Latest Odisha News

BREAKING NEWS

Browsing Category

ସହର

City

ଆଜି ଶ୍ରୀଜିଉଙ୍କ ଅଧରପଣା: ରଥ ଉପରେ ଅନୁଷ୍ଠିତ ହେବ ନୀତିକାନ୍ତି, କାଲି ନୀଳକନ୍ଦରକୁ ବାହୁଡ଼ିବେ ମହାପ୍ରଭୁ

ପୁରୀ: ଶେଷ ହେଲା ଶ୍ରୀଜିଉଙ୍କ ସୁନାବେଶ । ଆଜି ରଥ ଉପରେ ଅନୁଷ୍ଠିତ ହେବ ଅଧରପଣା ନୀତି। ଆସନ୍ତାକାଲି ନୀଳକନ୍ଦରକୁ ବାହୁଡ଼ିବେ ମହାପ୍ରଭୁ। ଆଜି ଦ୍ୱାଦଶୀ ତିଥି । ପରମ୍ପରା ଅନୁୟାୟୀ ଆଜି ରଥ ଉପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅଧରପଣା ନୀତି ହେବ। ସ୍ୱତନ୍ତ୍ର ଭାବରେ ତିଆରି ହୋଇଥିବା…

୯ଟା ୫୧ରେ ଖୋଲିବ ଭିତର ରତ୍ନଭଣ୍ଡାର, ଉପସ୍ଥିତ ରହିବେ ଗଜପତି ମହାରାଜା !

ପୁରୀ: ଆଜି ଖୋଲିବ ଭିତର ରତ୍ନ ଭଣ୍ଡାର। ଏନେଇ ମାହେନ୍ଦ୍ର ବେଳା ସ୍ଥିର ହୋଇଛି। ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ଏନେଇ ସୂଚନା ଦେଇଛନ୍ତି। ସକାଳ ୯ଟା ୫୧ରେ ଭିତର ରତ୍ନଭଣ୍ଡାର ଖୋଲିବା ପାଇଁ ସମୟ ଧାର୍ଯ୍ୟ ହୋଇଛି ଜଷ୍ଟିସ ରଥ କହିଛନ୍ତି। ସେ ଆହୁରି କହିଛନ୍ତି, ଭିତର…

ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ଶ୍ରୀମନ୍ଦିରକୁ ଗଲେ ଓଡ୍ରାଫ୍ ଟିମ୍, ବନ୍ଦ ହେଲା ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ

ପୁରୀ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। ଆଜି ଖୋଲାଯିବ ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର। ପ୍ରାୟ ୫ ଦଶନ୍ଧି ପରେ ଭିତର ରତ୍ନଭଣ୍ଡାରର ଦିବ୍ୟ ଅଳଙ୍କାରକୁ ଦେଖିବ ଚର୍ମଚକ୍ଷୁ। ଖୋଲିବ ରାଜରାଜୁଡ଼ା ଅମଳର ପ୍ରାଚୀନ ସିନ୍ଦୁକ ଓ ଆଲମିରା। ହେଲେ ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ଶ୍ରୀମନ୍ଦିରକୁ…

କିଛି ସମୟ ପରେ ବସିବ ମନ୍ତ୍ରୀପରିଷଦ ବୈଠକ, ଚିଠା ବଜେଟକୁ ମିଳିବ ଅନୁମୋଦନ

ଭୁବନେଶ୍ୱର: କିଛି ସମୟ ପରେ ରାଜ୍ୟ ସରକାରଙ୍କ ମନ୍ତ୍ରୀପରିଷଦ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନରେ ସକାଳ ୧୦ଟା ୩୦ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ବୈଠକରେ ସମସ୍ତ ମନ୍ତ୍ରୀ ଉପସ୍ଥିତ ରହିବେ। ଆସନ୍ତା ୨୨ ତାରିଖରୁ ବଜେଟ ଅଧିବେଶନ ଥିବାରୁ ଚିଠା ବଜେଟକୁ…

ସରକାରଙ୍କ କାର୍ଯ୍ୟ ଉପରେ ନିଘା ରଖିବେ ଦଳୀୟ ବିଧାୟକ, ଦାୟିତ୍ୱ ବାଣ୍ଟିଲେ ନବୀନ

ଭୁବନେଶ୍ୱର: ଦଳୀୟ ବିଧାୟକଙ୍କୁ ବିଭିନ୍ନ ବିଭାଗ ଉପରେ ନିଘା ରଖିବା ପାଇଁ ଦାୟିତ୍ୱ ବାଣ୍ଟିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବିରୋଧୀ ଦଳ ହେଉଛି ଜନସାଧାରଣଙ୍କ ସ୍ୱାର୍ଥର ଜାଗ୍ରତ ପ୍ରହରୀ। ବିଧାନସଭାରେ ବିରୋଧୀ ଦଳର ଏ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ରାଜ୍ୟ ସରକାରଙ୍କ…

