Latest Odisha News

BREAKING NEWS

Browsing Category

ଢେଙ୍କାନାଳ

Dhenkanal

ହାତୀ ଆକ୍ରମଣରେ ଯୁବକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଉତ୍ୟକ୍ତ ଲୋକ

ଢେଙ୍କାନାଳ: ଗତ କିଛି ଦିନ ହେବ ଢେଙ୍କାନାଳ ଜିଲ୍ଲାରେ ହାତୀ ଆତଙ୍କ ଖେଳାଇଛି । ଗୋବିନ୍ଦପୁରରେ ହାତୀ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଏହାପରେ ତାତିଛନ୍ତି ଉତ୍ୟକ୍ତ ଲୋକ । ହୀତା ଘଉଡ଼ାଇବା ଓ ଲୋକଙ୍କ ସୁରକ୍ଷା ଦାବିରେ ଗୋବିନ୍ଦପୁର ନିକଟରେ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ…

କାରଖାନା ଭିତରେ ଦନ୍ତା ହାତୀ, ଜୀବନ ବିକଳରେ ଧାଇଁଲେ ଶ୍ରମିକ

ଢେଙ୍କାନାଳ: କାରଖାନାରେ ପଶିଲା ଦନ୍ତା ହାତୀ । ଏପରି ଅଜବ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାରେ । ଢେଙ୍କାନାଳ ହିନ୍ଦୋଳ ଉପଖଣ୍ଡର ଝାଡବନ୍ଧ ଠାରେ ନିର୍ମାଣଧୀନ ରୁଙ୍ଗଟା ଷ୍ଟିଲ କାରଖାନା ପରିସରକୁ ଆଜି ଏକ ଦନ୍ତା ହାତୀ ପଶି ଯାଇଥିବା ଦେଖିବାକୁ ମିଳିଛି । ହାତୀଟିକୁ ଦେଖି…

କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ 

ଢେଙ୍କାନାଳ : ଢେଙ୍କାନାଳ ସହର ଷ୍ଟେସନ ବଜାର ଅଞ୍ଚଳରେ ଥିବା କଳିଙ୍ଗ ଝୋଟ କାରଖାନାରେ ଦୁର୍ଘଟଣା ଘଟିଛି । କାରଖାନାରେ କାମ କରୁଥିବା ବେଳେ ମେସିନରେ ଚାପ ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି ।  ମୃତକ ଜଣଙ୍କ କଟକ ଗୁରୁଡିଝାଟିଆର ପ୍ରଶାନ୍ତ ରାଉତ ବୋଲି ଜଣାପଡିଛି । ପ୍ରଶାନ୍ତ…

ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଅତିରିକ୍ତ ତହସିଲଦାର

ଢେଙ୍କାନାଳ: ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଅତିରିକ୍ତ ତହସିଲଦାର । ଢେଙ୍କାନାଳ ତହସିଲର ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ଦଳେଇ ଭିଜିଲାନ୍ସ ଜାଲରେ ପଡିଛନ୍ତି ।  ବେଆଇନ ପଥର ଖାଦାନରୁ ଟ୍ରକ ଛାଡ଼ି ଦେବା ପାଇଁ ୩୦ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଲାଞ୍ଚ…

ଢ଼େଙ୍କାନାଳ ଏଟିଏମ ଲୁଟ ଘଟଣା : ମୁଖ୍ୟ ଅଭିଯୁକ୍ତ ଗିରଫ

ଢେଙ୍କାନାଳ : ମୋଟାଙ୍ଗା ଥାନା ନିମବାହାଳୀ ଛକ ଏସବିଆଇ ଏଟିଏମ ଲୁଟ ଘଟଣାରେ ମୁଖ୍ୟ ଅଭିଯୁକ୍ତ ବାଲେଶ୍ୱରରୁ ଗିରଫ । ପୋଲିସ ଅଭିଯୁକ୍ତଠାରୁ ୫ ଲକ୍ଷ ୩୨ହଜାର ୪୦୦ ଟଙ୍କା, ତିନିଟି ଦାମିକିଆ ଫୋନ, ୨୦ଭରି ସୁନାଅଳଙ୍କାର, ପାନ କାର୍ଡ,ଭିଜିଟିଂ କାର୍ଡ ଆଦି ଜବତ କରିଛି । ଅଭିଯୁକ୍ତ ନାଁରେ…

