Latest Odisha News

BREAKING NEWS

Browsing Category

ପୁରୀ

Puri

ରାଜଶ୍ରୀ କଳା ଓ ସାହିତ୍ୟର ୩୪ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ପୁରୀ: ସ୍ଥାନୀୟ ସଂସ୍କୃତି ଭବନରେ ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର ୩୪ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରାଚୀନ ଓ ଆଧୁନିକ ସାହିତ୍ୟ ମଧ୍ୟରେ କିପରି ସାମଞ୍ଜସ୍ୟ ରହିବା ଉଚିତ ସେ…

ଶ୍ରୀକ୍ଷେତ୍ର ମହୋତ୍ସବ ପ୍ରସ୍ତୁତି ବୈଠକ

ପୁରୀ:ଆସନ୍ତା ଜାନୁୟାରୀ ୨୫ ରୁ ୨୯ ତାରିଖ ପର୍ଯ୍ୟନ୍ତ ପୁରୀ ଶରଧାବାଲି ଠାରେ ଶ୍ରୀକ୍ଷେତ୍ର ମହୋତ୍ସବ ଅନୁଷ୍ଠିତ ହେବ । ଏହା ସହ ପଲ୍ଲିଶ୍ରୀ ମେଳା ଓ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିଯିବ ବୋଲି ସ୍ଥିର ହୋଇଛି । ସର୍କିଟ ହାଉସ ସମ୍ମିଳନୀ ଗୃହରେ ମହୋତ୍ସବ ଆୟୋଜନ ନିମିତ୍ତ ଏକ…

ପୁରୀରେ ଖୋଖୋ ଦଳର ପ୍ରଶିକ୍ଷଣ କ୍ୟାମ୍ପ

ପୁରୀ: ଆସନ୍ତା ଜାନୁଆରୀ ୩୧ ରୁ ଫେବୃଆରୀ ୧୧ ତାରିଖ ପର୍ଯ୍ୟନ୍ତ ମଧ୍ୟପ୍ରଦେଶଠାରେ ଖେଲୋ ଇଣ୍ଡିଆ ଅନୁଷ୍ଠିତ ହେବ । ଏ ନେଇ ରାଜ୍ୟ ସରକାର ଓ ରାଜ୍ୟ କ୍ରୀଡା ବିଭାଗ ପକ୍ଷରୁ ପୁରୀରେ ପ୍ରଥମଥର ପାଇଁ ରାଜ୍ୟ ଖୋଖୋ ଦଳର କ୍ୟାମ୍ପ ଆୟୋଜନ କରାଯାଇଛି । ଏହି କ୍ୟାମ୍ପ ପୁରୀ ଜିଲ୍ଲା ସ୍କୁଲ ପଡିଆଠାରେ…

ଆରଟିଓଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଂଚିଗଲା ୬ଜଣଙ୍କ ଜୀବନ

ପୁରୀ: ପୁରୀର ମଙ୍ଗଳାହାଟ ନିକଟରେ ବୁଧବାର ବିଳମ୍ବିତ ରାତିରେ ଆସୁଥିବା ଏକ ଅଟୋ ଭାରସମ୍ୟ ହରାଇ ଓଲଟି ପଡିଥିଲା । ଡ୍ରାଇଭର ସମେତ ୫ ଜଣ ଯାତ୍ରୀ ଏଥିରେ ଆଘାତପ୍ରାପ୍ତ ହୋଇଥିଲେ । ଠିକ ସେହି ସମୟରେ ପୁରୀ ଆରଟିଓ ରବିନ ପଟ୍ଟନାୟକ ପୋଲିସ ଏନଫୋର୍ସମେଂଟ ସହିତ ସେହି ବାଟେ ଯାଉଥିଲେ । ସେ ସଙ୍ଗେ…

ପୁରୀ ମେଡିକାଲ ସମସ୍ୟା ନେଇ ଛାତ୍ର କଂଗ୍ରେସର ସିଡିଏମଓଙ୍କ କାର୍ଯ୍ୟାଳୟ ଘେରାଉ

ପୁରୀ: ପୁରୀ ସଦର ମହକୁମା ଡାକ୍ତରଖାନାର ବିଭିନ୍ନ ସମସ୍ୟା ନେଇ ଆଜି ଜିଲ୍ଲା ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ସିଡିଏମଓ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ସେମାନେ ସିଡିଏମଓଙ୍କ ନିକଟରେ ଜନସାଧାରଣଙ୍କ ସମସ୍ୟା ଉପସ୍ଥାପନ କରିଥିଲେ । ଏଥିରେ ୫ ଦଫା ଦାବୀକୁ କାର୍ଯ୍ୟକାରୀ କରିବା ପାଇଁ ସେମାନେ…

ପୁରୀ ରେ ହସ୍ତତନ୍ତ ଓ ହସ୍ତଶିଳ୍ପ ମେଳା ଉଦଘାଟିତ

ପୁରୀ:ରାଜ୍ୟ ସରକାରଙ୍କ ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ ଦ୍ବାରା ସମ୍ବଲପୁରୀ ବସ୍ତ୍ରାଳୟ ପକ୍ଷରୁ ଏକ ହସ୍ତତନ୍ତ ଓ ହସ୍ତଶିଳ୍ପ ମେଳା  ପୁରୀ ସ୍ଥିତ ନୀଳାଚଳ ହାଟ ଠାରେ ଉଦଘାଟିତ ହୋଇଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ବୁଣାକାର, କାରିଗରମାନଙ୍କ ଦ୍ୱାରା…

ପୁରୀରେ ଉଦଘାଟିତ ହେଲା ଭିବ୍ରାନ୍ସ ଫୁଡକୋର୍ଟ

ପୁରୀ: ପର୍ଯ୍ୟଟନ ବିଭାଗ ସହାୟତାରେ ପୁରୀ ଚକ୍ରତୀର୍ଥ ରୋଡସ୍ଥିତ ୟୁଥ ହଷ୍ଟେଲ ନିକଟରେ ଏସଏସ କନସୋରିଟିୟମର ଭିବ୍ରାନ୍ସ ଫୁଡ କୋର୍ଟ ଉଦଘାଟିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତା ମାଧ୍ୟମରେ ଏହାକୁ ଉଦଘାଟନ କରିଥିଲେ । ପର୍ଯ୍ୟଟନ କ୍ଷେତ୍ରରେ ଏହି ଫୁଡ କୋର୍ଟ ବେଶ ସହାୟ…

ଆଂଚଳିକ ପରିବହନ ପକ୍ଷରୁ ପୁରୀରେ ଯାଂଚ ହେଲା ଶହ ଶହ ଗାଡି ମୋଟର

ପୁରୀ: ଆଂଚଳିତ ପରିବହନ ବିଭାଗ ପକ୍ଷରୁ ପୁରୀରେ ସ୍ପେସିଆଲ ଡ୍ରାଇଭ କାର୍ଯ୍ୟକ୍ରମ ମାଧ୍ୟମରେ ଶହ ଶହ ଗାଡି ମୋଟର ଯାଂଚ କରାଯାଇଥିଲା । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଓ ଏସପି କନୱର ବିଶାଲ ସିଂ ଏହାର ତତ୍ୱାବଧାନ କରିଥିଲେ । ନଭେମ୍ବର ୧ରୁ ୨୫ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା…

ଭୋଟର ତାଲିକା ସଂଶୋଧନର ସ୍ୱତନ୍ତ୍ର ଅଭିଯାନ ଦିବସ ଅନୁଷ୍ଠିତ

ପୁରୀ: ୨୦୨୩ ବର୍ଷ ପାଇଁ ନୂତନ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବୋର୍ଡ ଅଫ ରେଭିନ୍ୟୁର ସଚିବ ତଥା ପୁରୀ ଜିଲ୍ଲା ପାଇଁ ନିଯୁକ୍ତ ରୋଲ ଅବଜର୍ଭର ବିଜୟ କେତନ ଉପାଧ୍ୟାୟ, ପୁରୀ ପୌରପାଳିକା ତଥା ସଦରର ବିଭିନ୍ନ ବ୍ଲକ ପରିଦର୍ଶନ କରିଥିଲେ । ଏ ନେଇ…

ଅନ୍ନପୂର୍ଣ୍ଣା ରଙ୍ଗମଂଚରେ ଆୟୋଜିତ ହେଲା ଦେବ ଦୀପାବଳୀ ନୃତ୍ୟୋତ୍ସବ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦେବ ଦୀପାବଳୀ ଉତ୍ସବ ଅବସରରେ ପୁରୀର ଅନ୍ନପୂର୍ଣ୍ଣା ରଙ୍ଗମଂଚରେ ଆୟୋଜିତ ହୋଇଯାଇଛି ପାରମ୍ପାରିକ ନୃତ୍ୟୋତ୍ସବ । କଳାକାରଙ୍କ ମୂକସାକ୍ଷୀ ସାଜିଥିବା ଅନ୍ନପୂର୍ଣ୍ଣା ରଙ୍ଗମଂଚରେ ଓଡିଶାର ଦୁଇ ପ୍ରତିଭାବାନ ନୃତ୍ୟଶିଳ୍ପୀ ଶାସ୍ୱତ ଯୋଶୀ ଓ କୁମାର ଭିମସେନ…