Latest Odisha News

BREAKING NEWS

Browsing Category

ସହର

City

ମମିତା ହତ୍ୟାକାଣ୍ଡ ମାମଲା: ଗୋବିନ୍ଦ ସାହୁ ଓ ଡ୍ରାଇଭରର ନାଁରେ ଚାର୍ଜସିଟ୍ ଦାଖଲ କଲା ବଲାଙ୍ଗିର ପୋଲିସ

ବଲାଙ୍ଗିର: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟଣା । ଏହି ମାମଲାରେ ବଲାଙ୍ଗିର ପୋଲିସ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ଡ୍ରାଇଭରଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଛି । ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ଦାଖଲ କରାଯାଇଛି ଚାର୍ଜସିଟ୍ । ସୂଚନା ଥାଉକି, ଆସନ୍ତା ୧୫ରେ…

ରାଜ୍ୟବାସୀଙ୍କ ପାଇଁ ଖୁସି ଖବର, ଆଜି କରୋନାରୁ ସୁସ୍ଥ ହେଲେ ୨୪୮୩ ଜଣ

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ରାଜ୍ୟରେ ଆଜି ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ବଢିଛି । ରାଜ୍ୟରେ ଆଜି ୨ ହଜାର ୪ଶହ ୮୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଳାରୁ ସର୍ବାଧିକ ୪୯୬ ଥିବା ବେଳେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇଛନ୍ତି ୧୨ ଲକ୍ଷ…

କାର୍ଯ୍ୟରେ ନିରପେକ୍ଷତା ଓ ସ୍ୱଚ୍ଛତାକୁ ଗୁରୁତ୍ୱ ଦେଉଛି ‘ମୋ ସ୍କୁଲ୍’: ସୁସ୍ମିତା ବାଗଚୀ

ଭୁବନେଶ୍ୱର: ଆଜି ଭର୍ଚୁଆଲ୍ ମୋଡରେ ‘ମୋ ସ୍କୁଲ ଅଭିଯାନ’ର ୯ମ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ‘ମୋ ସ୍କୁଲ’ ର ଅଧ୍ୟକ୍ଷା ସୁସ୍ମିତା ବାଗଚୀ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ‘ମୋ ସ୍କୁଲ’ ର ଅଧ୍ୟକ୍ଷା…

ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ପ୍ରସଙ୍ଗ : ପ୍ରମିଳା ମଲ୍ଲିକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି

ଯାଜପୁର : ଭୋଟ ଦେବା ପାଇଁ ପ୍ରଲୋଭିତ କରିବା ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ପଡିଲା ମହଙ୍ଗା ।ଏହି ଘଟଣାକୁ ନେଇ ବିଂଝାରପୁର ବିଧାୟିକା ତଥା ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କୁ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ପ୍ରସଙ୍ଗରେ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି ।।ରାଜ୍ୟ ନିର୍ବାଚନ…

ଡିଜିଟାଲ ଇଣ୍ଡିଆ କର୍ପୋରେସନର ଚିଫ୍ ଟେକ୍ନିକାଲ ଅଫିସର ହେଲେ ଓଡିଆ ପୁଅ ଦେବବ୍ରତ ନାୟକ

ଭୁବନେଶ୍ୱର : ଓଡିଆ ପୁଅ ଦେବବ୍ରତ ନାୟକ ହେଲେ ଡିଜିଟାଲ ଇଣ୍ଡିଆ କର୍ପୋରେସନର ମୁଖ୍ୟ ଟେକ୍ନିକାଲ ଅଧିକାରୀ ଭାବେ ନିଯୁକ୍ତି କରାଯାଇଛି । ଶ୍ରୀ ନାୟକ ଡିଜିଟାଲ ଇଣ୍ଡିଆର ମୁଖ୍ୟ ଭାବେ ଯୋଗଦେବା ପୂର୍ବରୁ ସେ ନ୍ୟାସନାଲ ଇନଫୋରମେଟିକ୍ ସେଣ୍ଟର ଏନଆଇସିରୁ ସ୍ୱେଚ୍ଛାକୃ ଭାବେ ସେ ଭଲେଟାରୀ…

