Latest Odisha News
Browsing Category

କଟକ

Cuttack

ହୋମଗାର୍ଡଙ୍କ ଦରମା ବଢ଼ାଇବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ହୋମଗାର୍ଡଙ୍କ ମାନ୍ୟତା ବଢାଇ ଦରମା ଦେବାକୁ ଓଡିଶା ହାଇକୋର୍ଟ ଶୁକ୍ରବାର ଦିନ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ ରାଜ୍ୟ ସରକାରଙ୍କୁ ସପ୍ତମ ବେତନ କମିଶନ ଅନୁସାରେ, ଜାନୁଆରୀ ୧, ୨୦୨୦ରୁ ଦୈନିକ ୫୦୦ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଓ ମାସକ ମଧ୍ୟରେ…

ଲାଞ୍ଚ ନେଇ ଗିରଫ ହେଲେ ପ୍ରଧାନ ଶିକ୍ଷୟିତ୍ରୀ

ବାଙ୍କି: କଟକ ଜିଲ୍ଲାର ଏକ ବିଦ୍ୟାଳୟର ଜନୈକ ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମୀପ୍ରଭା ଶତପଥିଙ୍କ ବିରୋଧରେ ଲାଞ୍ଚ ନେବା ଅଭିଯୋଗରେ ଗୁରୁବାର ଦିନ ଖୋର୍ଦ୍ଧା ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି। ସେ ତୁଳସୀପୁରର ରଗଣୀ ସାହିରେ ଥିବା ଏକ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଭାବେ…

ପୂର୍ବତନ ବିଜେଡି ବିଧାୟକ ଅନାମ ନାଏକଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ

କଟକ: ଓଡିଶା ହାଇକୋର୍ଟ ବୁଧବାର ଦିନ ଭବାନୀପାଟଣାର ପୂର୍ବତନ ବିଜେଡି ବିଧାୟକ ଅନାମ ନାଏକଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । କୋର୍ଟ ତଦନ୍ତରେ ସହଯୋଗ କରିବାକୁ ମଧ୍ୟ ନିଦେ୍ର୍ଧଶ ଦେଇଛନ୍ତି । ସୂଚନାଯୋଗ୍ୟ, ଜୟପୁରର ଭିଜିଲାନ୍ସ ଅଧିକାରୀ ୧୭ ଜାନୁଆରୀରେ ଅନାମ ନାଏକଙ୍କ…