Latest Odisha News

BREAKING NEWS

Browsing Category

ସହର

City

ଅକ୍ଟୋବର ୨୯ରୁ ଭୁବନେଶ୍ବର-ଗୌହାଟୀକୁ ବିମାନ ସେବା: ଇଣ୍ଡିଗୋ ଏୟାର ଲାଇନ୍ସ ପକ୍ଷରୁ ଦୈନିକ ଚଳାଚଳ

ଭୁବନେଶ୍ବର: ଅକ୍ଟୋବର ୨୯ ତାରିଖରୁ ଭୁବନେଶ୍ବର-ଗୌହାଟୀକୁ ବିମାନ ସେବା ଆରମ୍ଭ ହେବାକୁ ଯାଉଛି । ଇଣ୍ଡିଗୋ ଏୟାର ଲାଇନ୍ସ ପକ୍ଷରୁ ଭୁବନେଶ୍ବରରୁ ଦୈନିକ ଗୌହାଟିକୁ ବିମାନ ଚଳାଚଳ କରିବ  । ପ୍ରତିଦିନ ୧ଟା ୨୫ରେ ଭୁବନେଶ୍ବରରୁ ଛାଡି ୨ଟା ୫୫ ରେ ଗୌହାଟୀରେ ପହଞ୍ଚିବ  । ସେହିପରି ୩ଟା…

ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ : ଭିଜିବ ଦଶହରା, ରାବଣ ପୋଡି

ଭୁବନେଶ୍ବର: ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ  । ୨୦ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ଆଇଏମଡି ପକ୍ଷରୁ ସୂଚନା ମିଳିଛି ।  ସେପଟେ ଆଗକୁ ଆସୁଛି ପାର୍ବଣ । ଧରାପୃଷ୍ଠକୁ ଅବତରଣ କରିବେ ଜଗତଜନନୀ ମାଆ ଦୁର୍ଗା । କିନ୍ତୁ ଏଥର ଦଶହରାକୁ ଫିକା କରିପାରେ ଲଘୁଚାପ ବର୍ଷା ।…

ବନ୍ଧୁ ପାଇଁ ସାଜିଲେ ହେଲମେଟ୍ ମ୍ୟାନ୍ : ମାଗଣାରେ ବାଣ୍ଟିଲେଣି ୬୦ ହଜାର ହେଲମେଟ୍

ଭୁବନେଶ୍ବର: ଦିନେ ଏକ ସଡକ ଦୁର୍ଘଟଣାରେ ନିଜ ବନ୍ଧୁକୁ ହରାଇଥିଲେ ଆଉ ଏବେ ଲୋକଙ୍କ ପାଇଁ ସାଜିଛନ୍ତି ହେଲମେଟ୍ ମ୍ୟାନ୍  । ଲୋକଙ୍କୁ ଦେଉଛନ୍ତି ସଡକ ସୁରକ୍ଷାର ବାର୍ତ୍ତା । ହଁ ଆଜ୍ଞା ଆମେ କହୁଛୁ ଉତ୍ତର ପ୍ରଦେଶ ଗ୍ରେଟର ନୋଏଡାର ରାଘବେନ୍ଦ୍ର କୁମାରଙ୍କ କଥା  । ଭୁବନେଶ୍ବର-କଟକ – ପୁରୀ…

ବିଏମସିର ବଡ ପଦକ୍ଷେପ: ଭିକାରୀମୁକ୍ତ ହେବ ରାଜଧାନୀ ଭୁବନେଶ୍ଵର, ଟିଜିଙ୍କ ଲାଗି ନିର୍ମାଣ ହେବ ପୁନର୍ବାସ ଗୃହ

ଭୁବନେଶ୍ଵର: ବିଏମସିର ବଡ଼ ପଦକ୍ଷେପ । ଏଣିକି ରାଜରାସ୍ତାରେ ଭିକ ମାଗିପାରିବେନି ଭିକାରୀ । ଭିକାରୀ ମୁକ୍ତ ହେବ ରାଜଧାନୀ ଭୁବନେଶ୍ଵର। ବିଏମସି କମିଶନରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ରାସ୍ତା କଡ଼ କିମ୍ବା ମନ୍ଦିର ସାମ୍ନାରେ ଆଉ ଭିକ ମାଗିପାରିବେନି…

