Latest Odisha News
Browsing Category

କଟକ

Cuttack

ଆସନ୍ତାକାଲି କଟକରେ ଡେପୁଟି ମେୟର ନିର୍ବାଚନ ହେବ

 କଟକ : ଆସନ୍ତାକାଲି କଟକ ଡେପୁଟି ମେୟର ନିର୍ବାଚନ ହେବ । ଏନେଇ ପ୍ରେମ ମିଟ କରି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଗୁରୁବାର ୧୦ ଟାରୁ ୧୧ଟା ମଧ୍ୟରେ ପୌର ଉପାଧ୍ୟକ୍ଷ ପଦବୀ ଲାଗି ନାମାଙ୍କନ ଦାଖଲ ହେବ । ଦିନ ୧୧ ଟାରୁ ୧୨ ଟା ମଧ୍ୟରେ ପୌର ଉପାଧ୍ୟକ୍ଷ ପଦବୀ ଲାଗି ନାମାଙ୍କନ ପତ୍ର…

ଗାଙ୍ଗପୁର ଆଇଆଇସି ଦେବକୁମାରଙ୍କ ମୃତ୍ୟୁ, ଏହି ସବୁ ପ୍ରଶ୍ନକୁ ଆଧାର କରି ସିବିଆଇ ତଦନ୍ତ ଦାବି

କଟକ: ଚାକିରି ବେଳେ ନିଜର କାର୍ଯ୍ୟଶୈଳୀ ପାଇଁ ସାହସିକତା ପୁରସ୍କାର ପାଇଥିବା ଗଞ୍ଜାମ ଗାଙ୍ଗପୁର ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ମୃତ୍ୟକୁ ନେଇ ବଢୁଛି ସନ୍ଦେହ । ହାଇକୋର୍ଟରେ ଏ ନେଇ ଜନସ୍ୱାର୍ଥ ମାମଲା ରୁଜୁ ହେବା ସହିତ ସିବିଆଇ ତଦନ୍ତ ଦାବି ହୋଇଛି । ସେହିପରି କୋରାପୁଟ ଜୟପୁରରେ ସିବିଆଇ…

ଯୌତୁକ ଜୁଇରେ ବଳି ପଡିଲା ବଧୂ , ହତ୍ୟା ଅଭିଯୋଗ ନେଇ ଥାନାରେ ଏତଲା

ସାଲେପୁର  : ଯୌତୁକ ନେଇଗଲା ଜୀବନ । ଅଧିକ ଯୌତୁକ ଦାବି କରି ଶାଶୁଘର ଲୋକ ମିଶିକରି ଝିଅକୁ ମାରିଦେଇଥିବା ଅଭିଯୋଗ ଆଣିଛନ୍ତି ଝିଅର ବାପ ଘର ପକ୍ଷ । ସାଲେପୁର ନଇଗୁଆ ଗ୍ରାମରେ ଏପରି ଅଘଟଣ ଘଟିଛି । ଏହି ଘଟଣା ଘଟିବା ପରେ ସାଲେପୁର ପୋଲିସ ମୃତ ଦେହ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।…

[ଦେଖନ୍ତୁ ଭିଡିଓ] ପୁଲିସ୍ ପ୍ରତିଷ୍ଠା ଦିବସ ଅବସରରେ ପୁଲିସ କର୍ମଚାରୀ ସମ୍ବର୍ଦ୍ଧିତ

କଟକ  : ବିଭିନ୍ନ ସ୍ଥାନରେ ପାଳିତ ହୋଇଛି ପୁଲିସ ପ୍ରତିଷ୍ଠା ଦିବସ । ଅନ୍ୟ ସ୍ଥାନ ଭଳି କଟକ ଓଏମପି ସ୍ଥିତ ଷଷ୍ଠ ବାଟାଲିୟନ ଖେଳପଡିଆ ଠାରେ ଏହି ଦିବସକୁ ଧୂମଧାମରେ ପାଳନ କରାଯାଇଛି । ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନିଲ କୁମାର ବଂଶଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୋଲିସ ପ୍ରତିଷ୍ଠା…

ଫାଷ୍ଟ କମ୍ ଫାଷ୍ଟ ସର୍ଭ ଆଧାରରେ ଟଙ୍କା ଫେରିପାଇବେ ଚିଟଫଣ୍ଡ ଜମାକାରୀ

କଟକ : ଚିଟଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଫାଷ୍ଟ କମ୍ ଫାଷ୍ଟ ସର୍ଭ ଆଧାରରେ ଟଙ୍କା ଫେରାଇବାକୁ କହିଲେ ଅଦାଲତ। ଚିହ୍ନଟ ଜମାକାରୀଙ୍କୁ ଯାଞ୍ଚ କରି ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ରାଜ୍ୟର ବହୁଚର୍ଚ୍ଚିତ ଚିଟଫଣ୍ଡ ଠକେଇର ଶିକାର…