OTPCL କ୍ୟାମ୍ପ୍ ଅଫିସରେ ୬ଟି ଜେସିବି ଜାଳି ଦେଲେ ଦୁର୍ବୃତ୍ତ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଦୁର୍ବୃତ୍ତଙ୍କ ଲଙ୍କାକାଣ୍ଡ । ରାତିରେ ଅଁଳାବେରଡ଼ି OTPCL କ୍ୟାମ୍ପ୍ ଅଫିସ୍‌ ପରିସରରେ ଥିବା ୬ଟି ଜେସିବିକୁ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ । ଅଭିଯୋଗ ହୋଇଛି, ଗତକାଲି ରାତିରେ କିଛି ଦୁବୃର୍ତ୍ତ ପ୍ଲାଣ୍ଟ ପରିସରରେ ପଶି ଥିଲେ ।…

ଦୁର୍ଘଟଣା ନେଲା ବାପା-ପୁଅଙ୍କ ଜୀବନ

କାମାକ୍ଷାନଗର: ବାପାଙ୍କୁ ମେଡିକାଲ ନେଇ ଯାଉଥିବା ବେଳେ ଦୁର୍ଘଟଣା। ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ୍ । ଦୁର୍ଘଟଣାରେ ଚାଲିଗଲା ବାପା-ପୁଅଙ୍କ ଜୀବନ । ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର-ବିଜାଡିହ ନିକଟରେ । ମୃତକମାନେ ହେଲେ ପରଜଙ୍ଗର ରମଣି…

କପିଳାସ ଜଙ୍ଗଲରେ ବନ ବିଭାଗର ଚଢ଼ାଉ, ବାଘ ଛାଲ ,ବାଘ ମୁଣ୍ଡ ଜବତ

ଢେଙ୍କାନାଳ: କପିଳାସ ଜଙ୍ଗଲରେ ବନ ବିଭାଗର ଚଢ଼ାଉ ହୋଇଛି । ଏହି ସମୟରେ ବାଘ ଛାଲ ,ବାଘ ମୁଣ୍ଡ ସହିତ ହାତୀ ଦାନ୍ତ ଜବତ ହୋଇଛି । ଏହା ସହିତ ୩ଜଣ ଶିକାରୀଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧୟରୁ ଜଣେ ଶିଶ୍ରକ ଥିବା ଜଣାପଡିଛି । ବନବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ,  ଚଢାଉ…

ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ, ୫ଟି ସ୍ଥାନରେ ରେଡ୍

ଢେଙ୍କାନାଳ: ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ । ତାଳଚେର ଆର୍‌ଡି ବିଭାଗର ସହକାରୀ ଯନ୍ତ୍ରୀ ଚନ୍ଦ୍ରମଣି ସାହୁଙ୍କ ଘରେ ସକାଳୁ ସକାଳୁ ଭିଜିଲାନ୍ସ ଚଢ଼ାଉ ହୋଇଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଅ ଅଭିଯୋଗରେ ଏକକାଳୀନନ ୫ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ ।…

ଧର୍ମଛଡ଼ା ଧରମ ମାମୁଁ: ଢେଙ୍କାନାଳ ଜିଲ୍ଲାରେ ୪ ବର୍ଷ ଶିଶୁକନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଗିରଫ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ତା ନାଁ ଶଙ୍କର୍ଷଣ ଦେହୁରୀ । ଘର ଯାଜପୁର ଜିଲ୍ଲା କାଳିଆପଣିରେ । ସେ ପୀଡ଼ିତାଙ୍କ ଧରମ ମାମୁଁ ବୋଲି ଜଣା ପଡ଼ିଛି । ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ…