Latest Odisha News

BREAKING NEWS

Browsing Category

ସହର

City

ବାବୁସାନ୍-ପ୍ରକୃତି ବିବାଦ ମାମଲା । ପ୍ରକୃତିଙ୍କୁ ପୋଲିସର ଘଣ୍ଟାଏ ଜେରା

ଭୁବନେଶ୍ୱର : ଚେନ୍ନାଇରୁ ଫେରିବା ପରେ ପ୍ରକୃତିଙ୍କ ବୟାନ ପୋଲିସ ରେକର୍ଡ କରିଛି । ପୋଲିସକୁ ଯାହା ଉତ୍ତର ଦେବା କଥା ପ୍ରକୃତି  ଦେଇସାରିଛନ୍ତି ।  ଚେନ୍ନାଇରୁ ଫେରିବା ପରେ ବୟାନ ଦେବା ପାଇଁ ପୋଲିସ କହିଥିଲା । ତେଣୁ ଆଇନ୍ ତା ବାଟରେ ଯିବ ବୋଲି ଆଶା କରୁଛି । ପ୍ରକୃତିଙ୍କ ବିରୋଧରେ…

[ଦେଖନ୍ତୁ ଭିଡିଓ] ବେଲଗାମ ହଇଜା । ୨୦ଗାଁରେ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା

ରାୟଗଡା  : ନିୟନ୍ତ୍ରଣ ହେଉନି ହଇଜା, ବଢୁଛି ଚିନ୍ତା । ୨୦ ଗ୍ରାମରେ ହଇଜା ରୋଗୀ  । ଆଜି ଚିହ୍ନଟ ହେଲେ ୩୦ ହଇଜା ଆକ୍ରାନ୍ତ ।  ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ ବ୍ୟାପିଥିବା ହଇଜା ନିୟନ୍ତ୍ରଣକୁ ଆସୁନାହିଁ । ଥମିବା ପରିବର୍ତ୍ତେ ପ୍ରତିଦିନ ନୂତନ ରୋଗୀ ଚିହ୍ନଟ ହେବା କାରଣରୁ ସ୍ଥିତି…

ନୂଆପଡ଼ାରେ ବ୍ୟାପିଲା ଡାଇରିଆ : ଜଣଙ୍କର ମୃତ୍ୟୁ, ୧୦ରୁ ଅଧିକ ଗୁରୁତର

ନୂଆପଡ଼ା : କାଶୀପୁର ପରେ ନୂଆପଡ଼ାରେ ଡାଇରିଆ । କୋମନା ବ୍ଲକ ଜଟଗଡ଼ ଗାଁରେ ବଢ଼ିବାରେ ଲାଗିଛି ଡାଇରିଆ ରୋଗୀଙ୍କ ସଂଖ୍ୟା । ଝାଡ଼ାବାନ୍ତିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣରୁ ଅଧିକ ଗୁରୁତର ଥିବା ନେଇ ସିଡିଏମ୍ଓ ସୂଚନା ଦେଇଛନ୍ତି । ଗୁରୁତରମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…

ଆରପାରିରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କଳିଙ୍ଗ ଟିଭି ପ୍ରତିନିଧି ଦୁଷ୍ମନ୍ତ ମହାନ୍ତି

ଢେଙ୍କାନାଳ : ଆରପାରିରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କଳିଙ୍ଗ ଟିଭି ପ୍ରତିନିଧି ଦୁଷ୍ମନ୍ତ ମହାନ୍ତି । ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୩୦ ବର୍ଷ ବୟସ ହୋଇଥିଲା । ଆଜି ଭୁବନ ବ୍ଲକରେ ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣି ଶିବିର ଥିବାରୁ ସେ ନିଜ…

[ଦେଖନ୍ତୁ ଭିଡିଓ] ଦୁଇ ଦୁଇ ଥର ମୃତ ସାର୍ଟିଫିକେଟ ବାହାର କରି ଅର୍ଥ ହଡପ ଅଭିଯୋଗ

ଢେଙ୍କାନାଳ : ଦୁଇ ଦୁଇ ଥର ମୃତ ସାର୍ଟିଫିକେଟ ବାହାର କରି ଅର୍ଥ ହଡପ ଅଭିଯୋଗ  ।  ମୃତ ଦର୍ଶାଯାଇଥିବା ଲୋକର ପରିବାର ଆଣିଛନ୍ତି ଅଭିଯୋଗ । ଜଣେ ଲୋକକୁ ଦୁଇ ଦୁଇ ଥର ମୃତ ଦର୍ଶାଯାଇ ଟଙ୍କା ହଡପ୍ କରାଯାଇଛି । ତାର ମୃତ୍ୟୁ ସାଟିଫିକେଟ ବାହାର କରାଯାଇଛି ଅର୍ଥ ହଡପ ହୋଇଛି। ଖାଲି ସେତିକି…

[ଦେଖନ୍ତୁ ଭିଡିଓ] ପ୍ରକଳ୍ପ କାମ ଯୋଗୁ ଦୁର୍ବଳ ନଦୀ ବନ୍ଧରୁ ଖସୁଛି ଅତଡ଼ା। ଆତଙ୍କିତ ଅବସ୍ଥାରେ ଗାଁର ଲୋକେ

ଜଗତସିଂହପୁର  : ଦୁର୍ବଳ ନଦୀ ବନ୍ଧ। ବନ୍ଧରୁ ଖସୁଛି ଅତଡ଼ା। ଆଉ ଏନେଇ ଭୟଭୀତ ହୋଇପଡ଼ିଛନ୍ତି ଗାଁର ଲୋକେ। ବର୍ଷା ଦିନରେ ତୁହାକୁ ବର୍ଷା ସାଙ୍ଗକୁ ନଦୀ କୂଳ ଖାଉଛି । ଏପେଟେ ବନ୍ଧ କୋଉ ମହୁର୍ତ୍ତରେ ଭାଙ୍ଗିଯିବ ତାହା ବି କହିହେବନି । ଏ ନେଇ ଆତଙ୍କିତ ଅବସ୍ଥାରେ ରହିଛନ୍ତି ଜଗତସିଂହପୁର ନାଉଗାଁ…

ମଝି ସମୁଦ୍ରରେ ନିଆଁ : ପାରାଦ୍ୱୀପ ନିକଟ ସମୁଦ୍ରରେ ମାଛଧରା ଟ୍ରଲରରେ ନିଆଁ

ପାରାଦ୍ୱୀପ  : ପାରାଦ୍ୱୀପ ସମୁଦ୍ର ମଝିରେ ପୁଣି ଅଘଟଣ । ରବିବାର ଅପରାହ୍ନରେ ମଝି ସମୁଦ୍ରରେ ଏକ ମାଛଧରା ଟ୍ରଲରରେ ନିଆଁ ଲାଗିଯାଇଥିବା ଜଣାପଡିଛି । କୂଳଠାରୁ ପ୍ରାୟ ୫ କିଲୋମିଟର ଦୂରରେ ଏହି ଅଘଟଣ ଘଟିଛିା ବୋଟରେ ୯ ଜଣ ମତ୍ସ୍ୟଜୀବୀ ଥିଲେ । ଟ୍ରଲରଟି ହୁତୁହୁତୁ ହୋଇ ଜଳିବାରୁ ସେଥିରେ ଥିବା…

ରାଜ୍ୟରେ ଆଜି ୧୦୧୧ କରୋନା ପଜିଟିଭ୍ ଚିହ୍ନଟ, ଭଦ୍ରକରୁ ଜଣେ ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ପୁଣିଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଆଜି ପୁଣି ଦୈନିକ ସଂକ୍ରମଣ ହଜାରେ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୦୧୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଲୋକାଲ କେସ ୪୨୦ ହୋଇଥିବା ବେଳେ କ୍ୱାରେଣ୍ଟାଇନରୁ ୫୯୧ ସଂକ୍ରମିତ ଚିହ୍ନଟ…

ରାସ୍ତା ପାଇଁ ୬ ଘଣ୍ଟିଆ ଆନ୍ଦୋଳନ । ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ଓକିଲ ସଂଘ

ଅନୁଗୁଳ : ରାସ୍ତା ପାଇଁ ଆନ୍ଦୋଳନ । ୬ ଘଣ୍ଟିଆ ଅବରୋଧ ଡାକରା ଦେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଓକିଲ ସଂଘ। ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ଯାଏ ରାସ୍ତା ଅବରୋଧ କରିଛନ୍ତି ଅନୁଗୁଳ ୫୫ନମ୍ବର ମୁଖ୍ୟ ଜାତୀୟ ରାଜପଥ ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ପ୍ରତିଦିନ ଶହଶହ ଲୋକେ ସେହି ରାସ୍ତା ଦେଇ ଯିବା…

ରାଜ୍ୟରେ ସକ୍ରିୟ ମୌସୁମୀ ପ୍ରଭାବରେ ଜାରି ରହିଛି ବର୍ଷା । ୧୪ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର : ରାଜ୍ୟରେ ସକ୍ରିୟ ମୌସୁମୀ ପ୍ରଭାବରେ ଜାରି ରହିଛି ବର୍ଷା । ଫଳରେ ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିଥିବା ବେଳେ ତୁହାକୁ ତୁହା ବର୍ଷା ଲାଗି ରହିଛି ।  ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟର ୧୪ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ…