Latest Odisha News

BREAKING NEWS

Browsing Category

ସହର

City

ପୁରୀରେ ବିଶ୍ଵ ବୈଷ୍ଣବ ସମ୍ମିଳନୀକୁ ଉଦଘାଟନ କରିବେ ରାଷ୍ଟ୍ରପତି

ପୁରୀ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଗତକାଲ ସେ ଶ୍ରୀକ୍ଷେତ୍ରରେ ରାତ୍ରିଯାପନ କରିଥିଲେ । ଆଜି ସକାଳ ୧୦ଟା ୩୫ରେ ପୁରୀ ବଡ଼ଦାଣ୍ଡ ସ୍ଥିତ ଶ୍ରୀଚୈତନ୍ୟ ଗୌଡ଼ୀୟ ମଠ ପରିଦର୍ଶନରେ ଯିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ୧୧ଟାରେ ଶରଧାବାଲିରେ ହେବାକୁ…

[ଦେଖନ୍ତୁ ଭିଡିଓ] ନିର୍ବାଚନୀ ମଇଦାନରେ ଟକ୍କର : ପ୍ରାର୍ଥୀ ନୁହେଁ ଲଢୁଛନ୍ତି ଦଳୀୟ ନେତା

ଟିଟିଲାଗଡ଼: ବାଜୁଛି ଢୋଲ ନିଶାନ, ଚାଲିଛି ଛକକୁ ଛକ. ବାଟବରଣ । ଆଉ ଏସବୁ ସ୍ୱାଗତ, ବାଟବରଣ ଦେଖି ନେତାଏ ବି ଖୁସ. । ଟିଟିଲାଗଡ଼ରେ ଅନେକ ଦଳୀୟ ତୁଙ୍ଗ ନେତାଙ୍କ ଚାଲିଛି ମାରାଥନ ପ୍ରଚାର । ପ୍ରାର୍ଥୀ ନୁହେଁ ବରଂ ନେତାଙ୍କ ଚାଲିଛି କସରତ । ବିଜେପି ଏବଂ ବିଜେଡି ବିରୋଧରେ ବର୍ଷଛି କଂଗ୍ରେସ ।…

ଫେବୃୟାରୀ ୨୩ରେ ୪୫ଟି ବୁଥ୍‌ରେ ହେବ ସାନି ମତଦାନ

ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବାଧାପ୍ରାପ୍ତ ସୃଷ୍ଟି ହୋଇଥିବା ବୁଥରେ ହେବ ସାନି ମତଦାନ । ଏନେଇ ରାଜ୍ୟ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ୨୫ ଟି ବୁଥ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୨୦ ଟି ବୁଥରେ ସାନି ମତଦାନ ହେବ । ରାଜ୍ୟ ନିର୍ବାଚନ ଆୟୋଗ…

ପୁରୀରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ପୁରୀ: ପୁରୀରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପୁରୀ ତାଳବଣିଆ ହେଲିପ୍ୟାଡରେ ପହଞ୍ଚିଲେ ରାଷ୍ଟ୍ରପତି । ପ୍ରଥମେ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ  ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ…

୧୩ଟି ବୁଥରେ ପୁନଃ ମତଦାନ ପ୍ରସ୍ତାବ : ରାଜ୍ୟ ନିର୍ବାଚନ କମିସନ

ଭୁବନେଶ୍ୱର: ରବିବାର ୨୯ ଜିଲ୍ଲାର ୬୩ ବ୍ଲକର ୧୭୧ ଜିଲ୍ଲା ପରିଷଦ ଆସନ ପାଇଁ ହେବ ନିର୍ବାଚନ । ଏଥିଲାଗି ୬୭୯ ଜଣ ପ୍ରାର୍ଥୀ ଅଛନ୍ତି। ଏନେଇ ରାଜ୍ୟ ନିର୍ବାଚନ କମିସନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ ସୂଚନା ଦେଇଛନ୍ତି । ସେ କହିଛନ୍ତି, ରାଜ୍ୟର ୧୮ ହଜାର ୪୯୫ ୱାର୍ଡରେ ନିର୍ବାଚନ ହେଉଛି ।…

ବାଲ୍ୟ ବିବାହକୁ ଅଟକାଇଲା ପ୍ରଶାସନ

ଭୁବନେଶ୍ୱର :ବାଲ୍ୟ ବିବାହକୁ ଅଟକାଇଲା ପ୍ରଶାସନ । ଖଣ୍ଡଗିରି ନିକଟ ଡୁମୁଡୁମାରେ ଏକ ବାଲ୍ୟ ବିବାହ ଚାଲିଥିବା ବେଳେ ପୋଲିସ ପ୍ରଶାସନ ଅଟକାଇଛି । ପୋଲିସ , ଚାଇଲ୍ଡ ଲାଇନ ଓ ସିଡିପିଓ ସନ୍ଧ୍ୟାରାଣୀ ଦେବୀ ସୂଚନା ପାଇ ମିଳିତ ଭାବେ ଚଢାଉ କରି ବାଲ୍ୟ ବିବାହକୁ ଅଟକାଇଥିଲେ । ଉଦ୍ଧାର…

ନବରଙ୍ଗପୁର ପୋଲିସ ଗାଡି ଦୁର୍ଘଟଣା: ମୃତ ପୋଲିସ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୋକ

ନବରଙ୍ଗପୁର: ନବରଙ୍ଗପୁରରେ ପୋଲିସ ଗାଡି ଓଲିଟିବା ଘଟଣା । ଏହି ଘଟଣାରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିର୍ବାଚନ ଡ୍ୟୁଟିରେ ଯାଉଥିବା ପୋଲିସ ବସ୍ ଦୁର୍ଘଟଣାରେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ବିଷୟରେ ଜାଣି ସେ ଦୁଃଖିତ ଥିବା ଟ୍ବିଟ୍ କରି ଜଣାଇଛନ୍ତି । ଦୁଃଖଦ…

ମୁର୍ମୂଷ ଅବସ୍ଥାରେ ସରପଞ୍ଚ ପ୍ରାର୍ଥୀ ଉଦ୍ଧାର ,ଡାକ୍ତରଖାନାରେ ଭର୍ତି

ନୂଆପଡା : ମୁର୍ମୂଷ ଅବସ୍ଥାରେ ସରପଞ୍ଚ ପ୍ରାର୍ଥୀ ଉଦ୍ଧାର । ନୂଆପଡା ଜିଲ୍ଲା ଖଡିଆଳ ବ୍ଲକରେ ହାତ ଗୋଡ ବନ୍ଧା ଅବସ୍ଥାରେ ସରପଞ୍ଚ ପ୍ରାର୍ଥୀ ଉଦ୍ଧାର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଖଡିଆଳ ଡାକ୍ତରଖାନାରେ ଭର୍ତି କରାଯାଇଛି । ଗୁରୁତର ସରପଞ୍ଚ ପ୍ରାର୍ଥୀ ହେଲେ ସୁନାରିସିକୁଆଁ ଗାଁର…

ପୁଣି ବିବାଦରେ କେନ୍ଦ୍ରମନ୍ତ୍ରୀ ଟୁଡୁ , ନିର୍ବାଚନୀ ପ୍ରଚାର ସଭାରେ କହିଲେ ଖରାପ ଭାଷା

ମୟୂରଭଞ୍ଜ : ପୁଣି ବିବାଦକୁ ଆସିଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ । ନିର୍ବାଚନୀ ପ୍ରଚାରରେ ଉଚ୍ଚାରଣ ଆଚ୍ଚରଣ ଭୁଲିଗଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ।କହିଲେ ଅଭଦ୍ର ଭାଷା । ମନ୍ତ୍ରୀ ନିର୍ବାଚନୀ ପ୍ରଚାର ସମୟରେ ଏପରି ଭାଷା କହିଛନ୍ତି ଯାହା ଆପଣ ଶୁଣି ପାରିବେନି । ମୟୂରଭଞ୍ଜ ଉଦଳା…

ଆଜି ଶ୍ରୀଜିଉଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି, ୨ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ: ଆଜି ଓଡ଼ିଶା ଗସ୍ତରେ ଆସି ପୁରୀ ଯିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅପରାହ୍ଣ ୨ଟା ୪୫ ମିନିଟରେ ସେ ପହଞ୍ଚିବେ । ତାଙ୍କୁ ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ କରିବେ । ଏହାପରେ ସେ ଯିବେ ପୁରୀ । ଅପରାହ୍ଣ ୩ଟା ୫୦…