Latest Odisha News

BREAKING NEWS

Browsing Category

କଟକ

Cuttack

ମହାପ୍ରୟାଣ ଗାଡ଼ିରେ ପରିବା ପରିବହନ: ସୋସିଆଲ ମିଡିଆରେ ଫଟୋ ଭାଇରଲ

ଅନୁଗୁଳ: ମହାପ୍ରୟାଣ ଗାଡ଼ିରେ ପରିବା ପରିବହନ । କଥାଟି କାନକୁ ଅଜବ ଶୁଭୁଥିଲେ ବି ସତ । ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ (ଡିଏଚଏଚ) ମୃତଦେହ ଜମା କରିବା ପରେ ପନିପରିବା ପରିବହନ କରୁଥିବା ଏକ ମହାପ୍ରୟାଣ ଗାଡିକୁ ନେଇ ଏଠାରେ ଅସନ୍ତୋଷ ସୃଷ୍ଟି ହୋଇଛି। ମିଳିଥିବା ସୂଚନା…

ଏସସିବିକୁ ବିଶ୍ୱସ୍ତରୀୟ ଯୋଜନା; ଆଜି ପୁଣି ଉଚ୍ଛେଦ ପ୍ରକ୍ରିୟା ଜାରି

କଟକ: କଟକର ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ବିଶ୍ୱସ୍ତରୀୟ କରିବା ଯୋଜନାରେ ଏସସିବି ପରିସରରେ ଉଚ୍ଛେଦ ପ୍ରକ୍ରିୟା ଚାଲିଛି । ଆଜି ପୁଣି ଏସସିବି ସମ୍ପ୍ରସାରଣ କରିବା ପାଇଁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ହିନ୍ଦ ସିନେମା ରୋଡରୁ ତାଳଦଣ୍ଡା କେନାଲ ଯାଏଁ ଉଚ୍ଛେଦ କାର୍ଯ୍ୟ ଚାଲିଛି…

୫ଟି ସଚିବଙ୍କ କଟକ ଗସ୍ତ; ଖାନନଗରକୁ ସ୍ଥାନାନ୍ତର ହେବ ବାଦାମବାଡି ବସଷ୍ଟାଣ୍ଡ

କଟକ: ଅତିଶୀଘ୍ର କଟକ ବାଦାମବାଡି ବସଷ୍ଟାଣ୍ଡର ନବୀକରଣ ଓ ଆଧୁନିକୀକରଣ କାମ ଆରମ୍ଭ ହେବାର ସମ୍ଭାବନା ରହିଛି । ମଙ୍ଗଳବାର ଦିନ ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ଆକସ୍ମିକ କଟକ ଗସ୍ତ ପରେ ଚର୍ଚ୍ଚା ଜୋର ଧରିଛି । ମିଳିଥିବା ସୂଚନା ମୁତାବକ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି, ପୋଲିସ…

କରୋନା ଭାଇରସ: ଏସସିବିରେ ଆଉ ୨ କରୋନା ସନ୍ଦିଗ୍ଧ ଭର୍ତ୍ତି

କଟକ: କଟକର ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଆଉ ଦୁଇ ଜଣ କରୋନା ସନ୍ଦିଗ୍ଧ ଭର୍ତ୍ତି ହୋଇଛନ୍ତି । ଡିଏମଇଟି ଡା. ସିବିକେ ମହାନ୍ତିଙ୍କ ସୂଚନା ଅନୁସାରେ, ୨ ଜଣ କରୋନା ସନ୍ଦିଗ୍ଧଙ୍କ ମଧ୍ୟରୁ ଜଣେ ଇଟାଲୀରୁ ଫେରିଛନ୍ତି ଓ ଅନ୍ୟ ଜଣେ ଓମାନ ସହ ସଂପୃକ୍ତ । ଡାକ୍ତରଙ୍କ ମୁତାବକ, ଉଭୟଙ୍କୁ…

ଭୁବନେଶ୍ୱର ହୋଟେଲରୁ ଠାବ ହେଲେ ଏସସିବିରୁ ନିଖୋଜ କରୋନା ସନ୍ଦିଗ୍ଧ

କଟକ: ଏସସିବି ମେଡିକାଲର ଆଇସୋଲେସନ ୱାର୍ଡରୁ ନିଖୋଜ ହୋଇଥିବା ଆୟର୍ଲାଣ୍ଡ ନାଗରିକଙ୍କୁ ଭୁବନେଶ୍ୱରର ଏକ ହୋଟେଲରୁ ଠାବ କରାଯାଇଛି । ଭୁବନେଶ୍ୱର ବିମାନ ବନ୍ଦରରେ ଥର୍ମାଲ ସ୍କ୍ରିନିଂ ହେବା ପରେ ତାଙ୍କ ଶରୀରରେ ତାପମାତ୍ରା ଥିବା ଜଣାପଡିଥିଲା । ଏହାପରେ ତାଙ୍କୁ କରୋନା ସନ୍ଦେହରେ ଏସସିବି…

