Latest Odisha News

BREAKING NEWS

Browsing Category

ସହର

City

[ଦେଖନ୍ତୁ ଭିଡିଓ] ନିର୍ବାଚନ। ମଇଦାନରେ ପ୍ରାର୍ଥୀଙ୍କ ମଧ୍ୟରେ କଡା ଟକ୍କର

ଜଗତସିଂହପୁର: ଆଗକୁ ପଞ୍ଚାୟତ ନିର୍ବାଚନ। ମଇଦାନରେ ପ୍ରାର୍ଥୀ ପ୍ରାର୍ଥୀଙ୍କ ମଧ୍ୟରେ ଚାଲିଛି କଡା ଟକ୍କର । ଘର ଘର ବୁଲି ବୁଲି ପ୍ରାର୍ଥୀ ମାନେ ଭୋଟ ଭିକ୍ଷା କରୁଥିବା ବେଳେ କିଛି ହେଭିେଓ୍ବଟଙ୍କୁ ବି ଦେଖଇବାକୁ ମିଳିଛି । ସେହିଭଳି ଜଗତସିଂହପୁରରେ ମଧ୍ୟ ଜୋରଦାର ଚାଲିଛି ନିର୍ବାଚନୀ ଲଢେଇ ।…

ଭାରତରତ୍ନ ଲତା ମଙ୍ଗେସକରଙ୍କୁ ଝୁରୁଛି ଓଡ଼ିଶା : ଓଡ଼ିଆ ଗୀତରେ କଣ୍ଠଦାନ ସ୍ମରଣୀୟ

ଭୁବନେଶ୍ବର: ଭାରତରତ୍ନ ଲତା ମଙ୍ଗେସକରଙ୍କୁ ଝୁରୁଛି ଓଡ଼ିଶା। ଲତାଙ୍କ ବିୟୋଗରେ ଓଡ଼ିଶାର ସଂଗୀତପ୍ରେମୀ ତାଙ୍କୁ ଓଡ଼ିଆ ସିନେ-ଗୀତକୁ ଅବଦାନ ଲାଗି ମନେପକାଇଛନ୍ତି। ସ୍ବର ସମ୍ରାଜ୍ଞୀ ଲତା ମଙ୍ଗେସକର ମାତ୍ର ୨ଟି ଓଡ଼ିଆ ସିନେମାରେ କଣ୍ଠଦାନ କରିଥିଲେ। ଏହି ୨ଟି ଗୀତ ହେଲା ଚଳଚ୍ଚିତ୍ର…

ନିଜ ଗୀତ ପାଇଁ ଚିରକାଳ ପାଇଁ ଅମର ରହିବେ ସ୍ୱର ସାମ୍ରାଜ୍ଞୀ: ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର: ନୀରବିଗଲେ ସ୍ୱର ସରସ୍ୱତୀ ଲତା ମଙ୍ଗେସକର । ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର ଦୀର୍ଘ ୨୯ ଦିନ ଭେଣ୍ଟିଲେଟରରେ ରହିବା ପରେ ୯୨ ବର୍ଷ ବୟସରେ ଆଖି ବୁଜିଛନ୍ତି । ଆଉ ଲତାଙ୍କ ଦେହାନ୍ତରେ ପୂରା ଦେଶରେ ଶୋକର ଛାୟା ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଲତାଙ୍କ…

ଅନୁଷ୍ଠିତ ହେବ ଖଣ୍ଡଗିରି ମେଳା, ହେବନି ଅପେରା, ଖୋଲିବି ଦୋକାନ

ଭୁବନେଶ୍ୱର: ବିନା ଲୋକରେ ବିନା ଅପେରାରେ ହେବ ଖଣ୍ଡଗିରି ମେଳା । କେବଳ ମନ୍ଦିରରେ ନୀତିକାନ୍ତି ହେବ । ଏହା ସହିତ ମେଳାରେ କୌଣସି ଦୋକାନ ମଧ୍ୟ ଖୋଲିବ ନାହିଁ ବୋଲି ନିର୍ଦ୍ଦେଶାନାମା ଜାରି କରି କଟକଣା ଲଗାଇଛି ଭୁବନେଶ୍ୱର ମହାନଗର ନିଗମ । କରୋନା କାରଣରୁ ଗତ କିଛି ବର୍ଷ ହେଲା ଖଣ୍ଡଗିରି…

