Latest Odisha News
Browsing Category

ସମ୍ବଲପୁର

Sambalpur

ସମ୍ବଲପୁର ହୁମା ବକ୍ର ମନ୍ଦିରରେ ହେବନି ଶିବରାତ୍ରି ମେଳା

ସମ୍ୱଲପୁର: କରୋନା ଯୋଗୁଁ ଏବର୍ଷ ସମ୍ୱଲପୁର ଜିଲ୍ଲାର ହୁମା ବକ୍ର ମନ୍ଦିରରେ ଶିବରାତ୍ରି ମେଳା ହେବ ନାହିଁ । ପ୍ରଶାସନ ଓ ଯାତ୍ରା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି । ପୂର୍ବଭଳି ମନ୍ଦିରରେ ରୀତିନୀତି ଅନୁସାରେ କେବଳ ବାବା ବିମଳେଶ୍ୱରଙ୍କ ପୂଜାର୍ଚ୍ଚନା କରାଯିବ । ମନ୍ଦିରକୁ ପ୍ରବେଶ ଓ…

ମା’ ସମଲେଶ୍ବରୀଙ୍କ ଶେଷ ଦର୍ଶନ ନାଁରେ ଶୋଭାଯାତ୍ରା, ବିସ୍ଥାପିତ ଲୋକଙ୍କ ନିଆରା ପ୍ରତିବାଦ

ସମ୍ବଲପୁର: ବିସ୍ଥାପିତ ଲୋକ ନିଆରା ଢ଼ଙ୍ଗରେ ପ୍ରତିବାଦ । ସମ୍ବଲପୁରର ଅଧିଷ୍ଟାତ୍ରି ଦେବୀ ମା’ ସମଲେଶ୍ବରୀ ଦେବୀଙ୍କ ମନ୍ଦିର ଉନ୍ନୟନ କାର୍ଯ୍ୟ ପାଇଁ ଘର ଉଚ୍ଛେଦ ହେଉଥିବା ବିସ୍ଥାପିତ ଲୋକ ନିଆରା ପ୍ରତିବାଦ କରିଛନ୍ତି । ମା’ଙ୍କ ଶେଷ ଦର୍ଶନ ନାଁରେ ଏକ ଶୋଭାଯାତ୍ରା ଆୟୋଜନ କରାଯାଇଛି । ଏହି…

ଥାନାରେ ରାତି କାଟିଲେ ବିଜେପି ନେତା

ସମ୍ୱଲପୁର: ସାରା ରାତି ଉଜାଗର ରହି ଥାନା ପରିସରରେ ବସିଲେ ବିଜେପି ନେତା । ଚାଷ ଅଧିକାରୀ ରାଲି ବେଳେ ସମ୍ୱଲପୁରରୁ ଗିରଫ ବିଜେପି ନେତା ଥାନାରେ ରାତି କାଟିଛନ୍ତି । ପୋଲିସ ଛାଡ଼ିବା ପରେ ବି ଶୀତ କାକରରେ ସେମାନେ ଟାଉନ୍ ଥାନା ଆଗରେ ବସିରହିଲେ । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, କନକ…

ସମଲେଶ୍ୱରୀ ମନ୍ଦିରର ପାରିପାର୍ଶିକ ବିକାଶ ଓ ସୌନ୍ଦର୍ଯ୍ୟକରଣ କାମ ଖୁବଶୀଘ୍ର

ସମ୍ବଲପୁର: ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ପାରିପାର୍ଶିକ ବିକାଶ କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି ସମ୍ବଲପୁର ଯାଇ ମା ସମଲେଶ୍ବରୀଙ୍କ ମନ୍ଦିର ପରିଦର୍ଶନ…

କବି ରାମକୃଷ୍ଣଙ୍କ ଚାରୋଟି ପୁସ୍ତକ ଉନ୍ମୋଚିତ

ସମ୍ବଲପୁର: ଅନ୍ୟା ଆୟୋଜିତ ପୁସ୍ତକ ଲୋକାର୍ପଣ ଉତ୍ସବରେ କବି ରାମକୃଷ୍ଣଙ୍କ ପ୍ରବନ୍ଧ ସଂକଳନ ‘ଜୀବନ ଶୃଂଗାର’, ‘ଆତ୍ମୋପଲବ୍ଧିର କଥନ’, ‘ଅଜ୍ଞାତର ପଦଚିହ୍ନ’ ଏବଂ ୧୨୬ ପୃଷ୍ଠାର ବିରଳ କବିତା ସଂକଳନ ‘ରାଗ ଉତ୍ତରା’ ଲୋକାର୍ପିତ ହୋଇଯାଇଛି। ଏହି ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବରେ…

