Latest Odisha News

BREAKING NEWS

Browsing Category

କଟକ

Cuttack

ଭୁବନେଶ୍ୱର ଓ କଟକରେ ଘନ କୁହୁଡ଼ି, ଗାଡ଼ି ଚଳାଚଳରେ ବାଧା

ଭୁବନେଶ୍ୱର: ରାଜ୍ୟରେ ବଢୁଛି ଶୀତ । ବିଭିନ୍ନ ସ୍ଥାନରେ ପାରଦ ୧୫ଡିଗ୍ରୀ ତଳେ ରହୁଛି । ଏହାସହ କୁହୁଡ଼ି ବି ପଡୁଛି । ଆଜି ଭୁବନେଶ୍ୱର ଓ କଟକରେ ଘନ କୁହୁଡ଼ି ପଡ଼ିଥିଲା । ସକାଳୁ ସକାଳୁ ଏତେମାତ୍ରାରେ କୁହୁଡ଼ି ପଡିଥିଲା ଯେ ରାସ୍ତାଘାଟ କିଛି ଦେଖାଯାଉ ନଥିଲା । ଏପରିକି ୨୦ମିଟର ଭିତରେ…

ଦୋକାନ ପଛପାଖ କାନ୍ଥ ତାଡ଼ି ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍

ଜଗତପୁର: ସୁନା ଦୋକାନରେ କଳାକନା ବୁଲାଇ ଦେଲେ ଲୁଟେରା । ଦୋକାନ ପଛପାଖ କାନ୍ଥ ତାଡି ନେଇଗଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା । କଟକ ଜଗତପୁର ସ୍ଥିତ ଆଇବି ରୋଡରେ ଥିବା ସୁନାଗହଣା ଦୋକାନରୁ ଏହି ଲୁଟ୍ ହୋଇଛି । ଅଭିଯୋଗ ଅନୁସାରେ ଲୁଟେରା ୬୦ଭରି ସୁନା, ୩୫ କେଜି ରୁପା ଓ ନଗଦ ୬୦ ହଜାର ଟଙ୍କା…

କଟକ IIFL ଲୁଟ୍ ଘଟଣାରେ ଆଉ ଦୁଇ ଜଣ ଗିରଫ

କଟକ: ନୂୟାସଡ଼କ IIFL ଫାଇନାନ୍ସ କମ୍ପାନୀରୁ ଲୁଟ୍ ଲୁଟ ଘଟଣାରେ ଆଉ ଦୁଇ ଅଭିଯୁକ୍ତ ଗିରଫ । ସେମାନେ ହେଲେ ଦେବାଶିଷ ହାଜରା ଓ ନୀଳମଣି ସାହୁ । ଦୁଇ ଅଭିଯୁକ୍ତ ଚଞ୍ଚକତା କରି ବ୍ୟାଙ୍କରୁ ସୁନା ହଡ଼ପ କରିବା ସହିତ ଋଣ କାରବାରରେ ସଂପୃକ୍ତ ଥିଲେ । ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ…

ବାବା ଧବଳେଶ୍ୱରଙ୍କୁ ରାତି ୩ଟାରେ ଲାଗି ହେଲା ଗଜଭୋଗ

ଆଠଗଡ଼(କଟକ): କଟକ ଜିଲ୍ଲା ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠରେ ପାଳିତ ହୋଇଛି ବଡ଼ଓଷା । ଏହି ଅବସରରେ ଗତକାଲି ରାତି ୩ଟାରେ ଗଜଭୋଗ ଲାଗି ହୋଇଥିଲା । ରାତି ଗୋଟାଏରେ ପହଡ଼ ଖୋଲାଯାଇ ମଙ୍ଗଳ ଆଳତି, ବାଳଭୋଗ ସହ ଅନ୍ୟାନ୍ୟ ନୀତିକାନ୍ତି ହୋଇଥିଲା । ଏହାପରେ ରାତି ୩ଟାରେ ବାବା…

କଟକ ବାଦାମବାଡ଼ିରେ ଜଳିଗଲା ବସ୍

କଟକ: ବସଷ୍ଟାଣ୍ଡରେ ଠିଆ ହୋଇଥିବା ବେଳେ ବସରେ ଲାଗିଲା ନିଆଁ । କଟକ ବାଦାମବାଡ଼ି ବସଷ୍ଟାଣ୍ଡରେ ଏକ ଘରୋଇ ବସରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ପାଲାମଣ୍ଡପ ପାଖ ପୁରୀ ବସଷ୍ଟାଣ୍ଡରେ ହୋଇଛି ଏହି ଅଗ୍ନିକାଣ୍ଡ । ନିଆଁ ଲାଗି ଗୋଟିଏ ବସ୍ ସମ୍ପୂର୍ଣ୍ଣ ଜଳି ଯାଇଛି । ଏତେ ଜୋରରେ ନିଆଁ ଲାଗିଛି…

