Latest Odisha News

BREAKING NEWS

Browsing Category

ସମ୍ବଲପୁର

Sambalpur

ସମ୍ବଲପୁର ବିଶ୍ୱବିଦ୍ୟାଳୟ ଏଜୁକେସନ ପ୍ରଶ୍ନପତ୍ର ଲିକ୍ ଘଟଣା । ଷଷ୍ଠ ସେମିଷ୍ଟାର ପରୀକ୍ଷା ବାତିଲ୍

ସମ୍ବଲପୁର ବିଶ୍ୱବିଦ୍ୟାଳୟର ଯୁକ୍ତ ୩ ତୃତୀୟ ବର୍ଷ ପ୍ରଶ୍ନ ପତ୍ର ଲିକ୍ ଅଭିଯୋଗ । ଏଜୁକେସନ ଅନର୍ସ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ହେବା ପରେ ପରୀକ୍ଷା ବାତିଲ କରାଯାଇଛି । ସକାଳେ ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ସହ ମିଶୁଛି ଓରିଜିନାଲ ପ୍ରଶ୍ନପତ୍ର । ପ୍ରଶ୍ନପତ୍ର ପେପର ଲିକ୍ ହୋଇଥିବା ନେଇ…

୩ ଦିନ ପରେ ଉଦ୍ଧାର ହେଲା ଆହତ ହାତୀ : ଚିିକିତ୍ସା ପାଇଁ ଆସିଲେ ବିଶେଷଜ୍ଞ ଦଳ

ସମ୍ବଲପୁର  : ଶେଷରେ ଉଦ୍ଧାର ହେଲା ହାତୀ। ୩ ଦିନ ହେଲା ପୋଖରୀରେ ଫସି ରହିଥିଲା ଅସୁସ୍ଥ ହାତୀଟି। ସ୍ଥାନୀୟ ଲୋକେବହୁ ପ୍ରୟାସ କରି ହାତୀକୁ ଉଦ୍ଧାର କରିପାରିନଥିଲେ। ଶେଷରେ ଗାଁର ଲୋକଙ୍କ ପ୍ରୟାସରେ ଉଦ୍ଧାର କରାଯାଇଛି। ସମ୍ବଲପୁର ସାପଲହରା ଗାଁରେ ପୋଖରୀରେ ୩ ଦିନ ହେବ ଫସରହିଥିଲା ଦନ୍ତା…

[ଦେଖନ୍ତୁ ଭିଡିଓ] ଖୋଲା କୂଅରେ ଖସିପଡିଲା କଲରାପତରିଆ ବାଘ, ଉଦ୍ଧାର ପରେ ଜଙ୍ଗଲମୁହାଁ

ସମ୍ବଲପୁର  : କୂଅ ଭିତରୁ ଉଦ୍ଧାର ହେଲା କଲରାପତରିଆ ବାଘ। ଓଡ଼ିଶା ସମ୍ବଲପୁର ଚାରମାଳା ପରିସର ହିନ୍ଦୋଳଘାଟ ନକଟରେ ଥିବା ଏହି କୂଅରେ ବାଘଟି ପଡ଼ିଯାଇଥିଲା। ପରିତ୍ୟକ୍ତ ଅବସ୍ଥାରେ ଖୋଲା କୂଅଟି ଥିବାବେଳେ ଅନ୍ଧାରରେ ବାଘଟି ଜାଣିନପାରି କୂଅ ଭିତରେ ଖସିପଡ଼ିଥିଲା। କୂଅରେ ପାଖାପାଖି ୬ଫୁଟ ଯାଏ…

ଟଙ୍କା ହେରଫେର ଅଭିଯୋଗ: ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତିଙ୍କ ନାଁରେ ଏତଲା

ସମ୍ବଲପୁର: ବିବାଦରେ ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ସଞ୍ଜୀବ ମିତ୍ତଲ । ଧନୁପାଲି ଥାନାରେ ତାଙ୍କ ନାଁରେ ଏତଲା ଦେଲା ସମ୍ବଲପୁର ବାର୍ ଆସୋସିଏସନ । ଏଲ.ଆର୍. ଲ’ କଲେଜ ଛାତ୍ରଙ୍କ ଟଙ୍କା ହେରଫେର ନେଇ ଅଭିଯୋଗ କରିଛି ସଂଘ । ମିତ୍ତଳ ୬୨ ଲକ୍ଷ ୬୭ ହଜାର ଟଙ୍କା ଚଞ୍ଚକତା କରିଥିବା କହିଛି…

ସମ୍ବଲପୁରର ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା ଗିରଫ

ସମ୍ବଲପୁର: ସମ୍ବଲପୁରର ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା ଗିରଫ । ଗତକାଲି ଭିଜିଲାନ୍ସ ଜାଲରେ ପଡ଼ିଥିବା ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା ଧରାପଡ଼ିଥିଲେ ।  । ଜଣେ ସରକାରୀ ଅଧିକାରୀଙ୍କ ମାମଲା ରଫାଦଫା କରିଦେବା ପାଇଁ ବରଗଡ଼ର ମୁକେଶ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଜରିଆରେ ଭିଜିଲାନ୍ସ…