[ଭିଡିଓ] ଭୁବନେଶ୍ୱର ସାଲିଆ ସାହିରେ ହାଣ୍ଡିଆ ହାଣ୍ଡି ଭାଙ୍ଗିଲା ପୋଲିସ

ଭୁବନେଶ୍ୱର: ଆଜି ଭୁବନେଶ୍ୱରର ସାଲିଆ ସାହିରେ କମିଶନରେଟ୍ ପୋଲିସ ଚଢାଉ କରି ହାଣ୍ଡିଆ ହାଣ୍ଡି ଭାଙ୍ଗିଛି । ହଜାର ହଜାର ଲିଟର ଦେଶୀ ମଦ ପଷ୍ଟ କରିବା ସହ ହାଣ୍ଡିଆକୁ ମଧ୍ୟ ନଷ୍ଟ କରିଛି କମିଶନରେଟ୍ ପୋଲିସ । ଏହି ଚଢାଉରେ ସାମିଲ ଥିଲେ ସହିଦନଗର, ମଞ୍ଚେଶ୍ୱର ଓ ନୟାପଲ୍ଲୀ ପୋଲିସ ସମେତ ୩…

ରାଜଧାନୀବାସୀଙ୍କ ପାଇଁ ଖୁସି ଖବର, କମୁଛି ସଂକ୍ରମଣ

ଭୁବନେଶ୍ୱର: ରାଜଧାନୀବାସୀଙ୍କ ପାଇଁ ଖୁସି ଖବର । ରାଜଧାନୀରେ କମିଲା କରୋନା ସଂକ୍ରମଣ । ଆଜି ସଂକ୍ରମଣ ସଂଖ୍ୟ ତଳକୁ ଖସିଥିବା ଦେଖିବାକୁ ମିଳିଛି । ଆଜି ଗତ ୨୪ ଘଣ୍ଟା ମଧ୍ୟରେ ୩୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୫୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ…

ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୫୩୭୬

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ବଢ଼ିଛି। ରାଜ୍ୟରେ ଆଜି ୫ହଜାର ୩୭୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୭୦ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୩୪ହଜାର ୩୫୨ରେ…

ମାଘ ମେଳା କଟକଣା : ଚନ୍ଦ୍ରଭାଗାରେ ପଡିବନି ବୁଡ

ପୁରୀ: କରୋନା ଭୟାବହତା କମିନଥିବା ବେଳେ ମାଘ ମେଳା ନେଇ କଟକଣା ଜାରି ହୋଇଛି । ମେଳାରେ ଭିଡ଼ ଯୋଗୁୂ ପ୍ରଶାସନ ପକ୍ଷରୁ ବିଶେଷ ଗୁରୁତ୍ୱ ଦିଆଯାଇଛି । କରୋନା କଟକଣାକୁ ଦୃଷ୍ଟିରେ ରଖି ଚନ୍ଦ୍ରଭାଗା ମେଳାରେ ଶ୍ରଦ୍ଧାଳୁ ମାନଙ୍କ ପ୍ରବେଶ ଉପରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି ।…

ମାର୍ଚ୍ଚ ପ୍ରଥମ ସପ୍ତାହରେ ନିଯୁକ୍ତି ପାଇବେ ବ୍ଲକ ଓ ଜିଲ୍ଳା ରିଟର୍ଣ୍ଣିଂ ଅଫିସର: କଂଗ୍ରେସ

ଭୁବନେଶ୍ୱର: ରାଜ୍ୟର ସମସ୍ତ ବୁଥ ସ୍ତରରେ ଦୁଇଜଣ (ଜଣେ ପୁରୁଷ ଓ ଜଣେ ମହିଳା) ସଭ୍ୟ ସଂଗ୍ରହକାରୀ ନିଯୁକ୍ତି କରାଯାଇ କଂଗ୍ରେସର ବୁଥସ୍ତରରୁ ସଭ୍ୟସଂଗ୍ରହ କରି ସଂଗଠନକୁ ମଜବୁତ କରାଯିବ । ଏହି ପକ୍ରିୟାରେ ସଭ୍ୟ ସଂଗ୍ରହକାରୀମାନେ ପ୍ରତି ବୁଥରେ ଶତାଧିକ ସଭ୍ୟ ସଂଗ୍ରହ କରିବେ ବୋଲି ସୂଚନା…

ମୃତ ସାମ୍ବାଦିକଙ୍କ ପରିବାରକୁ ୧୩ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଖବର ସଂଗ୍ରହ କରିବାକୁ ଯାଇ ଲ୍ୟାଣ୍ଡ ମାଇନ ବିସ୍ପୋରଣରେ ପ୍ରାଣ ହରାଇଥିବା ସମ୍ବାଦିକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ସହାୟତା ରାଶି ଘୋଷଣା କରିଛନ୍ତି । ମୃତ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ପରିବାରକୁ ୧୩ ଲକ୍ଷ ଟଙ୍କା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟ ପୋଲିସ…