କରୋନା ଭାଇରସ: ପାରାଦୀପ ବନ୍ଦରରୁ ଚିହ୍ନଟ ଦମ୍ପତିଙ୍କ ରିପୋର୍ଟ ନେଗେଟିଭ

କଟକ: ଦୁଇ ଦିନ ତଳେ ପାରାଦୀପ ବନ୍ଦରରୁ ଚିହ୍ନଟ ହୋଇଥିବା ଦମ୍ପତିଙ୍କ ରକ୍ତ ନମୂନା ନେଗେଟିଭ ରହିଥିବା ଜଣାପଡିଛି । ସିଙ୍ଗାପୁରର ଏକ ମାଲବାହୀ ଜାହାଜର ଭାରତୀୟ ଚାଳକ ଦଳ ସଦସ୍ୟ ଓ ତାଙ୍କ ପତ୍ନୀଙ୍କୁ ମାର୍ଚ୍ଚ ୨ ତାରିଖରେ କରୋନା ସନ୍ଦେହରେ ଏସସିବି ମେଡିକାଲର ଆଇସୋଲେସନ ୱାର୍ଡରେ ରଖାଯାଇଥିଲା…

ସଫଳ ହେଲା ରାଜ୍ୟର ତୃତୀୟ କିଡନୀ ପ୍ରତ୍ୟାରୋପଣ

କଟକ/ ଭୁବନେଶ୍ୱର: ଗୁରୁବାର ଦିନ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଡାକ୍ତରମାନେ ସଫଳତାପୂର୍ବକ କିଡନୀ ପ୍ରତ୍ୟାରୋପଣ କରିଛନ୍ତି । କିଡନୀ ଦାନ କରିଥିବା ମହିଳା ହେଉଛନ୍ତି ପୁରୀ ଜିଲ୍ଲା ଡେଲାଙ୍ଗର ରାଜଲକ୍ଷ୍ମୀ ଦାସ । ନିକଟରେ ସେ ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ ଓ ତାଙ୍କୁ…

କଟକ ଏସସିବି ସମ୍ପ୍ରସାରଣ: ବସ୍ତି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

କଟକ: କଟକର ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ସମ୍ପ୍ରସାରଣ ପାଇଁ ଆଜିଠାରୁ ପୁଣି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଚୂନ ଭାଟି, ରାଣୀହାଟ, ମଙ୍ଗଳା ବସ୍ତି, ତାଳଦଣ୍ଡା କେନାଲ ବସ୍ତିର ଉଚ୍ଛେଦ ହେଉଛି । ମୋଟ ୯୫ଟି ବସ୍ତି ଘର ଉଚ୍ଛେଦ ନେଇ ଭଙ୍ଗାକାର୍ଯ୍ୟ ଆରମ୍ଭ ହୋଇଯାଇଛି । ସିଏମସି…

ପୁଣି ଏସସିବିରେ ବିରଳ ଅସ୍ତ୍ରୋପଚାର; ଶିଶୁକନ୍ୟାର ବିଶି ଆଙ୍ଗୁଳି ହେଲା ବୁଢ଼ା ଆଙ୍ଗୁଳି

କଟକ: ବିରଳ ଅସ୍ତ୍ରୋପଚାର କରି କଟକ ବଡ ମେଡିକାଲ ପୁଣି ଥରେ ଇତିହାସ ରଚିଛି । ଜନ୍ମରୁ ବୁଢ଼ା ଆଙ୍ଗୁଳି ନଥିବା ୧୫ ମାସର ଶିଶୁକନ୍ୟା ଦେହରେ ବିରଳ ଅସ୍ତ୍ରୋପଚାର କରାଯାଇ ବିଶି ଆଙ୍ଗୁଳିକୁ ବୁଢ଼ା ଆଙ୍ଗୁଳି କରାଯାଛି । ଦେବଗଡ ଜିଲ୍ଲା ଛତାବାର ଗ୍ରାମର ସୁରେନ୍ଦ୍ର କୁମାର ପ୍ରଧାନଙ୍କ ୧୫ ମାସର…

କାଲିଠୁ ଭୁବନେଶ୍ୱର ଓ କଟକ ମଧ୍ୟରେ ଗଡିବ ଜନସାଧାରଣ ଏକ୍ସପ୍ରେସ

ଭୁବନେଶ୍ୱର: ଲୋକଙ୍କ ଯାତ୍ରା ସମ୍ବନ୍ଧୀୟ ଆବଶ୍ୟକତାକୁ ପୂରଣ କରିବା ପାଇଁ ଆସନ୍ତା କାଲିଠାରୁ ଭୁବନେଶ୍ୱର ଓ କଟକ ସହର ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ । ଏହାକୁ ମାର୍ଚ୍ଚ ୧ରୁ ୩୧ ତାରିଖ ମଧ୍ୟରେ ପରୀକ୍ଷାମୂଳକ ଭାବେ ଚଳାଚଳ କରାଯିବ । ଭୁବନେଶ୍ୱରରୁ ଆରମ୍ଭ ହୋଇ ଏହି ଟ୍ରେନ୍…