Latest Odisha News

BREAKING NEWS

Browsing Category

କଟକ

Cuttack

ଚୌଦ୍ୱାର ଅଞ୍ଚଳରେ ହାତୀ ପଲ, ଚିନ୍ତାରେ ଲୋକେ

କଟକ : ଚୌଦ୍ୱାର ଅଞ୍ଚଳରେ ବୁଲୁଛନ୍ତି ହାତୀ ପଲ। ପଲରେ ଥିବା ପ୍ରାୟ  ୩୦ଟି ଶାଳଙ୍ଗା ପଞ୍ଚାୟତରେ ବୁଲୁଥିବା ସ୍ଥାନୀୟ ଲୋକେ କହିଛନ୍ତି ।  ଆଗ୍ରହାଟ, ନଖରା ଗାଁର ଚାଷଜମି ଓ ଜନବସତି ଅଂଚଳରେ ହାତୀ ଦେଖି ଲୋକେ ଭୟଭୀତ ହୋଇପଡିଛନ୍ତି । ଫସଲ ଅମଳର ସମୟ ହୋଇଥିବାରୁ ହାତୀପଲ ଫସଲ ନଷ୍ଟ କରୁଥିବାରୁ…

ଜଗତପୁରରେ ନକଲି ଗୁଟଖା କମ୍ପାନୀରେ ପୁଣି ପୋଲିସ ରେଡ଼, ୨ ଅଟକ

କଟକ: ଗତ କିଛି ଦିନ ହେଲା କଟକରେ ନକଲି କାରବାରର ପର୍ଦ୍ଦାଫାଶ କରିବାରେ ଲାଗିଛି କମିଶନରେଟ୍ ପୋଲିସ । କେତେବେଳେ ନକଲି ମସଲା ତିଆରି କାରଖାନା ତ କେତେବେଳେ ନକଲି ସସ୍ ତିଆରି କାରଖାନା । ଆଜି ଜଗତପୁର ଉମାଶଙ୍କର ଭବନରେ ଚାଲିଥିବା ନକଲି ଗୁଟଖା କମ୍ପାନୀ ଉପରେ ଚଢ଼ାଉ ହୋଇଛି । ଜଗତପୁର ଥାନା…

କୁହୁଡ଼ି ଚାଦର ତଳେ ଲୁଚିଗଲା ଟୁଇନ୍ ସିଟି

ଭୁବନେଶ୍ୱର: ଟୁଇନ୍ ସିଟିରେ ଆଜି ବି ଘନ କୁହୁଡ଼ିର ଆସ୍ତରଣ । ସକାଳୁ ସକାଳୁ ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ କୁହୁଡ଼ି ପଡ଼ିଛି । ଏତେ ମାତ୍ରାରେ କୁହୁଡ଼ି ପଡିଥିଲା ଯେ, ୫୦ ମିଟର ଭିତରେ କିଛି ଦେଖା ଯାଉ ନଥିଲା । ଦିଲ୍ଲୀ ଭଳି ଏଠାରେ କୁହୁଡ଼ିର ଭ୍ରମ ସୃଷ୍ଟି…

ଗ୍ୟାଙ୍ଗଷ୍ଟର ‘ଡି’ ବ୍ରଦର୍ସଙ୍କ ଘରୁ ୮ ବନ୍ଧୁକ, ୫ଶହ ଗୁଳି ଜବତ; ଜେଲରୁ ଚଳାଉଛନ୍ତି ନେଟଓ୍ୱର୍କ

କଟକ: କଟକର ଦୁର୍ଦ୍ଦାନ୍ତ ଗ୍ୟାଙ୍ଗ୍‌ଷ୍ଟର୍‌ ଧଳସାମନ୍ତ ବ୍ରଦର୍ସ ଏବେ ପୁଣି ଚର୍ଚ୍ଚାରେ । ଦୁଇ ଭାଇ ସୁଶାନ୍ତ ଓ ସୁଶୀଲ୍‌ ଧଳସାମନ୍ତ ଜେଲ୍‌ରେ ଥାଇ ଅପରାଧିକ ଗ୍ୟାଙ୍ଗ୍ ପରିଚାଳନା କରୁଥିବା ତଥ୍ୟ ସାମନାକୁ ଆସିଛି । ଖୋଳତାଡ ବେଳେ ଡି’ ବ୍ରଦର୍ସଙ୍କ କଟକ ସିଡିଏ ସ୍ଥିତ ଘରେ ରେଡ୍ ବେଳେ ବାକ୍ସ…

ଭୁବନେଶ୍ୱର ଓ କଟକରେ ଘନ କୁହୁଡ଼ି, ଗାଡ଼ି ଚଳାଚଳରେ ବାଧା

ଭୁବନେଶ୍ୱର: ରାଜ୍ୟରେ ବଢୁଛି ଶୀତ । ବିଭିନ୍ନ ସ୍ଥାନରେ ପାରଦ ୧୫ଡିଗ୍ରୀ ତଳେ ରହୁଛି । ଏହାସହ କୁହୁଡ଼ି ବି ପଡୁଛି । ଆଜି ଭୁବନେଶ୍ୱର ଓ କଟକରେ ଘନ କୁହୁଡ଼ି ପଡ଼ିଥିଲା । ସକାଳୁ ସକାଳୁ ଏତେମାତ୍ରାରେ କୁହୁଡ଼ି ପଡିଥିଲା ଯେ ରାସ୍ତାଘାଟ କିଛି ଦେଖାଯାଉ ନଥିଲା । ଏପରିକି ୨୦ମିଟର ଭିତରେ…

