Latest Odisha News

BREAKING NEWS

Browsing Category

ସମ୍ବଲପୁର

Sambalpur

ମାଫିଆଙ୍କ ଫୋକସରେ ପଶ୍ଚିମଓଡ଼ିଶା

ସମ୍ବଲପୁର : ମାଫିଆଙ୍କ ଫୋକସରେ ପଶ୍ଚିମଓଡ଼ିଶା । ବଢୁଛି ମାଫିଆଙ୍କ ରାଜ୍ । ସମ୍ବଲପୁର ସହରରେ ଦିନକୁ ଦିନ କାୟା ବିସ୍ତ।ର କରିଚାଲିଛନ୍ତି ନିଶା ବେପାରୀ । ଦିନ ଦିପହରରେ ବେଧଡକ ଚାଲାଣ ହେଉଛି ଗଞ୍ଜେଇରୁ ବ୍ରାଉନ ସୁଗର । ସବୁଠାରୁ ବଡ଼ କଥା ହେଲା ଏହାର ଟାର୍ଗେଟରେ ରହିଛନ୍ତି ଛାତ୍ର ଓ ଯୁବପୀଢି…

କଟକଣା ଭିତରେ ଦେବ ଦମ୍ପତିଙ୍କ ବାହାଘର

ସମ୍ବଲପୁର : ମହମାରୀ ଭିତରେ ବି ସମ୍ପନ୍ନ ହୋଇଛି ଦେବ ଦମ୍ପତିଙ୍କ ବାହାଘର । କୋଭିଡ କଟକଣା ଭିତରେ ସମସ୍ତ ରୀତିନୀତି ସହକାରେ କରାଯାଇଛି ବିବାହ । ସମ୍ବଲପୁରର ଝାଡୁଆପଡାରୁ ନେଇ ମୁଦିପଡା ଓ ବଡ଼ବଜାରରେ ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଛି । ମନ୍ଦିରରେ ମହାଦେବଙ୍କ ମହାଆଳତୀ କରାଯାଇ…

ସରିଲା ଦେବଦମ୍ପତି ବିବାହ, ଆଜି ଯୁଗଳ ଦର୍ଶନ

ସମ୍ୱଲପୁର: ଶୀତଳଷଷ୍ଠୀରେ ହେଲା ଦେବଦମ୍ପତି ବିବାହ । ଦେବୀ ପାର୍ବତୀଙ୍କ ହାତ ଧରିଲେ ଦେବ ଦେବ ମହାଦେବ । ଧାର୍ଯ୍ୟ ଲଗ୍ନ ଅନୁସାରେ ଗତକାଲି ବିଳମ୍ବିତ ରାତିରେ ହର-ପାର୍ବତୀଙ୍କ ବିବାହ ସମ୍ପାଦିତ ହୋଇଥିଲା । କୋଭିଡ୍ କଟକଣା ଭିତରେ ନିରାଡମ୍ବର ଉତ୍ସବରେ ମନ୍ଦିର ପ୍ରାଙ୍ଗଣରେ ହୋଇଥିଲା ବିବାହ…

ସମ୍ୱପୁରରେ ଶୀତଳଷଷ୍ଠୀ ଯାତ୍ରା: ଆଜି ହର-ପାର୍ବତୀ ବିବାହ

ସମ୍ୱଲପୁର: ଆଜି ଶୀତଳଷଷ୍ଠୀ । ସମ୍ୱଲପୁରରେ ଅନୁଷ୍ଠିତ ହେବ ଦେବ-ଦମ୍ପତିଙ୍କ ବିବାହ । ବିଧି ରକ୍ଷା ପାଇଁ କରୋନା କଟକଣା ଭିତରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହେବ । ଆଜି ରାତିରେ ହର-ପାର୍ବତୀଙ୍କ ବିବାହ ଅନୁଷ୍ଠିତ ହେବ । ପାର୍ବତୀଙ୍କ ସହ ବିବାଦ ପାଇଁ ବର ବେଶରେ ବାହାରିବେ ଦେବ ଦେବ ମହାଦେବ ।…

ବୁର୍ଲା ଭୀମସାରରେ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ଖୋଲିବାକୁ ଯୋଜନା

ସମ୍ୱଲପୁର: କରୋନାର ଦ୍ୱିତୀୟ ଲହରରେ ବହୁ ଶିଶୁ ସଂକ୍ରମିତ ହେଉଛନ୍ତି । ବିଶେଷଜ୍ଞ ଆକଳନ କରୁଛନ୍ତି ତୃତୀୟ ଲହରରେ ଶିଶୁ ବେଶୀ ସଂକ୍ରମିତ ହେବେ । ବୁର୍ଲୀ ଭୀମସାରରେ ଅଧିକ ଶିଶୁ କରୋନା ଆକ୍ରାନ୍ତ ହେବା ପରେ ସେଠାରେ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ଖୋଲିବା ପାଇଁ ଚିନ୍ତା କରୁଛନ୍ତି ମେଡିକାଲ୍…

ଆକ୍ସିସ୍ ବ୍ୟାଙ୍କରେ ନିଆଁ

ସମ୍ବଲପୁର: ଆକ୍ସିସ୍ ବ୍ୟାଙ୍କରେ ନିଆଁ । ସମ୍ବଲପୁର ବୁଢାରାଜା ଆକ୍ସିସ ବ୍ୟାଙ୍କରେ ଭୟାବହ ଅଗ୍ନିକାଣ୍ଡ । ନିଆଁକୁ ଆୟତ୍ତ କରିବାକୁ ଘଟଣାସ୍ଥଳରେ ୩ଟି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି । ନିଆଁର ଭୟାବହତା ଅଧିକ ଥିବା ବେଳେ ଆୟତ କରିବାରେ ସମସ୍ୟା ଉପୁଜିଥିଲା ।…

ଦୂର ହେବ ଜଳକଷ୍ଟ

ସମ୍ବଲପୁର:ସମ୍ବଲପୁରକୁ ରାଜ୍ୟ ସରକାରଙ୍କ ୧୮୮ କୋଟିର ଭେଟି, ଦୂର ହେବ ଜଳକଷ୍ଟ । ରାଜ୍ୟ କ୍ୟାବିନେଟର ଏହି ସ୍ବତନ୍ତ୍ର ପ୍ଲାନ ପାଇଁ ଟେଣ୍ଡର ଅନୁମୋଦନ ଶେଷ ହୋଇଛି । ଏହି ଯୋଜନା ଦ୍ବାରା ଜିଲ୍ଲାର ସମସ୍ତ ଉପାନ୍ତ ଅଞ୍ଚଳକୁ ପର୍ଯ୍ୟାପ୍ତ ବିଶୁଦ୍ଧ ଜଳ ଯୋଗାଣ ହୋଇପାରିବ । ସମ୍ବଲପୁର ମହାନଗର…

ବୁର୍ଲା ଭୀମସାରରେ ପଶିଲା କରୋନା

ସମ୍ବଲପୁର: ବୁର୍ଲା ଭୀମସାରରେ ପଶିଲା କରୋନା । କାର୍ଡିଓଲୋଜି ବିଭାଗରେ ଚିକିତ୍ସିତ ଜଣେ ରୋଗୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାପରେ ୱାର୍ଡକୁ ବିଶୋଧନ କରାଯାଇଛି । ସରକରାଙ୍କ ଗାଇଡଲାଇନ ଅନୁସାରେ ପଦକ୍ଷେପ ନିଆଯାଉଥିବା କହିଛନ୍ତି ଭୀମସାର ସୁପରିଟେଣ୍ଡେଣ୍ଟ । ସଂପୃକ୍ତ ବ୍ୟକ୍ତିଙ୍କ…

ବୁର୍ଲା ଭୀମସାରରେ ରାଗିଂ ଘଟଣାରେ ୧୮ ଛାତ୍ରଙ୍କୁ ୫୪ ହଜାର ଟଙ୍କା ଜରିମାନା

ସମ୍ବଲପୁର: ବୁର୍ଲା ଭୀମସାରରେ ଦ୍ୱିତୀୟ ବର୍ଷ ଡାକ୍ତରୀ ଛାତ୍ରଙ୍କୁ ରାଗିଂ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ । ୧୮ ସିନିୟର ଛାତ୍ରଙ୍କୁ ୫୪ ହଜାର ଟଙ୍କା ଜରିମାନା ହୋଇଛି । ଆଣ୍ଟିଂ ରାଗିଂ କମିଟିର ତଦନ୍ତ ଓ ସୁପାରିଶ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଭୀମସାର କର୍ତ୍ତୃପକ୍ଷ । ଏହାସହ…

ବୁର୍ଲା ଭୀମସାରରେ ଛାତ୍ରଙ୍କୁ ରାଗିଂ ଅଭିଯୋଗ, ତଦନ୍ତ କରୁଛି ଆଣ୍ଟି ରାଗିଂ ସେଲ୍

ସମ୍ୱଲପୁର: ବୁର୍ଲା ସୁରେନ୍ଦ୍ର ସାଏ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ଆଣ୍ଡ ରିସର୍ଚ୍ଚରେ (ଭୀମ୍‌ସାର) ଛାତ୍ରଙ୍କୁ ରାଗିଂ ଅଭିଯୋଗ । ଏମବିବିଏସ୍ ଦ୍ୱିତୀୟ ବର୍ଷ ଛାତ୍ରଙ୍କୁ ରାଗିଂ ହୋଇଥିବା ଅଭିଯୋଗ ହୋଇଛି । ଏହାପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଭୀମ୍‌ସାର ଡିନ୍‌ । ଆଣ୍ଟି ରାଗିଂ…