Latest Odisha News

BREAKING NEWS

Browsing Category

ସହର

City

ପରଲୋକରେ ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ବିଷ୍ଣୁଚରଣ ରାଉତ

ଭୁବନେଶ୍ୱର:ପରଲୋକରେ ବିଶିଷ୍ଟ ଶିକ୍ଷାବିତ ତଥା ରାଜନୀତି ବିଜ୍ଞାନର ପ୍ରଫେସର ବିଷ୍ଣୁଚରଣ ରାଉତ । ଗତକାଲି ରାତିରେ ଭୁବନେଶ୍ୱର ଲୁଇସ୍ ରୋଡ୍ ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବିଷ୍ଣୁଚରଣ ରାଉତ । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା । କିଛି ଦିନ ହେବ ସେ ବାର୍ଦ୍ଧକ୍ୟ…

କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଏବଂ ତାଙ୍କ ପତ୍ନୀ କୋଭିଡ ପଜିଟିଭ୍

ଭୁବନେଶ୍ୱର : ଜଟଣୀ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କରୋନା ପଜିଟିଭ୍ । ଏବଂ ତାଙ୍କ ପତ୍ନୀ ମଧ୍ୟ କୋଭିଡ ପିଜିଟିଭ୍ ଥିବା ଜଣାପଡିଛି । ଏନେଇ ତାଙ୍କ ପରିବାରବର୍ଗଙ୍କ ପକ୍ଷରୁ ସୂଚନା ମିଳିଛି । ସବୁ ବେଳେ କିଛି ନା କିଛି କଥା କହି ଚର୍ଚ୍ଚାରେ ଥାନ୍ତି ସୁର ରାଉତରାୟ । ମାର ତାଳି…

ବାରିପଦାରେ ରାଜ୍ୟର ପ୍ରଥମ କରି ପ୍ରତିଷ୍ଠା ହେଲା ରେଳ ଐତିହ୍ୟ ସଂଗ୍ରହାଳୟ

ମୟୁରଭଞ୍ଜ: ଦୀର୍ଘଦିନ ପରେ ପୂରଣ ହୋଇଛି ମୟୁରଭଞ୍ଜବାସୀଙ୍କ ସ୍ୱପ୍ନ । ବାରିପଦାରେ ରାଜ୍ୟର ପ୍ରଥମ କରି ପ୍ରତିଷ୍ଠା ହୋଇଛି ରେଳ ଐତିହ୍ୟ ସଂଗ୍ରହାଳୟ । ବାରିପଦା ରେଳ ଷ୍ଟେସନଠାରେ ଏହି ରେଳ ଐତିହ୍ୟ ସଂଗ୍ରହାଳୟକୁ ଲୋକାର୍ପିତ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଇଂ ବିଶେଶ୍ୱର ଟୁଡ଼ୁ ।…

ରନ୍ଧନ ଗ୍ୟାସ ଦରବୃଦ୍ଧି ବିରୁଦ୍ଧରେ ବିଜେଡିର ଆନ୍ଦୋଳନ ଡାକରା

ଭୁବନେଶ୍ୱର: ପୁଣି ଆନ୍ଦୋଳନକୁ ଓହ୍ଲାଇବ ବିଜୁ ଜନତା ଦଳ । ରନ୍ଧନଗ୍ୟାସ ଦରବୃଦ୍ଧି ବିରୁଦ୍ଧରେ ବିଜୁଜନତା ଦଳର ମହିଳା,ଛାତ୍ର ଓ ଯୁବ ସଂଙ୍ଗଠନ ଆନ୍ଦୋଳନକୁ ଓହ୍ଲାଇବ । ରନ୍ଧନ ଗ୍ୟାସ ଦର ବୃଦ୍ଧି ଉଜ୍ଜଳା ଯୋଜନାରେ ବିଫଳତା ନେଇ ଦଳ ରାଷ୍ଟ୍ରପତିଙ୍କ ଦୃଷ୍ଟି ଆକର୍ଷଣ କରିବ । ବିଜୁ ଜନତା ଦଳ…

ଏସପି ଅଫିସ ସମ୍ମୁଖରେ ବସି ମଧ୍ୟାହ୍ନ ଭୋଜନ କଲେ ଆନ୍ଦୋଳନକାରୀ

ବରଗଡ଼: ବରଗଡ଼ରେ ଭୀମ ଆର୍ମି ଓଡ଼ିଶାର କର୍ମକର୍ତ୍ତାଙ୍କ ଅଭିନବ ପ୍ରତିବାଦ । ଏସପି ଅଫିସ ସମ୍ମୁଖ ରାସ୍ତାରେ ବସି ମଧ୍ୟାହ୍ନ ଭୋଜନ କଲେ ଆନ୍ଦୋଳନକାରୀ । ବରଗଡ଼ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ସହ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଆନ୍ଦୋଳନକାରୀ । ବରଗଡ଼ ଏସପିଙ୍କ ଅନୁପସ୍ଥିତିକୁ ନେଇ…

ବିଏମସି ପକ୍ଷରୁ ସନ୍ଧ୍ୟା ସମୟର ସଫେଇ କାର୍ଯ୍ୟ ଆରମ୍ଭ

ଭୁବନେଶ୍ୱର : ବିଏମସିର ନୂଆ ଅଭିଯାନ । ଆରମ୍ଭ ହେଲା ସନ୍ଧ୍ୟା ସମୟର ସଫେଇ କାର୍ଯ୍ୟ । ଭୁବନେଶ୍ୱର ମହାନଗର ନିଗମ ଅଧିନରେ କାମ କରୁଥିବା ସଫେଇ କର୍ମଚାରୀ ମାନେ ଆଗରୁ ଦିନରେ ରାସ୍ତାଘାଟ ସଫେଇ କରୁିଥିଲେ । ହେଲେ ସହରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ବିଏମସି ନୂଆ ପଦକ୍ଷେପ ନେଇଛି । ଆଜି…

[ଭିଡିଓ] ଭଦ୍ରକ ଷୋଳମପୁରରୁ ଉଦ୍ଧାର ହେଲା ୮ ଟି ବୌଦ୍ଧ ସ୍ତୁପ ଓ ୫୦ରୁ ଉର୍ଦ୍ଧ୍ୱ ପ୍ରାଚୀନ ମାଟିପାତ୍ର

ଭଦ୍ରକ : ମାଟିତଳୁ ଉଦ୍ଧାର ହେଲା ବହୁ ପୁରାତନ ବୌଦ୍ଧ ସ୍ତୁପ ଓ ୫୦ ରୁ ଉର୍ଦ୍ଧ୍ୱ ପ୍ରାଚୀନ ମାଟିପାତ୍ର । ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ଅନ୍ତର୍ଗତ ଷୋଳମପୁର ପଞ୍ଚାୟତ ମଣିନାଥପୁର ଗାଁ ବୈତରଣୀ ନଦୀ କୂଳରୁ ପ୍ରାଚୀନ ମାଟିପାତ୍ର ଉଦ୍ଧାର କରାଯାଇଛି । ସେସବୁ ସ୍ଥାନୀୟ ଗେବେଷକ…

ବିଜେପି ନେତ୍ରୀଙ୍କ ଗାଡିକୁ ବୋମାମାଡ଼

ଭୁବନେଶ୍ୱର : ବିଜେପି ନେତ୍ରୀଙ୍କ ଗାଡିକୁ ବୋମାମାଡ । ଭୁବନେଶ୍ୱର ନୟାପଲ୍ଲୀ ବ୍ରିଟ କଲୋନୀରେ ବିଳମ୍ବିତ ରାତିରେ ବିଜେପି ନେତ୍ରୀଙ୍କ ଗାଡିକୁ ଦୁର୍ବୃତ୍ତ ମାନେ ବୋମାମାଡ କରି ଜାଳି ଦେଇଛନ୍ତି । ଜିଲ୍ଲା ବିଜେପି କୋଷାଧ୍ୟକ୍ଷା ମିନତି ବେହେରାଙ୍କ ଗାଡି ଉପରେ ପେଟ୍ରୋଲ ବୋମାମାଡ ହୋଇଛି ବୋଲି…

ଆନ୍ଧ୍ରପ୍ରଦେଶ ରାଜ୍ୟପାଳଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କୋଭିଡ଼୍ ପଜିଟିଭ୍ ହେବା ପରେ ସେ ବର୍ତ୍ତମାନ ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ଏନେଇ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

ଚାଲିଛି ଭୋଟର ତାଲିକା ସଂଶୋଧନ କ୍ୟାମ୍ପେନ, ଜାଣନ୍ତୁ କେମିତି କରିବେ ଆବେଦନ

ଭୁବନେଶ୍ୱର: ରାଜ୍ୟରେ ଏବେ ଭୋଟର ତାଲିକା ସଂଶୋଧନ କାମ ଚାଲିଛି ।ଏହି ସମୟରେ ସମସ୍ତେ ନିଜର ନିଜର ଭୋଟର ଆଇଡି ସଂଶୋଧନ ବାତିଲ ଆଦି କାର୍ଯ୍ୟ ନେଇ ଆବେଦନ କରିପାରିବେ ପ୍ରାଥମିକ ଭିତ୍ତିରେ ସମସ୍ତଙ୍କ ଆବେଦନକୁ ଗ୍ରହଣ କରାଯିବ । ।ଏନେଇ ଆଜି ପ୍ରେସମିଟ କରି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ…