Latest Odisha News

BREAKING NEWS

Browsing Category

ସହର

City

ନଭେମ୍ବର ୩୦ ସୁଦ୍ଧା ଗ୍ୟାସ୍‌ ଦର ନକମିଲେ ଆନ୍ଦୋଳନ ଜୋରଦାର ହେବ‌ : ବିଜେଡି

ଭୁବନେଶ୍ୱର : ଦର ଦାମ୍ ବୃଦ୍ଧି ନେଇ ପୁଣି କେନ୍ଦ୍ରକୁ ଟାର୍ଗଟ କଲା ବିଜେଡି । ନଭେମ୍ବର ୩୦ ସୁଦ୍ଧା ଗ୍ୟାସ ଦର ନକମିଲେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଛି ବିଜେଡି । ଗତ ୭ ବର୍ଷରେ ଦର ୪୧୪ ଟଙ୍କାରୁ ୯୩୦ ଟଙ୍କାରେ ପହଁଚିଛି ।ପ୍ରତ୍ୟେକ ଜିନିଷ ଦର ବଢୁଥିବାରୁ ସାଧାରଣ ଜନତା ବହୁ…

ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଗାଡ଼ିକୁ ଅଣ୍ଡାମାଡ଼

ବାଲିପାଟଣା : ରାସ୍ତା ମଝିରେ ହଟହଟା ହେଲେ ସାଂସଦ ଅପରାଜିତା ଷଡଙ୍ଗୀ । ବାଲିପାଟଣା ଥାନା ସିରିପୁର ଛକ ନିକଟରେ ସାଂସଦ ଅପରାଜିତା ସଷଙ୍ଗୀଙ୍କ ଗାଡକୁ କଂଗ୍ରେସ କର୍ମୀ ମାନେ ଅଣ୍ଡାମାଡ କରିଛନ୍ତି ।ଏଥିସହ ସାଂସଦଙ୍କୁ କଳାପତାକା ପ୍ରଦର୍ଶନ କରିଥିଲେ କଂଗ୍ରେସ କର୍ମୀମାନେ । ବନମାଳିପୁରରେ ଏକ…

କୋଭିଡ଼ କଟକଣାରେ ଚାଲିବ ବିଧାନସଭା ଶୀତ ଅଧିବେଶନ

ଭୁବନେଶ୍ୱର: କୋଭିଡ଼ କଟକଣା ଭିତରେ ଚାଲିବ ବିଧାନସଭା । ଆସନ୍ତା ୧ତାରିଖରୁ ରାଜ୍ୟ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ କଟକଣା ଦୃଷ୍ଟିରୁ ପୂର୍ବ ଅଧିବେଶନ ପରି କଟକଣା ଜାରି ରହିବ । ବିଧାନସଭା ସଦସ୍ୟମାନେ ଗୃହରେ ବସିବା ସହ ବାଚସ୍ପତି…

ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନାରେ ସାମିଲ ହେଲା ସୋନପୁର

ସୋନପୁର :  ମୁଖ୍ୟମନ୍ତ୍ରୀଙ୍କ ଜନହିତକର ସ୍ମାର୍ଟ କାର୍ଡ ବଣ୍ଟନ ଯୋଜନାରେ ସାମିଲ ହେଲା ସୁବର୍ଣ୍ଣପୁର ଜିଲ୍ଲା । ଆଜି ଭର୍ଚୁଆଲ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ସୋନପୁରରେ ପ୍ରାୟ ୭୯ କୋଟି ୨୨ଲକ୍ଷ ୧୩ ହଜାର ଟଙ୍କାର ୬୭ ଟି…

[ଭିଡିଓ] ଭିତ୍ତିଭୂମି ଅଭାବରୁ ବାରଣ୍ଡାରେ ବସି ପାଠ ପଢୁଛନ୍ତି ଛାତ୍ରାଛାତ୍ରୀ

ନୂଆପଡା : ସରକାର ସ୍କୁଲ ଗୁଡିକର ଉନ୍ନତି କରଣ ପାଇଁ ଯୋଜନା ପରେ ଯୋଜନା କରିଚାଲିଛନ୍ତି । ହେଲେ ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ କେନ୍ଦୁପାଟି ପ୍ରାଥମିକ ବିଦ୍ୟାଳୟରେ ଓଲଟା ଚିତ୍ର ଦେଖିବାକୁ ମିଳୁଛି । ଏହି ବିଦ୍ୟାଳୟ ବାହର ରଙ୍ଗ ବେରଙ୍ଗରେ ଚାକଚକ୍ୟ ତିଆରି ହୋଇଛି । ଯାହାକି…