ଦୋକାନ ପଛପାଖ କାନ୍ଥ ତାଡ଼ି ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍

ଜଗତପୁର: ସୁନା ଦୋକାନରେ କଳାକନା ବୁଲାଇ ଦେଲେ ଲୁଟେରା । ଦୋକାନ ପଛପାଖ କାନ୍ଥ ତାଡି ନେଇଗଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା । କଟକ ଜଗତପୁର ସ୍ଥିତ ଆଇବି ରୋଡରେ ଥିବା ସୁନାଗହଣା ଦୋକାନରୁ ଏହି ଲୁଟ୍ ହୋଇଛି । ଅଭିଯୋଗ ଅନୁସାରେ ଲୁଟେରା ୬୦ଭରି ସୁନା, ୩୫ କେଜି ରୁପା ଓ ନଗଦ ୬୦ ହଜାର ଟଙ୍କା…

କଟକ IIFL ଲୁଟ୍ ଘଟଣାରେ ଆଉ ଦୁଇ ଜଣ ଗିରଫ

କଟକ: ନୂୟାସଡ଼କ IIFL ଫାଇନାନ୍ସ କମ୍ପାନୀରୁ ଲୁଟ୍ ଲୁଟ ଘଟଣାରେ ଆଉ ଦୁଇ ଅଭିଯୁକ୍ତ ଗିରଫ । ସେମାନେ ହେଲେ ଦେବାଶିଷ ହାଜରା ଓ ନୀଳମଣି ସାହୁ । ଦୁଇ ଅଭିଯୁକ୍ତ ଚଞ୍ଚକତା କରି ବ୍ୟାଙ୍କରୁ ସୁନା ହଡ଼ପ କରିବା ସହିତ ଋଣ କାରବାରରେ ସଂପୃକ୍ତ ଥିଲେ । ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ…

ବାବା ଧବଳେଶ୍ୱରଙ୍କୁ ରାତି ୩ଟାରେ ଲାଗି ହେଲା ଗଜଭୋଗ

ଆଠଗଡ଼(କଟକ): କଟକ ଜିଲ୍ଲା ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠରେ ପାଳିତ ହୋଇଛି ବଡ଼ଓଷା । ଏହି ଅବସରରେ ଗତକାଲି ରାତି ୩ଟାରେ ଗଜଭୋଗ ଲାଗି ହୋଇଥିଲା । ରାତି ଗୋଟାଏରେ ପହଡ଼ ଖୋଲାଯାଇ ମଙ୍ଗଳ ଆଳତି, ବାଳଭୋଗ ସହ ଅନ୍ୟାନ୍ୟ ନୀତିକାନ୍ତି ହୋଇଥିଲା । ଏହାପରେ ରାତି ୩ଟାରେ ବାବା…

କଟକ ବାଦାମବାଡ଼ିରେ ଜଳିଗଲା ବସ୍

କଟକ: ବସଷ୍ଟାଣ୍ଡରେ ଠିଆ ହୋଇଥିବା ବେଳେ ବସରେ ଲାଗିଲା ନିଆଁ । କଟକ ବାଦାମବାଡ଼ି ବସଷ୍ଟାଣ୍ଡରେ ଏକ ଘରୋଇ ବସରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ପାଲାମଣ୍ଡପ ପାଖ ପୁରୀ ବସଷ୍ଟାଣ୍ଡରେ ହୋଇଛି ଏହି ଅଗ୍ନିକାଣ୍ଡ । ନିଆଁ ଲାଗି ଗୋଟିଏ ବସ୍ ସମ୍ପୂର୍ଣ୍ଣ ଜଳି ଯାଇଛି । ଏତେ ଜୋରରେ ନିଆଁ ଲାଗିଛି…

କଟକ IIFL ଲୁଟ ଲିଙ୍କ: ବାହା ହେବାକୁ ଯିବା ବେଳେ ବରକୁ ଉଠାଇ ଆଣିଲା ପୋଲିସ

କଟକ: କଟକ ନୟାସଡ଼କ IIFL ଲୁଟ ଘଟଣାରେ ଖୋଳତାଡ ଜାରି ରଖିଛି କମିଶନରେଟ ପୋଲିସ । ଜଣଙ୍କ ପରେ ଜଣେ ଅଭିଯୁକ୍ତ ପୋଲିସ ପଞ୍ଝାକୁ ଆସୁଛନ୍ତି । ମାଷ୍ଟରମାଇଣ୍ଡର ଲିଙ୍କ ଖୋଜି ଚାଲିଛି ପୋଲିସ । ଏବେ ଲୁଟ୍ ଲିଙ୍କରେ ଗତକାଲି ଫାଇନାନ୍ସ କମ୍ପାନୀର ଲେଡି ଲୁଟେରା ମ୍ୟାନେଜର ଗିରଫ ହୋଇଥିବା ବେଳେ ଏବେ…