Latest Odisha News

BREAKING NEWS

Browsing Category

ସହର

City

[ଦେଖନ୍ତୁ ଭିଡିଓ] ବୁଦ୍ଧଖୋଲ ପାହାଡରୁ ବିରଳ ବରକୁଦିଆ ସରୀସୃପ ଉଦ୍ଧାର

ଭୁବନେଶ୍ୱର: ଉଦ୍ଧାର ହେଲା ଏକ ବିରଳ ବରକୁଦିଆ ସରୀସୃପ  ଗଞ୍ଜାମ ଜିଳ୍ଲାର ବୁଦ୍ଧଖୋଲ ପାହାଡରୁ ଏହି ବିରଳ ବରକୁଦିଆକୁ ଉଦ୍ଧାର କରିଛି ସ୍ନେକ୍ ହେଲ୍ପଲାଇନ୍। ଗୋଡ଼ ନଥିବା ଏହି ସରୀସୃପ ଚମ୍ପେଇନେଉଳ ପ୍ରଜାତିର ବୋଲି ଜଣାପଡ଼ିଛି । ଏହା ଓଡ଼ିଶାର ଦୁଇଟି ସ୍ଥାନରେ ରହିଥିବା ଚିହ୍ନଟ ହୋଇଥିଲା ।…

ମାଓ ଆକ୍ରମଣ ଯୋଜନା ପଣ୍ଡ ,ଲ୍ୟାଣ୍ଡମାଇନ ଜବତ କଲେ ସୁରକ୍ଷା କର୍ମୀ

ମାଲାକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ ସୁକୁମା ଜିଲ୍ଲାରେ ଠାବ ହେଲା ଲ୍ୟାଣ୍ଡମାଇନ । ଅଳ୍ପକେ ବର୍ତ୍ତିଗଲେ ଯବାନ । ସୁକୁମା ଜିଲ୍ଲାରେ ସର୍ଚ୍ଚ ଅପରେସନ ବେଳେ ୧୦ କିଲୋର ଲ୍ୟାଣ୍ଡ ମାଇନ ଠାବ ହୋଇଛି । ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀମାନେ ଏହି ଲ୍ୟାଣ୍ଡ ମାଇନ ରଖିଥିବା…

ନାଇଜର କ୍ୟାମ୍ପସର ଛାତରୁ ଡେଇଁ ଛାତ୍ରୀଙ୍କ ମୃତ୍ୟୁ , ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର :ଛାତରୁ ଡେଇଁ ଛାତ୍ରୀଙ୍କ ଜୀବନ ଗଲା । ଜଟଣୀ ଥାନା ନାଇଜର କ୍ୟାମ୍ପସର ଛାତରୁ ଡେଇଁ ଛାତ୍ରୀଙ୍କ ମୃତ୍ୟୁ ହୋଇଯାଇଛି । ଛାତ୍ରୀ ଜଣକ ହେଉଛନ୍ତି ପୂଜା ଜେଠୱାନୀ । ତାଙ୍କ ଘର ଛତିଶଗଡରେ ବୋଲି ଜଣାପଡିଛି ।ଛାତ୍ରୀ ଜଣକ ଛାତରୁ କାହିଁ ଡେଇଁଲେ କାରଣ ଅସ୍ପଷ୍ଟ ରହିଛି । ଛାତ୍ରୀ ଜଣଙ୍କ…

ପୌର ନିର୍ବାଚନ : ଆଜି ପ୍ରକାଶ ପାଇବ ଚୁଡାନ୍ତ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ଚୁଡାନ୍ତ ପ୍ରାର୍ଥୀ ତାଲିକା । ୧୦୬ ଟି ମ୍ୟୁନିସପାଲଟି ,ଏନଏସି ଓ ୩ ଟି ମହାନଗର ନିଗମ ଭୁବନେଶ୍ୱର , କଟକ ଓ ବ୍ରହ୍ମପୁର ପାଇଁ ଆଜି ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ୭ ତାରିଖ ଦିନ ପ୍ରାର୍ଥୀ ପତ୍ର ଦାଖଲର ଶେଷ ଦିନ ଥିଲା ।୯…

ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଭୁବନେଶ୍ୱରରେ କାର୍ଯ୍ୟରତ ଆର୍ ଆଣ୍ଡ ବି ଡିଭିଜନ୍-୪ର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଜୟ ମିଶ୍ର । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୬ଟି ସ୍ଥାନରେ ରେଡ୍ ଚଳାଇଛି ଭିଜିଲାନ୍ସ । ଭୁବନେଶ୍ୱର, ଢେଙ୍କାନାଳ ଓ ତାଳଚେରର ୬ଟି ସ୍ଥାନରେ ଚଢ଼ାଉ…

