Latest Odisha News

BREAKING NEWS

Browsing Category

ପୁରୀ

Puri

ଜଗା ଦର୍ଶନ ହେଲା ଶେଷ ଦର୍ଶନ: ଶ୍ରୀମନ୍ଦିରରେ ଟଳିପଡ଼ି ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଲାଗି ସୁଦୂର ଛତିଶଗଡ଼ରୁ ଛୁଟି ଆସିଥିଲେ ଜଣେ ବୃଦ୍ଧ। ସେ ନିଜର ପରିବାର ସହ ପୁରୀ ଆସିଥିଲେ। କିନ୍ତୁ ଜାଣି ନଥିଲେ ଯେ ଏହି ଯାତ୍ରା ହେବ ତାଙ୍କର ଶେଷ ଯାତ୍ରା। ଆଜି ସକାଳ ପ୍ରାୟ ସାଢ଼େ ୯ଟା ବେଳେ ଏଭଳି ଘଟଣା ଘଟିଥିବା ଜଣାଯାଇଛି। ଛତିଶଗଡ଼ର ୭୨…

ପୁରୀ ବେଳାଭୂମିରେ ବିଚ୍‌ କନେକ୍ଟ କାର୍ଯ୍ୟକ୍ରମ, ସବୁ ରବିବାର ହେବ ଆୟୋଜନ

ପୁରୀ : ପୁରୀ ବେଳାଭୂମିରେ ବିଚ୍‌ କନେକ୍ଟ କାର୍ଯ୍ୟକ୍ରମ, ସବୁ ରବିବାର ହେବ ଆୟୋଜନ ।   ଆଜିଠାରୁ ସଂଯୋଗ ସ୍ବର୍ଣ୍ଣାଭ ବେଳାଭୂମି କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି । ଆଜି ଭୋର ୫ଟା ୩୦ରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଏହା ୮.୩୦ ଯାଏଁ ଅନୁଷ୍ଠିତ ହୋଇଛି । ପୁରୀ ବେଳାଭୂମିକୁ ସ୍ୱଚ୍ଛ,…

[ଦେଖନ୍ତୁ ଭିଡିଓ] ଚୈତ୍ର ପୂର୍ଣ୍ଣିମାରୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଚନ୍ଦନଯାତ୍ରା ପ୍ରସ୍ତୁତି ଆରମ୍ଭ

 ପୁରୀ :  ଅକ୍ଷୟ ତୃତୀୟା ଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଚନ୍ଦନଯାତ୍ରା। ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀକ୍ଷେତ୍ରର ପଞ୍ଚ ମହାଦେବଙ୍କ ନରେନ୍ଦ୍ର ପୁଷ୍କରିଣୀରେ ୨୧ ଦିନ ବ୍ୟାପି ନୌକା ବିହାର କରିବେ । ସେଥିପାଇଁ ଆଜି ଚୈତ୍ର ପୂର୍ଣ୍ଣିମା ଅବସରରେ…

ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଯୁବକ , ଉଦ୍ଧାର କାର୍ଯ୍ୟ ଜାରି

ପୁରୀ  : ପୁରୀ ସମୁଦ୍ରରେ ଅଘଟଣ । ଗାଧୋଇବା ବେଳେ ନିଖୋଜ ହୋଇଗଲେ ଯୁବକ । ନିଖୋଜ ହୋଇଯାଇଥିବା ଯୁବକ ଜଣକ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ସିଙ୍ଗଳା ଥାନା ଅଞ୍ଚଳର ବଂଶୀଧର ବେହେରା ।  ଏବଂ ଅନ୍ୟ ଦୁଇ ଜଣ ଉଦ୍ଧାର ହୋଇଛନ୍ତି । ଲାଇଫଗାର୍ଡ ଘଟଣା ସ୍ଥଳରେ ପହଁଞ୍ଚି ଦୁଇ ଜଣଙ୍କୁ ଉଦ୍ଧାର କରିଥିଲେ…

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋ ବୁଲି ଦେଖିଲେ ଭି.କେ ପାଣ୍ଡିଆନ୍ , ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର…

ପୁରୀ : ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ପୁରୀ ଜିଲ୍ଲାର ସୁଆଣ୍ଡୋ ଗ୍ରାମ ଗସ୍ତ କରିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ  ।ସୁଆଣ୍ଡୋରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତି ଭିକେ ପାଣ୍ଡିଆନ୍ । ଉତ୍କଳମଣି ଜନ୍ମସ୍ଥାନକୁ ଐତିହରେ ପରିଣତ ପରିଣତ କରିବା ପାଇଁ…