ଖୋଲତାଡ଼ ହେବ ‘ଆମ ଓଡ଼ିଶା ନବୀନ ଓଡ଼ିଶା’; ପଞ୍ଚାୟତିରାଜ ମନ୍ତ୍ରୀ

ଭୁବନେଶ୍ୱର: ନବୀନ ସରକାର ଦୁର୍ନୀତିର ଗନ୍ତାଘର । ଯେତେ ଖୋଳିଲେ ସେତେ ବାହାରୁଛି । ଏକଥା ଆମେ ନୁହେଁ କିଛି ଏମିତି ବିରୋଧୀ ଓ ଶାସକ ଦଳ କହୁଛନ୍ତି । କାରଣ ପୂର୍ବ ସରକାରରେ କ’ଣ ଚାଲିଥିଲା, କାହା ଦ୍ବାରା ଚାଲିଥିଲା ସବୁକିଛି ରହସ୍ୟ ଘରରେ। ନା ଅଫିସରଙ୍କ ପାଖରେ ଉତ୍ତର ଅଛି, ନା ସରକାରଙ୍କ…

ନବୀନଙ୍କ ନାଁରେ ଏତଲା!

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ନବୀନଙ୍କ ନାଁରେ ରୁଜୁ ହୋଇପାରେ ମାମଲା। କେବଳ ନବୀନ ନୁହନ୍ତି, ପୂର୍ବତନ ମନ୍ତ୍ରୀ ଓ ସଚିବଙ୍କୁ ମିଶାଇ ମୋଟ ୮ ଜଣଙ୍କ ବିରୋଧରେ ଏତଲା ଦେବ କହି ଚେତାଇଲାଣି ନିଖିଳ ଓ ଠିକାଦାର ମହାସଂଘ। ନବୀନ ମିଛ ପ୍ରତିଶ୍ରୁତି ଓ ପ୍ରତାରଣା କରିବା ଅଭିଯୋଗରେ ଗୁରୁବାର…

୨୦ରେ ବସିବ ବିଜେଡି ବିଧାୟକ ଦଳ ବୈଠକ, ପ୍ରସ୍ତୁତ ହେବ ରଣନୀତି

ଭୁବନେଶ୍ବର: ଆସନ୍ତା ଜୁଲାଇ ୨୦ ତାରିଖରେ ବସିବ ବିଜେଡି ବିଧାୟକ ଦଳ ବୈଠକ। ଅପରାହ୍ନରେ ଶଙ୍ଖ ଭବନରେ ବସିବ ବୈଠକ। ଶଙ୍ଖ ଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଅଧ୍ୟକ୍ଷତା କରିବେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ବୈଠକରେ ବିଧାନସଭା ପାଇଁ ପ୍ରସ୍ତୁତ ହେବ ରଣନୀତି। ଶୁକ୍ରବାର…

ସରକାରୀ ଜମି ଜବରଦଖଲ କରି କୋଠା କରିଥିଲେ ବୁଲିବ ବୁଲଡୋଜର

ଭୁବନେଶ୍ୱର: ସରକାରୀ ଜମି ଜବରଦଖଲ କରି କୋଠା କରିଥିଲେ ବୁଲିବ ବୁଲଡୋଜର। ଜବରଦଖଲ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଦେଇଛନ୍ତି ଏଭଳି ପ୍ରତିକ୍ରିୟା। ସେ କହିଛନ୍ତି, ସରକାରୀ ଜମି ଜବରଦଖଲ କରି ନିର୍ମାଣ ହୋଇଥିବା କୋଠା ଭଙ୍ଗାଯିବ। ବଡ଼ବଡ଼ିଆଙ୍କ ଜବରଦଖଲ କୋଠାରେ ବୁଲଡୋଜର ବୁଲିବ।…

ରାଜଧାନୀରେ ଡେଙ୍ଗୁ ଶତକ ପାର୍

ଭୁବନେଶ୍ବର: ଚିନ୍ତା ବଢାଇଲାଣି ଡେଙ୍ଗୁ । ରାଜ୍ୟରେ ଡେଙ୍ଗୁ ୫୦୦ ପାର୍ କରି ଉପରମୁହାଁ ହୋଇଥିବା ବେଳେ ଏବେ ରାଜଧାନୀରେ ୧୦୦ ପାର୍ କଲାଣି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ କ୍ୟାପିଟାଲ ହସ୍ପିଟାଲରେ ୯୩ ନମୁନା ପରୀକ୍ଷଣ ହୋଇଥିବାବେଳେ ଏହା ମଧ୍ୟରୁ ୩ଜଣ ପଜିଟିଭ ଚିହ୍ନଟ…