ସୁମିତ ତପସ୍ୱିନୀ ପାରିବାରିକ ବିବାଦ ମାମଲା: ହାଇକୋର୍ଟଙ୍କ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ନିର୍ଦ୍ଦେଶ

କଟକ : ବହୁଚର୍ଚ୍ଚିତ ସୁମିତ ଓ ତପସ୍ୱିନୀ ପାରିବାରିକ ବିବାଦ ମାମଲା  ।  ଏହି ମାମଲାରେ ଆସିଛି ନୂଆ ତଥ୍ୟ ।  ମାମଲାରେ ହାଇକୋର୍ଟଙ୍କ ମଧ୍ୟସ୍ଥିତା କେନ୍ଦ୍ରରେ ହାଜର ପାଇଁ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ସୁମିତ ଓ ତମସ୍ୱିନୀଙ୍କୁ ଏପ୍ରିଲ ୯ ତାରିଖରେ ହାଜର…

ଶନିବାର ହାଇକୋର୍ଟ ବାର୍ ଆସୋସିଏସନ ନିର୍ବାଚନ

କଟକ :  ଶନିବାର ହାଇକୋର୍ଟ ବାର୍ ଆସୋସିଏସନ ନିର୍ବାଚନ ହେବ । ସକାଳ ୮ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଭୋଟ ଚାଲିବ । ୩ଟାରେ ଭୋଟ୍‌ ଗ୍ରହଣ ଶେଷ ହେବାପରେ ୪ଟାରୁ ଭୋଟ୍‌ ଗଣତି ଆରମ୍ଭ ହେବ ।ଚଳିତ ଥର ହାଇକୋର୍ଟ ବାର ଆସୋସିଏସନ ବିଭିନ୍ନ ପଦବୀ ପାଇଁ ମୋଟ୍ ୩୬ ଜଣ ପ୍ରାର୍ଥୀ ମଇଦାନକୁ…

ଇଭିଏମ୍‌ ମେସିନ୍‌ରେ ତ୍ରୁଟି, ୨ଟି ବୁଥ୍‌ରେ ମତଦାନ ବାଧାପ୍ରାପ୍ତ

ଭୁବନେଶ୍ୱର : ଆଜି ପୌର ନିର୍ବାଚନ । ବିଭିନ୍ନ ସ୍ଥାନରେ କଡ଼ା ସୁରକ୍ଷା ମଧ୍ୟରେ ଚାଲିଛି ମତଦାନ । ହେଲେ କିଛି ସ୍ଥାନରେ ଇଭିଏମ୍‌ରେ ତ୍ରୁଟି ଥିବା ଖବର ସାମ୍ନାକୁ ଆସିଛି । ଯାହାଫଳରେ ଭୋଟର ମାନେ ଭୋଟ ନଦେଇ ଫେରୁଛନ୍ତି । ନୟାପଲ୍ଲୀ ଅଞ୍ଚଳର ଓ୍ୱାର୍ଡ ନମ୍ବର ୩୯ ଓ ୨୩ରେ କାମ…

[ଦେଖନ୍ତୁ ଭିଡିଓ] ପଖାଳ ଦିବସ: ସହରର ବିଭିନ୍ନ ହୋଟେଲରେ ବିଶେଷ ପ୍ରସ୍ତୁତି

କଟକ :  ଓଡିଆର ପ୍ରିୟ ଖାଦ୍ୟ ହେଉଛି ପଖାଳ । ଘରେ ଘରେ ପରିଚିତ ପଖାଳ ଓଡିଆ ଜାତିର । ଏଥିପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖରେ ଏହି ଦିବସକୁ ପାଳନ କରିଥାନ୍ତି ପଖାଳ ଦିବସ । ଆଜି ପଖାଳ ଦିବସ ଥିବାରୁ କଟକର ବିଭିନ୍ନ ହୋଟେଲ୍, ରେଷ୍ଟୁରାଣ୍ଟରେ ବିଶେଷ ପ୍ରସ୍ତୁତି କରାଯାଇଥିଲା ।…

ନିଆଳିରେ ସରପଞ୍ଚଙ୍କ ଘର ଉପରକୁ ବୋମାମାଡ

ନିଆଳି : ନିଆଳିରେ ବୋମାମାଡ ।  ବ୍ରାହ୍ମଣବାଟି ଗ୍ରାମପଞ୍ଚାୟତ ସରପଞ୍ଚ ସଞ୍ଜୟ କୁମାର ରାଉତରାୟଙ୍କ ଘର ଉପରକୁ ବୋମାମାଡ କରିଛନ୍ତି କିଛି ଦୁବୃର୍ତ୍ତ । ଗୋବିନ୍ଦପୁର ଥାନା ବ୍ରାହ୍ମଣ ବାଟି ପଞ୍ଚାୟତ ନବ ନିର୍ବାଚିତ ସରପଞ୍ଚଙ୍କ ଘର ସମ୍ମୁଖରେ ଏହି  ବୋମାମାଡ ହୋଇଛିି । ଶନିବାର ବିଳମ୍ବିତ…