ଭିଜିଲାନ୍ସ ଜାଲରେ ଦୁଇ ସରକାରୀ ଅଧିକାରୀ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଦୁଇ ସରକାରୀ ଅଧିକାରୀ । ଲାଞ୍ଚ ନେବା ସମୟରେ ମାଡ଼ିବସିଥିଲା ଭିଜିଲାନ୍ସ । ଦୁଇ ଜଣଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି ।ସୂଚନା ଅନୁସାରେ, ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ବିଇଓ ବ୍ରଜକୁମାର ନାୟକ ଜଣେ ଶିକ୍ଷକଙ୍କ ଏରିଅର ବିଲ୍ କରିବାକୁ ଟଙ୍କା ନେଉଥିବା…

ବିଧାନ ପରିଷଦ ଗଠନ ପ୍ରସଙ୍ଗ, କେନ୍ଦ୍ରମନ୍ତ୍ରୀଙ୍କ ଉତ୍ତର ଆଶ୍ଚର୍ଯ୍ୟ ଚକିତ କରିଛି : ବାଚସ୍ପତି

ଭୁବନେଶ୍ୱର: ସଂସଦରେ ବିଧାନ ପରିଷଦ ସଙ୍କଳ୍ପ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ସେ କହିଛନ୍ତି ବିଧାନସଭାରେ ସଙ୍କଳ୍ପ ପାରିତ ହେବା ପରେ ୨୦୧୮ ସେପ୍ଟେମ୍ବର ୧୮ ତାରିଖରେ ପ୍ରସ୍ତାବକୁ କେନ୍ଦ୍ର ନିକଟକୁ ପଠାଯାଇଥିଲା ।ରାଜ୍ୟସଭା ଓ ଲୋକସଭା ସଚ୍ଚିବଙ୍କୁ…

ପରଲୋକରେ କୋକସରାର ପୂର୍ବତନ ବିଧାୟିକା ରୋଶନୀ ସିଂହଦେଓ

ଭୁବନେଶ୍ୱର : କଳାହାଣ୍ଡି ଜିଲ୍ଲାର ପୂର୍ବତନ କୋକସରା ବିଧାୟିକା ରୋଶନୀ ସିଂହଦେଓଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା । ଭୁବନେଶ୍ୱରରେ ପୁଅ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓଙ୍କ ବାସ ଭବନରେ ତାଙ୍କର ପରଲୋକ ହୋଇଛି ।କିଛି ଦିନ ହେବ ସେ ଅସୁସ୍ଥ…

ରାଜ୍ୟରେ ସଂକ୍ରମଣ ସ୍ଥିତି ଧୀରେ ଧୀରେ ଭଲ ଆଡକୁ ଆସୁଛି : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର :ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ରାଜ୍ୟରେ ସଂକ୍ରମଣ ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।ରାଜ୍ୟରେ ଯେତିକି କରୋନା ଭାରାଆଣ୍ଟ ଅଛି , ସେତିକି ଓମିକ୍ରନ ଭାରିଆଣ୍ଟ ଅଛି ବୋଲି ବିଜୟ ମହାପାତ୍ର କହିଛନ୍ତି । ଯଦି…

ଆଜି ପ୍ରୋମିଜ ଡେ’ : ପ୍ରତିଶ୍ରୁତି ବିନା ପ୍ରେମ ଅଧୁରା

ଭୁବନେଶ୍ୱର : ପ୍ରେମ ଓ ପ୍ରତିଶ୍ରୁତି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ  । ଆଜି ହେଉଛି ସେହି ପ୍ରତିଶ୍ରୁତି ବା ପ୍ରୋମିଜ ଡେ’ । ପ୍ରେମ ସପ୍ତାହରେ ପଞ୍ଚମ ଦିନ ପ୍ରୋମିଜ ଡେ’ରେ ପ୍ରତିଶ୍ରୁତିରେ ଆବଦ୍ଧ ହୁଅନ୍ତି ପ୍ରେମି ଯୁଗଳ । ମନର ମଣିଷକୁ ସାତ ଜନ୍ମ ପାଇଁ ସାଥୀ କରିବା ପାଇଁ ନେଇଥାନ୍ତି…