Latest Odisha News

BREAKING NEWS

Browsing Category

ସହର

City

କାମ ନହେଲେ ଭୋଟ୍ ବର୍ଜନ, ଜିଦରେ ଗାଁର ଲୋକେ

ନବରଙ୍ଗପୁର: ଅଭାବ ଅନଟନ ଭିତରେ ବିତୁଛି ଜୀବନ । ମାଳ ମାଳ ଫମ୍ପା ପ୍ରତିଶ୍ରୁତି ଭିତରେ ନୟାନ୍ତ ଗାଁର ଲୋକେ । ଏବେ ପୁଣି ସେହି ଭୋଟ ନେବାକୁ ପ୍ରାର୍ଥୀଙ୍କ ଭିଡ଼ । ହେଲେ ଏବେ କିନ୍ତୁ ଲୋକେ କିନ୍ତୁ ନିଜ ଜିଦ୍ ରେ ଅଟଳ। କାମ ନାହିଁ ତ ଭୋଟ ନାହିଁ। ଚଳିତ ଥର ଭୋଟ୍ ବର୍ଜନ କରିଛନ୍ତି…

ସୁନ୍ଦରଗଡ଼ ADM ବିଶ୍ୱଜିତ୍‌ ମହାପାତ୍ରଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି

ସୁନ୍ଦରଗଡ଼: ସୁନ୍ଦରଗଡ଼ ADM ବିଶ୍ୱଜିତ୍‌ ମହାପାତ୍ରଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ । ଭିଜିଲାନ୍ସ ଜାଲରେ ରାଜ୍ୟ ସରକାରଙ୍କ ଆଉ ଜଣେ କୁବେର ବାବୁ ADM ବିଶ୍ୱଜିତ୍‌ ମହାପାତ୍ର । ଭିଜିଲାନ୍ସ ସୁନ୍ଦରଗଡ଼ ADM ବିଶ୍ୱଜିତଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି । ଆଜି ତାଙ୍କୁ…

କମିଶନରେଟ ପୋଲିସ ପଞ୍ଝାରେ ୨ ଗଞ୍ଜେଇ ମାଫିଆ,୨୦ କେଜି ଗଞ୍ଜେଇ ସହ ୭୫ଲକ୍ଷ ଟଙ୍କା ଜବତ

କଟକ : କମିଶନରେଟ ପୋଲିସ ପଞ୍ଝାରେ ଗଞ୍ଜେଇ ମାଫିଆ । ଦୁଇ ଜଣ ଗଞ୍ଚେଇ ବେପାରୀଙ୍କୁ ଗିରଫ କରିଛି ବାଦାମବାଡି ଥାନା ପୋଲିସ ।ଏମାନେ ହେଲେ ନାରାୟଣ ପତି ଓରଫ ବିବୁ ଓ ସହଯୋଗୀ ଅବକାଶ ସ୍ୱାଇଁ । ଏମାନଙ୍କ ନିକଟରୁ ନଗଦ ୭୫ ଲକ୍ଷ ଟଙ୍କା ସହ , ୨୦ କେଜି ଗଞ୍ଜେଇ, ସୁନା ଅଳଙ୍କାର ଓ ଦୁଇଟି ମୋବାଇଲ…

ଟିଟିଲାଗଡରେ କମ୍ପୁଛି ପ୍ରଚାର ମଇଦାନ, ଭୋଟରଙ୍କୁ ପ୍ରତିଶ୍ରୁତି ଦେଇ ଭୋଟ ମାଗୁଛନ୍ତି ବିଜେପି ପ୍ରାର୍ଥୀ

ଟିଟିଲାଗଡ : ପଞ୍ଚାୟତ ନିର୍ବାଚନୀ ପାଇଁ ଜମୁଛି ପ୍ରଚାର । ଚାରିଆଡେ ପ୍ରାର୍ଥୀ ମାନଙ୍କ ପାଇଁ ପ୍ରଚାର କରୁଛି ଗାଡି । ଟିଟିଲାଗଡ ନିର୍ବାଚନ ମଣ୍ଡଳୀ ୮ ନମ୍ବର ଜୋନରେ ବିଜେପି ପ୍ରାର୍ଥୀ ଜୋରସୋରରେ ପ୍ରଚାର ଜାରି ରଖିଛନ୍ତି । ବିଜେପି ଚଳିତ ପଞ୍ଚାୟତ ନିର୍ବାଚନରେ ରେଜେନ୍ଦ୍ର ନାରାୟଣ ଦାସଙ୍କୁ…

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପୁରୀ ଗସ୍ତକୁ ନେଇ ବୈଠକ ,ନିୟୋଜିତ ହେବେ ୪୦ ପ୍ଲାଟୁନ ପୋଲିସ ଫୋର୍ସ

ପୁରୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ବୈଠକ । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦୁଇ ଦିନିଆ ଗସ୍ତରେ ୪୦ ଜଣ ଅଧିକାରୀ ଓ ୨ଶହ ଜଣ ଅଫିସର ନିୟୋଜିତ ହେବେ ।ରାଷ୍ଟ୍ରପତି ୧୯…

ପଞ୍ଚାୟତର ମଙ୍ଗ ଧରିବା ପାଇଁ ୮ ସରପଞ୍ଚ ପ୍ରାର୍ଥୀ ଦେଲେ ପରୀକ୍ଷା

ରାଉଲକେଲା: ପଞ୍ଚାୟତର ମଙ୍ଗ ଧରିବା ପାଇଁ ୮ ସରପଞ୍ଚ ପ୍ରାର୍ଥୀ ଦେଲେ ପରୀକ୍ଷା । ସେମାନଙ୍କ ମଧ୍ୟରୁ ୩ ଜଣ ପାସ୍ ହେଲେ । ଏଭଳି ରୋଚକ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ପଞ୍ଚାୟତ ମାଲପୁଡ଼ା ଗ୍ରାମରେ । ଏହି ନିଆରା ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । କୁତ୍ରା…

ନିର୍ବାଚନୀ ମଇଦାନରେ ଦିବ୍ୟାଙ୍ଗ ସରପଞ୍ଚ ପ୍ରାର୍ଥୀ

ବରଗଡ : ନିର୍ବାଚନ ମଇଦାନରେ ଦିବ୍ୟାଙ୍ଗ । ୧୫ ଗୋଟି ୱାର୍ଡକୁ ନେଇ ଗଠିତ ବରଗଡ ବ୍ଲକ କଟାପାଲି ଗାଁ । ଏଥର  ଦିବ୍ୟାଙ୍ଗ ସରପଞ୍ଚ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି । ଚଳିତ ଥର କଟାପାଲି ଗାଁରୁ ଦଶ ଜଣ ସରପଞ୍ଚ ଆଶାୟୀ ପ୍ରାର୍ଥୀ ଠିଆ ହୋଇଛନ୍ତି । ସେଥିମଧ୍ୟରୁ ଜଣେ ହେଉଛନ୍ତି ଦିବ୍ୟାଙ୍ଗ…

ନିର୍ବାଚନୀ ମଇଦାନରେ କଡ଼ା ଟକ୍କର: ପୁରୁଖା ନେତାଙ୍କୁ ପ୍ରାଧାନ୍ୟ

ଜଗତସିଂହପୁର: ଚଳିତ ପଞ୍ଚାୟତ ନିର୍ବାଚନରେ କେଉଁ ଦଳ ତଥା କେଉଁ ପ୍ରାର୍ଥୀ ବାଜିମାତ କରିବେ ତାହାକୁ ନେଇ ଏବେ ଜୋର ଚର୍ଚ୍ଚା ।  ଜଗତସିଂହପୁର ଜିଲ୍ଲା ୪ - ନମ୍ୱର ଜୋନର ବଳରାମପୁର ଏବଂ ଅଳସୁଧା ପଞ୍ଚାୟତରେ ଚାଲିଛି କଡ୍ଡା ଟକ୍କର । ତେବେ ଚଳିତ ନିର୍ବାଚନରେ ସାଧାରଣ ଭୋଟର ମାନେ ନୂଆ ମୁଁହକୁ…

[ଭିଡିଓ] ନିମାପଡାରେ ଗଣଶିକ୍ଷା ମନ୍ତ୍ରୀଙ୍କୁ ଘେରିଲେ ଗାଁ ଲୋକ

ନିମାପଡା : ପୁଣି ହଟ୍ଟହଟ୍ଟା ହେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ମନ୍ତ୍ରୀ ଘାଇଲା ହେଇଗଲେ ଲୋକମାନଙ୍କ ପ୍ରଶ୍ନ ବାଣରେ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ନିମାପଡା ନିର୍ବାଚନ ମଣ୍ଡଳୀର ଏକ ଗାଁ ଭିତରେ । ଦେଇଥିବା ପ୍ରତିଶ୍ରୁତି ସବୁ କୁଆଡେ ଗଲା ବୋଲି ଭୋଟର ମାନେ ପ୍ରଶ୍ନ…

ନିର୍ବାଚନରେ ଦୁର୍ନୀତି ରୋକିବାକୁ ଭୋଟରଙ୍କୁ ଚିତ୍ରକଳାରେ ସଚେତନତା

ମୟୁରଭଞ୍ଜ: ଆଗକୁ ପଞ୍ଚାୟତ ନିର୍ବାଚନ। ମଇଦାନରେ ଚାଲିଛି ଜୋରଦାର ପ୍ରଚାର ପ୍ରସାର । ଭୋଟ୍ ହାତେଇବାକୁ ବିଭିନ୍ନ ଉପାୟରେ ନିଜ ପ୍ରୟାସ ଜାରି ରଖିଛନ୍ତି ଆଶାୟୀ ପ୍ରାର୍ଥୀ ମାନେ । ତେବେ ଏହା ଭିତରେ କିଛି ପ୍ରାର୍ଥୀ ଭୋଟ୍ ପାଇଁ ଲାଞ୍ଚ କାରବାର ଆରମ୍ଭ କରିଦେଇଥିବା ବେଳେ ଆଉ କିଛି ଭୁଲ ପଦ୍ଧତି…