମ-ଅଯୁଗ୍ମ ବ୍ୟବସ୍ଥା ଶନିବାର ଠାରୁ ଲାଗୁ ହେବ । ବସ୍‌, ଅଟୋ, ଟାକ୍ସି ଓ ଟ୍ରକ୍ ଇତ୍ୟାଦି ର ଚଳାଚଳ ଉପରେ ଏହି ନୂଆ ନିୟମ ଲାଗୁ ହେବ ବୋଲି ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସ୍…

କୋଭିଡ-୧୯ ସତର୍କତା: କେବଳ ଜରୁରୀ ମାମଲାର ଶୁଣାଣି କରିବେ ହାଇକୋର୍ଟ

କଟକ: ରାଜ୍ୟରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ଏହାକୁ ନେଇ ଅଧିକ ସତର୍କ ହୋଇ ଯାଇଛନ୍ତି ରାଜ୍ୟ ସରକାର । ଏହାର ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ହାଇକୋର୍ଟ ମଧ୍ୟ ମଙ୍ଗଳବାର ଠାରୁ କେବଳ ଜରୁରୀ ମାମଲାରେ ଶୁଣାଣି କରିବେ…

ଏସସିବି ମେଡିକାଲରୁ କରୋନା ସନ୍ଦିଗ୍ଧ ଫେରାର

କଟକ: କରୋନା ସନ୍ଦେହରେ କଟକର ଏସସିବି ମେଡିକାଲରେ ଆୟର୍ଲାଣ୍ଡର ନାଗରିକ ଭର୍ତ୍ତି ହୋଇଥିଲେ । ଗୁରୁବାର ଦିନ ମେଡିକାଲର ଆଇସୋଲେସନ ୱାର୍ଡରୁ ନିଖୋଜ ଥିବା ଜଣାପଡିଛି । ଏହି ଘଟଣା ପରେ ଲୋକଙ୍କ ଭିତରେ ଆତଙ୍କ ସୃଷ୍ଟି ହୋଇଛି । ଭୁବନେଶ୍ୱର ବିମାନ ବନ୍ଦରରେ ଥର୍ମାଲ ସ୍କ୍ରିନିଂ ହେବା ପରେ…

ବୁଧବାର କଟକ, ଭୁବନେଶ୍ୱରର କେଉଁ ଅଞ୍ଚଳରେ ବନ୍ଦ ରହିବ ବିଦ୍ୟୁତ ସରବରାହ, ଜାଣନ୍ତୁ

ଭୁବନେଶ୍ୱର: ସେଣ୍ଟ୍ରାଲ୍ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି (ସେସୁ) ପକ୍ଷରୁ ରାଜଧାନୀର କିଛି ଅଞ୍ଚଳ ସହିତ ଗ୍ରାମାଞ୍ଚଳ ଏବଂ କଟକର କିଛି ଅଞ୍ଚଳରେ ବୁଧବାର ଦିନ ବିଦ୍ୟୁତ କାଟ ହେବା ନେଇ ଏକ ନୋଟିସ ଜାରି କରାଯାଇଛି । ବିଦ୍ୟୁତ ମରାମତି କାର୍ଯ୍ୟ ଯୋଗୁଁ ସରବରାହ ବନ୍ଦ ରହିବ ବୋଲି ସେସୁ…

‘ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା’ ଆଜିଠୁ ଆରମ୍ଭ

ଭୁବନେଶ୍ୱର: ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ ଗେମ୍ସ ଫେବୃଆରୀ ୨୨ ଅର୍ଥାତ୍ ଶନିବାର ଦିନ ଠାରୁ ଓଡିଶାରେ ଆରମ୍ଭ ହେଉଛି । ଏହା ଆଜି ଠାରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ପ୍ରଥମଥର ପାଇଁ ଏହା ଟ୍ୱିନ୍ ସିଟିରେ ଆୟୋଜିତ ହେଉଥିବାରୁ ଏକପ୍ରକାର ନେଇ ଚଳଚ ଳ ହୋଇପଡିଛି ସହର ।…