Latest Odisha News

BREAKING NEWS

Browsing Category

ସହର

City

ନିର୍ମାଣଧୀନ ପାଇଖାନା ଟାଙ୍କିରେ ପଡି ୨ ଶ୍ରମିକ ମୃତ

ଭୁବନେଶ୍ବର: ନିର୍ମାଣାଧୀନ ପାଇଖାନା ଟାଙ୍କିରେ ପଡି ୨ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି । ବରଗଡ଼ ଥାନା ଅଧୀନ ବିଜେବି ନଗର ଅଞ୍ଚଳରେ ନିର୍ମାଣାଧୀନ ପାଇଖାନା ଟାଙ୍କିରେ ଶ୍ରମିକମାନେ କାମ କରୁଥିଲେ । ଏହି ସମୟରେ ଅଘଟଣ ଘଟିଥିଲା । ଉଭୟଙ୍କ ପରିଚୟ ମିଳିପାରି ନାହିଁ । ଟାଙ୍କି ନିକଟରେ କାମ…

ଏମ୍ସ ଭୁବନେଶ୍ୱରର ଅନନ୍ୟ ସଫଳତା, ଶେଷ କଲା ୧୦୦ଟି ସଫଳ ରୋବୋଟିକ୍ ଅସ୍ତ୍ରୋପଚାର

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱର ୧୦୦ଟି ଉନ୍ନତ ରୋବୋଟିକ୍-ସହାୟତା ଅସ୍ତ୍ରୋପଚାର ସଫଳତାର ସହିତ ଶେଷ କରି ଏକ ଐତିହାସିକ ମାଇଲଖୁଣ୍ଟ ହାସଲ କରିଛି । ଏହି ବିଶେଷ ସଫଳତା ଏମ୍ସ ଭୁବନେଶ୍ୱରକୁ ଓଡ଼ିଶାର ପ୍ରଥମ ସରକାରୀ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନ ଭାବରେ ମାନ୍ୟତା ପ୍ରଦାନ କରିଛି । ସମାଜର…

ସଫେଇ ମିତ୍ରଙ୍କୁ ସମ୍ମାନ: ଜୁଲାଇ ୧୪ରେ ରାଜ୍ୟର ସମସ୍ତ ୟୁଏଲବିରେ ପାଳନ ହେବ ‘ନମସ୍ତେ ଦିବସ’

ଭୁବନେଶ୍ୱର: ଜୁଲାଇ ୧୪ରେ ରାଜ୍ୟର ସମସ୍ତ ୟୁଏଲବିରେ ପାଳନ ହେବ ‘ନମସ୍ତେ ଦିବସ’ । ସଫେଇ ମିତ୍ରଙ୍କ ଅମୂଲ୍ୟ ଅବଦାନକୁ ସମ୍ମାନ ଜଣାଇବା ଏବଂ ସୁରକ୍ଷିତ ଓ ଯାନ୍ତ୍ରିକ ସ୍ୱଚ୍ଛତା ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯିବ । ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗ…

ପ୍ରକାଶ ପାଇଲା ୨ ବର୍ଷିଆ ବି.ଏଡ଼, ଏମ୍.ଏଡ଼ ଏବଂ ବି.ଏଚ.ଏଡ଼୍ ପ୍ରବେଶିକା ପରୀକ୍ଷା ରେଜଲ୍ଟ

ଭୁବନେଶ୍ୱର: ପ୍ରକାଶ ପାଇଲା ୨ ବର୍ଷିଆ ବି.ଏଡ଼, ଏମ୍.ଏଡ଼ ଏବଂ ବି.ଏଚ.ଏଡ଼ ପ୍ରବେଶିକା ପରୀକ୍ଷା ରେଜଲ୍ଟ । ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ଦୁଇ ବର୍ଷିଆ ବି.ଏଡ଼, ଏମ୍.ଏଡ଼ ଏବଂ ବି.ଏଚ.ଏଡ଼ ପାଠ୍ୟକ୍ରମରେ ନାମ ଲେଖାଇବା ନିମନ୍ତେ ଅନୁଷ୍ଠିତ ହୋଇଥିଲା ଏହି ପ୍ରବେଶିକା ପରୀକ୍ଷା ।…

କେଜିରୁ ପିଜି ମାଗଣା ଶିକ୍ଷା ନେଇ ଦ୍ୱନ୍ଦ୍ୱ ଦୂର କଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: କେଜିରୁ ପିଜି ମାଗଣା ଶିକ୍ଷା ନେଇ ଦ୍ବନ୍ଦ୍ବ ଦୂର କଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ସେ କହିଛନ୍ତି ଯେ, ପ୍ରଫେସନାଲ୍ ଓ ସେଲ୍ଫ ଫାଇନାନ୍ସିଂ କୋର୍ସ ଛାଡ଼ିଦେଲେ ବାକି ସବୁ ମାଗଣା । ଯୋଜନା ଆରମ୍ଭ ପୂର୍ବରୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥିଲା । ଯେଉଁ…

ରାଜଧାନୀରେ ଅବକାରୀ ବିଭାଗର ଚଢ଼ାଉ; ୭ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୩ ଗିରଫ

ଭୁବନେଶ୍ୱର: ଅବକାରୀ ବିଭାଗକୁ ଏହି ବଡ ସଫଳତା ମିଳିଛି । ରାଜ୍ୟ ବାହାରକୁ ଚାଲାଣ ବେଳେ ସହିଦନଗର ଥାନା ଅଞ୍ଚଳରୁ ଗଞ୍ଜେଇ ଭର୍ତ୍ତି ଟ୍ରକ ଜବତ କରାଯାଇଛି । ଏଥିରେ ପ୍ରାୟ ୭ କ୍ୱିଣ୍ଟାଲ ଗଞ୍ଜେଇ ଥିବାବେଳେ, ଘଟଣାରେ ୩ ଅଭିଯୁକ୍ତକୁ ଗିରଫ କରିଛି ଅବକାରୀ ବିଭାଗ । ଗିରଫ ଅଭିଯୁକ୍ତମାନେ…

ସରକାରଙ୍କ ବଡ଼ ଘୋଷଣା: ଠିକା କର୍ମଚାରୀ ହେବେ ନିୟମିତ

ଭୁବନେଶ୍ୱର: ଏବେ ଠିକା କର୍ମଚାରୀ ହେବେ ନିୟମିତ । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଅନେକ ବର୍ଷ ଧରି କମ କରୁଥିବା ଠିକା କର୍ମଚାରୀଙ୍କୁ ନିୟମିତ କରିବା ପାଇଁ ଦାବିହୋଇ ଆସୁଥିଲା । ଆଉ ସରକାର ଏହାକୁ ଗୁରୁତର ସହ ନେବା ସହ ନିଷ୍ପତ୍ତି ଶୁଣାଇଛନ୍ତି । ଏନେଇ ବିଭାଗୀୟ ଅତିରିକ୍ତ ସଚିବ ଏକ…

ରାଜଧାନୀରେ ପାଠ ପଢ଼ିବାକୁ ଆସିଥିବା ନାବାଳିକା ଝିଆରୀକୁ ବାରମ୍ବାର ଦୁଷ୍କର୍ମ କଲା ରାକ୍ଷସ ମଉସା

ଭୁବନେଶ୍ୱର: ପାଠ ପଢ଼ି ଭବିଷ୍ୟତ ଗଢ଼ିବାର ସ୍ୱପ୍ନ ନେଇ କନ୍ଧମାଳରୁ ରାଜଧାନୀକୁ ଆସିଥିଲା ଝିଅଟିଏ। ନିଜ ସମ୍ପର୍କୀୟ ମାଉସୀ ଘରେ ରହି ପଢ଼ିଲେ ଝିଅ ସୁରକ୍ଷିତ ରହିବ ବୋଲି ପରିବାର ଲୋକେ ଭାବିଥିଲେ। କିନ୍ତୁ କିଏ ଜାଣିଥିଲା, ଯେଉଁମାନଙ୍କୁ ସେମାନେ ରକ୍ଷକ ଭାବିଥିଲେ, ସେମାନେ ହିଁ ଦିନେ ଭକ୍ଷକ…

ଭୁବନେଶ୍ୱରରେ ମହିଳାଙ୍କ ସାମ୍ନାରେ ଅଶ୍ଳୀଳ ପ୍ରଦର୍ଶନ କରି ଗିରଫ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ମହିଳାଙ୍କ ସୁରକ୍ଷା ଓ ସମ୍ମାନକୁ ନେଇ ପ୍ରଶାସନ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଉଥିବା ବେଳେ, ସମାଜର ଉଚ୍ଚ ଶ୍ରେଣୀରେ ଥିବା କିଛି ଲୋକଙ୍କ ବିକୃତ ମାନସିକତା ଏବେ ପୁଣି ଥରେ ସାମ୍ନାକୁ ଆସିଛି। ସ୍ମାର୍ଟସିଟିର ଏକ ଅଞ୍ଚଳରେ ଜଣେ ମହିଳାଙ୍କ…

ବ୍ରାଉନସୁଗାର ଚାଲାଣରେ ବାପ-ପୁଅ ଗିରଫ, ଦାମି ଗାଡି ଜବତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବ୍ରାଉନସୁଗାର ଚାଲାଣ କରୁଥିବା ଅଭିଯୋଗରେ ବାପ–ପୁଅଙ୍କୁ ଗିରଫ କରାଯାଇଛି । ଜବତ ବ୍ରାଉନସୁଗାରର ପରିମାଣ ଓ ବଜାର ମୂଲ୍ୟ ସମ୍ପର୍କରେ ଅବକାରୀ ବିଭାଗ ପକ୍ଷରୁ ଯାଞ୍ଚ ଜାରି ରହିଛି । ନିଶାଦ୍ରବ୍ୟ ଚାଲାଣରେ ବ୍ୟବହୃତ ହେଉଥିବା ଏକ ଦାମୀ ଗାଡ଼ିକୁ ମଧ୍ୟ ଜବତ…