[ଦେଖନ୍ତୁ ଭିଡିଓ] ରାୟପୁର ହେଲିକପ୍ଟର ଦୁର୍ଘଟଣା: ଓଡ଼ିଆ ପାଇଲଟଙ୍କ ମୃତ୍ୟୁ

ସମ୍ବଲପୁର: ରାୟପୁର ହେଲିକପ୍ଟର ଦୁର୍ଘଟଣାରେ ଯେଉଁ ଦୁଇଜଣ ପାଇଲଟଙ୍କ ମୃତ୍ୟୁ ଘଟିଥିଲା, ସେମାନଙ୍କ ଭିତରୁ ଜଣେ ଓଡ଼ିଆ ବୋଲି ଜଣାଯାଇଛି। ମୃତକଙ୍କ ମଧ୍ୟରୁ ଜଣେ ପାଇଲଟ ସମ୍ବଲପୁରର ବୋଲି ଜଣାପଡ଼ିଛି। ମୃତ ପାଇଲଟ ସମ୍ବଲପୁର ଜିଲ୍ଲା ବାହାମ ଗାଁର ଗୋପାଳକୃଷ୍ଣ ପଣ୍ଡା । କ୍ୟାପଟେନ…

ଲକ୍ଷେ ୨୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରାପଡିଲେ କୁଚିଣ୍ଡା ଅତିରିକ୍ତ ତହସିଲଦାର

ସମ୍ବଲପୁର: ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର । ଏକ ଲକ୍ଷ ୨୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କୁଚିଣ୍ଡା ଅତିରିକ୍ତ ତହସିଲଦାର ସାରଦା ମହାରଣାଙ୍କୁ ଧରିଲା ଭିଜିଲାନ୍ସ । ଚଢ଼ାଉ ବେଳେ ତାଙ୍କ ପାଖରୁ ନଗଦ ଅର୍ଥ ମଧ୍ୟ ଜବତ ହୋଇଛି । ଏକ ୮ଜଣିଆ ଭିଜିଲାନ୍ସ ଦଳ ଏହି ଚଢ଼ାଉ କରିଥିଲା । ପରେ…

ଭିସୁଟରେ ଛାତ୍ର ଅଶାନ୍ତି, ପରୀକ୍ଷାକୁ ବିରୋଧ କରି ଶହ ଶହ ଛାତ୍ରଛାତ୍ରୀଙ୍କ ଧାରଣା

ସମ୍ୱଲପୁର : ଭିସୁଟରେ ଛାତ୍ର ଅଶାନ୍ତି । ୧୮ ଘଣ୍ଟାରେ ପହଞ୍ଚିଲା ଭିସୁଟ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ । ଭିସିଙ୍କ ସହ ଆଲୋଚନା ପରେ ବି ନିସ୍କର୍ଷ ବାହାରି ପାରି ନଥିବା ବେଳେ ଜିଦରେ ଅଟଳ ରହିଛନ୍ତି ବୁର୍ଲା ଭିସୁଟ ଛାତ୍ରଛାତ୍ରୀ । ଆସନ୍ତାକାଲି ସେମାନଙ୍କର ପଞ୍ଚମ ସେମିଷ୍ଟାର ପରୀକ୍ଷା…

ହୋଟେଲରୁ ୩୯ ଲକ୍ଷ ଟଙ୍କା ଚୋରି ଘଟଣା : ମାଟି ତଳୁ ବିଡା ବିଡା ଟଙ୍କା ଜବତ, ୪ ଗିରଫ

ସମ୍ବଲପୁର : ସମ୍ବଲପୁରର ଏକ ହୋଟେଲରୁ ୩୯ ଲକ୍ଷ ଟଙ୍କା ଚୋରି ଘଟଣା ।ଏହି ଘଟଣାର ପର୍ଦ୍ଦାଫାସ ହୋଇଛି । ଦେବଗଡରୁ ମାଟି ତଳୁ ଉଦ୍ଧାର ହେଲା ଟଙ୍କା ଭର୍ତ୍ତି ବ୍ୟାଗ । ଏହି ଘଟଣାରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତ ଦୀଲେଶ୍ୱର ବେହେରା, ମାନସ ପ୍ରଧାନ , ଯୋଗେଶ୍ୱର ବେହେରା ଓ ଗୋବିନ୍ଦ ମଲ୍ଲୀକଙ୍କୁ…

ପେଟ୍ରୋଲ୍‌ ଦୁର୍ନୀତି ଅଭିଯୋଗରେ ୩ କନେଷ୍ଟବଳ ନିଲମ୍ବିତ

ସମ୍ବଲପୁର: ପୋଲିସ ବିଭାଗରେ ତେଲ ଦୁର୍ନିତି ଖବର ସାମ୍ନାକୁ ଆସିଛି । ଗତ ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ବ୍ୟବହାର ହୋଇଥିବା ଗାଡି ଗୁଡିକରେ ତେଲ ଭର୍ତି ନେଇ ଓଭର ବିଲିଂ କରାଯାଇଥିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସମ୍ବଲପୁର ଏପସି । ଓଭର ବିଲିଂ ଅଭିଯୋଗରେ ୩…