Latest Odisha News

BREAKING NEWS

Browsing Category

ସହର

City

ଇ-କେଓ୍ବାଇସିକୁ ନେଇ କ’ଣ କହିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଜାଣନ୍ତୁ…

ଭୁବନେଶ୍ବର: ଇ-କେଓ୍ବାଇସି କୁ ନେଇ ବଡ ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି, ଇ-କେଓ୍ବାଇସି ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା ନାହିଁ । ଏଥିପାଇଁ ପର୍ଯ୍ୟାପ୍ତ ସମୟ ମିଳିବ । ସମସ୍ତ ହିତାଧିକାରୀଙ୍କୁ ନୋଟିସ୍ ପଠାଯିବ । ମନ୍ତ୍ରୀ ଆହୁରି…

ଆଉ ବର୍ଷେ ବଢିଲା ସାମ୍ବାଦିକଙ୍କ ସ୍ୱାସ୍ଥ୍ୟବୀମା ଯୋଜନା

ଭୁବନେଶ୍ବର: ବଢିଲା ସାମ୍ବାଦିକଙ୍କ ସ୍ୱାସ୍ଥ୍ୟବୀମା ଯୋଜନା । କାର୍ଯ୍ୟରତ ସାମ୍ବାଦିକଙ୍କୁ ମିଳୁଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନାକୁ ଆଉ ଏକ ବର୍ଷ ବୃଦ୍ଧି କଲେ ରାଜ୍ୟ ସରକାର । ଏହାର ସମୟ ସୀମା ଚଳିତ ମାସ ୩୧ ତାରିଖ ପର୍ଯ୍ୟୱନ୍ତ ଥିବାବେଳେ ଏଠାକୁ ଆଉ ଏକ ବର୍ଷ ପର୍ଯ୍ୟନ୍ତ ବଢାଇ…

ଧର୍ମଶାଳା…ହିମାଂଶୁ ବନାମ ପ୍ରଣବ

ଭୁବନେଶ୍ବର: ହିମାଂଶୁ ସାହୁ ବନାମ ପ୍ରଣବ ବଳବନ୍ତରାୟ । ବିଧାୟକ ବନାମ ପୂର୍ବତନ ବିଧାୟକ । ଦୁଇ ନେତାଙ୍କ ମଧ୍ୟରେ ତୁ ତୁ ମେ ମେ କୁ ନେଇ ଉଠୁଛି ପଡୁଛି ଧର୍ମଶାଳା ରାଜନୀତି। କେତେବେଳେ ସ୍ବର୍ଗତ କଳ୍ପତରୁ ଦାସଙ୍କ ପ୍ରତିମୂର୍ତ୍ତିକୁ ନେଇ ତ କେତେବେଳେ ଧର୍ମଶାଳାରେ ଆଇନ ଶୃଙ୍ଖଳାକୁ ନେଇ ଉଭୟ…

‘ସେବା, ସ୍ୱାଭିମାନ ସଂଗ୍ରାମ ଓ ସଚେତନତା ଆମର ଆଦର୍ଶ’

ଭୁବନେଶ୍ୱର: ସେବା, ସଂଗ୍ରାମ, ସ୍ୱାଭିମାନ ଓ ସଚେତନତା ହେଉଛି ବିଜୁ ଜନତା ଦଳର ଆଦର୍ଶ । ଏକ ଆଞ୍ଚଳିକ ଦଳ ଭାବରେ ବିଜୁ ଜନତା ଦଳଗତ ୨୭ ବର୍ଷ ଧରି ଓଡିଶା ବାସୀଙ୍କ ସେବା କରିଆସୁଛି । ଛାତ୍ର, ଯୁବକ, ମହିଳା, ଚାଷୀ ଶ୍ରମିକ ସମସ୍ତଙ୍କୁ ସାଥିରେ ନେଇ ଏହା ଆଜି ଏକ ସାମାଜିକ ଆନ୍ଦୋଳନରେ ପରିଣତ…

ହୀରାକୁଦ ଖୋଲିଲା ଆଉ ୪ ଗେଟ୍

ସମ୍ବଲପୁର: ଆଉ ୪ଟି ଗେଟ୍ ଖୋଲିଲା ହୀରାକୁଦ । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଆହୁରି ୪ଟି ଗେଟ୍ ଖୋଲିଛନ୍ତି କର୍ତ୍ତୃପକ୍ଷ । ବର୍ତ୍ତମାନ ମୋଟ ୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ କରୁଛି ହୀରାକୁଦ ।