ହୀରାକୁଦ ଜଳଭଣ୍ଡାରରେ ବିଦେଶୀ ପକ୍ଷୀ ଗଣନା, ୨୧ଟି ଟିମ୍‌ ସାମିଲ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରେ ଆଜିଠାରୁ ଆରମ୍ଭ ହୋଇଛି ବିଦେଶୀ ପକ୍ଷୀ ଗଣନା । ସମ୍ବଲପୁର, ବରଗଡ଼ ଓ ଝାରସୁଗୁଡ଼ା ଫରେଷ୍ଟ ଡିଭିଜନର ମୋଟ ୨୧ଟି ଟିମ୍‌ ଗଣନା କାମରେ ଲାଗିଛନ୍ତି । ଏହାସହ ସମ୍ବଲପୁର OUATର ଛାତ୍ରଛାତ୍ରୀ ମଧ୍ୟ ସାମିଲ ହୋଇଛନ୍ତି । ହୀରାକୁଦ ଜଳଭଣ୍ଡାରରେ ୧୮ଟି ଓ ପାୱାର…

ସମଲେଶ୍ବରୀ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଗହଳି

ସମ୍ବଲପୁର : କୋଭିଡ କଟକଣା ସହ ସ୍ଥାନୀୟ ଭକ୍ତଙ୍କ ଦର୍ଶନ ଲାଗି ସମଲେଶ୍ବରୀ ମନ୍ଦିର ଖୋଲା ଯାଇଛି । ମା'ଙ୍କ ଦର୍ଶନ ପାଇଁ ସକାଳ ୬ ଟାରୁ ଆରମ୍ଭ ହୋଇ ଅପରାହ୍ନ ପର୍ଯ୍ୟନ୍ତ ଭକ୍ତଙ୍କ ପ୍ରବଳ ଗହଳି ଦେଖାଯାଉଛି। ତେବେ ଏହାକୁ ଦୃଷ୍ଟିରେ ରଖି କ୍ଷେତ ରାଜ ପୁର ପୁଲିସ ପକ୍ଷରୁ ପରିଚୟ ପତ୍ର…

ଦେଶରେ ଅଗ୍ରଣୀ ରିସର୍ଚ୍ଚ ହବ୍ ଭାବରେ ଉଭା ହେଉଛି ଓଡ଼ିଶା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର:  ଦେଶରେ ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ରିସର୍ଚ୍ଚ ହବ୍ (ଅନୁସନ୍ଧାନ କ୍ଷେତ୍ରରେ ପେଣ୍ଠସ୍ଥଳ) ଭାବରେ ଉଭା ହେଉଛି ଓଡ଼ିଶା । ଆଇଆଇଏମ୍ ସମ୍ୱଲପୁରର ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇ ଏକଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି,…

IIM ସମ୍ୱଲପୁର ନିଜସ୍ୱ କ୍ୟାମ୍ପସ ପାଇଁ ଆଜି ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ସମ୍ବଲପୁର:  IIM ସମ୍ବଲପୁରର ନିଜସ୍ୱ କ୍ୟାମ୍ପସ ପାଇଁ ଆଜି ଶିଳାନ୍ୟାସ କରାଯିବ । ଆଉ କିଛି ସମୟ ପରେ (ସକାଳ ୧୦ଟା) ଭର୍ଚୁଆଲରେ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ,…

ବୁର୍ଲା ଭୀମସାରରେ ଟଳିଲା ବଡଧରଣର ଅଘଟଣ

ସମ୍ୱଲପୁର: ଗଛ ଭାଙ୍ଗି ବିଦ୍ୟୁତ ତାର ଛିଣ୍ଡିଗଲା । ୧୧ କେଭି ବିଦ୍ୟୁତ ତାର ଛିଣ୍ଡିଯିବାରୁ ସର୍ଟ ସର୍କିଟରୁ ଲାଗିଲା ନିଆଁ । ଏଥିରୁ ବୁର୍ଲା ଭୀମସାର ରକ୍ତଭଣ୍ଡାରରେ ଅଗ୍ନିକାଣ୍ଡ ହୋଇଛି । ପୋଡ଼ି ଯାଇଛି ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର । ଏବେ ବାକି ଥିବା ୩ଟି ଫ୍ରିଜରରେ…