ଜଗତଜନନୀଙ୍କୁ ସ୍ଵାଗତ ଜଣାଇବା ପାଇଁ ୫ ହଜାର ଲେମ୍ବୁରେ ମା’ ଦୁର୍ଗାଙ୍କ ପ୍ରତିମା

ପୁରୀ: ଆସୁଛନ୍ତି ମା' । ଆଉ ଦିନ କେଇଟା ପରେ ଧରାପୃଷ୍ଠକୁ ବିଜେ କରିବେ ଜଗତଜନନୀ ମା' ଦୁର୍ଗା । ବିଭିନ୍ନ ଥିମ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ଥିବା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଜଗତଜନନୀଙ୍କୁ ସ୍ଵାଗତ ଜଣାଇବା ପାଇଁ ୫ ହଜାର ଲେମ୍ବୁରେ ମା' ଦୁର୍ଗାଙ୍କ ପ୍ରତିମା କରିଛନ୍ତି ।…

ବିଜେଡିର ମିଶ୍ରଣ ପର୍ବ: ‘ଆହୁରି ମଜବୁତ ହେବ ଦଳ’

ଭୁବନେଶ୍ୱର: ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଛି ବିଜେଡିର ମିଶ୍ରଣ ପର୍ବ । ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଣପୁର ବ୍ଲକ ଓ ଏନଏସିର ବିଜେପି କର୍ମକର୍ତ୍ତା । ବିଜେଡି ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ…

୪୧ କେଜିରୁ ଅଧିକ ଗଞ୍ଜେଇ ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ ପୋଲିସ

ଭୁବନେଶ୍ୱର: ରାଜଧାନୀରେ ଗଞ୍ଜେଇ ଚୋରା ଚାଲାଣ ବେଳେ କମିଶନରେଟ ପୁଲିସ ଦୁଇ ଜଣଙ୍କୁ ଗିରଫ କରିବା ସହ ସୋମବାର ୪୧ କେଜିରୁ ଅଧିକ ଗଞ୍ଜେଇ ଜବତ କରିଛି। ବିଶେଷ ସୂତ୍ରରୁ ଖବର ପାଇ ପୁଲିସର ଏକ ଟିମ୍ ଓସ୍କାର ସିଟି ରାସ୍ତାରେ ଏକ କାରକୁ ଅଟକାଇ ଭିତରୁ ୪୧ କେଜି ଓଜନର ଗଞ୍ଜେଇ ଜବତ କରିଥିଲା।…

ଭଦ୍ରକରେ ଚାଞ୍ଚଲ୍ୟ: ୧୦ବର୍ଷ ପରେ ଗିରଫ ହେଲା ପତ୍ନୀହନ୍ତା

ଭଦ୍ରକ: ସ୍ତ୍ରୀକୁ ହତ୍ୟା କରିବା ପରେ ୧ହ ବର୍ଷ ହେବ ଫେରାର ଥିଲା ଅଭିଯୁକ୍ତ  । ଆଉ ଏବେ ବାନ୍ଧିଲା ପୋଲିସ  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ମୁସ୍ତାଫାରୁର ଗାଁରେ  । ଅଭିଯୁକ୍ତ ଜଣକ ସେକ୍ ଚାନ୍ଦ ବାବୁ ବୋଲି ଜଣାପଡିଛି । ପୋଲିସ ଆଜି ସେକ୍ କୁ ଗିରଫ କରି କୋର୍ଟ…

ଆଜି ଛତିଶା ନିଯୋଗ ବୈଠକ, ଉଠିପାରେ ପୋଷାକ ପ୍ରସଙ୍ଗ

ପୁରୀ: ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଅପରାହ୍ଣରେ ନୀଳାଦ୍ରି ଭକ୍ତ ନିବାସଠାରେ ଏହି ବୈଠକ ବସିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପରିଚାଳନା କମିଟି ସଦସ୍ୟ ଓ ନିଯୋଗ ମୁଖିଆମାନଙ୍କୁ ବୈଠକରେ ଯୋଗଦେବାକୁ ଚିଠି କରାଯାଇଛି । ପୂର୍ବରୁ ନୀତି ସବ କମିଟି ବୈଠକରେ…

୭୮@ ନବୀନ: ସମର୍ଥକଙ୍କ ଗହଣରେ ପାଳିବେନି ଜନ୍ମଦିନ

ଭୁବନେଶ୍ଵର: ଆଜି ଭାରତୀୟ ରାଜନୀତିର ବଳିଷ୍ଠ ବ୍ୟକ୍ତିତ୍ୱ ତଥା ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ଆଜି ୭୮ ବର୍ଷରେ ପାଦ ଥାପିଛନ୍ତି ବିଶିଷ୍ଟ ରାଜନେତା ନବୀନ ପଟ୍ଟନାୟକ । ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନିଜ ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ । ସରଳ…