ବଣ୍ଡା ଘାଟିରୁ ମେଡିକାଲ କ୍ୟାରିୟର: ମଙ୍ଗଳା ମୁଦୁଲିଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :ପାଠ ପଢିବାର ଇଚ୍ଛାଶକ୍ତି ଆଗରେ ହାର ମାନିଛି ଅଭାବ ଅନଟନ । ଦିନେ ପାଠ ପଢିବାକୁ ସ୍ବପ୍ନ ଦେଖୁଥିବା ବଣ୍ଡାଘାଟିର ପୁଅ ବନିବେ ଡାକ୍ତର । ନିଟ୍‌(NEET) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଡାକ୍ତରୀ ପାଠ ପଢିବାର ସୁଯୋଗ ପାଇଛନ୍ତି ମାଲକାନଗିରି ବଣ୍ଡାଘାଟିର ପୁଅ ମଙ୍ଗଳା ମୁଦିଲି।…

ଜାରିହେଲା ‘ସୁଭଦ୍ରା’ ଯୋଜନା ମାର୍ଗଦର୍ଶୀକା

ଭୁବନେଶ୍ୱର: ମହିଳାମାନଙ୍କୁ ଆର୍ଥିକ ସ୍ଵାବଲମ୍ବୀ କରିବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ସୁଭଦ୍ରା ଯୋଜନାର ମାର୍ଗଦର୍ଶୀକା । ହିତାଧିକାରୀମାନେ ଯେପରି ଠିକ୍ ସୂଚନା ପାଇବେ ଏବଂ ଆବେଦନ କରିପାରିବେ, ସେଥିପାଇଁ ଏହି ମାର୍ଗଦର୍ଶୀକା ପ୍ରସ୍ତୁତ କରିଛି ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ।…

‘ରାଜ୍ୟରେ ବେଆଇନ ମଦ କାରବାରକୁ ସଂପୂର୍ଣ୍ଣ ମୂଳପୋଛ କରାଯିବ’

ଭୁବନେଶ୍ୱର: ବେଆଇନ ମଦ କାରବାର ଉପରେ ରାଜ୍ୟ ସରକାରଙ୍କ ଚଢ଼ାଉ ଜାରି ରହିଛି । ଅବକାରୀ ବିଭାଗର ବିଭିନ୍ନ ଟିମ୍ ସାରା ରାଜ୍ୟରେ ଚଢ଼ାଉ କରିବା ସହିତ ବେଆଇନ ମଦ, ମଦ ପ୍ରସ୍ତୁତି ସାମଗ୍ରୀଗୁଡ଼ିକ ଜବତ କରିଛନ୍ତି । ଏଥି ସହ କାରବାରରେ ସାମିଲ ବ୍ୟକ୍ତିଙ୍କୁ ଗିରଫ କରାଯିବା ସାଙ୍ଗକୁ ବ୍ୟବହୃତ…

ଓଡ଼ିଶା ଫେରିଲେ ସ୍ୱୀକୃତି ମହାପାତ୍ର, ୱାୟନାଡ଼ ଭୂସ୍ଖଳନରେ ହୋଇଥିଲେ ଆହତ

ଭୁବନେଶ୍ଵର: ଓଡ଼ିଶା ଫେରିଲେ ୱାୟନାଡ଼ ଭୂସ୍ଖଳନରେ ଆହତ ଡାକ୍ତର ସ୍ୱୀକୃତି ମହାପାତ୍ର । ସୁସ୍ଥ ହେବା ପରେ ଭଉଣୀଙ୍କ ସହ ଝାରସୁଗୁଡ଼ା ଫେରିଲେ ସ୍ୱୀକୃତି । କେରଳ ୱାୟନାଡ଼ ଭୂସ୍ଖଳନରେ ସ୍ୱୀକୃତିଙ୍କ ସହ ୪ ଓଡ଼ିଆ ଫସିଥିଲେ । ଡା. ବିଷ୍ଣୁ ଚିନାରାଙ୍କ ମୃତ୍ୟୁ ହୋଇଥିଲା ବେଳେ ତାଙ୍କ ସ୍ତ୍ରୀ…

ଭୁବନେଶ୍ବରରେ ବନ୍ଦ ଘରେ ଚାଲିଥିଲା ନରବଳି ଯୋଜନା

ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ । ଭଡ଼ା ଘରେ କବାଟ କିଳି ଚାଲିଥିଲା ଗୁଣି ଗାରେଡି ଓ ତନ୍ତ୍ର ସାଧନା । ଘର ଭିତରୁ ମିଳିଛି ହାଡ କଙ୍କାଳ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ରବି ଟକିଜ ଟଙ୍କପାଣି ରୋଡ଼ ନିକଟରେ । ଘଟଣାସ୍ଥଳରୁ ତାନ୍ତ୍ରିକ ଜଣକ ଫେରାର ରହିଛି । ଖବରପାଇ କମିଶନରେଟ୍…