କଟକ IIFL ଲୁଟ ଲିଙ୍କ: ବାହା ହେବାକୁ ଯିବା ବେଳେ ବରକୁ ଉଠାଇ ଆଣିଲା ପୋଲିସ

କଟକ: କଟକ ନୟାସଡ଼କ IIFL ଲୁଟ ଘଟଣାରେ ଖୋଳତାଡ ଜାରି ରଖିଛି କମିଶନରେଟ ପୋଲିସ । ଜଣଙ୍କ ପରେ ଜଣେ ଅଭିଯୁକ୍ତ ପୋଲିସ ପଞ୍ଝାକୁ ଆସୁଛନ୍ତି । ମାଷ୍ଟରମାଇଣ୍ଡର ଲିଙ୍କ ଖୋଜି ଚାଲିଛି ପୋଲିସ । ଏବେ ଲୁଟ୍ ଲିଙ୍କରେ ଗତକାଲି ଫାଇନାନ୍ସ କମ୍ପାନୀର ଲେଡି ଲୁଟେରା ମ୍ୟାନେଜର ଗିରଫ ହୋଇଥିବା ବେଳେ ଏବେ…

ଅସଲି ବ୍ରାଣ୍ଡରେ ନକଲି କାରବାର: କଟକରୁ ନକଲି ଘିଅ କାରଖାନା ଠାବ

କଟକ: ବ୍ରାଣ୍ଡ ଅସଲି । ଜିନିଷ ନକଲି । କଟକରୁ ପୁଣି ନକଲି ଘିଅ କାରଖାନା ଠାବ । ସଦର ଥାନା ଅନ୍ତର୍ଗତ ଗବଗସ୍ତରେ ଠାବ କଲା ମାଲଗୋଦାମ ଥାନା ପୋଲିସ । ନାମୀଦାମୀ ବ୍ରାଣ୍ଡର ବିପୁଳ ନକଲି ଘିଅ ଓ ପ୍ରସ୍ତୁତି ସାମଗ୍ରୀ ଜବତ କରାଯାଇଛି । ପାମୋଲିନ ତେଲ, ବିଭିନ୍ନ କମ୍ପାନୀ ଲୋଗୋ ସହ ଲକ୍ଷାଧିକ…

କଟକରେ ଫାଇନାନ୍ସ କମ୍ପାନୀରୁ ଲୁଟ୍ ଘଟଣାରେ ସମସ୍ତ ଅଭିଯୁକ୍ତ ଅଟକ

କଟକ: କମିଶନରେଟ ପୋଲିସକୁ ବଡ଼ ସଫଳତା । କଟକ ନୟାସଡକ ସ୍ଥିତ ଫାଇନାନ୍ସ କମ୍ପାନୀରୁ ଟଙ୍କା ଓ ସୁନା ଗହଣା ଲୁଟ୍ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ ଅଟକ ରଖିଛି । ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପୋଲିସ କମିଶନର ଡକ୍ଚର ସୁଧାଂଶୁ ଷଡଙ୍ଗୀ । ପୋଲିସ କମିଶନର…

ଅକ୍ସିଜେନ ପାଇପ୍‌ରେ ଲିକ୍ ଯୋଗୁଁ କଟକ SCBରେ ଓପନ ହାର୍ଟ ସର୍ଜରୀ ବନ୍ଦ

କଟକ: ଅକ୍ସିଜେନ ପାଇପ୍‌ରେ ଲିକ୍ ଯୋଗୁଁ କଟକ ବଡ଼ମେଡିକାଲର କାର୍ଡିଓଥୋରାସିସ ବିଭାଗରେ ଓପନ ହାର୍ଟ ସର୍ଜରୀ ବନ୍ଦ । ସ୍ଥିତି ସ୍ୱାଭାବିକ ହେବା ଯାଏ ଏସସିବିରେ ଓପନ୍ ହାର୍ଟ ସର୍ଜରୀ ବନ୍ଦ ରହିବ ବୋଲି ସୂଚନା ମିଳିଛି । ଆଇସିୟୁ ଏବଂ ଓଟିରେ ସର୍ଜରୀ ବନ୍ଦ ରହିବା ନେଇ ସୂଚନା ମିଳିଛି । ତେବେ…

ବସରୁ ଜବତ ହେଲା ଶହଶହ ପକ୍ଷୀ, ୨ ଅଟକ

କଟକ: ଘରୋଇ ବସରେ ଶତାଧିକ ପକ୍ଷୀ ଓ ଠେକୁଆ ଚୋରା ଚାଲାଣ ହେଉଥିବା ବେଳେ ଉଦ୍ଧାର କରିଛି ବାଦାମବାଡି ପୋଲିସ । ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖିଛି । ପିପୁଲ ଫର ଆନିମଲ ସଂସ୍ଥା ପକ୍ଷରୁ ଏହି ପକ୍ଷୀ ଓ ଠେକୁଆଙ୍କୁ ଉଦ୍ଧାର ପରେ ଚିକିତ୍ସା ପାଇଁ ପଶୁ ଡାକ୍ତରଖାନା ନିଆଯାଇଛି। ଉଦ୍ଧାର…