ନନ୍ଦନକାନନରେ ଚିଙ୍କାରା ହରିଣର ମୃତ୍ୟୁ

ଭୁବନେଶ୍ୱର : ବହୁ ଦିନ ଧରି ଅସୁସ୍ଥ ରହିବା ପରେ ବୁଧବାର ନନ୍ଦନକାନନରେ ଏକ ଅଣ୍ଡିରା ହରିଣର ମୃତ୍ୟୁ ହୋଇଯାଇଛି । ଏହି ହରିଣଟି ଅଦଳବଦଳ ପକ୍ରିୟାରେ ରାଜସ୍ଥାନ ନହରଗଡ ଟିଡିଆଖାନାରୁ ଆସିଥିଲା । ୨ ଅଣ୍ଡିରା ଚିଙ୍କାରାଙ୍କ ମଧ୍ୟପେ ଲଢେଇରେ ଗୁରୁତର ହେବାରୁ ହରିଣଟିର ମୃତ୍ୟୁ ହୋଇଯାଇଥିବା…

ପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ଢ଼େଙ୍କାନାଳ: ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ । ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଶିବୁଳାପଶି ଗାଁରେ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଲେ ଗାଁର ପ୍ରତାପ ମହାନ୍ତିଙ୍କ ପୁଅ ତୁଷାରକାନ୍ତ ମହାନ୍ତି । ସୂଚନା ଅନୁଯାୟୀ, ତୁଷାର ଆଜି ସକାଳୁ…

ଲକ୍ଷଣ ବଦଳାଉଛି କରୋନା, ଜନସାଧାରଣ ସଚେତନ ହେବା ଆବଶ୍ୟକ

ଭୁବନେଶ୍ୱର: ବର୍ତ୍ତମାନ ଲକ୍ଷଣ ବଦଳାଉଛି କରୋନା । ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ସେ କହିଛନ୍ତି, ସାମାନ୍ୟ ଥଣ୍ଡା, ଜ୍ୱର ହେଲେ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି । ତେଣୁ ଥଣ୍ଡା ଜ୍ୱର ହେବା ମାତ୍ରେ ଶୀଘ୍ର ଟେଷ୍ଟ କରିବାର ଆବଶ୍ୟକତା ରହିଛି ।…

ନ୍ୟାୟ ଦାବି କରି ସ୍ୱାମୀଙ୍କ ଘର ସାମ୍ନାରେ ମାଣ ବସାଇଲେ ସ୍ତ୍ରୀ

ବ୍ରହ୍ମପୁର: ସ୍ୱାମୀଙ୍କ ଘର ଆଗରେ ମାଣ ବସାଇଲେ ସ୍ତ୍ରୀ । ନ୍ୟାୟ ଦାବି କରି ମାର୍ଗଶୀର ମାସ ପ୍ରଥମ ଗୁରୁବାରରେ ମାଣ ବସାଇଲେ । ଚିତା ପକାଇ, ଖଟୁଳି ଉପରେ ମାଣ ଥୋଇ ପୂଜା କଲେ । ହୁଳହୁଳି ଦେଇ ଲକ୍ଷ୍ମୀ ପୁରାଣ ମଧ୍ୟ ପଢ଼ିଥିଲେ ମହିଳା । ୪ଦିନ ହେବ ନ୍ୟାୟ ଭିକ୍ଷା କରି ଶ୍ୱଶୁର ଘର ସାମ୍ନାରେ…

ରାଜଧାନୀରେ ଯୁବକଙ୍କୁ ଛୁରାମାଡ଼ କଲେ ୨୫କୁ ଅଧିକ ଦୁର୍ବୃତ୍ତ

ଭୁବନେଶ୍ୱର: ରାଜଧାନୀରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ । ୨୫କୁ ଅଧିକ ଯୁବକ ଘେରିଯାଇ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି । ଭୁବନେଶ୍ୱର ସାଇନ୍ସ ପାର୍କ ନିକଟରେ ଏହି ଘଟଣା ଘଟିଛି । ଆକ୍ରମଣରେ ଯୁବକ ଆହତ ହୋଇଛନ୍ତି । ତାଙ୍କ ନାଁ ଆଶିଷ କୁମାର । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨୫ରୁ…