[ଦେଖନ୍ତୁ ଭିଡିଓ] ବୀରଗୋବିନ୍ଦପୁରର ରହସ୍ୟମୟୀ ଜଗତଜନନୀ ମାଆ ଦକ୍ଷିଣକାଳୀ

ପୁରୀ : ସେ ହେଉଛି ରହସ୍ୟମୟୀ ।  ସେ ହେଉଛି ଜଗତଜନନୀ । ଯେଉଁ ସମୟରେ ଡାକିଲେ ବି ତାର ଉପସ୍ଥିତି ଜାହିର କରେ। ଯେତେ ବଡ଼ ବିପଦ ହେଉ ପଛେ ନା ସ୍ମରଣ କରିବା ମାତ୍ରକେ ବିପଦ ବିଚାଲିଯାଏ। ଏଠି ରହିଛି ଅଲୌାକିକ ମହିମା। ଏ ହେଉଛି ଜଗତଜନନୀ ମାଆ ଦକ୍ଷିଣକାଳୀ। ବଡ଼ ରହସ୍ୟମୟୀ ଠାକୁରାଣୀ ସେ । ଯାହର…

[ଦେଖନ୍ତୁ ଭିଡିଓ] ସାହିଯାତର ଚତୁର୍ଥ ଦିନର ଯାତ୍ରା: ସପ୍ତଶିରା, ମେଢ଼ ଓ ନାଗା ନୃତ୍ୟ ପରିବେଷଣ

ପୁରୀ: ପୁରୀରେ ଆଜି ସାହିଯାତର ଚତୁର୍ଥ ଦିନ। ବେଶ ଜାକଜମକର ସହ ଚତୁର୍ଥ ଦିନର ଯାତ୍ରା । ତେବେ ଗତକାଲି ଶ୍ରୀମନ୍ଦିରରେ ବନବାସ ଓ କନ୍ଦର୍ପାଧୀବାସ ନୀତି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ମହାପ୍ରଭୁଙ୍କ ଅଜ୍ଞାମାଳ ପାଇବା ପରେ…

[ଦେଖନ୍ତୁ ଭିଡିଓ] ପାରମ୍ପରିକ ସାହିଯାତର ତୃତୀୟ ଦିବସ ଏକାଦଶୀ ତିଥିରେ ସୀତାବିବାହ

ପୁରୀ:  ଶ୍ରୀରାମ ନବମୀ ଠାରୁ ଶ୍ରୀକ୍ଷେତ୍ରରେ ପାରମ୍ପରିକ ସାହିଯାତ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ରୀତିନୀତି ସହ ଜଡିତ ସାହିଯାତର ତୃତୀୟ ଦିବସ ଏକାଦଶୀ ତିଥିରେ ସୀତାବିବାହ ପ୍ରସ୍ତାବ ଓ ପର୍ଶୁରାମ ଅନୁଷ୍ଠିତ ହୋଇଯାଇଛି । ହରଚଣ୍ଡୀ ସାହି ଆଖେଡା ପକ୍ଷରୁ ଏହି ଚରିତ୍ର ଗୁଡିକ ପରିବେଷଣ…

ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି : ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରାରେ ସାମିଲ ହେବେ ଭକ୍ତ

ପୁରୀ : ଜଗନ୍ନାଥ ପ୍ରେମୀ ଓ ଭକ୍ତଙ୍କ ପାଇଁ ଖୁସି ଖବର। ଆସନ୍ତା ମେ ମାସ ତିନି ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରାରେ ସାମିଲ ହେବେ ଭକ୍ତ। ଗତ ଦୁଇବର୍ଷ ଧରି କୋଭିଡ କଟକଣା ଯୋଗୁ ଭକ୍ତ ମାନେ ଏହି ଯାତ୍ରାରେ ସାମିଲ ହେବାରୁ ବଞ୍ଚିତ ଥିଲେ । ଏବେ ସଂକ୍ରମଣ…

ଛତିଶା ନିଯୋଗ ବୈଠକ : ଚନ୍ଦନଯାତ୍ରା ଓ ଅକ୍ଷୟ ତୃତୀୟା ପ୍ରସ୍ତୁତି ନେଇ ଆଲୋଚନା

ପୁରୀ  : ମଙ୍ଗଳବାର ବସିବ ଛତିଶା ନିଯୋଗ ବୈଠକ । ଅପରାହ୍ନରେ ଅନୁଷ୍ଠିତ ହେବ ଏହି ଛତିଶା ନିଯୋଗ ବୈଠକ ।  ପୁରୀ ବଡ଼ଦାଣ୍ଡ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସ ଠାରେ ଏହି ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ତେବେ ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ଶ୍ରୀମନ୍ଦିର ମୁଖ୍ୟ…