Latest Odisha News
Browsing Category

ଗଞ୍ଜାମ

Ganjam

ସ୍କୁଟିକୁ ଧକ୍କା ଦେଲା ଟ୍ରକ, ଚାଳକ ମୃତ

ସାନଖେମୁଣ୍ଡି(ଗଞ୍ଜାମ): ସ୍କୁଟିକୁ ଧକ୍କା ଦେଲା ଟ୍ରକ । ଦୁର୍ଘଟଣାରେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଜରଡ଼ା ଥାନା କେଲୁଆ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିଛି ପୋଲିସ । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ…

ଗଞ୍ଜାମ ଜିଲ୍ଲାରେ କଲରାପତରିଆ ବାଘ ମୃତ୍ୟୁ ମାମଲାରେ ୬ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ରେଞ୍ଜ ଅଞ୍ଚଳରେ ବାରହା ଫାଶରୁ ଉଦ୍ଧାର କଲରାପତରିଆ ବାଘ ମୃତ୍ୟୁ ମାମଲାରେ ୬ ଜଣ ଗିରଫ । ମୁଖ୍ୟ ଅଭିଯୁକ୍ତ ସମେତ ୬ ଜଣଙ୍କୁ ଗିରଫ କରିଛି ବନ ବିଭାଗ । ପୋଲିସ ସହାୟତାରେ ଗତରାତିରେ ସମସ୍ତଙ୍କୁ ଗିରଫ କରାଯାଇଛି । ସେହିପରି ଫାଶରେ ଲାଗିଥିବା ଗୋଟିଏ…

ଗୋଖାଦ୍ୟ ବୋଝେଇ ଟ୍ରକରୁ ୨୦୦୦ କିଲୋ ଗଞ୍ଜେଇ ଜବତ

ବ୍ରହ୍ମପୁର: ଉପରେ ଗୋଖାଦ୍ୟ, ଭିତରେ ଚାଲାଣ ହେଉଥିଲା ଗଞ୍ଜେଇ । ଧରିଲା ଅବକାରୀ ଗୁଇନ୍ଦା ବିଭାଗ । ଗୋଖାଦ୍ୟ ବୋଝେଇ ଟ୍ରକକୁ ଦୁଇ ହଜାର କିଲୋ (୨ଟନ୍) ଗଞ୍ଜେଇ ଜବତ ହୋଇଛି । ଗଞ୍ଜାମ ଜିଲ୍ଲା ଦେଇ ଯାଇଥିବା ୧୬ ନମ୍ୱର ଜାତୀୟ ରାଜପଥ କନିଷି ନିକଟରୁ ଚେକିଂ ବେଳେ ଏତେ ପରିମାଣର ଗଞ୍ଜେଇ ଜବତ…

ଗଞ୍ଜାମ ଜିଲ୍ଲାରେ ବାରହା ଫାଶରେ ପଡ଼ିଥିବା ବାଘର ମୃତ୍ୟୁ

ଗଞ୍ଜାମ: ବାରହା ଫାଶରେ ପଡ଼ିଥିବା ବାଘର ମୃତ୍ୟୁ । ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବନାଞ୍ଚଳରେ ବାରହା ଫାଶରେ ପଡ଼ିଥିବା କଲରାପତରିଆ ବାଘର ମୃତ୍ୟୁ ହୋଇଛି । ଗତକାଲି ତାକୁ ନଗୁଡୁ ବଡପଥର ନିକଟରୁ ଉଦ୍ଧାର କରିଥିଲେ ବନ ବିଭାଗ ଟିମ୍ । ପରେ ସନ୍ଧ୍ୟାରେ ବାଘଟି ମରି ଯାଇଥିବା ଦକ୍ଷିଣ ଘୁମୁସର ବନଖଣ୍ଡ…

ହନୁମାନ ପଇସା ଠକେଇ ଅଭିଯୋଗରେ ୭ ଗିରଫ

ବ୍ରହ୍ମପୁର: ହନୁମାନ ମୁଦ୍ରା କାରବାର କରି ଦୁଇ କୋଟି ଟଙ୍କା ଠକେଇ ଅଭିଯୋଗରେ ବଡବଜାର ପୋଲିସ ୭ ଜଣଙ୍କୁ ଗିରଫ କରିଛି । ଏମାନଙ୍କଠାରୁ ନଗଦ ଦେଢ ଲକ୍ଷ ଟଙ୍କା, ଦୁଇଟି ମୋଟର ସାଇକେଲ, ମାଗ୍ନେଟ୍‌, ସ୍ପିରିଟ୍ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି । ପୋଲିସ ଠାରୁ ମିଳିଥିବା ସୂଚନା…

ଦେବରାଜ ସାହୁ ହତ୍ୟା ଘଟଣାରେ ୫ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର: ବେଗୁନିଆପଡାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁଙ୍କ ହତ୍ୟା ଘଟଣାରେ ୫ ଅଭିଯୁକ୍ତ ଗିରଫ । ମୋବାଇଲ ଓ ବନ୍ଧୁକ ସହ ୬୩ଟି ଗୁଳି, ଏଟିଏମ୍ କାର୍ଡ ଜବତ କରିଛି ପୋଲିସ । ଏନେଇ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଶ୍ରୀ ଭୋଇ…

ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଯାତ୍ରୀବାହୀ ବସ୍‌

ଗଂଜାମ: ଏକ ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି ଯାତ୍ରୀବାହୀ ବସ୍ । ଆଉ ଅଳ୍ପକେ ବର୍ତ୍ତିଲେ ଏଥିରେ ଥିବା ଯାତ୍ରୀ । ଗଞ୍ଜାମ-ଗଜପତି ସୀମା ତପ୍ତପାଣି ଘାଟିରେ ଆଜି ସକାଳୁ ଏହି ଘଟଣା ଘଟିଛି । ବ୍ରିଜ୍ ତଳକୁ ଅଧା ଓହଳି ରହିଛି ବସ୍ । ମିଳିଥିବା ସୂଚନା ଅନୁଯାୟୀ, ମହାବୀର ନାମକ…

୧୦ ଫୁଟ ପାହାଡ଼ ତଳକୁ ଖସିଲା ବସ୍, ଭାଗ୍ୟ ଭଲ ବସରେ କେହି ଯାତ୍ରୀ ନଥିଲେ

ଦିଗପହଣ୍ଡି: ୧୦ ଫୁଟ ପାହାଡ଼ ତଳକୁ ଖସିଲା ଯାତ୍ରୀବାହୀ ବସ୍ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ବୁରତାଲରେ ଏହି ଦୁର୍ଘଟଣା ହୋଇଛି । ଭାରସାମ୍ୟ ହରାଇ ବୁରତାଲ ଏକ୍ସପ୍ରେସ ନାମକ ବସଟି ପାହାଡ଼ ତଳକୁ ଖସି ପଡ଼ିଲା । ଏଥିରେ ବସ ହେଲପର ଗୁରୁତର ହୋଇଛନ୍ତି । ସେତେବେଳେ ହେଲପର ରଜନୀକାନ୍ତ…

ବ୍ରହ୍ମପୁରରୁ ସାଢ଼େ ୪ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ଜଣେ ଯୁବକ ଗିରଫ

ବ୍ରହ୍ମପୁର: ଖେଳ ପଡ଼ିଆ ପାଖରେ ବ୍ରାଉନସୁଗର ଧରି ଗରାଖକୁ ଅପେକ୍ଷା କରିଥିଲା ବେପାରୀ । ହଠାତ୍ ପୋଲିସ ପହଞ୍ଚି କାବୁ କଲା । ଜବତ ହୋଇଛି ପ୍ରାୟ ୪୫ ଗ୍ରାମ୍ ଧଳା ଜହର । ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ପଡ଼ିଆରୁ ଏହି ବ୍ରାଉନସୁଗର ଜବତ କରିଛି ପୋଲିସ । ଜବତ ବ୍ରାଉନସୁଗରର ଆନୁମାନିକ…

ଗଞ୍ଜାମ ବେଗୁନିଆପଡ଼ାର ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କୁ ଗୁଳି ମାରି ହତ୍ୟା

ଗଞ୍ଜାମ: ପୁଣି ଫୁଟିଲା ଗୁଳି । ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ାର ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି କିଛି ଦୁର୍ବୃତ୍ତ । ମୃତକ ହେଲେ ଦେବରାଜ ସାହୁ । ସୁମଣ୍ଡଳ ଛକରେ ଚା ପିଉଥିବା ବେଳେ ଦେବରାଜଙ୍କୁ ଗୁଳିମାଡ଼ ହୋଇଛି । ୩ ଜଣ ଦୁର୍ବୃତ୍ତ ଆସି ଗୁଳିମାଡ଼ କରି ଫେରାର୍…