ରାଜଧାନୀରେ ନିର୍ବାଚନୀ ହିଂସା ଘଟଣାରେ ୧୨ ଜଣଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ବର: ରାଜଧାନୀରେ ଶୁକ୍ରବାର ନିର୍ବାଚନକୁ ନେଇ ଲକ୍ଷ୍ମୀସାଗରରେ ହୋଇଥିବା ଗଣ୍ଡୋଳ ଘଟଣାରେ ୧୨ ଜଣଙ୍କୁ ପୋଲିସ ଗିରଫ କରିଛି । ଗତ ଶୁକ୍ରବାର ରାତିରେ ୨ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଗୋଷ୍ଠୀ ସଂଘର୍ଷରେ ଉଭୟ ଗୋଷ୍ଠୀର ୬ ଜଣ ଆହତ ହୋଇଥିଲେ ।…

ଅଧିକ ଭାର ଯୋଗୁ ଆଧାରୁ ବନ୍ଦ ହୋଇଗଲା ଲିଫ୍ଟ , ଫସିଗଲେ ଗଣମାଧ୍ୟମ ପ୍ରତିନିଧି

ଭୁବନେଶ୍ୱର : ଅଧିକ ଭାର ଯୋଗୁ ଅଧାରୁ ବନ୍ଦ ହୋଇଗଲା ଲିଫ୍ଟ । ଲିଫ୍ଟି ଭିତରେ ଫସିଥିବା ଗଣ ମାଧ୍ୟମ ପ୍ରତିନିଧି ଉଦ୍ଧାର ହେଲେ । ଆଜି ସମ୍ବାଦ ସଂଗ୍ରହ ପାଇଁ ଜଣେ ଗଣ ମାଧ୍ୟମ ପ୍ରତିନିଧି ଏମ୍ସ ଭୁବନେଶ୍ୱରକୁ ଆସିଥିଲେ । ଖବର ସଂଗ୍ରହ କରିସାରି ଲିଫ୍ଟ ସାହାର୍ଯ୍ୟରେ ଉପରୁ ତଳକୁ ଆସିବା ବେଳେ…

ଚିଲିକା ବିଧାୟକ ବିଜେଡିରେ ନାହାନ୍ତି, ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେଉ : ସସ୍ମିତ ପାତ୍ର

ଭୁବନେଶ୍ୱର : ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ବିଜେଡିରେ ନାହାନ୍ତି । ବାଣପୁରରେ ବିଜେପି କର୍ମୀଙ୍କୁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଗାଡି ମଡାଇବା ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । ଶ୍ରୀ ପାତ୍ର କହିଛନ୍ତି ଆମେ ସ୍ପଷ୍ଟ କରୁଛୁ କି ଚିଲିକା ବିଧାୟକ…

[ଭିଡିଓ] ମଣିଷ ପ୍ରେମରେ ପଡିଛି ମାଛ

 ଭୁବନେଶ୍ୱର : ମଣିଷ ସ୍ନେହ ଟିକିଏ ପାଇବା ପାଇଁ କିଏ ଅବା ଭଲ ନପାଏ । ସେ ପଶୁପକ୍ଷୀ ହୁଅନ୍ତୁ ଅବା ମାଛ । ଠିକ୍ ସେମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି କାର୍ଲିଫନିଆରେ । ମଣିଷ ସହ ସମୁଦ୍ର ମାଛର ଭଲ ପାଇବାର ଦୃଶ୍ୟ । ଜଣେ ବ୍ୟକ୍ତି ସମୁଦ୍ର କୂଳରେ ବସିଥିବା ବେଳେ । ଗଭୀର ସମୁଦ୍ରରେ ରହୁଥିବା…

୩୦ ଜିଲ୍ଲାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ: ସବୁଠି ବିଜେଡ଼ି ବାଜିମାତ

ଭୁବନେଶ୍ୱର : ଆଜି ୩୦ଟି ଯାକ ଜିଲ୍ଲାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଛି। ଆଉ ସବୁଠି ବିଜେଡି ହାତେଇଛି ଅଧ୍ୟକ୍ଷ ଆସନ। ଅନୁଗୁଳ ଜିଲ୍ଲାର ନୂତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ହୋଇଛନ୍ତି ବବିତା ପ୍ରଧାନ । ସେ ପୂର୍ବରୁ କିଶୋରନଗର ବ୍ଲକ ଅଧ୍ୟକ୍ଷ ଥିଲେ । ଚଳିତ ଥର ବବିତା…