Latest Odisha News

BREAKING NEWS

Browsing Category

ସହର

City

ହେବନି ବସ ଧର୍ମଘଟ, ନିଷ୍ପତ୍ତିରୁ ଓହରିଲା ସଂଘ

ଭୁବନେଶ୍ବର: ବସ ଧର୍ମଘଟରୁ ଓହରିଲ ଘରୋଇ ବସ ମାଲିକ ସଙ୍ଘ । ନଭେମ୍ବର ୧ରେ ରାଜ୍ୟର ୧୦ଟି ଜିଲ୍ଲାରେ ହେବକୁ ଥିବା ଘରୋଇ ବସ୍ ଧର୍ମଘଟକୁ ପ୍ରତ୍ୟାହୃତ କରିଛି ସଂଘ । ଆଜି ସରକାରଙ୍କ ସହ ଆଲୋଚନା ପରେ ଧର୍ମଘଟରୁ ଓହରିଛନ୍ତି ଘରୋଇ ବସ୍ ମାଲିକ ସଂଘ । ୮ ତାରିଖରେ ସରକାରଙ୍କ ସହ ଆଲୋଚନା ପରେ…

ଆଜି ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧ ବାର୍ଷିକୀ, କଂଗ୍ରେସ ଭବନରେ ରକ୍ତଦାନ ଶିବିର ଆୟୋଜିତ

ଭୁବନେଶ୍ବର: ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ । ଏହି ଉପଲକ୍ଷେ କଂଗ୍ରେସ ଭବନରେ ଠାରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଛି । ଏଥିରେ ଶହ ଶହ ଯୁବକ ଯୋଗଦେଇ ସ୍ବଇଚ୍ଛାରେ ରକ୍ତ ଦାନ କରିଛନ୍ତି । ଓଡିଶାର ପ୍ରତ୍ୟେକ ଜିଲ୍ଲାରେ ମଧ୍ୟ ଯୁବ…

ନବୀନ ଓଡିଶାର ପରିଚୟ ନେଇ ରାଜ୍ୟର ପ୍ରତି ଗାଁ ବିକାଶର ମାର୍ଗରେ ଆଗକୁ ବଢିବ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଆମ ଓଡିଶା ନବୀନ ଓଡିଶା । ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ସପ୍ତମ ଦିନରେ ବାଲେଶ୍ୱର ଓ ବଲାଙ୍ଗୀର ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ…

ରାଜ୍ୟପାଳଙ୍କ ଲିଙ୍ଗରାଜ ମନ୍ଦିର ଦର୍ଶନ ବେଳେ କାହିଁକି ବିବାଦ ହେଲା?

ଭୁବନେଶ୍ୱର: ମଙ୍ଗଳବାର ରାଜ୍ୟପାଳ ରଘୁବର ଦାସଙ୍କ ଲିଙ୍ଗରାଜ ମନ୍ଦିର ଗସ୍ତକୁ ନେଇ ଦୁଇ ସେବାୟତ ଗୋଷ୍ଠୀ ବ୍ରାହ୍ମଣ ନିଯୋଗ ଓ ବଡୁ ନିଯୋଗ ମଧ୍ୟରେ ବିବାଦ ଦେଖାଦେଇଛି। ବଡ଼ୁ ନିଯୋଗ ରାଜ୍ୟପାଳ ରଘୁବର ଦାସ ଓ ତାଙ୍କ ପରିବାରକୁ ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରେ ପରିଭ୍ରମଣ କରାଇବା ସହ…

ଏଟିଏମରେ ଟଙ୍କା ଡିପୋଜିଟ୍ ନାଁରେ ୪୫ ଲକ୍ଷ ଟଙ୍କା ହଡପ: ସିଏମଏସ୍ ଇନଫୋ ସିଷ୍ଟମର କ୍ୟାସ୍ ଡିପୋଜିଟର ଦୀପକ ପାଢୀ…

ବ୍ରହ୍ମପୁର : ଏଟିଏମରେ ଟଙ୍କା ଡିପୋଜିଟ୍ ନାଁରେ ୪୫ ଲକ୍ଷ ଟଙ୍କା ହଡପ  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ଗୋପାଳପୁର ଅଞ୍ଚଳରେ  । ଘଟଣାରେ ସିଏମଏସ୍ ଇନଫୋ ସିଷ୍ଟମର କ୍ୟାସ୍ ଡିପୋଜିଟର ଦୀପକ ପାଢୀଙ୍କୁ ପୋଲିସ ଗିରଫ କରିଛି । ବିଭିନ୍ନ ବ୍ୟାଙ୍କ ଏଟିଏମରେ ଟଙ୍କା…

ଲୁଟ୍ ଅଭିଯୋଗ କରିବାକୁ ଆସିଥିବା ଯୁବକ ନିଜେ ଲୁଟେରା: ଗିରଫ କଲା ପୋଲିସ

ଭୁବନେଶ୍ବର : ନିଜେ ଲୁଟି ଲୁଟ୍ ଅଭିଯୋଗ  । ଅଭିଯୁକ୍ତ ଯୁବକ ଗିରଫ  । ୩.୩୩ ଲକ୍ଷ ଲୁଟିଥିବା ଜଣେ କମ୍ପାନୀ ଏଜେଣ୍ଟ ଙ୍କୁ ପୋଲିସ ଗିରଫ କରିଛି । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ତମାଣ୍ଡୋ ଅଞ୍ଚଳରେ । ସୂଚନା ମୂତାବକ ଆଇଟିସି କମ୍ପାନୀର ଜଣେ ଏଜେଣ୍ଟ ୩.୩୩ ଲକ୍ଷ ଟଙ୍କା ଆଦାୟ…

ଆରବିଆଇ ସମ୍ମୁଖରେ ବସ୍ତି ବାସୀନ୍ଦାଙ୍କ ଲମ୍ବା ଲାଇନ୍ : କହିଲେ ଦିନକୁ ୨୦ହଜାର ଟଙ୍କା ପରିବର୍ତ୍ତନ କଲେ ମିଳିବ ୨୦୦…

ଭୁବନେଶ୍ବର : ୨୦୦୦ ଟଙ୍କିଆ ନୋଟ ବଦଳାଇବା ପାଇଁ ଆରବିଆଇ ସମ୍ମୁଖରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି  ।  ପାଖାପାଖି ୫୦୦ ମିଟର ପର୍ଯ୍ୟନ୍ତ ଲାଗିଛି ଲମ୍ବା ଲାଇନ । ଆଉ ଲମ୍ବା ଲାଇନରେ ସାମିଲ ହୋଇଛନ୍ତି ସର୍ବାଧିକ ବସ୍ତିବାସିନ୍ଦା  । ନିଜର ଟଙ୍କା ନହୋଇ ମଧ୍ୟ ବାବୁଙ୍କ ଟଙ୍କା ପରିବର୍ତ୍ତନ…

୨୬ତମ ରାଜ୍ୟପାଳ ଭାବେ ଶପଥ ନେଲେ ରଘୁବର ଦାସ: ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ହାଇକୋର୍ଟ ମୁଖ୍ୟ ବିଚାରପତି

ଭୁବନେଶ୍ବର : ଆଜି ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେଇଛନ୍ତି ରଘୁବର ଦାସ। ହାଇକୋର୍ଟର ମୁଖ୍ୟ ବିଚାରପତି ରାଜଭବନରେତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ ।  ଶପଥ…

ଓଡିଶା ସରକାରଙ୍କ ତୀର୍ଥ ଯାତ୍ରା ଯୋଜନା : ଆଜି ବ୍ରହ୍ମପୁରରୁ କନ୍ୟାକୁମାରୀ ଗଲେ ୯୭୦ତୀର୍ଥଯାତ୍ରୀ

ବ୍ରହ୍ମପୁର : ବରିଷ୍ଠ ନାଗରିକ ମାନଙ୍କର ତୀର୍ଥଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି  । ଓଡିଶା ସରକାରଙ୍କ ତୀର୍ଥ ଯାତ୍ରା ଯୋଜନାରେ ଆଜି ବ୍ରହ୍ମପୁରରୁ ଟ୍ରେନ ଯୋଗେ ବାହାରିଛନ୍ତି ୯୭୦ ତୀର୍ଥଯାତ୍ରୀ  । ଏଥିଲାଗି ୨୦୨୩-୨୪ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି…

ଦୁଇ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ଯା: ମଲରେ ପ୍ରେମ, ବସ୍ତିରେ ଶେଷ

ଭୁବନେଶ୍ୱର: ରାଜଧାନୀରେ ସୋମବାର ଜଣେ ମହିଳା ଓ ପୁରୁଷଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଇନଫୋସିଟି ଥାନା ଅନ୍ତର୍ଗତ ଶିଖରଚଣ୍ଡୀ ନଗରର କ୍ଲଷ୍ଟର-3ରେ ରହୁଥିବା ଏହି ଅବିବାହିତ ଦମ୍ପତିଙ୍କ ପରିଚୟ ମିଳିପାରିନାହିଁ। ସେମାନେ ପ୍ରେମୀଯୁଗଳ ବୋଲି ସନ୍ଦେହ କରାଯାଉଛି। ସୋମବାର ସକାଳେ…