Latest Odisha News

BREAKING NEWS

Browsing Category

ପାରାଦୀପ

Paradip

ଚାରି ଦିନ ପରେ ମିଳିଲା ନିଖୋଜ ଛାତ୍ରଙ୍କ ମୃତଦେହ

ପାରାଦୀପ: ଚାରି ଦିନ ତଳେ ଭୋସକାଲିସ ପଏଣ୍ଟ ସମୁଦ୍ରରେ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର । ୪ ଦିନ ପରେ ମିଳିଲା ମୃତଦେହ । ତାଙ୍କ ନାଁ ସିଦ୍ଧାନ୍ତ ପ୍ରଧାନ । ସାଉଥ ଗେଟ ନିକଟରୁ ମୃତଦେହ ଉଦ୍ଧାର ହୋଇଛି । ସମୁଦ୍ର କୂଳରେ ଖେଳୁଥିବା ବେଳେ ସମୁଦ୍ରରେ ସେ ଭାସି ଯାଇଥିଲେ ।

କେନ୍ଦ୍ରାପଡ଼ା ଜିଲ୍ଲାରେ ନଦୀ ଭିତ୍ତିକ ବନ୍ଦର ପ୍ରତିଷ୍ଠା ଯୋଜନାର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ଓ 5T ସଚିବ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଓ ପାରାଦୀପ ଗସ୍ତରେ ଯାଇଛନ୍ତି ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଓ 5T ସଚିବ ଭି. କେ. ପାଣ୍ଡିଆନ୍ । ତାଙ୍କ ସହ ପରିବହନ କମିଶନର ବି ଅଛନ୍ତି । ପାରାଦୀପ ପଟରୁ ଏକ ବୋଟେ ଯୋଗେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଆଖଡ଼ାଶାଳିରେ ପ୍ରସ୍ତାବିତ ନଦୀ…

ପାରାଦୀପରେ ଦୁଇ ଦିନିଆ ମିଳିତ ସମରାଭ୍ୟାସ

ପାରାଦୀପ: ଆଜିଠାରୁ ପାରାଦୀପରେ ଆରମ୍ଭ ହୋଇଛି ଦୁଇଦିନିଆ ମିଳିତ ସମରାଭ୍ୟାସ । ଚଳିତବର୍ଷ ସମରାଭ୍ୟାସ ନାଁ ‘ସାଗରକଚ ଓଡିଶା-ୱେଷ୍ଟବେଙ୍ଗଲ’ ରଖାଯାଇଛି ।ଏଥିରେ ସାମିଲ ହୋଇଛନ୍ତି ତଟରକ୍ଷୀ ବାହିନୀ, ନୌସେନା, ପାରାଦୀପ ପୋର୍ଟ,  ବନବିଭାଗ, ମତ୍ସ୍ୟ ବିଭାଗ, ଓଡିଶା ପୋଲିସ ସମେତ ୯ରୁ ଅଧିକ…

ପଣ୍ୟ ପରିବହନ କ୍ଷେତ୍ରରେ ଇତିହାସ ରଚିଲା ପାରାଦୀପ ବନ୍ଦର

ପାରାଦୀପ: ଭାରତରେ ପଣ୍ୟ ପରିବହନ କ୍ଷେତ୍ରରେ ଇତିହାସ ସୃଷ୍ଟି କରିଛି ପାରାଦୀପ ବନ୍ଦର। କାନଡଲାର ଦିନଦୟାଲ ବନ୍ଦରକୁ ପଛରେ ପକାଇ ପଣ୍ୟ ପରିବହନ ରେ ଏକ ନମ୍ବର ସ୍ଥାନ ହାସଲ କରିଛି ପାରାଦୀପ ବନ୍ଦର। Congratulate @paradipport for becoming No-1 major #port for cargo handling…

ପାରାଦୀପରେ ଉଦଘାଟିତ ହେଲା ପ୍ରଡ଼କ୍ଟ ଆପ୍ଲିକେସନ ଓ ଡେଭଲପମେଣ୍ଟ୍ ସେଣ୍ଟର୍‌

ପାରାଦୀପ: ନିଯୁକ୍ତି ଏବଂ ଆତ୍ମନିଯୁକ୍ତି ସହିତ ଅନ୍ୟ ଦେଶ ପ୍ରତି ନିର୍ଭରଶୀଳତାକୁ ହ୍ରାସ କରିବା ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବୈପ୍ଳବିକ ପଦକ୍ଷେପ ଆଣିବା ଲାଗି ଦୃଢ ପଦକ୍ଷେପ ଗ୍ରହଣ କରିଚାଲିଛନ୍ତି । ପାରାଦୀପରେ ଉଦଘାଟିତ ହୋଇଯାଇଛି ପ୍ରଡକ୍ଟ ଆପ୍ଲିକେସନ ଏବଂ ଡେଭଲପମେଣ୍ଟ୍  …

ମହାନଦୀରେ ବୁଡ଼ିଗଲା ମାଛଧରା ଡଙ୍ଗା; ୨ ମୃତ, ୧୩ ଧୀବରଙ୍କ ଜୀବନ ବଞ୍ଚାଇଲେ ଯୁବକ !

ପାରାଦୀପ: ପାରାଦୀପ ନିକଟବର୍ତ୍ତୀ ମହାନଦୀରେ ଏକ ମାଛଧରା ଡଙ୍ଗା ବୁଡ଼ିଯିବା ଫଳରେ ୨ଜଣ ଧୀବରଙ୍କ ମୃତ୍ୟୁ ଘଟିଛି । ‘ମା କାଳୀ’ ନାମକ ଡଙ୍ଗାରେ ୧୫ଜଣ ଧୀବର ରହିଥିଲେ । ମିଳିଥିବା ସୂଚନାନୁଯାୟୀ, ମହାନଦୀର ଗଭୀର ସ୍ରୋତରେ ଡଙ୍ଗାଟି ବୁଡ଼ିଯାଇଥିଲା । ମୃତକ ଧୀବରମାନେ ହେଲେ ପାରାଦୀପ ଆଦର୍ଶ…

ଭାରିପଡ଼ିଲା ଲକ୍‌ଡାଉନ୍‌ ନିୟମ ଅବମାନନା: ବନ୍ଦ ହେଲା କାରଖାନା

ପାରାଦୀପ: ଲକ୍ ଡାଉନ ନିୟମ କୁ ପାଳନ ନ କରି ବନ୍ଦ ହେଲା କାରଖାନା। ଏଭଳି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ପାରାଦୀପ ଅତିରିକ୍ତ ଜିଲ୍ଲାପାଳ କାହ୍ନୁ ଚରଣ ଧୀର୍। ପାରାଦୀପ କାଲସିନର କାର୍ବନ କାରଖାନାକୁ ସିଲ୍ କରିବା ସହିତ ଏହି କାର୍ଯ୍ୟାନୁଷ୍ଠାନ ଦ୍ୱାରା ଅନ୍ୟ କମ୍ପାନୀ ମାନଙ୍କୁ…

ପାରାଦୀପ ବନ୍ଦରରେ ଲାଗିଲା ତଟରକ୍ଷକ ବାହିନୀର ଜାହାଜ ବରାଦ

ପାରାଦୀପ: ମାର୍ଚ୍ଚ ୧୮ ତାରିଖ ଅପରାହ୍ନରେ ପାରାଦୀପ ବନ୍ଦର ରେ ଭାରତୀୟ ତଟ ରକ୍ଷକ ବାହିନୀ ର ଅନ୍ୟ ତମ ନୌତରୀ ବରାଦ ପହଂଚିଛି ।  ଭାରତ ର ଉତ୍ତର ପୂର୍ବ ଜଳସୀମା ସମେତ  ଉତ୍ତର ପୂର୍ବ ଉପକୂଳରେ ପାଇଁତରା  ଜଳ ପଥ ରେ ଅନୁପ୍ରବେଶ  ରୋକିବା ସହିତ ଅନୁସନ୍ଧାନ ଓ ଉଦ୍ଧାର କାର୍ଯ୍ୟ କରିବ।…

ପାରାଦୀପ ବନ୍ଦରରେ ୨ କରୋନା ସନ୍ଦିଗ୍ଧ ଚିହ୍ନଟ

ପାରାଦୀପ: ବିଶ୍ୱବ୍ୟାପୀ ମାରାତ୍ମକ ଭୂତାଣୁ କରୋନା ଦିନକୁ ଦିନ ଘାତକ ହେବାରେ ଲାଗିଛି । ଆଜି ପାରାଦୀପ ବନ୍ଦରରୁ ୨ କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଛି । ଏହି ଦୁଇ ଜଣ ହେଉଛନ୍ତି ଦମ୍ପତି । ଉଭୟ ସ୍ୱାସୀ ଓ ସ୍ତ୍ରୀ ଭାରତୀୟ ବୋଲି ଜଣାପଡିଛି । ସିଙ୍ଗାପୁରରୁ ପାରାଦୀପ ବନ୍ଦରକୁ ଆସି…